ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଧସିଲା ରାସ୍ତା : ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକ

କନକ ବ୍ୟୁରୋ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଆରଡି ଛକ ନିକଟରେ ଧସିଲା ରାସ୍ତା । ରାସ୍ତା ପାଶ୍ୱର୍ରେ ବିରାଟ ଗର୍ତ ସୃଷ୍ଟି ହୋଇଛି । କିଛି ମାସ ପୂର୍ବରୁ ରାସ୍ତା ମରାମତି ହୋଇଥିଲା । ରାସ୍ତାର କାମ ନିମ୍ନମାନର ହୋଇଥିବା କାରଣରୁ ଏଭଳି ହୋଇଥିବା ଲୋକ ଅଭିଯୋଗ କରିଛନ୍ତି । ମରାମତି କାମ ଶୀଘ୍ର କରାଯିବାକୁ ଭଦ୍ରକ ଜିଲ୍ଲାପାଳ ସିଧେଶ୍ୱର ବଳିରାମ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଅପିଲ କରିଛନ୍ତି ।   TheContinue reading “ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଧସିଲା ରାସ୍ତା : ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକ”

ବେଙ୍ଗାଲୁରୁରୁ ଦିଲ୍ଲୀ ଚାଲିଛି ମୋଦୀ ବିରୋଧୀ ଓ ଏନଡିଏର ଶକ୍ତି ପ୍ରଦର୍ଶନ : ଏନଡିଏ ମେଣ୍ଟ ସହଯୋଗୀ ଓ ବିଜେପିର ସଂଖ୍ୟା ଗଣିତ

କନକ ବ୍ୟୁରୋ : ୨୦୨୪ ଲଢେଇର ରୂପରେଖ କିଭଳି ହେବ ତାର ନୀଳ ନକ୍ସା ଆଙ୍କିବାକୁ ବେଙ୍ଗଳୁରୁରେ ଏକାଠି ହୋଇଛନ୍ତି ମୋଦୀ ବିରୋଧୀ । ବହୁ ବାଦ ବିବାଦ ପରେ ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି କଂଗ୍ରେସ ଓ ଆମ ଆଦମୀ ପାର୍ଟି । ଦିଲ୍ଲୀ ସରକାରଙ୍କ କ୍ଷମତା ସଙ୍କୁଚିତ କରିବାକୁ କେନ୍ଦ୍ରର ଅଧ୍ୟାଦେଶ ନେଇ, ଦୁଇ ଦଳ ଭିତରେ ମତଭେଦ ରହିଥିଲା । କୁହାଯାଉଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟସ୍ଥତାରେ ଏହି ମତାନ୍ତରContinue reading “ବେଙ୍ଗାଲୁରୁରୁ ଦିଲ୍ଲୀ ଚାଲିଛି ମୋଦୀ ବିରୋଧୀ ଓ ଏନଡିଏର ଶକ୍ତି ପ୍ରଦର୍ଶନ : ଏନଡିଏ ମେଣ୍ଟ ସହଯୋଗୀ ଓ ବିଜେପିର ସଂଖ୍ୟା ଗଣିତ”

ATS ଖୋଲୁଛି ସୀମାଙ୍କ ଗୁମର । ସୀମାଙ୍କ ପାଖରେ ୪ ମୋବାଇଲ,  ଦିଲ୍ଲୀର ଏକାଧିକ ଯୁବକଙ୍କ ସହ ଥିଲା ସମ୍ପର୍କ

