ଶିିମିଳିପାଳରେ କେତେ ସୁରକ୍ଷିତ ବନ୍ୟଜନ୍ତୁ? ଅଭୟାରଣ୍ୟ ଭିତରୁ ଦେଢ ମାସରେ ଗିରଫ ହେଲେଣି ୧୮ ଶିକାରୀ

କନକ ବ୍ୟୁରୋ: ଶିମିଳିପାଳରେ ବେଧଡକ ବୁଲୁଛନ୍ତି ଶିକାରୀ । ବନ୍ଧୁକ ଧରି ଅଭୟାରଣ୍ୟ ଭିତରେ କରୁଛନ୍ତି ବନ୍ୟଜନ୍ତୁ ଶିକାର । ଶିକାରୀଙ୍କ ଗୁଳିରେ ୨ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଶିମିଳିପାଳ ଉପରେ ରହିଛି ପୁଲିସର ନଜର । ଅଭୟାରଣ୍ୟ ପଦ ଦେଶରେ ଥିବା ଗାଁରେ ଚଢାଉ କରି ଶିକାରୀଙ୍କୁ ଗିରଫ କରିବା ସହ ମାଳମାଳ ବନ୍ଧୁକ ଜବତ କରୁଛି ମୟୂରଭଂଜ ପୁଲିସର ସ୍ପେଶାଲ ସ୍କାର୍ଡ । ଶିମିଳିପାଳ ଅଭୟାରଣ ପାଦଦେଶରେ ଥିବା ବଡସାହି ଥାନା ଅନ୍ତର୍ଗତContinue reading “ଶିିମିଳିପାଳରେ କେତେ ସୁରକ୍ଷିତ ବନ୍ୟଜନ୍ତୁ? ଅଭୟାରଣ୍ୟ ଭିତରୁ ଦେଢ ମାସରେ ଗିରଫ ହେଲେଣି ୧୮ ଶିକାରୀ”

ବର୍ଷା ଆସୁଆସୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥିିତି ବେହାଲ: କେନ୍ଦୁଝର ପାଟଣା ତେଲ ନଦୀ ପୋଲ ଉପରେ ବହିଲା ୪ଫୁଟର ପାଣି

କନକ ବ୍ୟୁରୋ: କିଛି ଘଂଟାର ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଗତକାଲି ଠାରୁ ଲାଗି ରହିଥିବା ବର୍ଷା ଯୋଗୁଁ ରାସ୍ତାରେ ପାଣି, ଘରେ ପାଣି । ବିଲ କେଉଁଠି ଓ ନାଳ କେଉଁଠି ଜାଣିବା ମୁସ୍କିଲ ହୋଇପଡ଼ିଛି । ଜଗତସିଂହପୁର ଜିଲ୍ଲା ମାଛଗାଁ କେନାଲରେ ୨ଟି ଘାଇ ସୃଷ୍ଟି ହେବା ଯୋଗୁଁ ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ଦଳେଇ ଖାଇ ନିକଟରେ ଗୋଟିଏ ଘାଇ ହୋଇଥବା ବେଳେ ଆଉ ଗୋଟିଏ ଘାଇ ତରିକୁନ୍ଦ ନିକଟରେContinue reading “ବର୍ଷା ଆସୁଆସୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥିିତି ବେହାଲ: କେନ୍ଦୁଝର ପାଟଣା ତେଲ ନଦୀ ପୋଲ ଉପରେ ବହିଲା ୪ଫୁଟର ପାଣି”

