ଅଶ୍ଳୀଳ ଭିଡିଓ ଜାଲରେ ବରିଷ୍ଠ ବିଜେପି ନେତା, ଭିଡିଓ ଯାଞ୍ଚ ପାଇଁ ବିରୋଧୀଙ୍କ ଦାବି

କନକ ବ୍ୟୁରୋ: ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା କିରୀଟ ସୋମୟା ଏବେ ଅଶ୍ଳୀଳ ଭିଡିଓକୁ ନେଇ ହରଡଘଣାରେ । ଏହି ଭିଡିଓକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ ଭିଡିଓ ଯାଞ୍ଚ ପାଇଁ ଦାବି କରିଛନ୍ତି ବିରୋଧୀ । କିରୀଟ ସୋମୟାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି ବିରୋଧୀ । ଅନ୍ୟପଟେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛନ୍ତି କିରୀଟ ସୋମୟା । ଏନେଇ ସେ ନିଜେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀଶଙ୍କୁContinue reading “ଅଶ୍ଳୀଳ ଭିଡିଓ ଜାଲରେ ବରିଷ୍ଠ ବିଜେପି ନେତା, ଭିଡିଓ ଯାଞ୍ଚ ପାଇଁ ବିରୋଧୀଙ୍କ ଦାବି”

କମିଶନରେଟ୍ ପୋଲିସକୁ ବଡ଼ ସଫଳତା : ସ୍ପେଶାଲ ସ୍କ୍ୱାଡ୍ ହାତରେ ୧୧ ଆନ୍ତଃରାଜ୍ୟ ଲୁଟେରା

କନକ ବ୍ୟୁରୋ : କମିଶନରେଟ୍ ପୋଲିସକୁ ବଡ଼ ସଫଳତା । ସ୍ପେଶାଲ ସ୍କ୍ୱାର୍ଡ ହାତରେ ଧରା ପଡ଼ିଛନ୍ତି ୧୧ ଆନ୍ତଃରାଜ୍ୟ ଲୁଟେରା । ଏମାନେ ଦୀର୍ଘ ଦିନ ଧରି ରାତିରେ ଘରେ ପଶି କରୁଥିଲେ ଲୁଟ । ଗୋଟେ ରାତିରେ ଦୁଇରୁ ୩ଟି ଘରେ ପଶି କଳାକନା ବୁଲାଉଥିଲେ ଏହି ଲୁଟେରା ଗ୍ୟାଙ୍ଗ । ଦିନରେ ରେକି କରି ରାତିରେ କରୁଥିଲେ ଲୁଟ । ଅଟୋ କିମ୍ବା ଟ୍ରେନରେ ବିଭିନ୍ନ ସ୍ଥାନକୁ ଯାଇ ଲୁଟ କରନ୍ତି ଏହିContinue reading “କମିଶନରେଟ୍ ପୋଲିସକୁ ବଡ଼ ସଫଳତା : ସ୍ପେଶାଲ ସ୍କ୍ୱାଡ୍ ହାତରେ ୧୧ ଆନ୍ତଃରାଜ୍ୟ ଲୁଟେରା”

‘ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସର ଆଗ୍ରହ ନାହିଁ’ : ବିରୋଧୀଙ୍କ ବୈଠକରେ ସ୍ପଷ୍ଟ କଲେ ଖଡଗେ

କନକ ବ୍ୟୁରୋ: ବିରୋଧୀଙ୍କ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦେଇଛନ୍ତି ବଡ ବୟାନ । ‘ସତ୍ତା ହାସଲ କରିବାରେ କୌଣସି ଲାଳସା ନାହିଁ । କେବଳ ସମ୍ବିଧାନର ସୁରକ୍ଷା, ଲୋକତନ୍ତ୍ର, ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟର ସୁରକ୍ଷା ହିଁ କଂଗ୍ରେସର ଉଦ୍ଦେଶ୍ୟ । ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସର କୌଣସି ଇଚ୍ଛା ନାହିଁ ଏକଥା ସେ ପୂର୍ବରୁ ବି କହିସାରିଛନ୍ତି’ ବୋଲି ବୈଠକରେ କହିଛନ୍ତି ଖଡଗେ । ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଆୟୋଜିତContinue reading “‘ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସର ଆଗ୍ରହ ନାହିଁ’ : ବିରୋଧୀଙ୍କ ବୈଠକରେ ସ୍ପଷ୍ଟ କଲେ ଖଡଗେ”

