ଆସନ୍ତା କାଲି ବିଜେପି ବିରୋଧରେ ୨୬ ବିରୋଧୀଦଳଙ୍କ ବୈଠକ , ମିଶନ ୨୦୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ନଜରରେ ରଖି ବିଜେପି ବିରୋଧରେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରିଛନ୍ତି ବିରୋଧୀଦଳମାନେ । ଏହି କ୍ରମରେ ପ୍ରଥମ ବୈଠକ ବିହାରର ପାଟନା ଠାରେ ବସିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ୧୭ ଓ ୧୮ ତାରିଖ ଦୁଇଦିନ ଧରି ବେଙ୍ଗାଲୁରୁ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ବୈଠକରେ ଜେଡିୟୁ ମୁଖ୍ୟ ନୀତିଶ କୁମାର ନେତୃତ୍ୱ ନେଇଥିବା ବେଳେ ଆସନ୍ତା କାଲିଠାରୁ ହେବାକୁ ଥିବା ବୈଠକର କଂଗ୍ରେସContinue reading “ଆସନ୍ତା କାଲି ବିଜେପି ବିରୋଧରେ ୨୬ ବିରୋଧୀଦଳଙ୍କ ବୈଠକ , ମିଶନ ୨୦୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି”

ପାଣିଭାର ଉଠାଉଥିବା ବେଳେ ଅଘଟଣା, ନଦୀରେ ଭାସିଯାଇ କାଉଡିଆ ନିଖୋଜ

କନକ ବ୍ୟୁରୋ : ଶ୍ରାବଣମାସ ଆରମ୍ଭ ହେଉ ହେଉ କାଉଡିଆଙ୍କୁ ନେଇ ବିଭିନ୍ନ ଅଘଟଣା ଖବର ସାମ୍ନାକୁ ଆସୁଛି । ଆଳିପିଙ୍ଗଳ ଦେବୀ ନଦୀ କେତକେଶ୍ୱର ଘାଟରେ ଘଟିଛି ଅଘଟଣ । ନଦୀରେ ପଶି ପାଣିଭାର ଉଠାଉ ଥିବା ବେଳେ ୨ଜଣ କାଉଡିଆ ନଦୀପାଣିରେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣଙ୍କୁ ଅଗ୍ନିଶମ ବାହିନୀ ଖୋଜୁଛି । ସେହିଭଳି ଗତକାଲି ଉତ୍ତର ପ୍ରଦେଶର ମେରଟ ଠାରେ ବିଦ୍ୟୁତ୍ ତାର ସେମାନଙ୍କ ଉପରକୁContinue reading “ପାଣିଭାର ଉଠାଉଥିବା ବେଳେ ଅଘଟଣା, ନଦୀରେ ଭାସିଯାଇ କାଉଡିଆ ନିଖୋଜ”

ଲଘୁଚାପ ବର୍ଷା ଆସୁ ଆସୁ ଓଡିଶାର ବିଭିନ୍ନ ଅଂଚଳରେ ସ୍ଥିତି ବେହାଲ: କିଛି ଅଂଚଳରେ ପାଣି ମାଡିଯିବା ସହ ଜଗତସିଂହପୁର ମାଛଗାଁ କେନାଲରେ ସୃଷ୍ଟି ହେଲା ଦୁଇଟି ଘାଇ

କନକ ବ୍ୟୁରୋ: ବର୍ଷା ଆସୁ ଆସୁ ସ୍ଥିତି ବେହାଲ । ଜଗତସିଂହପୁର ଜିଲ୍ଲାର ମାଛ ଗାଁ କେନାଲରେ ୨ଟି ଘାଇ ସୃଷ୍ଟି ହେବା ଯୋଗୁଁ ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ଗୋଟିଏ ଦଳେଇ ଖାଇ ନିକଟରେ ହୋଇଥବା ବେଳେ ଆଉ ଗୋଟିଏ ଘାଇ ତରିକୁନ୍ଦ ନିକଟରେ ସୃଷ୍ଟି ହୋଇଛି । କେନ୍ଦୁଝରରେ କୁମୁଳବାହାଳି ତେଲ ନଦୀ ପୋଲ ଉପରେ ୪ ଫୁଟ ଉଚ୍ଚରେ ଚାଲୁଛି ବନ୍ୟାପାଣି । ସେପଟେ କଟକରେ ଜୀବନ ନେଇଛି ମୁକୁଳା ଡ୍ରେନ୍Continue reading “ଲଘୁଚାପ ବର୍ଷା ଆସୁ ଆସୁ ଓଡିଶାର ବିଭିନ୍ନ ଅଂଚଳରେ ସ୍ଥିତି ବେହାଲ: କିଛି ଅଂଚଳରେ ପାଣି ମାଡିଯିବା ସହ ଜଗତସିଂହପୁର ମାଛଗାଁ କେନାଲରେ ସୃଷ୍ଟି ହେଲା ଦୁଇଟି ଘାଇ”

