କନକ ବ୍ୟୁରୋ : ବାଙ୍କୀରେ ପରିବା ଚାଷ ଉଜାଡ଼ି ଦେଲା ଲଘୁଚାପ ବର୍ଷା । ୨ ଦିନ ହେବ ଲଗାଣ ବର୍ଷା ଯୋଗୁଁ ପରିବା ଫସଲରେ ପାଣି ମାଡ଼ିଯାଇଛି । ପରିବା ନଷ୍ଟ ହୋଇଯିବା ଆଶଙ୍କାରେ ୪ ଟଙ୍କାରେ କଖାରୁ ବିକ୍ରି କରିଦେଲେ ଚାଷୀ । ଶିମିଳିପୁର, କୁଶପଙ୍ଗି ଓ ପାଥପୁର ଅଞ୍ଚଳରେ ଅଧିକ ପରିମାଣର କଖାରୁ ଚାଷ ହୋଇଥାଏ । କଖାରୁ ପଚି ଶଢ଼ି ନଷ୍ଟ ହୋଇଯିବା ଭୟରେ ତୋଳି ଆଣିଛନ୍ତି ଚାଷୀ । ସେହିContinue reading “ଫସଲ ଉଜାଡ଼ିଲା ଲଘୁଚାପ ବର୍ଷା : ବିକଳରେ ତୋଳି ଆଣି ଶସ୍ତାରେ ବିକୁଛନ୍ତି ଚାଷୀ; କଖାରୁ କିଲୋ ୪ଟଙ୍କା”
Tag Archives: News
ପାର୍କିଂ ସ୍ଥଳରେ ବାଇକ ରଖିୁନଥିଲେ ସାବଧାନ ! ଦୋକାନ ଆଗରୁ ଚୋରି ହୋଇଯାଉଛି ବାଇକ; ସିସିଟିଭିରେ ଆଧାରରେ ତଦନ୍ତ ଆରମ୍ଭ
କନକ ବ୍ୟୁରୋ : ପାର୍କିଂ ସ୍ଥଳରେ ବାଇକ ରଖୁନଥିଲେ ସାବଧାନ । ଦୋକାନ ଆଗରୁ ବାଇକ ଚୋରି ହୋଇଯାଉଛି । ମାତ୍ର କେଇ ମିନିଟ୍ ମିନିଟ୍ ଭିତରେ ମୋଟର ସାଇକେଇ ଗାଏବ ହୋଇଯାଉଛି । ରାଜଧାନୀ ଭୁବନେଶ୍ୱର ବାପୁଜୀ ନଗର ଅଞ୍ଚଳର । ଚୋର ଅତି ଚତୁରତାର ସହ ଲୋକଙ୍କ ଆଖି ଆଗରୁ ବାଇକ ନେଇ ପଳାଉଛି । ପ୍ରଥମରେ ଚୋର ଜଣଙ୍କ ଆସି ଦୋକାନ ଆଗରେ ଠିଆ ହୋଇଥିବା ଏକ ପଲସର ବାଇକରେ ବସୁଛି ।Continue reading “ପାର୍କିଂ ସ୍ଥଳରେ ବାଇକ ରଖିୁନଥିଲେ ସାବଧାନ ! ଦୋକାନ ଆଗରୁ ଚୋରି ହୋଇଯାଉଛି ବାଇକ; ସିସିଟିଭିରେ ଆଧାରରେ ତଦନ୍ତ ଆରମ୍ଭ”
ଅବସରର ଦୀର୍ଘ ଦିନ ପରେ ବି ମିଳିପାରିଲାନି ପେନସନ : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ, ୧୧ ଜଣ ଅଧ୍ୟାପକ ଓ କର୍ମଚାରୀଙ୍କୁ ନୋଟିସ୍
କନକ ବ୍ୟୁରୋ : ଅବସର ପରେ ବି ମିଳିପାରିନି ପେନସନ୍ । କିଏ ୪ ବର୍ଷ ତଳେ ଅବସର ନେଇଛନ୍ତି ତ ଆଉ କିଏ ୩ ମାସ ତଳେ । ତ ଆଉ କିଏ ପେନସନକୁ ଅପେକ୍ଷା କରି କରି ପ୍ରାଣ ହରାଇ ସାରିଲେଣି । ଏବେ ପେନସନ ନମିିଳିବାକୁ ନେଇ ସରକାର ତତ୍ପରତା ଦେଖାଇଛନ୍ତି । ଉପରିସ୍ଥ ଅଧିକାରୀଙ୍କ ଅବହେଳା କି ଅନ୍ୟ କୌଣସି କାରଣ ଲାଗି ମିିଳିପାରିନି ପେନସନ୍ ସେ ନେଇ ତନାଘନା ଆରମ୍ଭContinue reading “ଅବସରର ଦୀର୍ଘ ଦିନ ପରେ ବି ମିଳିପାରିଲାନି ପେନସନ : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ, ୧୧ ଜଣ ଅଧ୍ୟାପକ ଓ କର୍ମଚାରୀଙ୍କୁ ନୋଟିସ୍”
ମଝି ଆକାଶରେ ବେହୋସ ହୋଇଗଲେ ପାଇଲଟ୍ । ଆଉ ତା’ପରେ ଘଟିଲା କିଛି ଏହିପରି ଘଟଣା…
କନକ ବ୍ୟୁରୋ : ଥରେ ଭାବିଲେ ଦେଖି, ଆପଣ ବିମାନରେ ଯାତ୍ରା କରୁଥିବେ ଏବଂ ମଝି ଆକାଶରେ ପାଇଲଟର ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡିଯିବ ଏବଂ ପାଇଲଟ୍ ଆଉ ବିମାନ ଉଡାଇବା ପରିସ୍ଥିତିରେ ନଥିବେ । ଏଭଳି ପରିସ୍ଥିତିରେ ଯାତ୍ରୀ କେବଳ ମୃତ୍ୟୁକୁ ହିଁ ଅପେକ୍ଷା କରିବା ଛଡା କିଛି କରିପାରିବେ ନାହିଁ । କିନ୍ତୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ବି ବାଃ ବାଃ ନକରି ରହିପାରିବେ ନାହିଁ ।Continue reading “ମଝି ଆକାଶରେ ବେହୋସ ହୋଇଗଲେ ପାଇଲଟ୍ । ଆଉ ତା’ପରେ ଘଟିଲା କିଛି ଏହିପରି ଘଟଣା…”