୨୦୨୪ ନିର୍ବାଚନରେ ପୁଣି ଓଡିଶାରେ ସରକାର ଗଢିବ ବିଜେଡି ! ରାଜନୈତିକ ସମୀକ୍ଷକଙ୍କ ମତ 

କନକ ବ୍ୟୁରୋ : ଓଡିଶାରେ କ୍ଷମତାରେ ଥିବା ବିଜୁ ଜନତା ଦଳ କେଉଁ ଶିବିରରେ ରହିବ । ଦଳର ସୁପ୍ରିମୋଙ୍କ ଆଭିମୁଖ୍ୟ ଆଧାରରେ ଦଳର ନେତାମାନେ ପୁଣିଥରେ ସମ ଦୂରତା କଥା କହିଛନ୍ତି । କିନ୍ତୁ ଜାତୀୟ ପ୍ରସଙ୍ଗରେ ଅନେକଥର ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିଆସିଛି ବିଜେଡି । ଅବଶ୍ୟ ଏଥିପାଇଁ ଓଡିଶାର ସ୍ୱାର୍ଥ କଥା ଯୁକ୍ତି ଦିଆଯାଇଛି । ହେଲେ ରାଜନୈତିକ ସମୀକ୍ଷକଙ୍କ ମତରେ ଓଡିଶାରେ ବିଜେପି ସାମାନ୍ୟ ଦୁର୍ବଳ ଥିବାରୁ ବିଜେଡି ପାଇଁContinue reading “୨୦୨୪ ନିର୍ବାଚନରେ ପୁଣି ଓଡିଶାରେ ସରକାର ଗଢିବ ବିଜେଡି ! ରାଜନୈତିକ ସମୀକ୍ଷକଙ୍କ ମତ “

ଯମୁନା ପାଣିରେ ବୁଡିବ କି ତାଜମହଲ, ବିପଦ ଘେରରେ ଆଗ୍ରାର ୨୮ଟି କଲୋନୀ

କନକ ବ୍ୟୁରୋ : ଦେଶର ଅଧିକାଂଶ ରାଜ୍ୟରେ ଏବେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ତଳିଆ ଅଞ୍ଚଳରୁ ପାହାଡିଆ ରାଜ୍ୟ ଯାଏ ବର୍ଷାର ତାଣ୍ଡବ ରୂପ ଦେଖିବାକୁ ମିଳିଛି । ଏହାସହ ବିଭିନ୍ନ ସ୍ଥାନରେ ମଧ୍ୟ ଭୂସ୍ଖଳନ ହେଉଛି । ଏହି କ୍ରମରେ ଦେଶର ରାଜଧାନୀ ଦିଲ୍ଲୀ ଦେଇ ପ୍ରବାହିତ ହେଉଥିବା ଯମୁନା ନଦୀର ରୂଦ୍ରରୂପ ଦେଖିବାକୁ ମିିଳିଛି । ଉତ୍ତର ପ୍ରଦେଶର ଅନେକ ସହରରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟିContinue reading “ଯମୁନା ପାଣିରେ ବୁଡିବ କି ତାଜମହଲ, ବିପଦ ଘେରରେ ଆଗ୍ରାର ୨୮ଟି କଲୋନୀ”