ଯମୁନା କମୁଛି, ଯାତନା ବଢ଼ୁଛି: ବନ୍ୟାରେ କଲବଲ ଦିଲ୍ଲୀବାସି

କନକ ବ୍ୟୁରୋ: ଦିଲ୍ଲୀରେ ଯମୁନାର ଜଳସ୍ତର କମୁଛି, ହେଲେ ଯାତନା ବଢ଼ୁଛି । ଫଳରେ ବନ୍ୟାରେ କଲବଲ ହେଉଛନ୍ତି ଦିଲ୍ଲୀବାସି । ଏବେବି ଦେଶର ରାଜଧାନୀ ଏକପ୍ରକାର ଜଳବନ୍ଦୀ ହୋଇ ରହିଛି । ହେଲେ ଧୀରେ ଧୀରେ ସ୍ଥିତି ସୁଧୁରିଛି । ଏପଟେ ବନ୍ୟା ସ୍ଥିତିକୁ ନେଇ ବିଜେପି ଓ ଆପ୍ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ଯେଉଁଆଡ଼େ ଚାହିଁବ ଖାଲି ପାଣି ହିଁ ପାଣି । ରାସ୍ତାଘାଟ, ଗଳିକନ୍ଦି ସବୁଠି ଲହଡ଼ି ମାରୁଛି ବନ୍ୟାContinue reading “ଯମୁନା କମୁଛି, ଯାତନା ବଢ଼ୁଛି: ବନ୍ୟାରେ କଲବଲ ଦିଲ୍ଲୀବାସି”

ମୁନ ମିଶନରେ ଓଡିଆ ପୁଅ: ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ଶୁଭାଶିଷ

କନକ ବ୍ୟୁରୋ: ଚନ୍ଦ୍ରଯାନ-୩ରେ ଓଡ଼ିଆ ଲିଙ୍କ । ଯୁବ ଟେକନିସିଆନ ଶୁଭାଶିଷ ସାମଲ ଏଥିରେ ଟେକ୍ନିସିଆନ ଭାବେ କାମ କରିଛନ୍ତି । ଶୁଭାଶିଷଙ୍କ ଘର କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ମୁକୁନ୍ଦପୁର ଗାଁରେ । ସେପଟେ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଚନ୍ଦ୍ରଯାନ । ପୃଥିବୀ ଚାରିପଟେ ଅଣ୍ଡାକୃତିରେ ଚନ୍ଦ୍ରଯାନ-୩ ଘୂରିବୁଲୁଛି । ଇସ୍ରୋ ପକ୍ଷରୁ କୁହାଯାଇଛି ସଫଳତାର ସହ ପୃଥବି ଚାରିପଟେ ପ୍ରଥମ କକ୍ଷପଥ ପରିବର୍ତନ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ନେଇ ଏବେContinue reading “ମୁନ ମିଶନରେ ଓଡିଆ ପୁଅ: ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ଶୁଭାଶିଷ”

କାଗଜପ୍ଲେଟ ୟୁନିଟ କରି ସ୍ୱାବଲମ୍ବୀ ହୋଇଛନ୍ତି ଖୋର୍ଦ୍ଧାର ସନ୍ତୋଷ ସାହୁ, ସ୍ଥାନୀୟ ବଜାର ସହ ଅନ୍ୟ ଜିଲ୍ଲାରେ ବ୍ୟବସାୟୀଙ୍କୁ କରୁଛନ୍ତି ବିକ୍ରି