ଓଟିପି ସେୟାରିଂ ଓ ଆତଙ୍କି ଲିଙ୍କ ମାମଲା : ଅଭିଯୁକ୍ତ ପଠାଣି ସାମନ୍ତକୁ ୫ଦିନିଆ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ
କନକ ବ୍ୟୁରୋ : ଓଟିପି ସେୟାରିଂ ଏବଂ ଆତଙ୍କୀ ଲିଙ୍କ୍ ମାମଲା । ଗିରଫ ଅଭିଯୁକ୍ତ ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେବ ପଶ୍ଚମବଙ୍ଗର ସ୍ପେଶାଲ ଟାକ୍ସ ଫୋର୍ସ । ଏନେଇ କୋର୍ଟରେ ଆବେଦନ କରିଛି ପଶ୍ଚମବଙ୍ଗ ଏସଟିଏଫ୍ । ଆସନ୍ତାକାଲିଠୁ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇପାରେ ପଶ୍ଚିମବଙ୍ଗ ଏସଟିଏଫ୍ । ଗୁଡ଼ୁ ମୁସଲିମ ମାମଲାରେ ଅଧିକ ଖୋଳତାଡ ହୋଇପାରେ । ପୂର୍ବରୁ ପଶ୍ଚିମବଙ୍ଗର ସିଲିଗୁଡି ଥାନରେ ପଠାଣି ସାମନ୍ତଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।Continue reading “ଓଟିପି ସେୟାରିଂ ଓ ଆତଙ୍କି ଲିଙ୍କ ମାମଲା : ଅଭିଯୁକ୍ତ ପଠାଣି ସାମନ୍ତକୁ ୫ଦିନିଆ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ”
ବଢୁଛି ହୀରାକୁଦର ଜଳସ୍ତର : ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦,୧୨୧ କ୍ୟୁସେକ ଜଳ
କନକ ବ୍ୟୁରୋ : ବଢୁଛି ହୀରାକୁଦର ଜଳସ୍ତର । ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର । ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୭ ଦଶମିକ ଶୂନ ଆଠ ଫୁଟ ଥିଲା । ଏବେ ପ୍ରତି ସେକେଣ୍ଡରେ ୯୦ ହଜାର ୧୨୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩୯ ହଜାର ୮୭ କ୍ୟୁସେକ ଜଳ । The post ବଢୁଛି ହୀରାକୁଦର ଜଳସ୍ତର : ପ୍ରତି ସେକେଣ୍ଡରେ ପ୍ରବେଶContinue reading “ବଢୁଛି ହୀରାକୁଦର ଜଳସ୍ତର : ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦,୧୨୧ କ୍ୟୁସେକ ଜଳ”
ୟୁନିଟ୍-୯ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରସଙ୍ଗ : ତାଲା ପକାଇ ଧାରଣାରେ ବସିଥିବା ଛାତ୍ରୀଙ୍କ ଭିତରୁ ୫ ଅସୁସ୍ଥ
କନକ ବ୍ୟୁରୋ : ୟୁନିଟ୍ – ୯ ବାଳିକା ହାଇସ୍କୁଲ ଆଗରେ ଚାଲିଥିବା ଧାରଣା ସମୟରେ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଲେ। ଜଣଙ୍କ ପରେ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଘଟଣା ସ୍ଥଳରୁ ଆମ୍ବୁଲାନ୍ସରେ ମେଡ଼ିକାଲ ନିଆଯାଇଛି । ୫ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଛାତ୍ରଛାତ୍ରୀମାନେ ବେହୋସ ହୋଇପଡ଼ୁଥିବା କୁହାଯାଉଛି । ୟୁନିଟ୍ – ୯ ବାଳିକା ହାଇସ୍କୁଲକୁ ସବୁContinue reading “ୟୁନିଟ୍-୯ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରସଙ୍ଗ : ତାଲା ପକାଇ ଧାରଣାରେ ବସିଥିବା ଛାତ୍ରୀଙ୍କ ଭିତରୁ ୫ ଅସୁସ୍ଥ”
