କନକ ବ୍ୟୁରୋ : ଆଜି ରହିଛି ମହାପ୍ରଭୁଙ୍କର ଦୁଇଟି ବିଶେଷ ନୀତି । ଅମାବାସ୍ୟା ତିଥି ହୋଇଥିବାରୁ ଅମାବାସ୍ୟା ନାରାୟଣଙ୍କର ସାଗର ବିଜେ ନୀତି ସହିତ ରହିଛି ମହାପ୍ରଭୁଙ୍କ ଚିତାଲାଗି ନୀତି । ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତିମାନେ ମହାପ୍ରଭୁଙ୍କ ମସ୍ତକରୁ ସ୍ନାନପୂର୍ଣ୍ଣିମା ଦିନ ଖୋଲାଯାଇଥିବା ରତ୍ନ ଚିତାକୁ ଦଇତାପତିମାନେ ଆଜି ଲଗାଇଥାନ୍ତି । ଜଗନ୍ନାଥଙ୍କୁ ଶୁଭ୍ର ହୀରା ,ବଳଭଦ୍ରଙ୍କୁ ନୀଳା ଓ ସୁଭଦ୍ରାଙ୍କୁ ଦୁର୍ମୂଲ୍ୟ ପାନ୍ନା ଖଚିତ ରତ୍ନଚିତା ଲାଗିContinue reading “ଆଜି ଚିତାଲାଗି ଅମାବାସ୍ୟା : ୪ ଘଣ୍ଟା ବନ୍ଦ ରହିବ ଦର୍ଶନ”
Tag Archives: News
ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର : ବାବା ଧବଳେଶ୍ୱରଙ୍କ ପୀଠରେ ଜଳଲାଗି ପାଇଁ କାଉଡିଆଙ୍କ ଲମ୍ବା ଲାଇନ୍
କନକ ବ୍ୟୁରୋ : ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ । ବାବା ଧବଳେଶ୍ୱରଙ୍କ ପୀଠରେ ଜଳଲାଗି ପାଇଁ କାଉଡିଆଙ୍କ ଲମ୍ବା ଲାଇନ୍ । ସେପଟେ ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ଜଳ ଲାଗି କଲେ ହଜାର ହଜାର ଶ୍ରଦ୍ଧାଳୁ । ଗୋଟିଏ ଦିନରେ ସଂକ୍ରାନ୍ତି, ସୋମବାର ଓ ଚିତାଲାଗି ଅମାବାସ୍ୟ ପଡ଼ୁଥିବାରୁ ବାବାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏଥିପାଇଁ ପ୍ରଶାସନ ପକ୍ଷରୁContinue reading “ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର : ବାବା ଧବଳେଶ୍ୱରଙ୍କ ପୀଠରେ ଜଳଲାଗି ପାଇଁ କାଉଡିଆଙ୍କ ଲମ୍ବା ଲାଇନ୍”
୧୦ ଲକ୍ଷ ଟଙ୍କାରେ ସରକାରୀ ଚାକିରି : ପ୍ରଶ୍ନପତ୍ର ଡିଲ ବେଳେ ପୁଲିସର ଚଢାଉ; ୯ ଜଣ ଦଲାଲ ଗିରଫ
କନକ ବ୍ୟୁରୋ : ୧୦ ଲକ୍ଷ ଟଙ୍କାରେ ସରକାରୀ ଚାକିରି । ନିଯୁକ୍ତି ଆଶୟୀଙ୍କୁ ଚାକିରି କରାଇଦେବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଦଲାଲ ଠକେଇ କରିଛନ୍ତି । ଏଭଳି ଏକ ଠକେଇ ମାମଲା ପର୍ଦାଫାଶ କରିବା ସହ ୯ ଜଣ ଦଲାଲଙ୍କୁ ଗିରଫ କରିଛି ବାଲେଶ୍ୱର ପୁଲିସ । ଚାକିରୀ ପାଇଁ ଡିଲ୍ ଚଲାଇଥିବା ବେଳେ ପୁଲିସ ଚଢାଉ କରି ୯ ଜଣ ଆନ୍ତଃରାଜ୍ୟ ଦଲାଲଙ୍କୁ ଗିରଫ କରିଛି । କେନ୍ଦ୍ର ସରକାରଙ୍କ କମ୍ବାଇନ୍ଡContinue reading “୧୦ ଲକ୍ଷ ଟଙ୍କାରେ ସରକାରୀ ଚାକିରି : ପ୍ରଶ୍ନପତ୍ର ଡିଲ ବେଳେ ପୁଲିସର ଚଢାଉ; ୯ ଜଣ ଦଲାଲ ଗିରଫ”
ଅଟୋରୁ ମିଳିଲା ନବଜାତ… କିନ୍ନର କହିଲେ ‘ମୁଁ ଏହାକୁ ବଡ କରି ଅଫିସର କରିବି’