ଦୁର୍ବଳ ନୁହନ୍ତି କୌଣସି ଦିବ୍ୟାଙ୍ଗ: ଲକ୍ଷ୍ୟ ସ୍ଥିର ଥିଲେ ଛୁଇଁ ହୁଏ ସଫଳତାର ଶିଖର

କନକ ବ୍ୟୁରୋ: ସଂଘର୍ଷ ଜଣେ ଛାତ୍ରର ଜୀବନକୁ ଅଧିକ ଉଜ୍ଜିବୀତ କରେ । ସମସ୍ୟା ଆସିବ କିନ୍ତୁ ,ପଛଘୁଞା ନଦେଇ ସମାଧାର ବାଟ ଖୋଜି ସଫଳତାର ଶୀଖରକୁ ଛୁଇଁବା ହିଁ ଜଣେ ମେଧାବୀ ଛାତ୍ରକୁ ସଫଳତା ଆଣିଦିଏ। ଏହା ହିଁ କରି ଦେଖାଇଛନ୍ତି ସୋନପୁର ସହରର ଜଣେ ଦିବ୍ୟାଙ୍ଗ ଛାତ୍ର । ଜନ୍ମରୁ ହାତରେ ଖାଇପାରୁ ନଥିବା କି ଲେଖିପାରୁ ନଥିବା ଜଣେ ଛାତ୍ର ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ସମ୍ବଲପୁର ପକ୍ଷରୁ ପ୍ରକାଶିତ ସ୍ନାତକContinue reading “ଦୁର୍ବଳ ନୁହନ୍ତି କୌଣସି ଦିବ୍ୟାଙ୍ଗ: ଲକ୍ଷ୍ୟ ସ୍ଥିର ଥିଲେ ଛୁଇଁ ହୁଏ ସଫଳତାର ଶିଖର”

ଦଳ ଟିକଟ ନଦେଲେ ମୁଁ ସ୍ୱାଧୀନ ଭାବେ ଲଢିବି, ଆଉ କେଉଁ ଦଳକୁ ଯିବିନାହିଁ: ମହମ୍ମଦ ମୋକିମ୍

କନକ ବ୍ୟୁରୋ: କଂଗ୍ରେସ ଦଳ ଯହି ମୋତେ ଟିକଟ ନଦିଏ ତେବେ ମୁଁ ସ୍ୱାଧୀନ ଭାବେ ଲଢିବି । କଂଗ୍ରେସର ବିଚାର ଧାରା ସହ ଚାଲିବି, ଆଉ କେଉଁ ଦଳକୁ ଯିବିନାହିଁ । କଂଗ୍ରେସରୁ ନିଲମ୍ବିତ ହେବା ପରେ କିଛି ଏଭଳି କହିଛନ୍ତି କଂଗ୍ରେସ ବିଧାୟ ମହମ୍ମଦ ମୋକିମ୍ । ସେ କହିଛନ୍ତି ୨୦୨୪ ନିର୍ବାଚନ ପାଇଁ ଏବେ ବହୁତ ସମୟ ଅଛି । କଂଗ୍ରେସର ବିଚାର ଧାରା ସହ ଚାଲିବି, ଆଉ କେଉଁ ଦଳକୁ ଯିବିନାହିଁContinue reading “ଦଳ ଟିକଟ ନଦେଲେ ମୁଁ ସ୍ୱାଧୀନ ଭାବେ ଲଢିବି, ଆଉ କେଉଁ ଦଳକୁ ଯିବିନାହିଁ: ମହମ୍ମଦ ମୋକିମ୍”

କଂଗ୍ରେସ ସହ ଥିଲି, ଅଛି ଆଉ ରହିବି। କଂଗ୍ରେସକୁ ନିଲମ୍ବିତ ହେବା ପରେ କନକନ୍ୟୁଜରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ମୋକିମ୍ 

କନକ ବ୍ୟୁରୋ: ଦଳରୁ ନିଲମ୍ବନ ନେଇ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍ । ସେ କହିଛନ୍ତି, କଂଗ୍ରେସ ସହ ଥିଲି, ଅଛି ଆଉ ରହିବି । ମୁଁ କୌଣସି ଦଳ ବିରୋଧୀ କାମ କରିନାହିଁ । ଲୋକଙ୍କ ସେବା ପାଇଁ ରାଜନୀତିରେ ଅଛି । କୌଣସି ଜାଗାରେ କଂଗ୍ରେସକୁ କ୍ଷତି ହେଲାଭଳି ମନ୍ତବ୍ୟ ଦେଇନାହିଁ । କିଛି ଟିପ୍ପଣୀ ଆଧାରରେ କାହାକୁ ଫୋପାଡିବା ସହଜ ନୁହେଁ । ଏହା ସହContinue reading “କଂଗ୍ରେସ ସହ ଥିଲି, ଅଛି ଆଉ ରହିବି। କଂଗ୍ରେସକୁ ନିଲମ୍ବିତ ହେବା ପରେ କନକନ୍ୟୁଜରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ମୋକିମ୍ “

