କନକ ବ୍ୟୁରୋ: ସମ୍ବଲପୁର ଗସ୍ତରେ ଯାଇ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି । ସମ୍ବଲପୁର ଗସ୍ତର ୨ୟ ଦିନରେ ଆଜି ସକାଳୁ ସେ ସମଲେଇ ମନ୍ଦିରରେ ପଂହଚିଥିଲେ । ଏହାସହ ସମଲେଇ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି । ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ ହେବ ବୋଲି କହିଛନ୍ତି ଫାଇଭ୍-ଟି ସଚିବ । ଆଉ ଏହାରି ଭିତରେ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ କଲେଜର ପରୀକ୍ଷା ବନ୍ଦ କରାଯାଇଥିବାContinue reading “ସମଲେଶ୍ୱରୀ ଦର୍ଶନ ପରେ ବିକାଶର ନକ୍ସା: ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ୍”
Tag Archives: News
ଚିଲିକା ମାଟିରେ ଡ୍ରାଗନ ଫ୍ରୁଟ ଚାଷ, ନୂଆ ପ୍ରଜାତିର ଫଳଚାଷକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ
କନକ ବ୍ୟୁରୋ : ଡ଼୍ରାଗନ ଫ୍ରୁଟସ ଏହି ଚାଷ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ଚିଲିକା ମାଟିରେ ଡ୍ରାଗନ ଫ୍ରୁଟର ଏଭଳି ଚାଷ ଆଖପାଖ ଲୋକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଖୁସି ବି ଦେଇଛି । ଆମେରିକା ଓ ଇଜ୍ରାଇଲ ଭଳି ଦେଶର ପାଣିପାଗରେ ବେଶ ଭଲ ଭାବରେ ହେଉଥିବା ଡ଼୍ରାଗନ ଫ୍ରୁଟ ଏବେ ଓଡ଼ିଶାରେ ବି ବେଶ ଭଲ ଭାବରେ ଫଳିଥିବା ଦେଖିବାକୁ ମିଳିଛି । କ୍ୱିବି ଫ୍ରୁଟ ଭଳି ସ୍ୱାଦContinue reading “ଚିଲିକା ମାଟିରେ ଡ୍ରାଗନ ଫ୍ରୁଟ ଚାଷ, ନୂଆ ପ୍ରଜାତିର ଫଳଚାଷକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ”
ଘାସ ଫୁଟାଇଲା ମୁହଁରେ ହସ । ଲନ୍ ଘାସ ଚାଷକରି ଲକ୍ଷପତି ହେଲେ ଖୋର୍ଦ୍ଧାର ତପନଜ୍ୟୋତି
କନକ ବ୍ୟୁରୋ : କୁହାଯାଏ ବିଫଳତା ହିଁ ସଫଳତାର ବାଟ ଦେଖାଏ । କିଛି ନୂଆ କରିବାକୁ ମନରେ ସାହସ ଭରିଦିଏ । ଯାହା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ତିରଣପଦାର ଗାଁର ତପନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ପ୍ରଥମେ କୁକୁଡ଼ା ଚାଷ କରି କ୍ଷତି ସହିବା ପରେ ଏବେ ଘାସ ବିକି ପରିବାର ପ୍ରତିପୋଷଣ କରୁଛନ୍ତି ତପନ । ୩ ଏକର ଜମିରେ ଲାଗିଛି ବିିଭିନ୍ନ ପ୍ରକାରର ଘାସ । ଜୟସିୟା, ସିଲେକ୍ସନ୍, ମେକ୍ସିକାନ୍,Continue reading “ଘାସ ଫୁଟାଇଲା ମୁହଁରେ ହସ । ଲନ୍ ଘାସ ଚାଷକରି ଲକ୍ଷପତି ହେଲେ ଖୋର୍ଦ୍ଧାର ତପନଜ୍ୟୋତି”
କେବେ ଜଗାଦର୍ଶନ ହେବ ସହଜ? ଚାରିଦ୍ୱାର ଖୋଲିବାକୁ ମୁଣ୍ଡଟେକିଲା ଆନ୍ଦୋଳନ
କନକ ବ୍ୟୁରୋ: କେବେ ସହଜ ହେବ ଜଗା ଦର୍ଶନ । କରୋନା ପରଠାରୁ ଶ୍ରୀମନ୍ଦିରର ଚାରିଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି । କେବଳ ସିଂହଦ୍ୱାର ଦେଇ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ରଥଯାତ୍ରା ପରେ ଏହା ଉପରେ ବିଚାର କରାଯିବ ବୋଲି କୁହାଯାଉଥିଲା, ହେଲେ ଦ୍ୱିତୀୟ ରଥ ସମନ୍ୱୟ ବୈଠକରେ ବି କୌଣସି ନିଷ୍ପତି ହୋଇପାରିନି । ସେ ଚାରିଦ୍ୱାର ଖୋଲିବା ଦାବିରେ ଏକଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ କରିଛି ସଚେତନContinue reading “କେବେ ଜଗାଦର୍ଶନ ହେବ ସହଜ? ଚାରିଦ୍ୱାର ଖୋଲିବାକୁ ମୁଣ୍ଡଟେକିଲା ଆନ୍ଦୋଳନ”
ସାରା ରାଜ୍ୟରେ ମାଡିଚାଲିଛି ଭାଇରାଲ ଜ୍ୱର: ଋତୁ ପରିବର୍ତନ ବେଳେ ଭୟ ବଢାଉଛି ଡେଙ୍ଗୁ ଓ ଇନଫ୍ଲୁଏଞ୍ଜା ସଂକ୍ରମଣ
କନକ ବ୍ୟୁରୋ: ଘରେ ଘରେ ବ୍ୟାପିଚାଲିଛି ଭାଇରାଲ ଜ୍ୱର । ରୋଗୀଙ୍କ ପାଖରେ ଥଣ୍ଡା, କାଶ ସହ ବାନ୍ତି ଓ ଜ୍ୱର ଭଳି ଲକ୍ଷଣ ପ୍ରକାଶ ପାଉଛି । ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଏମିତି ହେଲାଣି ଯେ, କ୍ୟାପିଟାଲ ହସ୍ପିଟାଲ ଓପିଡିରେ ପ୍ରତିଦନ ଦେଢ଼ଶହରୁ ଅଧିକ ରୋଗୀଙ୍କ ଲମ୍ବା ଲାଇନ୍ ଲାଗୁଛି । ସେପଟେ ଡାକ୍ତରଙ୍କ ପରାମର୍ଶ ହେଲା, ଜ୍ୱର ହେଲେ ଡେରି ନକରି କରାଇ ନିଅନ୍ତୁ ଡେଙ୍ଗୁ ପରୀକ୍ଷା । ଜ୍ୱର ଆସୁଛି, ମୁଣ୍ଡ ବିନ୍ଧୁଛି,Continue reading “ସାରା ରାଜ୍ୟରେ ମାଡିଚାଲିଛି ଭାଇରାଲ ଜ୍ୱର: ଋତୁ ପରିବର୍ତନ ବେଳେ ଭୟ ବଢାଉଛି ଡେଙ୍ଗୁ ଓ ଇନଫ୍ଲୁଏଞ୍ଜା ସଂକ୍ରମଣ”
ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ: ୨୪ ଘଂଟାରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା
କନକ ବ୍ୟୁରୋ: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ୨୪ ଘଂଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ୧୯ ତାରିଖରୁ ପୁଣି ବଢିବ ବର୍ଷାର ପରିମାଣ । ୧୯ରୁ ୨୨ ତାରିଖ ଯାଏଁ ଉପକୂଳContinue reading “ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ: ୨୪ ଘଂଟାରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା”
ମରାମତି ପରେ ପୁଣି ଧୋଇଗଲା ବେଳାଭୂମି ରାସ୍ତା: ସମୁଦ୍ର ଗର୍ଭକୁ ଚାଲିଯାଉଛି ଉଦୟପୁର-ତାଳସାରୀ ବେଳାଭୂମୀ ରାସ୍ତା
କନକ ବ୍ୟୁରୋ: ମରାମତି ପରେ ପୁଣି ଧୋଇଗଲା ବାଲେଶ୍ୱର ଭୋଗରାଇ ବ୍ଲକର ଉଦୟପୁର-ତାଳସାରୀ ବେଳାଭୂମୀ ରାସ୍ତା । ଉଦୟପୁର-ତାଳସାରୀ ବେଳାଭୂମୀ କଡରେ ମେରାଇନ୍ ଡ୍ରାଇଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କୋଟି କୋଟିର ରାଜସ୍ୱ ଅନୁଦାନ ଆସିଛି । ହେଲେ ସରକାରୀ ଅନୁଦାନର ସଠିକ୍ ବିନିଯୋଗ ହେଉନଥିବାରୁ ସମୁଦ୍ର ଗର୍ଭକୁ ଚାଲିଯାଉଛି । କିଛି ଦିନ ପୂର୍ବରୁ ଅସରାଏ ବର୍ଷାରେ ବେଳଭୂମୀର ପଥରବନ୍ଧ ଧୋଇଯାଇଥିଲା । ବଭାଗୀୟ ଯନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବା ପରେ ଠିକାଦାରContinue reading “ମରାମତି ପରେ ପୁଣି ଧୋଇଗଲା ବେଳାଭୂମି ରାସ୍ତା: ସମୁଦ୍ର ଗର୍ଭକୁ ଚାଲିଯାଉଛି ଉଦୟପୁର-ତାଳସାରୀ ବେଳାଭୂମୀ ରାସ୍ତା”