କନକ ବ୍ୟୁରୋ: ଉତ୍ତରପ୍ରଦେଶ ଚନ୍ଦୌଲିରେ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଘଟଣା ଘଟିଛି । କେହି ଏକ ନବଜାତକୁ ଅଟୋରେ ଅସହାୟ ଅବସ୍ଥାରେ ଛାଡି ଦେଇ ଯାଇଥିବାବେଳେ ଏହାକୁ ପାଇଛନ୍ତି ଜଣେ କିନ୍ନର । ନବଜାତକୁ ପାଇ ପ୍ରଥମେ ପୁଲିସ ପାଖକୁ ନେବା ପରେ ଏହାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଯଦିଓ ପୁଲିସ ଏହି ଶିଶୁକୁ ଚାଇଲ୍୍ଡ ଲାଇନ୍ ସହଯୋଗରେ ଶିଶୁ ଗୃହ ଦାୟିତ୍ୱରେ ଦେଇଥିଲେ କିନ୍ତୁ ଜୋୟାନାମକ କିନ୍ନରContinue reading “ଅଟୋରୁ ମିଳିଲା ନବଜାତ… କିନ୍ନର କହିଲେ ‘ମୁଁ ଏହାକୁ ବଡ କରି ଅଫିସର କରିବି’”
କାରକୁ ଧକ୍କା ଦେଲା ଟ୍ରକ : ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ; ଜଣେ ଗୁରୁତର ମେଡିକାଲରେ ଚିକିତ୍ସିତ
କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ମେଡିକାଲରେ ଚିକିତ୍ସିତ ଅଛନ୍ତି । ତେବେ ସାଗର ଜିଲ୍ଲା ସାନୋଧା ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା,Continue reading “କାରକୁ ଧକ୍କା ଦେଲା ଟ୍ରକ : ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ; ଜଣେ ଗୁରୁତର ମେଡିକାଲରେ ଚିକିତ୍ସିତ”
ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦକୁ ନେଇ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ : ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣାରେ ବସିବେ ୧୬୫ ବ୍ୟବସାୟୀ
କନକ ବ୍ୟୁରୋ : ଶୁଣିଲାନି ବିଏମସି । ଆଜିଠୁ ବନ୍ଦ ମାର୍କେଟ ବିଲ୍ଡିଂ । ଧାରଣାରେ ବସିବେ ୧୬୫ ବ୍ୟବସାୟୀ । ଭୁବନେଶ୍ୱର ସବୁଠୁ ଜନଗହଳୀପୂର୍ଣ୍ଣ ମାକେଟ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇପାରିନାହିଁ । ମସସ୍ୟା ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା ।Continue reading “ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦକୁ ନେଇ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ : ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣାରେ ବସିବେ ୧୬୫ ବ୍ୟବସାୟୀ”
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧୀ ଶକ୍ତି ପ୍ରଦର୍ଶନ : ଆଜି କଂଗ୍ରେସ ନେତୃତ୍ୱରେ ବେଙ୍ଗାଲୁରରେ ୨୬ ବିରୋଧୀ ଦଳଙ୍କ ବୈଠକ
କନକ ବ୍ୟୁରୋ : ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏଥିପାଇଁ ପ୍ରସ୍ତୁତ ଉଭୟ ବିରୋଧୀ ଓ ସରକାର । ଆଜି ବେଙ୍ଗାଲୁରରେ ୨୬ ବିରୋଧୀ ଦଳଙ୍କୁ ନେଇ ବୈଠକ ହେବାର ଅଛି । ସେପଟେ ଆସନ୍ତାକାଲି ବିଜେପି ଏବଂ ଏନଡିଏ ସହଯୋଗୀ ଦଳମାନଙ୍କ ବୈଠକ ହେବାର ଅଛି । ଯେଉଁଥିରେ ୩୦ ଟି ରାଜନୈତିକ ଦଳ ଯୋଗ ଦେବେ ବୋଲି ସୂଚନା ମିଳିଛି । ଆଜିଠୁ ଦୁଇ ଦିନ ଧରି ବେଙ୍ଗାଲୁରରେ ହେବାକୁ ଥିବାContinue reading “୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧୀ ଶକ୍ତି ପ୍ରଦର୍ଶନ : ଆଜି କଂଗ୍ରେସ ନେତୃତ୍ୱରେ ବେଙ୍ଗାଲୁରରେ ୨୬ ବିରୋଧୀ ଦଳଙ୍କ ବୈଠକ”
