କନକ ବ୍ୟୁରୋ : ମନୋଜ ଦାସଙ୍କୁ ନେଇ ବିବାଦରେ ରାଜ୍ୟ ସରକାର । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର, ବିଶିଷ୍ଟ ଔପନ୍ୟାସିକ, ପ୍ରାବନ୍ଧିକ ପଦ୍ମ ବିଭୂଷଣ ମନୋଜ ଦାସଙ୍କୁ କିଏ ବା ନଜାଣେ । ତାଙ୍କ ଜନ୍ମମାଟି ବାଲେଶ୍ୱର ଭୋଗରାଇ ବ୍ଲକ ଶଙ୍ଖାରୀ ଗାଁରେ ରାଜ୍ୟ ସରକାର ମନୋଜ ମନ୍ମଥ ସ୍ମାରକୀ ସ୍ମୃତିପୀଠ ନିର୍ମାଣ କରୁଛନ୍ତି । ୬ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ମନୋଜ ଦାସ ଏବଂ ତାଙ୍କ ଭାଇ ମନ୍ମଥନାଥ ଦାସଙ୍କ ସ୍ମୃତିରେ ଏହାContinue reading “ବିବାଦରେ ରାଜ୍ୟ ସରକାର : ସରକାରୀ ଫଳକରେ ମନୋଜ ଦାସ ଜଣେ କବି, ବ୍ୟାନରରେ ଫଟୋଟିଏ ବି ନାହିଁ”
Tag Archives: News
ନକଲି ଡାକ୍ତର ଗିରଫ : ରୋଗୀ ବେଶରେ ଯାଇ ଗିରଫ କଲେ ଥାନା ଆଇଆଇସି
କନକ ବ୍ୟୁରୋ : ନକିଲ ରୋଗୀ ଧରିଲା ନକଲି ଡାକ୍ତର । ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ନକଲି ଡାକ୍ତର ଗିରଫ । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ଆଇଆଇସି ନକଲି ରୋଗୀ ବେଶରେ ଯାଇ ଏହି ନକଲି ଡାକ୍ତରଙ୍କୁ ଗିରଫ କରିଛନ୍ତି । ଗିରଫ ଯୁବକ ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ଶୁଭ୍ରଜିତ ପଣ୍ଡା ବୋଲି ଜଣାପଡିଛି । ସାନଖେମୁଣ୍ଡି ସମେତ କଟକର ଘରୋଇContinue reading “ନକଲି ଡାକ୍ତର ଗିରଫ : ରୋଗୀ ବେଶରେ ଯାଇ ଗିରଫ କଲେ ଥାନା ଆଇଆଇସି”
୨୦୨୪ ଆଇପିଏଲ ପାଇଁ ଏବେଠୁ ପ୍ରସ୍ତୁତି । ଦୁଇ ବଡ ଚେହେରାଙ୍କ ହାତ ଛାଡିପାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
କନକ ବ୍ୟୁରୋ : ପୁଣିଥରେ ଆଇପିଏଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଇପିଏଲର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗାମୀ ଆଇପିଏଲ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି । ଆଗାମୀ ଆଇପିଏଲ ସିଜିନରେ କିଛି ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇବ ଆରସିବି । ଟିମର ନିର୍ଦ୍ଦେଶକ ମାଇକ ହେସନ ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଚୁକ୍ତିକୁ ଆଉ ରିନ୍ୟୁ କରିନାହିଁ ଫ୍ରାଞ୍ଜାଇଜ ମ୍ୟାନେଜମେଣ୍ଟ । ଏବେ ପର୍ଯ୍ୟନ୍ତ ବାଙ୍ଗାଲୋର ଟିମ ଥରେ ବି ଆଇପିଏଲ ଟ୍ରଫିContinue reading “୨୦୨୪ ଆଇପିଏଲ ପାଇଁ ଏବେଠୁ ପ୍ରସ୍ତୁତି । ଦୁଇ ବଡ ଚେହେରାଙ୍କ ହାତ ଛାଡିପାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।”
ହିମାଚଳରେ ପୁଣି ବାଦଲ ଫାଟିଲା । ଭାସିଗଲା ଘର, ଏକାଧିକ ଗାଡି; ଜଣେ ମୃତ,୨୩ ଗୁରୁତର । ପହଞ୍ଚିପାରୁନି ଉଦ୍ଧାକାରୀ ଦଳ
କନକ ବ୍ୟୁରୋ: ଉତ୍ତରଭାରତ ବିଶେଷ କରି ହିମଚଳପ୍ରଦେଶରେ ମୃତ୍ୟୁ ରଚୁଛି ବର୍ଷା । କିଛି ଦିନର ବ୍ୟବଧାନ ପରେ କୁଲ୍ଲୁ ଜିଲ୍ଲାରେ ପୁଣି ବାଦଲ ଫଟା ବର୍ଷା ବିତ୍ପାତ କରିଛି । ଫଳରେ ଭୟଙ୍କର ଜଳ ସ୍ରୋତରେ ଭାସିଯାଇଛି ୯ ଗାଡି । ଏଥିରେଜ ଣଙ୍କର ମୃତ୍ୟୁ ହେବା ସହ ୨୩ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏପରିକି ଉଦ୍ଧାର କାର୍ଯ୍ୟ ପାଇଁ ଥିବା ସେନାର ଅସ୍ଥାୟୀ ଶିବର ମଧ୍ୟ ଅଧା ବୁଡିଯାଇଥିବା ଜଣାପଡିଛି । ସୂଚନାContinue reading “ହିମାଚଳରେ ପୁଣି ବାଦଲ ଫାଟିଲା । ଭାସିଗଲା ଘର, ଏକାଧିକ ଗାଡି; ଜଣେ ମୃତ,୨୩ ଗୁରୁତର । ପହଞ୍ଚିପାରୁନି ଉଦ୍ଧାକାରୀ ଦଳ”
କମିଶନରେଟ ପୋଲିସର ଦୂରବସ୍ଥା : ଗାଡ଼ି ଠେଲି ଠେଲି ଝାଳନାଳ ପୋଲିସ ବାବୁ; ମାଗିଲେ ସାଧାରଣ ଲୋକଙ୍କ ସହାୟତା
କନକ ବ୍ୟୁରୋ : କମିଶନରେଟ ପୋଲିସର ଦୂରବସ୍ଥା । ଅନ୍ଧାର ରାତିରେ ସାଇରନ ଦେଇ ଗଲା ବେଳେ ହଠାତ ବନ୍ଦ ହୋଇଗଲା ଗାଡିର ଇଞ୍ଜିନ । ଡ୍ରାଇଭର ଅନେକ ଚେଷ୍ଟା କରି ବିଫଳ ହେବା ପରେ ବାଧ୍ୟ ହୋଇ ଗାଡିରେ ଥିବା ପୋଲିସ କର୍ମଚାରୀ ପଛରୁ ଠେଲିଠେଲି ଗାଡିକୁ ନେଉଛନ୍ତି । ଗତ ସଂଧ୍ୟାରେ ସାଇରନ ଦେଇ ଗଲାବେଳେ ଜୟଦେବ ବିହାର ଛକରେ ରାସ୍ତା ଉପରେ ଦେଖିବାକୁ ମିଳିଛି ଏମିତି ଏକ ବିଚିତ୍ର ଦୃଶ୍ୟ । ସ୍ଥିତିContinue reading “କମିଶନରେଟ ପୋଲିସର ଦୂରବସ୍ଥା : ଗାଡ଼ି ଠେଲି ଠେଲି ଝାଳନାଳ ପୋଲିସ ବାବୁ; ମାଗିଲେ ସାଧାରଣ ଲୋକଙ୍କ ସହାୟତା”