ଦିଲ୍ଲୀ କମିବାରେ ଲାଗିଛି ଯମୁନାର ପାଣି, ଏବେ ବି ସରିନାହିଁ ଦିଲ୍ଲୀବାସୀଙ୍କ ଦୁଃଖ। ରାସ୍ତାରେ ଭରିରହିଛି ପାଣି

କନକ ବ୍ୟୁରୋ: ଦିଲ୍ଲୀରେ ଗତ କିଛି ଦିନ ହେବ ଯମୁନା ବିକଟାଳ ରୂପ ନେଇଛି । ତେବେ ଧିରେ ଧିରେ ଏହାର ଜଳସ୍ତର କମିବାରେ ଲାଗିଛି । ଗୁରୁବାର ଯମୁନା ନଦୀର ଜଳସ୍ତର ରେକର୍ଡ ୨୦୮.୬୬ ମିଟର ଉପରେ ପ୍ରବାହିତ ହେଉଥିଲା । ରବିବାର ଏହି ସ୍ତର ୨୦୬.୧୫ମିଟରରେ ପହଞ୍ଚିଛି । ଜଳସ୍ତର କମିଥିଲେ ବି ଦିଲ୍ଲୀର ସଡକରେ ପାଣି କମିବାକୁ ନାଁ ନେଉନାହିଁ । ଯମୁନା ନଦୀରେ ତିଆରି ହୋଇଥିବା ବ୍ୟାରେଜର ଗେଟ ଜାମ ହେବାContinue reading “ଦିଲ୍ଲୀ କମିବାରେ ଲାଗିଛି ଯମୁନାର ପାଣି, ଏବେ ବି ସରିନାହିଁ ଦିଲ୍ଲୀବାସୀଙ୍କ ଦୁଃଖ। ରାସ୍ତାରେ ଭରିରହିଛି ପାଣି”

ବିରୋଧୀଙ୍କ ବୈଠକରେ ସାମିଲ ହେବ ଆପ୍, ବେଙ୍ଗାଲୁରୁ ଯିବେ କେଜ୍ରିୱାଲ ଓ ଭଗୱନ୍ତ ମାନ୍

କନକ ବ୍ୟୁରୋ : ବିରୋଧୀ ମେଣ୍ଟକୁ ମିଳିଛି ଶକ୍ତି । ୧୭ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଯାଉଥିବା ବିରୋଧୀମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ଆପ୍ ଯୋଗଦେବା ନେଇ ସ୍ପଷ୍ଟ କରିଛି । ଆସନ୍ତା କାଲି ବୈଠକରେ ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଯୋଗ ଦେବା ନେଇ ଦଳ ସ୍ପଷ୍ଟ କରିଛି । କେନ୍ଦ୍ର ସରକାର ଦିଲ୍ଲୀକୁ ନେଇ ଆଣିଥିବା ବିବାଦୀୟ ଅଧ୍ୟାଦେଶକୁ ନେଇContinue reading “ବିରୋଧୀଙ୍କ ବୈଠକରେ ସାମିଲ ହେବ ଆପ୍, ବେଙ୍ଗାଲୁରୁ ଯିବେ କେଜ୍ରିୱାଲ ଓ ଭଗୱନ୍ତ ମାନ୍”

ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଆଗକୁ ଆସିଲେ ଅନେକ ଦଳ, ଏନଡିଏରେ ସାମିଲ ହୋଇସାରିଲେଣି ଏତେ ସଂଖ୍ୟକ ଦଳ । ପଢନ୍ତୁ …

କନକ ବ୍ୟୁରୋ: ଆଗାମୀ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ଦଳ ନେତୃତ୍ୱାଧୀନ ଏନଡିଏ ମଜବୁତ ହେବାରେ ଲାଗିଛି । ଅନେକ ଦଳ ଏଥିରେ ନିଜକୁ ସାମିଲ କରିଚାଲିଛନ୍ତି । ତେବେ ଶୁଣିବାକୁ ମିