ସହର ଭିତରେ ଜଙ୍ଗଲୀ ହାତୀ : ଭାଙ୍ଗିଲା ପାଚେରି, ସ୍ଥାନୀୟ ଲୋକ ଭୟଭୀତ

କନକ ବ୍ୟୁରୋ : ସହରରେ ଜଙ୍ଗଲୀ ହାତୀ । ଭୟରେ ଲୋକେ । ଭୁବନେଶ୍ୱର ସମ୍ ହସ୍ପିଟାଲ ପାଖରେ ଥିବା କଲୋନୀରେ ବୁଲୁଛି ହାତୀ । ରାତିରେ ଘର ବାହାରେ ହାତୀ ବୁଲୁଥିବାର ଚିତ୍ର ସିସିଟିଭିରେ କଏଦ ହୋଇଛି । କଲୋନୀରେ ହାତୀ ପଶି ୨ଟି ପାଚେରୀ ଭାଙ୍ଗି ଦେଇଛି । କଲୋନୀରେ ହାତୀ ବୁଲୁଥିବାରୁ ଭୟରେ ରାତିରେ ଘରୁ ବାହାରି ପାରୁ ନାହାନ୍ତି ଲୋକେ । ପ୍ରଥମ ଥର ପାଇଁ ଏହି ଅଞ୍ଚଳରୁ ହାତୀ ଆସିଥିବାContinue reading “ସହର ଭିତରେ ଜଙ୍ଗଲୀ ହାତୀ : ଭାଙ୍ଗିଲା ପାଚେରି, ସ୍ଥାନୀୟ ଲୋକ ଭୟଭୀତ”

୧୫୦ ଟଙ୍କା ଦେଇ ଭରସା ଜିତିଲେ, ଦିନ କେଇଟାରେ ୩୦ ଲକ୍ଷ ଚଳୁ କରିନେଲେ ସାଇବର ଠକ । ୟୁଜର୍ସ ହୋଇଯାଆନ୍ତୁ ସାବଧାନ, ହ୍ୱାଟସଆପରେ ଚାଲିଛି ଠକେଇ ।

କନକ ବ୍ୟୁରୋ : ଦିନକୁ ଦିନ ବଢି ଚାଲିଛି ଡିଜିଟାଲ ଠକେଇ । ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଲୁଟୁଛନ୍ତି ସାଇବର ଠକ । ସେହିଭଳି ଏକ ମାମଲା ଏବେ ସାମ୍ନାକୁ ଆସିଛି । ଯେଉଁଠି ଜଣେ ବ୍ୟକ୍ତିଙ୍କୁ ୧୫୦ ଟଙ୍କା ଦେଇ ବିଶ୍ୱାସ ଜନ୍ମାଇବା ପରେ ୩୦ ଲକ୍ଷରୁ ଅଧିକ ଟଙ୍କା ଚଳୁ କରିଦେଇଛନ୍ତି ସାଇବର ଠକ । ଏହି ଠକେଇର ଆରମ୍ଭ ଏକ ହ୍ୱାଟସଆପ ମେସେଜରୁ ଆରମ୍ଭ ହୋଇଥିଲା । ଠକେଇର ଶିକାର ହୋଇଥିବାContinue reading “୧୫୦ ଟଙ୍କା ଦେଇ ଭରସା ଜିତିଲେ, ଦିନ କେଇଟାରେ ୩୦ ଲକ୍ଷ ଚଳୁ କରିନେଲେ ସାଇବର ଠକ । ୟୁଜର୍ସ ହୋଇଯାଆନ୍ତୁ ସାବଧାନ, ହ୍ୱାଟସଆପରେ ଚାଲିଛି ଠକେଇ ।”

କୋଟାରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା , ୭ ଦିନ ତଳେ ମେଡିକାଲ ଏଣ୍ଟ୍ରାନ୍ସ ପ୍ରସ୍ତୁତି ପାଇଁ ଆସିଥିଲେ

କନକ ବ୍ୟୁରୋ: ବଡଭାଇ ମେଡିକାଲ ପ୍ରସ୍ତୁତି କରୁଥିଲା ବୋଲି ସେ ବି ମେଡିକାଲ ଏଣ୍ଟ୍ରାନ୍ସ ପ୍ରସ୍ତୁତି କରିବାକୁ ଜିଦି ଧରିଲା । ମାତ୍ର ସପ୍ତାହେ ତଳେ କୋଟାରେ ରହି କୋଚିଙ୍ଗ ନେବାକୁ ଆସିଥିଲା । ହେଲେ କ’ଣ ହେଲା ଯେ, ଆତ୍ମହତ୍ୟା କଲେ ଛାତ୍ର । ଏହି ଘଟଣାରେ ସରକାର ତଦନ୍ତ କରିବାକୁ ଦାବୀ କରିଛନ୍ତି ପରିବାର ଲୋକେ । ଆଇଆଇଟି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ ଉଚ୍ଚତର କୋଚିଂ ନେବାକୁ ରାଜସ୍ଥାନର କୋଟାକୁ ଆସି ସପ୍ତାହେContinue reading “କୋଟାରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା , ୭ ଦିନ ତଳେ ମେଡିକାଲ ଏଣ୍ଟ୍ରାନ୍ସ ପ୍ରସ୍ତୁତି ପାଇଁ ଆସିଥିଲେ”

ଆଜିଠୁ ମଳମାସ ଆରମ୍ଭ : ଏହି ମାସରେ କ’ଣ କରିବେ ?