ଦନ୍ତାହାତୀ ଆତଙ୍କ : ଗାଁରେ ପଶି ଭାଙ୍ଗିଲା ଘର ଦ୍ୱାର
କନକ ବ୍ୟୁରୋ : କେନ୍ଦୁଝର ଘଟଗାଁ ବ୍ଲକ ଖମଳମୁଣ୍ଡ ସୌଭଗ୍ୟ ନଗର ଗାଁରେ ମଧ୍ୟ ପଶି ଆସିଲା ହାତୀ । ଆଉ ଭାଙ୍ଗିଲା ଘର ଦ୍ୱାର । ଏକ ଦନ୍ତା ହାତୀ ଗାଁ ଭିତରକୁ ଗତକାଲି ରାତିରେ ପଶି ଆସିଥିଲା । ହାତୀଟି ଦୀର୍ଘ ସମୟ ଧରି ଗାଁ ମଧ୍ୟରେ ଉତ୍ପାତ କରିଥିଲା । ଏହା ସହ କିଛି ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେଇଥିବା ସୂଚନା ରହିଛି । ହାତୀଟି ଗାଁରେ ଥିବା ଲୋକଙ୍କ ବାଡି ବଗିଚାରେContinue reading “ଦନ୍ତାହାତୀ ଆତଙ୍କ : ଗାଁରେ ପଶି ଭାଙ୍ଗିଲା ଘର ଦ୍ୱାର”
ହିନ୍ଦୋଳ ରେଞ୍ଜ ପୁରୁଣା ପାଇକକୋଟ୍ ଗାଁରେ ହାତୀପଲ : ପାଖାପାଖି ୨୮ରୁ ଅଧକ ହାତୀ ଘୁରି ବୁଲୁଥିବାରୁ ଗ୍ରାମବାସୀ ଭୟଭୀତ
କନକ ବ୍ୟୁରୋ : ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ପୁରୁଣା ପାଇକକୋଟ ଗାଁ ନିକଟରେ ହାତୀପଲ ଘୁରି ବୁଲୁଛନ୍ତି । ପାଖାପାଖି ୨୮ ହାତୀ ଘୁରି ବୁଲୁଛନ୍ତି । ଗତ କାଲି ସଂଧ୍ୟା ସମୟରେ ହିନ୍ଦୋଳ ଅନଗୁଳ ରାସ୍ତା ଦେଇ ହାତୀପଲ ଗାଁ ଆଡକୁ ଆସୁଥିଲେ । ଜଙ୍ଗଲ ପାଖ ବାବା ମଠ ପୋଲିଆ ପଟୁ ହାତୀମାନେ ରାସ୍ତା ପାର ହୋଇ ଗାଁକୁ ପ୍ରବେଶ କରିଛନ୍ତି । ହିନ୍ଦୋଳ ବ୍ଲକରେ ଗତ ୨ ମାସ ଭିତରେ ହାତୀ ଆକ୍ରମଣରେContinue reading “ହିନ୍ଦୋଳ ରେଞ୍ଜ ପୁରୁଣା ପାଇକକୋଟ୍ ଗାଁରେ ହାତୀପଲ : ପାଖାପାଖି ୨୮ରୁ ଅଧକ ହାତୀ ଘୁରି ବୁଲୁଥିବାରୁ ଗ୍ରାମବାସୀ ଭୟଭୀତ”
୧୫ ଥର ବାହାଘର, ୩ କୋଟିରୁ ଅଧିକ ଠକେଇ, ୫ମ ପଢିଥିବା ଯୁବକର ଚାଲରେ ଚକିତ ପୁଲିସ