ମୌସୁମୀ ବର୍ଷା ନେଲାଣି ୬୨୪ ଜୀବନ : ହିମାଚଳ ପ୍ରଦେଶରେ ସର୍ବାଧିକ ୯୯ ଜଣଙ୍କ ମୃତ୍ୟୁ; ବଢୁଛି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା, ବୁଡିଗଲା ଅସ୍ଥାୟୀ ଶିବିର
କନକ ବ୍ୟୁରୋ : ମୌସୁମୀ ନେଲାଣି ୬୨୪ ଜୀବନ । ଗତ ଜୁନ ମାସରୁ ଆରମ୍ଭ ହୋଇଥିବା ମୌସୁମୀ ବର୍ଷା ଯୋଗୁ ଭାରତରେ ଏପର୍ଯ୍ୟନ୍ତ ୬୨୪ ଲୋଙ୍କର ମୃତ୍ୟୁ ହୋଇ ସାରିଲାଣି । ଗୃହ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଦେଶର କେତକ ଅଞ୍ଚଳରେ ପ୍ରବଳ ବର୍ଷାଯୋଗୁ ବହୁ ଧନ ଜୀବନ ନଷ୍ଟ ହୋଇଛି । ହିମାଚଳ ପ୍ରଦେଶରେ ସର୍ବାଧିକ ୨୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ଗତ ୫୦ ବର୍ଷ ମଧ୍ୟରେ ସର୍ବାଧିକ ବୋଲିContinue reading “ମୌସୁମୀ ବର୍ଷା ନେଲାଣି ୬୨୪ ଜୀବନ : ହିମାଚଳ ପ୍ରଦେଶରେ ସର୍ବାଧିକ ୯୯ ଜଣଙ୍କ ମୃତ୍ୟୁ; ବଢୁଛି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା, ବୁଡିଗଲା ଅସ୍ଥାୟୀ ଶିବିର”
ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି : ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
କନକ ବ୍ୟୁରୋ : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ଜାରି ରହିଛି ବର୍ଷା ପାଗ । ପ୍ରବଳ ବର୍ଷାନେଇ ଆଜି ୧୫ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ଦେବଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କେନ୍ଦୁଝର, ଝାରସୁଗୁଡା, ବରଗଡ଼, କନ୍ଧମାଳ । ପାଣିପାଗ ବିଭାଗର ଆକଳନ ମୁତବାକ, ଆସନ୍ତାକାଲି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଲଘୁଚାପରContinue reading “ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି : ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ”
କେଦାରନାଥ ମନ୍ଦିରରେ ମୋବାଇଲ ଫୋନ୍ ବ୍ୟାନ୍ । ରିଲ୍ସ ଓ ଫଟୋ ଉଠାଇବା ଉପରେ ମଧ୍ୟ ପ୍ରତିବନ୍ଧକ ।
କନକ ବ୍ୟୁରୋ : କେଦାରନାଥରେ ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । କେବଳ ଏତିକି ନୁହେଁ ମନ୍ଦିର ପରିସରରେ ଫଟୋ କିମ୍ବା ଭିଡ଼ିଓ ଉଠାଇ ପାରିବେନି ଭକ୍ତ । ଏଭଳି ନିଷ୍ପତ୍ତି ବଦ୍ରିନାଥ ଓ କେଦାରନାଥ ମନ୍ଦିର ସମିତି ନେଇଛି । ଏନେଇ ମନ୍ଦିର ସମିତି ମନ୍ଦିର ପରିସର ମଧ୍ୟରେ ସୂଚନା ଫଳକ ଲଗାଇଛି । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ମୋବାଇଲ ସହ ମନ୍ଦିର ଭିତରକୁ ପ୍ରବେଶ ମନା । ମନ୍ଦିର ଭିତରେContinue reading “କେଦାରନାଥ ମନ୍ଦିରରେ ମୋବାଇଲ ଫୋନ୍ ବ୍ୟାନ୍ । ରିଲ୍ସ ଓ ଫଟୋ ଉଠାଇବା ଉପରେ ମଧ୍ୟ ପ୍ରତିବନ୍ଧକ ।”