କନକ ବ୍ୟୁରୋ: ସାଉଦିଆରବରୁ ଭାରତ ପଳାଇଆସିଥିବା ପାକିସ୍ତାନ ମହିଳା ସୀମା ହାଇଦରଙ୍କୁ ଏଟିଏସ୍ ଜେରା କରିବା ସମୟରେ ବାହାରୁଛି ଅନେକ ଆଶ୍ଚର୍ଯ୍ୟ କରିବା ଭଳି ସତ । ତାଙ୍କ ପାଖରେ ୪ ଟି ମୋବାଇଲ ଥିବାବେଳେ ଏଥିରୁ ଅନେକ ଡାଟା ଡିଲିଟ୍ ହୋଇଛି । କେବଳ ଏତିକି ନୁହେଁ ସଚିନଙ୍କ ପୂର୍ବରୁ ସେ ଦିଲ୍ଲୀର ଏକାଧିକ ଯୁବକଙ୍କ ସହ ସମ୍ପର୍କରେ ଥିଲେ । ଏକଥା ନିଜେ ସୀମା ସ୍ୱୀକାର କରିଥିବା ଜଣାପଡିଛି । ଉତ୍ତରପ୍ରଦେଶ ଏଟିଏସ୍‌ ସୀମାContinue reading “ATS ଖୋଲୁଛି ସୀମାଙ୍କ ଗୁମର । ସୀମାଙ୍କ ପାଖରେ ୪ ମୋବାଇଲ,  ଦିଲ୍ଲୀର ଏକାଧିକ ଯୁବକଙ୍କ ସହ ଥିଲା ସମ୍ପର୍କ”

ନୀତି ଆୟୋଗ ରିପୋର୍ଟ : ୫ ବର୍ଷରେ ଓଡ଼ିଶାରେ ୬୨ ଲକ୍ଷରୁ ଅଧିକ ଲୋକ ଦାରିଦ୍ର୍ୟ ମୁକ୍ତ; ରାଜ୍ୟରେ ମାଲକାନଗିରି ସବୁଠୁ ଗରିବ

କନକ ବ୍ୟୁରୋ : ପ୍ରକାଶ ପାଇଛି ନୀତି ଆୟୋଗ ରିପୋର୍ଟ । ଗତ ୫ ବର୍ଷ ଭିତରେ ଦେଶ ଦାରିଦ୍ର୍ୟ ଦୂରୀକରଣରେ ଏକ ବଡ଼ ସଫଳତା ହାସଲ କରିଛି । ଏ ୫ ବର୍ଷ ଭିତରେ ୧୩ କୋଟି ୫୦ ଲକ୍ଷ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ଓଡ଼ିଶାରେ ଏ ସଂଖ୍ୟା ୬୨ ଲକ୍ଷ ୬୨ ହଜାର ୮୫୨ । ହେଲେ ବିଡମ୍ବନାର କଥା ଏବେବି ରାଜ୍ୟର ଆଦିବାସୀ ବହୁଳ ଓ ଉପାନ୍ତ ଅଂଚଳContinue reading “ନୀତି ଆୟୋଗ ରିପୋର୍ଟ : ୫ ବର୍ଷରେ ଓଡ଼ିଶାରେ ୬୨ ଲକ୍ଷରୁ ଅଧିକ ଲୋକ ଦାରିଦ୍ର୍ୟ ମୁକ୍ତ; ରାଜ୍ୟରେ ମାଲକାନଗିରି ସବୁଠୁ ଗରିବ”

କେତେ ଦିନରେ ସାହାରା ଜମାକାରୀଙ୍କୁ ମିଳିବ ଟଙ୍କା, ଆବେଦନ ପାଇଁ କଣ କରିବାକୁ ପଡିବ? ଜାଣନ୍ତୁ ପୂରା ପ୍ରକ୍ରିୟା ।

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହା ଆଜି ସାହାରା ରିଫଣ୍ଡ ପୋର୍ଟାଲର ଲଞ୍ଚ କରିଛନ୍ତି । ଏହି ପୋର୍ଟାଲ ଜରିଆରେ ସାହାରା ଜମାକାରୀ ନିଜର ଟଙ୍କା ଫେରସ୍ତ ପାଇପାରିବେ । ଦେଶରେ ଲକ୍ଷାଧିକ ଜମାକାରୀଙ୍କ ଟଙ୍କା ସାହାରା ଇଣ୍ଡିଆରେ ଫଶିକି ରହିଛି । ତେବେ ଏହି ପୋର୍ଟାଲ ଜରିଆରେ ଏବେ ନିବେଶ ହୋଇଥିବା ଟଙ୍କା ଫେରି ପାଇବାକୁ ଆଶା ବାନ୍ଧି ବସିଛନ୍ତି ଜମାକାରୀ । ଏନେଇ ଶାହ କହିଛନ୍ତି, ଯେଉଁ ଜମାକାରୀଙ୍କ ଟଙ୍କା ବର୍ଷ ବର୍ଷContinue reading “କେତେ ଦିନରେ ସାହାରା ଜମାକାରୀଙ୍କୁ ମିଳିବ ଟଙ୍କା, ଆବେଦନ ପାଇଁ କଣ କରିବାକୁ ପଡିବ? ଜାଣନ୍ତୁ ପୂରା ପ୍ରକ୍ରିୟା ।”