କନକ ବ୍ୟୁରୋ : ଚାକିରି ଅପେକ୍ଷା ଏବେ ନିଜସ୍ୱ ଉଦ୍ୟମରେ ରୋଜଗାର କରିବା ଅଧିକାଂଶ ଲୋକଙ୍କ ପସନ୍ଦ ପାଲଟିଛି । ସେହିଭଳି ଜଣେ ଯୁବକ ହେଉଛନ୍ତି ଖୋର୍ଦ୍ଧା ଧଳାପଥର ଅଂଚଳର ସନ୍ତୋଷ ସାହୁ । ଯିଏ ଏକ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରି ଆତ୍ମନିର୍ଭର ହୋଇପାରିଛନ୍ତି । ତାଙ୍କ ଉଦ୍ୟୋଗରେ ୩ରୁ ୪ଜଣଙ୍କୁ ମଧ୍ୟ ସେ ରୋଜଗାର ଦେଇଛନ୍ତି । ବଜାରରେ ଖଲିପତ୍ରର ଚାହିଦା ରହିଥିବାରୁ ସେ ଖଲିପତ୍ର ମେସିନ ବସାଇ ଖଲି ପ୍ରସ୍ତୁତ କରୁଛନ୍ତି    ।Continue reading “କାଗଜପ୍ଲେଟ ୟୁନିଟ କରି ସ୍ୱାବଲମ୍ବୀ ହୋଇଛନ୍ତି ଖୋର୍ଦ୍ଧାର ସନ୍ତୋଷ ସାହୁ, ସ୍ଥାନୀୟ ବଜାର ସହ ଅନ୍ୟ ଜିଲ୍ଲାରେ ବ୍ୟବସାୟୀଙ୍କୁ କରୁଛନ୍ତି ବିକ୍ରି”

କଟକ ହେବ କଂଗ୍ରେସ ଶୂନ୍ୟ! ଜଗତସିଂହପୁରରେ ଜିତିବା କଷ୍ଟ! ନେତାଙ୍କ ନିଲମ୍ବନ ଆଣିବ ନୂଆ ସମୀକରଣ?

କନକ ବ୍ୟୁରୋ: କଂଗ୍ରେସ ଉପରେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନର କଣ ପଡିବ ପ୍ରଭାବ ? ଜଗତସିଂହପୁର ପରେ ବାଲେଶ୍ୱରରେ ସମର୍ଥକଙ୍କ ପ୍ରତିବାଦ । ସାମ୍ବାଦିକ ସମ୍ମିଳନୀ କରି ପିସିସି ଉପରେ ସମର୍ଥକ ବର୍ଷିଛନ୍ତି । ସେପଟେ ଆଲୋଚନା କରି ଦଳକୁ ଫେରାଇ ଆଣିବାକୁ ଏଆଇସିସିକୁ ଅନୁରୋଧ କରିଛନ୍ତି ବିଧାୟକ ସୁର ରାଉତରାୟ । କଂଗ୍ରେସ ଦଳରୁ ନିଳମ୍ବିତ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା । ପଦContinue reading “କଟକ ହେବ କଂଗ୍ରେସ ଶୂନ୍ୟ! ଜଗତସିଂହପୁରରେ ଜିତିବା କଷ୍ଟ! ନେତାଙ୍କ ନିଲମ୍ବନ ଆଣିବ ନୂଆ ସମୀକରଣ?”

ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ସ୍ୱାବଲମ୍ବୀ ହେଉଛନ୍ତି ଗ୍ରାମାଞ୍ଚଳର ମହିଳା, ମୁଢିଭଜା ମେସିନ ପକାଇ କରୁଛନ୍ତି ରୋଜଗାର