ଶୌଚାଳୟ ନିର୍ମାଣ ପରେ ମିଳିଲା ନାହିଁ ଟଙ୍କା: ରାୟଗଡ଼ା ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଠିକାଦାର
କନକ ବ୍ୟୁରୋ: ବିଦ୍ୟାଳୟର ଶୈାଚାଳୟ ବିଲ୍ ନ ମିଳିବାରୁ ସ୍କୁଲରେ ତାଲା ପକାଇଲେ ଠିକାଦାର । ବାରଣ୍ଡାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ । ଏପରି ଘଟଣା ରାୟଗଡ଼ା ଜିଲ୍ଲା ମାଇକଂଚ ପଂଚାୟତର ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । କିଶୋର ଦିଶାରି ନାମ ଜଣେ ଠିକାଦାର ବିଦ୍ୟାଳୟ ପାଇଁ ଶୈାଚାଳୟ ନିର୍ମାଣ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କୁ ପ୍ରଶାସନ ତରଫରୁ ଟଙ୍କା ମିଳିନଥିବା ସେ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ ପରେContinue reading “ଶୌଚାଳୟ ନିର୍ମାଣ ପରେ ମିଳିଲା ନାହିଁ ଟଙ୍କା: ରାୟଗଡ଼ା ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଠିକାଦାର”
ପିଲାଙ୍କ ପଇସା ଖାଇଗଲେ ପ୍ରଧାନ ଶିକ୍ଷକ: ଲମତାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର କାମୁଡି ଗିରଫ
କନକ ବ୍ୟୁରୋ: ପିଲାଙ୍କ ଟଙ୍କା ଖାଇ ଗିରଫ ହେଲେ ଶିକ୍ଷକ । ୨୭ ଲକ୍ଷ ୯୦ ହଜାର ଆତ୍ମସାତ ଘଟଣାରେ ଗିରଫ ହୋଇଛନ୍ତି କୋରାପୁଟ ଲମତାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର କାମୁଡି । ଖରାଛୁଟି ସରିବା ପରେ ବିଦ୍ୟାଳୟକୁ ଆସି ନଥିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ଚଳିତ ମାସ ୧ ତାରିଖରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଥିଲେ ଜିଲ୍ଲାଶିକ୍ଷା ଅଧିକାରୀ । ଏବଂ ବିଜ୍ଞାନ ଶିକ୍ଷକଙ୍କୁ ପ୍ରଧାନContinue reading “ପିଲାଙ୍କ ପଇସା ଖାଇଗଲେ ପ୍ରଧାନ ଶିକ୍ଷକ: ଲମତାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର କାମୁଡି ଗିରଫ”
୩୪୦୦ ପ୍ରକାର ଅପରାଧକୁ ଅପରାଧମୁକ୍ତ କରିବ ଜନ ବିଶ୍ୱାସ ବିଲ୍,ମୌସୁମୀ ଅଧିବେଶନ ପାଇଁ ୨୨ଟି ବିଲ୍ ପ୍ରସ୍ତୁତ କଲା କେନ୍ଦ୍ର ସରକାର
କନକ ବ୍ୟୁରୋ : ରବିବାର ଦିନ କଂଗ୍ରେସ ତରଫରୁ ସେବା ସହିତ ଜଡିତ ଦିଲ୍ଲୀ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରିବ ବୋଲି ସ୍ପଷ୍ଟ କରିଛି । କଂଗ୍ରେସ କହିଛି କି, ଲୋକତାନ୍ତ୍ରିକ ରୂପେ ନିର୍ବାଚିତ ସରକାରଙ୍କ ସାମ୍ବିଧାନିକ ଅଧିକାର ଉପରେ ମୋଦୀ ସରକାର ଆକ୍ରମଣ କରୁଛନ୍ତି । ସେପଟେ କେନ୍ଦ୍ର ସରକାର ସଂସଦର ଆଗାମୀ ମୌସୁମୀ ଅଧିବେଶନ ପାଇଁ ଜୋରଦାର ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ଆଗାମୀ ଅଧିବେଶନରେ ଦିଲ୍ଲୀ ସେବା, ଡାଟାContinue reading “୩୪୦୦ ପ୍ରକାର ଅପରାଧକୁ ଅପରାଧମୁକ୍ତ କରିବ ଜନ ବିଶ୍ୱାସ ବିଲ୍,ମୌସୁମୀ ଅଧିବେଶନ ପାଇଁ ୨୨ଟି ବିଲ୍ ପ୍ରସ୍ତୁତ କଲା କେନ୍ଦ୍ର ସରକାର”