ଗିରଫ ହୋଇପାରନ୍ତି ସୀମା ହାଇଦର । ATSର ତନାଘନା ଯାଞ୍ଚ
କନକ ବ୍ୟୁରୋ: ଗିରଫ ହୋଇପାରନ୍ତି ପାକିସ୍ତାନରୁ ନିଜ ପ୍ରେମ ପାଇଁ ଭାରତ ଆସିଥିବା ସୀମା ହାଇଦର । କାରଣ ତାଙ୍କ ଉପରେ ତନାଘନା ଯାଞ୍ଚ ଆରମ୍ଭ କରିଛି ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଜିମ୍ ସ୍କ୍ୱାଡ୍ (ଏଟିଏସ୍) । ସୀମାଙ୍କ ବାବଦରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ନୋଏଡା ଓ ଗାଜିଆବାଦ ପୁଲିସର ସହଯୋଗ ଲୋଡିଛି ଉତ୍ତରପ୍ରେଦେଶ ଏଟିଏସ୍ । ମିଳିଥିବା ସୂଚନା ମୁତାବକ, ପାକିସ୍ତାନରୁ ଦୁବାଇ , ସେଠାରୁ ନେପାଳ ପୁଣି ନେପାଳରୁ ଭାରତ କିପରି ଆସିଲେ ସୀମାଙ୍କରContinue reading “ଗିରଫ ହୋଇପାରନ୍ତି ସୀମା ହାଇଦର । ATSର ତନାଘନା ଯାଞ୍ଚ”
ୟୁନିଟ୍-୯ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରସଙ୍ଗ : ଗେଟରେ ତାଲା ପକାଇ ଧାରଣାରେ ହାଇସ୍କୁଲ ଛାତ୍ରୀ ଓ ଅଭିଭାବକ
କନକ ବ୍ୟୁରୋ : ୟୁନିଟ୍-୯ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରତିବାଦରେ ଧାରଣା । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରୀ ଓ ଅଭିଭାବକ । ୟୁନିଟ୍ – ୯ ବାଳିକା ହାଇସ୍କୁଲକୁ ସବୁ ଦିନ ଲାଗି ତାଲା ପକାଇବାକୁ ସରକାରଙ୍କ ନିଷ୍ପତ୍ତି ପରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ୫୭ ବର୍ଷ ଧରି ନାରୀଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ଏହି ହାଇସ୍କୁଲ ୟୁନିଟ୍ -୯ ହାଇସ୍କୁଲ ସହ ମିଶ୍ରଣ ହେବାContinue reading “ୟୁନିଟ୍-୯ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରସଙ୍ଗ : ଗେଟରେ ତାଲା ପକାଇ ଧାରଣାରେ ହାଇସ୍କୁଲ ଛାତ୍ରୀ ଓ ଅଭିଭାବକ”
ବୈଠକ କରି ଏକତା ଦେଖାଇବେ ବିରୋଧୀ, ଆଜି ସାମିଲ ହେବେନି ଶରଦ ପାୱାର । ଜାଣନ୍ତୁ ଏହା ପଛର କାରଣ କଣ?
କନକ ବ୍ୟୁରୋ : ଦେଶର କିଛି ବିରୋଧୀ ଦଳର ଶୀର୍ଷ ନେତୃତ୍ୱ ଆଜି ବାଙ୍ଗାଲୋରରେ ଦୁଇ ଦିବସୀୟ ଏକତା ବୈଠକରେ ଯୋଗ ଦେବେ । କିନ୍ତୁ ଏହି ବୈଠକରେ ଶରଦ ପାୱାର ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି । ଏନେଇ ଦଳର ମୁଖପାତ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏନସିପି ମୁଖପାତ୍ର ମହେଶ ଭାରତ କହିଛନ୍ତି, ଶରଦ ପାୱାର ଓ ସୁପ୍ରିୟା ସୁଲେ ୧୮ ଜୁଲାଇ ଅଥାର୍ତ ବୈଠକର ଦ୍ୱିତୀୟ ଦିନରେ ଯୋଗContinue reading “ବୈଠକ କରି ଏକତା ଦେଖାଇବେ ବିରୋଧୀ, ଆଜି ସାମିଲ ହେବେନି ଶରଦ ପାୱାର । ଜାଣନ୍ତୁ ଏହା ପଛର କାରଣ କଣ?”