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ମଳମାସ । ଅଗଷ୍ଟ ୧୬ ଯାଏଁ ପଡ଼ୁଛି ଯାଏ ପଡ଼ିବ ଏହି ମଳମାସ । ମଳମାସରେ ଭଗବାନ ଶିବ ଓ ବିଷ୍ଣୁଙ୍କୁ ପୂଜା କରିବା ଶୁଭ ବୋଲି ବିଶ୍ୱାସ ରହିଛି । ମଳମାସକୁ ପୁରୁଷତମ ମାସ ବୋଲି କୁହାଯାଏ । କୁହାଯାଏ ଅନ୍ୟମାସ ତୁଳନାରେ ମଳମାସରେ ମନସ୍କାମନା ଅଧିକ ପୂରଣ ହୋଇଥାଏ । ମଳମାସ ଯୋଗୁଁ ୧୯ ବର୍ଷ ପରେ ଯୋଡ଼ା ଶ୍ରାବଣ ପଡ଼ିଛି । ଯୋଡ଼ା ମାସContinue reading “ଆଜିଠୁ ମଳମାସ ଆରମ୍ଭ : ଏହି ମାସରେ କ’ଣ କରିବେ ?”

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ : ୧୦ ବର୍ଷର ଝିଅ କହିଲା ମା’କୁ କଟୁରୀରେ ହାଣି କେମିତି ହତ୍ୟା କଲା ବାପା

କନକ ବ୍ୟୁରୋ : ପାରିବାରି କଳହର କରୁଣ ପରିଣତି । କଟୁରୀରେ ହାଣି ନୃଶଂସ ଭାବେ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ମୃତକ ମହିଳା ଜଣକ ହେଲେ ଲିଲି ଦଣ୍ଡପାଟ । ୧୦ ବର୍ଷ ତଳେ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଗାଁର ଲିଲିକୁ ବିବାହ କରିଥିଲା ଅର୍ଜୁନ ଦଣ୍ଡପାଟ । ବିବାହ ପରଠାରୁ ଲିଲିଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା । ସୋମବାର କୌଣସି କାରଣରୁContinue reading “ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ : ୧୦ ବର୍ଷର ଝିଅ କହିଲା ମା’କୁ କଟୁରୀରେ ହାଣି କେମିତି ହତ୍ୟା କଲା ବାପା”

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ : ବନ୍ଦ ରହିଛି ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ

କନକ ବ୍ୟୁରୋ : ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଚାଲିଛି ବନ୍ଦ ପାଳନ । ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ, କଲେଜ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ବନ୍ଦରେ ୨୦ରୁ ଅଧିକ ସଙ୍ଗଠନ ସାମିଲ ହୋଇଛି । ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ସ୍ଥାନୀୟ ଇନ୍ଦିରା ଛକ ନିକଟରେ ଜିଲ୍ଲା ସଂଘର୍ଷContinue reading “ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ : ବନ୍ଦ ରହିଛି ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ”

‘ସୁପ୍ରିମକୋର୍ଟକୁ ଆପଣ ପୋଷ୍ଟ ଅଫିସ୍ ବନେଇଦେଇଛନ୍ତି’ : ଆବେଦନକାରୀ ଓକିଲଙ୍କ ଉପରେ ବର୍ଷିଲେ ମୁଖ୍ୟ ବିଚାରପତି

କନକ ବ୍ୟୁରୋ: ସୁପ୍ରିମକୋର୍ଟ ସୋମବାର ଏକ ଆବେଦନର ଶୁଣାଣି କରି ଆବେଦନାରୀଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟ ବିଚାରପତି ଡିୟାଇ ଚନ୍ଦ୍ରଚୂଡ , ନ୍ୟାୟମୂର୍ତ୍ତି ପିଏସ୍ ନରସିହ୍ମା, ଓ ବିଚାରପତି ମନୋଜ ମିଶ୍ରା କେରଳର ଜଣେ ୩୯ ବର୍ଷୀୟ ଓକିଲଙ୍କ ଆବେଦନର ଶୁଣାଣି କରି କଡା ଜବାବ ଦେଇଛନ୍ତି । ଏହି ଆବେଦନ ବନ୍ଦେ ଭାରତର ଟ୍ରେନର ରହଣୀ ସମ୍ପର୍କୀତ ଥିଲା । ଆବେଦନକାରୀ ଅଭିଯୋଗ କରିଥିଲେ ଯେ, ବନ୍ଦେ ଭାରତ ପାଇଁ ଏକ ଷ୍ଟପେଜ୍ ଆବଣ୍ଟନContinue reading “‘ସୁପ୍ରିମକୋର୍ଟକୁ ଆପଣ ପୋଷ୍ଟ ଅଫିସ୍ ବନେଇଦେଇଛନ୍ତି’ : ଆବେଦନକାରୀ ଓକିଲଙ୍କ ଉପରେ ବର୍ଷିଲେ ମୁଖ୍ୟ ବିଚାରପତି”