ଲୁପ ଲାଇନରେ ପଶିଲା ଟ୍ରେନ ! ଭଦ୍ରକରୁ ବାଲେଶ୍ୱର ଯାଉଥିଲା ମେମୁ ଟ୍ରେନ୍

କନକ ବ୍ୟୁରୋ : ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ । ଭଦ୍ରକରୁ ବାଲେଶ୍ୱର ଯାଉଥିଲା ମେମୁ ଟ୍ରେନ୍ । ନୀଳଗିରି ରୋଡରେ ଦୁର୍ଘଟଣାରୁ ବର୍ତ୍ତିଗଲା । ଲୁପ ଲାଇନରେ ପଶିଗଲା ମେମୁ ଟ୍ରେନ । ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣା ପଡିନଥିବା ବେଳେ ଲୋକ ପାଇଲଟ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି । ନୀଳଗିରି ରୋଡ଼ରେ ଦୁଇ ଘଣ୍ଟାରୁ ଅଧିକ ସମୟ ରହିଥିବା ବେଳେ ଲୋକପାଇଲଟContinue reading “ଲୁପ ଲାଇନରେ ପଶିଲା ଟ୍ରେନ ! ଭଦ୍ରକରୁ ବାଲେଶ୍ୱର ଯାଉଥିଲା ମେମୁ ଟ୍ରେନ୍”

ଟମାଟୋ ଭଳି ଶସ୍ତାରେ ଡାଲି ଯୋଗାଇ ଦେବେ ସରକାର, ଜାଣନ୍ତୁ କେଉଁଠି ମିଳିବ ଶସ୍ତା ଡାଲି

କନକ ବ୍ୟୁରୋ : ଟମାଟୋ ପରେ ଏବେ ଡାଲିଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଏହାକୁ ନେଇ କେନ୍ଦ୍ର ସରକାର ଏବେ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଏବେ କିଛି ରାଜ୍ୟରେ ସରକାର ମୋବାଇଲ ଭ୍ୟାନ ମାଧ୍ୟମରେ ଲୋକଙ୍କୁ ଶସ୍ତାରେ ଟମାଟୋ ଯୋଗାଉଥିବା ଭଳି ଶସ୍ତାରେ ଡାଲି ଯୋଗାଇ ଦେବେ ସରକାର । ହରଡ, ମୁଗ ଓ ଅନ୍ୟ ଡାଲିଗୁଡିକର ଦାମ ନିୟନ୍ତ୍ରଣ କରିବା ଉର୍ଦ୍ଦେଶ୍ୟରେ ସରକାର ଏବେ ଚଣା ଡାଲି ବିକ୍ରି କରିବାକୁ ଘୋଷଣାContinue reading “ଟମାଟୋ ଭଳି ଶସ୍ତାରେ ଡାଲି ଯୋଗାଇ ଦେବେ ସରକାର, ଜାଣନ୍ତୁ କେଉଁଠି ମିଳିବ ଶସ୍ତା ଡାଲି”

ଜାତୀୟ ଦଳରେ ଜରି ଗୋଟାଳିଙ୍କ ପୁଅ : ଭାରତୀୟ ଭଲିବଲ ଟିମରେ ସାମିଲ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଲେ ରଜା

କନକ ବ୍ୟୁରୋ : ଜାତୀୟ ଦଳରେ ଜରି ଗୋଟାଳିଙ୍କ ପୁଅ । କେନ୍ଦ୍ରାପଡ଼ା ଜିଲ୍ଲା ରଣପଡାର ମହମ୍ମଦ ରଜା । ୨୧ ବର୍ଷରୁ କମ୍ ଭାରତୀୟ ଦଳରେ ସ୍ଥାନ ପାଇ ଓଡ଼ିଶା ପାଇଁ ରଜା ଗର୍ବ ଆଣିଛନ୍ତି । ବଡ଼ କଥା ହେଉଛି ରଜାଙ୍କ ବାପା ଜଣେ କବାଡ଼ି ବାଲା । କାମ ହେଉଛି, ରାସ୍ତାରେ ପଡ଼ିଥିବା ଜରିକୁ ସଂଗ୍ରହ କରିବା ଓ ଭଙ୍ଗା ଲୁହା ଗୋଟାଇବ । ଏଥିରୁ ଯାହା ରୋଜଗାର କରନ୍ତି, ସେଥିରେ ତାଙ୍କContinue reading “ଜାତୀୟ ଦଳରେ ଜରି ଗୋଟାଳିଙ୍କ ପୁଅ : ଭାରତୀୟ ଭଲିବଲ ଟିମରେ ସାମିଲ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଲେ ରଜା”