କନକ ବ୍ୟୁରୋ : ଗ୍ରାମାଞ୍ଚଳରେ ମହିଳାଙ୍କୁ ରୋଜଗାରର ରାସ୍ତା ଦେଖାଉଛି ସ୍ୱୟଂ ସହାୟକ ଗୋଷ୍ଠୀ । ଘର କାମ କରି ସମୟ ବିତାଉଥିବା ମହିଳା ମାନେ ଏବେ ପରିବାର ପ୍ରତିପୋଷଣରେ ଆର୍ଥିକ ସହାୟତା କରୁଛନ୍ତି । ତେବେ ବାଙ୍କୀ ଘାସିପୁଟ ଗାଁର ପ୍ରାୟ ୨୦୦ରୁ ଅଧିକ ମହିଳା ଏସଏଚଜି ଗ୍ରୁପ୍ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତ୍ରିନାଥ ଏସଏଚଜି ଗ୍ରୁପର ରହିଛି ସ୍ୱତନ୍ତ୍ର ପରିଚୟ । ଏହି ଗ୍ରୁପର ୧୦ ଜଣ ମହିଳା ମୁଢ଼ି,Continue reading “ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ସ୍ୱାବଲମ୍ବୀ ହେଉଛନ୍ତି ଗ୍ରାମାଞ୍ଚଳର ମହିଳା, ମୁଢିଭଜା ମେସିନ ପକାଇ କରୁଛନ୍ତି ରୋଜଗାର”

ରାଜ୍ୟର ଦାଗି ନେତାଙ୍କ ମୁଖା ଖୋଲିଦେଲା ଏଡିଆର: ୪୪% ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା

କନକ ବ୍ୟୁରୋ: ଏଡିଆର୍ ରିପୋର୍ଟ ଖୋଲିଲା ନେତାଙ୍କ ଅପରାଧ ତାଲିକା । ରାଜ୍ୟର ୬୪ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ଆଉ ଏହା ଭିତରୁ ୪୬ ଜଣଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି । ବିଧାୟକମାନଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ଘୋଷଣା କରାଯାଇଥିବା ଅପରାଧିକ ପୃଷ୍ଠଭୂମି, ଆର୍ôଥକ, ଶିକ୍ଷା, ବୟସ, ଲିଙ୍ଗ ଓ ଅନ୍ୟାନ୍ୟ ବିବରଣୀକୁ ବିଶ୍ଳେଷଣ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ନିର୍ବାଚିତ ବିଧାୟକଙ୍କ ଅସଲ ମୁଖା ଖୋଲିContinue reading “ରାଜ୍ୟର ଦାଗି ନେତାଙ୍କ ମୁଖା ଖୋଲିଦେଲା ଏଡିଆର: ୪୪% ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା”

କେନ୍ଦୁଝର ଚମ୍ପୁଆର ସଫଳ ଚାଷୀ ପ୍ରମୋଦ ମହନ୍ତ, ୨୫ ଏକର ଜମିରେ କରିଛନ୍ତି ପରିବା ଚାଷ

କନକ ବ୍ୟୁରୋ : ଚାରିଆଡ଼େ ସବୁଜିମା ପରିବେଶ । ଧାଡ଼ି ପ୍ରଣାଳୀରେ ଲାଗିଛି ଲଙ୍କା ପୋଟଳ, ବାଇଗଣ ଓ କୋବି ଫସଲ । ପଲିହାଉସ ଓ ବୁନ୍ଦା ଜଳସେଚନ ଭଳି ଅଧୁନିକ ପ୍ରଣାଳୀରେ ହୋଇଛି ଚାଷ । ପାଖାପାଖି ୨୫ ଏକର ଜମିରେ ପନିପରିବା ଚାଷ କରିବା ସହ ଚାରା ପ୍ରସ୍ତୁତ କରୁଛନ୍ତି କେନ୍ଦୁଝର ଚମ୍ପୁଆ ବ୍ଲକ ଇଛିଣ୍ଡା ଗାଁର ପ୍ରମୋଦ କୁମାର ମହାନ୍ତ । ବର୍ତ୍ତମାନ ପରିବା ଦର ଆକାଶ ଛୁଆଁ ରହିଥିବା ବେଳେ  ପ୍ରମୋଦଙ୍କContinue reading “କେନ୍ଦୁଝର ଚମ୍ପୁଆର ସଫଳ ଚାଷୀ ପ୍ରମୋଦ ମହନ୍ତ, ୨୫ ଏକର ଜମିରେ କରିଛନ୍ତି ପରିବା ଚାଷ”

Design a site like this with WordPress.com
Get started