 ବିଗବସ୍ OTT-2 ରେ ୟୁଟୁବ୍ୟବର ଧ୍ରୁବ ରାଠିଙ୍କ ଏଣ୍ଟ୍ରି । ବନିବେ ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ

 କନକ ବ୍ୟୁରୋ: ଏପିସୋଡ୍ ବଢିବା ସାଙ୍ଗକୁ ମଜାଦାର ହୋଇଚାଲିଛି ରିଆଲିଟି ଶୋ’ ବିଗବସ୍ ଓଟିଟି-୨ । ଶୋ’ରେ ଏଣ୍ଟରଟେନମେଣ୍ଟ ଡୋଜକୁ ଆହୁରି ବଢାଇବାକୁ ଆସିଥିଲେ ଏଲୱିସ୍ ଯାଦବ ଓ ଆଶିକା ଭାଟିଆ । ଏ ଦୁଇଜଣ କଣ୍ଟେଣ୍ଟ କ୍ରିଏଟର । ଶୋ’ରେ ଦୁଇଜଣ ନିଜର ଦବଦବା ଦେଖାଇସାରିଛନ୍ତି । ଏବେ ଏହି ଶୋ’କୁ ଆହୁରି ମଜାଦାର କରିବାକୁ ଏଣ୍ଟ୍ରି କରିବେ ଲୋକପ୍ରିୟ ଯୁଟ୍ୟୁବର ଧ୍ରୁବ ରାଠି । ଖୁବ ଶୀଘ୍ର ସେ ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟବନିବେ ବୋଲିContinue reading ” ବିଗବସ୍ OTT-2 ରେ ୟୁଟୁବ୍ୟବର ଧ୍ରୁବ ରାଠିଙ୍କ ଏଣ୍ଟ୍ରି । ବନିବେ ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ”

ଭୁଶୁଡଲା ବ୍ରିଜ୍, ସ୍ଥିତି ଅନୁଧ୍ୟାନ କଲେ ଏନଏଚଆଇ ପ୍ରକଳ୍ପ ନିର୍ଦ୍ଦେଶକ : କହିଲେ, ନିର୍ମାଣଗତ ତ୍ରୁଟି ଯୋଗୁଁ ଦବିଲା ବ୍ରିଜ୍

କନକ ବ୍ୟୁରୋ : ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ରସୁଲପୁର ବ୍ଳକ ଛକ ନିକଟରେ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ବାଲେଶ୍ୱରରୁ କଟକ ଆସିବା ରୁଟର କୁଆଖିଆ ଛକ ଆଡ଼କୁ ପୋଲର ଶେଷ ପିଲାର ଯୋଡ଼ ନିକଟରୁ ଖସିଯାଇଛି । ଫଳରେ ଅଳ୍ପକେ ବର୍ତ୍ତି ଯାଇଛି ଏକାଧିକ ବସ ଓ ଟ୍ରକ୍ । ମାତ୍ର ୧୫ ବର୍ଷର ଏହି ପୋଲ ଭୁଶୁଡ଼ିବାକୁ ନେଇ ସାଧରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ନିମ୍ନମାନର କାମ ହୋଇଥିବା ଅଭିଯୋଗContinue reading “ଭୁଶୁଡଲା ବ୍ରିଜ୍, ସ୍ଥିତି ଅନୁଧ୍ୟାନ କଲେ ଏନଏଚଆଇ ପ୍ରକଳ୍ପ ନିର୍ଦ୍ଦେଶକ : କହିଲେ, ନିର୍ମାଣଗତ ତ୍ରୁଟି ଯୋଗୁଁ ଦବିଲା ବ୍ରିଜ୍”

ମାନହାନୀ ମାମଲା , ୨୧ରେ ଶୁଣାଣି : ସୁରତ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ରାହୁଲ ଗାନ୍ଧୀ