୨୦୨୪ ପୂର୍ବରୁ ଏନଡିଏ ଓ ବିରୋଧୀ ଗୋଷ୍ଠୀଙ୍କ ଶକ୍ତି ପ୍ରଦର୍ଶନ, ଜାଣନ୍ତୁ କାହା ସହିତ ରହିବ କେଉଁ ଦଳ ?

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ପାଖାପାଖି ଗୋଟିଏ ବର୍ଷ ବାକି ଥିବା ବେଳେ ଏବେଠାରୁ ସମସ୍ତ ରାଜନୈତିକ ଦଳ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ସରକାରରେ ଥିବା ଏନଡିଏ ଓ ବିରୋଧୀଦଳମାନେ ସେମାନଙ୍କ ଗୋଷ୍ଠୀକୁ କିଳଭି ମଜବୁତ କରିବେ ତାହା ଉପରେ କାମ ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ୨୬ ଟି ବିଜେପି ବିରୋଧୀ ଦଳ ବେଙ୍ଗାଲୁରୁରେ ଏକଜୁଟ ହୋଇଥିବା ବେଳେ ୩୮ ଟି ଦଳକୁ ନେଇContinue reading “୨୦୨୪ ପୂର୍ବରୁ ଏନଡିଏ ଓ ବିରୋଧୀ ଗୋଷ୍ଠୀଙ୍କ ଶକ୍ତି ପ୍ରଦର୍ଶନ, ଜାଣନ୍ତୁ କାହା ସହିତ ରହିବ କେଉଁ ଦଳ ?”

ଲୋକଙ୍କ ପାଖରେ ପହଞ୍ଚି ସମସ୍ୟାର ସମାଧାନ କଲେ ପୌରାଧ୍ୟକ୍ଷା : ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ୱାର୍ଡ଼ରେ ଜମି ରହିଥିଲା ପାଣି, ନିଷ୍କାସନ ପାଇଁ କଲେ ବ୍ୟବସ୍ଥା

କନକ ବ୍ୟୁରୋ : ଘଡ଼ଘଡ଼ି ବର୍ଷା ରାତିରେ ବୁଲି ଲୋକଙ୍କ ସମସ୍ୟା ସମାଧାନ କଲେ ପୌରାଧ୍ୟକ୍ଷା । ଲଗାଣ ବର୍ଷାରେ ବଲାଙ୍ଗୀର ସହରର ବିଭିନ୍ନ ୱାର୍ଡରେ ପାଣି ଜମି ରହିଥିଲା । ଘରୁ ବାହାରିବା ଲୋକଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଥିଲା । ଏଭଳି ପରିସ୍ଥିତିରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଥିଲେ ବଲାଙ୍ଗୀର ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ । ରାତିରେ ବର୍ଷାରେ ସାହିକୁ ସାହି ବୁଲି କିଭଳି ପାଣି ନିଷ୍କାସନ ହେବ, ଲୋକଙ୍କ ଘରକୁContinue reading “ଲୋକଙ୍କ ପାଖରେ ପହଞ୍ଚି ସମସ୍ୟାର ସମାଧାନ କଲେ ପୌରାଧ୍ୟକ୍ଷା : ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ୱାର୍ଡ଼ରେ ଜମି ରହିଥିଲା ପାଣି, ନିଷ୍କାସନ ପାଇଁ କଲେ ବ୍ୟବସ୍ଥା”

Design a site like this with WordPress.com
Get started