ରାଜପଥରେ ଭୁଶୁଡିଲା ବ୍ରିଜ୍ : ଅଳ୍ପକେ ବର୍ତ୍ତିଲା ବସ୍ ଓ ଟ୍ରକ୍

କନକ ବ୍ୟୁରୋ : ଯାଜପୁର ରସୁଲପୁର ବ୍ଳକ ଛକ ନିକଟରେ ଭୁଶୁଡିଲା ବ୍ରିଜ୍ । ୧୬ ନମ୍ବର ଜାତୀୟ ରାଜପଥରେ ବ୍ରିଜ୍ ଭୁଶୁଡିପଡ଼ିଥିବା ଦେଖିବାକୁ ମିଳିଛି । ପୋଲର କୁଆଖିଆ ଛକ ଆଡ଼କୁ ଶେଷ ପିଲାର ଯୋଡ଼ ନିକଟରୁ ଖସିଯାଇଛି । ମାତ୍ର ୧୫ ବର୍ଷର ଏହି ପୋଲ ଭୁଶୁଡିବାକୁ ନେଇ ସାଧରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଠିକାଦାରମାନଙ୍କୁ ଦାୟୀ କରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶContinue reading “ରାଜପଥରେ ଭୁଶୁଡିଲା ବ୍ରିଜ୍ : ଅଳ୍ପକେ ବର୍ତ୍ତିଲା ବସ୍ ଓ ଟ୍ରକ୍”

ଚୀନର ବିଦେଶ ମନ୍ତ୍ରୀ ନିଖୋଜ । ୩ ସପ୍ତାହ ହେବ ମିଳୁନି ପତ୍ତା

କନକ ବ୍ୟୁରୋ: ଚୀନର ବୈଦେଶିକ ବ୍ୟାପାର ମନ୍ତ୍ରୀ କିନ୍ ଗାଙ୍ଗ୍ ୩ ସପ୍ତାହ ହେବ କେଉଁଆଡେ ନିଷଖାଜ ହୋଇଯାଇଛନ୍ତି । ସେ କେଉଁଠାରେ ଅଛନ୍ତି ସେ ବିଷୟରେ ଏଯାଏଁ କେହି ବି କିଛି ଟେର ପାଉନାହାଁନ୍ତି । ଚୀନରରେ ରାଜନୈତିକ ଗତିବିଧି ପରିବର୍ତ୍ତନ ହେଉଥିବା ସମୟରେ ତାଙ୍କର ନିଖୋଜ ହୋଇଯିବା ଏବେ ପୁରା ଦେଶରେ ଚିନ୍ତାର କାରଣ ପାଲଟିଛି । ଜଳବାୟୁ ସଙ୍କଟ ଉପରେ ଆଲୋଚନା କରିବାକୁ ଆମେରିକା ରାଜନୟିକ ଜନ କୈରୀ ଚୀନରେ ପହଞ୍ଚିଥିବାବେଳେ ବିଦେଶContinue reading “ଚୀନର ବିଦେଶ ମନ୍ତ୍ରୀ ନିଖୋଜ । ୩ ସପ୍ତାହ ହେବ ମିଳୁନି ପତ୍ତା”

ଦୁର୍ଘଟଣାରେ ଆହତଙ୍କୁ ନିଜ ଗାଡିରେ ଆଣିଲେ ଗଞ୍ଜାମ ଏସପି : ଯୁବକଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର

କନକ ବ୍ୟୁରୋ : ଦୁର୍ଘଟଣାରେ ଆହତଙ୍କୁ ନିଜ ଗାଡିରେ ଆଣିଲେ ଗଞ୍ଜାମ ଏସପି । ପାକଲାପଲ୍ଲଠାରେ ଭାରସାମ୍ୟ ହରାଇ ବାଇକ୍ରୁ ପଡ଼ିଯାଇଥିଲେ ଜଣେ ଯୁବକ । ଏହି ସମୟରେ ଭଞ୍ଜନଗରରୁ ଫେରୁଥିଲେ ଏସପି । ଆହତ ଅବସ୍ଥାରେ ଯୁବକ ଜଣଙ୍କ ପଡ଼ିଥିବା ଦେଖି ନିଜ ଗାଡିରେ ଆସିକା ମେଡିକାଲ ଆଣିଥିଲେ । ସେଠାରେ ଯୁବକଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । The post ଦୁର୍ଘଟଣାରେ ଆହତଙ୍କୁ ନିଜ ଗାଡିରେ ଆଣିଲେ ଗଞ୍ଜାମ ଏସପିContinue reading “ଦୁର୍ଘଟଣାରେ ଆହତଙ୍କୁ ନିଜ ଗାଡିରେ ଆଣିଲେ ଗଞ୍ଜାମ ଏସପି : ଯୁବକଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର”

Design a site like this with WordPress.com
Get started