କନକ ବ୍ୟୁରୋ: ବାହାହେବାକୁ କହି ମହିଳାଙ୍କୁ ଠକୁଥିଲା, ଲୁଟୁଥିଲା କୋଟି କୋଟି ଟଙ୍କା । ଏଭଳି ଏକ ଘଟଣା ମୈସୁର ପୁଲିସକୁ ଜଣାପଡିବା ପରେ ଗିରଫ ହୋଇଛି ରସିକିଆ ଯୁବକ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବେଯାଏଁ ଉକ୍ତ ବ୍ୟକ୍ତି ଏଯାଏଁ ୧୫ମହିଳାଙ୍କୁ ବିବାହ କରିସାରିଛନ୍ତି । ସେମାନଙ୍କଠାରୁ ଲୁଟିଛି ୩କୋଟିରୁ ଅଧିକ ଟଙ୍କା । ଏତିକିରେ କଥା ସରୁନି । ମାଟ୍ରିମୋନିଆଲ ସାଇଟରେ ଆହୁରି ୯ ଜଣ ଯୁବତୀଙ୍କ ସହ ସମ୍ପର୍କରେ ଥିଲା ।Continue reading “୧୫ ଥର ବାହାଘର, ୩ କୋଟିରୁ ଅଧିକ ଠକେଇ, ୫ମ ପଢିଥିବା ଯୁବକର ଚାଲରେ ଚକିତ ପୁଲିସ”
ଡମପଡା ବ୍ଲକ ହରିରାଜପୁର ଗାଁର ବୃଦ୍ଧ ନବ ଭୋଇ : ବୟସ ୭୦ ଟପିଥିଲେ ବି ମିଳୁନି ସରକାରୀ ଭତ୍ତା; ଭିକ୍ଷା ମାଗି ଚଳାଉଛନ୍ତି ଘର
କନକ ବ୍ୟୁରୋ : ଲୋକଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରୁଛନ୍ତି । ହେଲେ ତାହା ବାସ୍ତବରେ ଲୋକଙ୍କ ପାଖରେ ପହଞ୍ଚଛନ୍ତି ନା ନାହିଁ ତାର ତଦାରଖ କରାଯାଉନି । ଫଳରେ ଗିରବ ଲୋକଟି ସରକାରୀ ଯୋଜନାରୁ ବଞ୍ଚିତ ହେଉଛି । କଟକ ଡମପଡା ବ୍ଲକ ହରିରାଜପୁର ଗାଁର ବୃଦ୍ଧ ନବ ଭୋଇ । ବୟସ ୭୦ ପାଖାପାଖି ହେବ । ସେ ଭିକ୍ଷା ମାଗି ଘର ଚଳାଉଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁContinue reading “ଡମପଡା ବ୍ଲକ ହରିରାଜପୁର ଗାଁର ବୃଦ୍ଧ ନବ ଭୋଇ : ବୟସ ୭୦ ଟପିଥିଲେ ବି ମିଳୁନି ସରକାରୀ ଭତ୍ତା; ଭିକ୍ଷା ମାଗି ଚଳାଉଛନ୍ତି ଘର”
ବନ୍ଦେ ଭାରତ ଏକ୍ସପ୍ରେସରେ ନିଆଁ! ଭୋପାଳରୁ ଦିଲ୍ଲୀ ଯାଉଥିଲା ଟ୍ରେନ୍
କନକ ବ୍ୟୁରୋ: ଭୋପାଳରୁ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଲାଗିଲା ନିଆଁ । ସୂଚନା ମୁତାବକ, ଆଜି ଭୋର ସମୟରେ ରାନୀ କମଲାପତି ରେଲୱେ ଷ୍ଟେସନରୁ ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ସି-୧୪ ବଗିରେ ନିଆଁ ଲାଗିଥିଲା । ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ପହଞ୍ଚାଯାଇଛି । The post ବନ୍ଦେ ଭାରତ ଏକ୍ସପ୍ରେସରେ ନିଆଁ! ଭୋପାଳରୁ ଦିଲ୍ଲୀ ଯାଉଥିଲା ଟ୍ରେନ୍ first appearedContinue reading “ବନ୍ଦେ ଭାରତ ଏକ୍ସପ୍ରେସରେ ନିଆଁ! ଭୋପାଳରୁ ଦିଲ୍ଲୀ ଯାଉଥିଲା ଟ୍ରେନ୍”