ଜୟଦେବ ଭବନରେ ଚିତଉ ପିଠା ପ୍ରଦର୍ଶନୀ : ଓଡ଼ିଆଣୀଙ୍କ ହାତ ତିଆରି ଚିତଉ ପିଠା ପ୍ରଦର୍ଶନୀ ସହ ହେଲା ବିକ୍ରି

କନକ ବ୍ୟୁରୋ : ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି ଚିତଉ ପିଠା ପ୍ରଦର୍ଶନୀ । ସମ୍ଭାବନା ଏବଂ ଓଡ଼ିଆଣୀ ସମିତି ମିଳିତ ଆନୁକୂଲ୍ୟରେ ଚିତଉ ପିଠା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଓଡ଼ିଆ ପର୍ବପର୍ବାଣୀ, ପରମ୍ପରା ତଥା ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଏପରି ଉତ୍ସବର ଆୟୋଜନ କରାଯାଇଛି । ଓଡ଼ିଆଣୀଙ୍କ ହାତ ତିଆରି ଚିତଉ ପିଠା ପ୍ରଦର୍ଶନୀ ସହ ବିକ୍ରି ମଧ୍ୟ କରାଯାଇଛି । ନଡ଼ିଆ ଚିତଉ, କ୍ଷୀର ଚିତଉ, ପୁରଦିଆ ଚିତଉ,Continue reading “ଜୟଦେବ ଭବନରେ ଚିତଉ ପିଠା ପ୍ରଦର୍ଶନୀ : ଓଡ଼ିଆଣୀଙ୍କ ହାତ ତିଆରି ଚିତଉ ପିଠା ପ୍ରଦର୍ଶନୀ ସହ ହେଲା ବିକ୍ରି”

ଭୁଲ ଇଞ୍ଜେକ୍ସନ ଯୋଗୁଁ ୬ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ : ଥାନାରେ ଏତଲା, ଔଷଧ ଦୋକାନୀ ଫେରାର

କନକ ବ୍ୟୁରୋ : ଭୁଲ ଇଞ୍ଜେକ୍ସନ ଯୋଗୁଁ ୬ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ । ମୃତ ଶିଶୁ ଯାଜପୁର ଦଶରଥପୁର ଥାନା ମୁଗୁପଦା ଗାଁର ସୁରେନ୍ଦ୍ର ମଲ୍ଲିକଙ୍କ ବୋଲି ଜଣାପଡ଼ିଛି । ଏନେଇ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଇଞ୍ଜେକ୍ସନ ଦେଇଥିବା ଔଷଧ ଦୋକାନୀ ଫେରାର ହୋଇଯାଇଛି । ସୁରେନ୍ଦ୍ରଙ୍କ ପୁଅ ଓମର ଦେହ ଅସୁସ୍ଥ ହେବାରୁ ସେ ମନ୍ଦାରଖଣ୍ଡ ଛକରେ ଥିବା ମିଟୁ ପତିଙ୍କ ଔଷଧ ଦୋକାନକୁ ନେଇଥିଲେ । ଔଷଧContinue reading “ଭୁଲ ଇଞ୍ଜେକ୍ସନ ଯୋଗୁଁ ୬ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ : ଥାନାରେ ଏତଲା, ଔଷଧ ଦୋକାନୀ ଫେରାର”

ବାଟ ଚାହିଁ ରହିଥିଲା ଗର୍ଭବତୀ ପତ୍ନୀ । ଘରକୁ ଫେରିଲା ସ୍ୱାମୀର ଶବ, ହୃଦୟବିଦାରକ ଏ କାହାଣୀ

କନକ ବ୍ୟୁରୋ: ସ୍ୱାମୀଙ୍କ ବାଟ ଚାହିଁ ରହିଥିଲା ଭର୍ଗବତୀ ସ୍ତ୍ରୀ ।  ହେଲେ ଘରକୁ ଫେରିଲା ସ୍ୱାମୀର ଶବ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶ ବାନ୍ଦାରେ । ଦୀର୍ଘ ୬ ମାସ ପରେ ଘରକୁ ଫେରୁଥିଲେ ସ୍ୱାମୀ । କେତେ ଆଶାରେ ଆସିବା ବାଟ ଚାହିଁଥିରେ ଘର ଲୋକ । ହେଲେ ସବୁ ଆଶା ବାଟରେ ହିଁ ମଉଳି ଗଲା । ଘରକୁ ଫେରିଲେନି ସ୍ୱାମୀ, ଫେରିଲା ତାଙ୍କ ଶବ । ଏକଥା ଶୁଣିବାContinue reading “ବାଟ ଚାହିଁ ରହିଥିଲା ଗର୍ଭବତୀ ପତ୍ନୀ । ଘରକୁ ଫେରିଲା ସ୍ୱାମୀର ଶବ, ହୃଦୟବିଦାରକ ଏ କାହାଣୀ”