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଦଣ୍ଡ ଉପରେ ହେବ ଶୁଣାଣି । ସୁପ୍ରିମକୋର୍ଟ ଜୁଲାଇ ୨୧ ଅର୍ଥାତ୍ ଶୁକ୍ରବାର ଶୁଣାଣି କରିବେ । ଗୁଜରାଟର ତଳ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ନେଇ ଯେଉଁ ରାୟ ଶୁଣାଇଛନ୍ତି ତା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ରାହୁଲ । ନିକଟରେ ଗୁଜରାଟ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ ବଳବତର ରଖିବା ପରେ ରାହୁଲ ନିରାଶ ହୋଇଥିଲେ । ଏହା ପରେ ସେ ଦେଶରContinue reading “ମାନହାନୀ ମାମଲା , ୨୧ରେ ଶୁଣାଣି : ସୁରତ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ରାହୁଲ ଗାନ୍ଧୀ”

ଆଇଜିକେସିରେ ଓଡ଼ିଶା ଡାଏଲିସିସ୍ ଟେକ୍ନିସିଆନ୍ ମିଟର ଉଦଘାଟନୀ ଅଧିବେଶନ

ଓଡ଼ିଶା ଡାଏଲିସିସ୍ ଟେକ୍ନିସିଆନ୍ ମିଟ୍ (ଓଡିଟିଏମ୍)ର ଉଦଘାଟନୀ ଅଧିବେଶନ ଗତ ଜୁଲାଇ ୧୫ ତାରିଖରେ ଭୁବନେଶ୍ୱର IGKC ମଲ୍ଟିସ୍ପେସିଆଲିଟି ହସ୍ପିଟାଲରେ ଅନୁଷ୍ଠିତ ହୋଇଥିଲା। ଆଇଜିକେସି ମଲ୍ଟିସ୍ପେଶାଲିଟି ହସ୍ପିଟାଲ ଏବଂ KOREF (କିଡନୀ ଓଡ଼ିଶା ରିସର୍ଚ୍ଚ ଆଣ୍ଡ ଏଜୁକେସନ ଫାଉଣ୍ଡେସନ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଡାଏଲିସିସ୍ ଟେକ୍ନିସିଆନ୍ ଓ ନର୍ସମାନେ ଏକାଠି ହୋଇ ଉଲ୍ଲେଖନୀୟ ଯୋଗାଦନ କରିଥିଲେ। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜ୍ଞାନ ବିନିମୟକୁ ସୁଗମ କରିବା ଏବଂ କିଡନୀContinue reading “ଆଇଜିକେସିରେ ଓଡ଼ିଶା ଡାଏଲିସିସ୍ ଟେକ୍ନିସିଆନ୍ ମିଟର ଉଦଘାଟନୀ ଅଧିବେଶନ”

ଜମାକାରୀଙ୍କୁ ମିଳିବ ସାହାରା ଟଙ୍କା । ଅମିତ୍ ଶାହ କରିବେ ରିଫଣ୍ଡ ପୋର୍ଟାଲର ଉଦଘାଟନ, ଜାଣନ୍ତୁ କିପରି?

କନକ ବ୍ୟୁରୋ : ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା । ଦୀର୍ଘ ଦିନ ପରେ ସୃଷ୍ଟି ହୋଇଛି ଏହି ଆଶା । କେନ୍ଦ୍ର ସରକାର ଏଥିପାଇଁ ଆରମ୍ଭ କରୁଛନ୍ତି ବ୍ୟବସ୍ଥା । ଆଜି ଗୃହମନ୍ତ୍ରୀ ଅମିତ ଶାହ ଏକ ରିଫଣ୍ଡ ପୋର୍ଟାଲର ଉନ୍ମୋଚନ କରିବେ । ଦିଲ୍ଲୀରେ ଅଟଳ ଉର୍ଜା ଭବନରେ ଏହାର ଶୁଭାରମ୍ଭ ହେବ । ଉନ୍ମୋଚନ ହେବାକୁ ଥିବା ପୋର୍ଟାଲ ବା ୱେବସାଇଟରେContinue reading “ଜମାକାରୀଙ୍କୁ ମିଳିବ ସାହାରା ଟଙ୍କା । ଅମିତ୍ ଶାହ କରିବେ ରିଫଣ୍ଡ ପୋର୍ଟାଲର ଉଦଘାଟନ, ଜାଣନ୍ତୁ କିପରି?”

Design a site like this with WordPress.com
Get started