ସ୍କୁଲରେ ଲହଡି ମାରୁଛି ବର୍ଷା ପାଣି : ପିଲାଙ୍କ ପାଇଁ ଜିଲ୍ଲା ପ୍ରଶାସନକୁ ଡଙ୍ଗା ମାଗିଲେ ଅଙ୍ଗନବାଡି ଦିଦି

କନକ ବ୍ୟୁରୋ : ଛୋଟ ଛୋଟ ପିଲାଙ୍କ ପାଇଁ ଜିଲ୍ଲା ପ୍ରଶାସନକୁ ଡଙ୍ଗା ମାଗିଲେ ଅଙ୍ଗନବାଡି ଦିଦି । ଅଙ୍ଗନବାଡି ଓ ସ୍କୁଲ କ୍ୟାମ୍ପସରେ ବର୍ଷା ପାଣି ଲହଡି ମାରିବା ପରେ ଏପରି କହିଲେ ଅଙ୍ଗନବାଡି ଦିଦି । ସମ୍ବଲପୁର ସହରର ପୁରାତନ ରେମେଡ ସ୍କୁଲରେ ବର୍ଷା ପାଣି ଜମି ରହିଥିବା ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଅଙ୍ଗନବାଡି ଦିଦି ଜଣଙ୍କ ପିଲାଙ୍କୁ ଧରି ପାଣି ଜମିଥିବା ସ୍ଥାନ ପାର ହେଉଥିବା ଦେଖିବାକୁ ମିଳିଥିଲା ।Continue reading “ସ୍କୁଲରେ ଲହଡି ମାରୁଛି ବର୍ଷା ପାଣି : ପିଲାଙ୍କ ପାଇଁ ଜିଲ୍ଲା ପ୍ରଶାସନକୁ ଡଙ୍ଗା ମାଗିଲେ ଅଙ୍ଗନବାଡି ଦିଦି”

ଶିକ୍ଷକ ଅଭାବ ସମାଧାନ ଦାବି : ୪ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କୁ ଭେଟିଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଶିକ୍ଷକ ଅଭାବ ସମାଧାନ ଦାବି । ୪ କିଲୋମିଟର ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କୁ ଭେଟିଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ବାରିପଦା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ମିଶ୍ରିତ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଅଭାବ ଅଭିଯୋଗ ହୋଇଛି । ୩୩୯ ଜଣ ପିଲାଙ୍କୁ ପଢାଉଛନ୍ତି ମାତ୍ର ୩ ଜଣ ଶିକ୍ଷକ । ପିଲାଙ୍କ ପରୀକ୍ଷା ପାଖେଇ ଆସୁଥିବାରୁ ଠିକ୍ ଭାବେ ପାଠପଢା ହୋଇପାରୁନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଇଂରାଜୀ ଓ ଗଣିତ ବ୍ୟତୀତ ଆଉContinue reading “ଶିକ୍ଷକ ଅଭାବ ସମାଧାନ ଦାବି : ୪ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କୁ ଭେଟିଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ”

ଓଲଟିଲା ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ : ୨ ମହିଳା ଭକ୍ତ ଆହତ, ଉଭୟଙ୍କ ମୁଣ୍ଡରେ ଲାଗିିଛି ଆଘାତ

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରମଙ୍ଗି ଗାଁ ନିକଟରେ ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ଏକ ଭିକଅପ ଭ୍ୟାନ ଓଲଟି ପଡିଛି । ଏଥିରେ ଦୁଇ ମହିଳା ଭକ୍ତ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଉଭୟଙ୍କ ମୁଣ୍ଡରେ ଆଘାତ ଲାଗିିଛି । ପ୍ରାୟ ୨୦ରୁ ଅଧିକ ଭକ୍ତ ମୟୁରଭଞ୍ଜ ଖିଚିଙ୍ଗ ମନ୍ଦିରକୁ ପାଣି ଢାଳିବାକୁ ଯାଇଥିଲେ । ଆଉ ମନ୍ଦିରରେ ପୂଜାର୍ଚ୍ଚନା ପରେ ଘରକୁ ଫେରୁଥିଲେ । କରମଙ୍ଗି ଗାଁ ନିକଟରେ ଭାରସାମ୍ୟContinue reading “ଓଲଟିଲା ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ : ୨ ମହିଳା ଭକ୍ତ ଆହତ, ଉଭୟଙ୍କ ମୁଣ୍ଡରେ ଲାଗିିଛି ଆଘାତ”

ଅପରାଧୀ ପ୍ରଦୀପ ସାହୁ ହତ୍ୟା ଘଟଣା : ୬ଜଣଙ୍କୁ ଗିରଫ ସହ ୨ଟି କାର ଓ ୩ଟି ବାଇକ ଜବତ କଲା ପୋଲିସ

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅଞ୍ଚଳର ଅପରାଧୀ ପ୍ରତାପ ସାହୁ ଅପହରଣ ଓ ହତ୍ୟା ଘଟଣାରେ ୬ ଗିରଫ । ଏହା ସହ ଦୁଇଟି କାର, ତିନିଟି ବାଇକ୍, ୬ଟି ମୋବାଇଲ, ୨ଟି କୋଦାଳ ବେଣ୍ଟ ଜବତ ହୋଇଛି । ଘଟଣାରେ ଆହୁରି ୧୨ ଜଣ ଅଭିଯୁକ୍ତ ଫେରାର ଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି । ଗତ ମେ’ ୩୧ ତାରିଖରେ ପ୍ରତାପ ସାହୁଙ୍କୁ ଅପହରଣ କରାଯାଇଥିଲା । ୧୫ ଜଣ ଦୁର୍ବୃତ୍ତContinue reading “ଅପରାଧୀ ପ୍ରଦୀପ ସାହୁ ହତ୍ୟା ଘଟଣା : ୬ଜଣଙ୍କୁ ଗିରଫ ସହ ୨ଟି କାର ଓ ୩ଟି ବାଇକ ଜବତ କଲା ପୋଲିସ”

ପାରିବାରିକ କଳହର କରୁଣ ପରିଣତି : ୯ ମାସର ଶିଶୁ ପୁତ୍ରକୁ ଧରି କୂଅକୁ ଡେଇଁପଡ଼ିଲା ମା’

କନକ ବ୍ୟୁରୋ : ପାରିବାରିକ କଳହକୁ ନେଇ ୯ ମାସର ଶିଶୁ ପୁତ୍ରକୁ ଧରି କୂଅକୁ ଡେଇଁପଡ଼ିଲା ମା’ । ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ବାଲିସାହି ନୂଆଗାଁ ଖମାର ସାହି ଗାଁରେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ନରସିଂହପୁର ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରାଯାଇଥିଲା । ଅଗ୍ନିଶମ ବାହିନୀ ମହିଳା ଓ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ । ପିଲାଟିର ମୃତ୍ୟୁ ହୋଇଥିବା ବେଳେ ମା’ ସୁରକ୍ଷିତ ଥିବା ଜଣାପଡ଼ିଛିContinue reading “ପାରିବାରିକ କଳହର କରୁଣ ପରିଣତି : ୯ ମାସର ଶିଶୁ ପୁତ୍ରକୁ ଧରି କୂଅକୁ ଡେଇଁପଡ଼ିଲା ମା’”

ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ : କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ : କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତାକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ । ପରେ ଏହା ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ କାଲିଠୁ ବର୍ଷା ଲାଗି ରହିବ । ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟରେ ବିସ୍ତୃତ ବର୍ଷା ହେବ । ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇContinue reading “ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ : କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା”

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ : କିଛି ମାସ ହେବ ଥିଲେ ଅସୁସ୍ଥ, ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ । ୭୯ ବର୍ଷ ବୟସରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । କିଛି ମାସ ହେବ ସେ ଅସୁସ୍ଥ ଥିଲେ । ବେଙ୍ଗାଲୁରୁର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଆଜି ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ପୁଅ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ ୨୦୦୪ରୁ ୨୦୦୬ ଓ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତContinue reading “କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ : କିଛି ମାସ ହେବ ଥିଲେ ଅସୁସ୍ଥ, ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା”

Design a site like this with WordPress.com
Get started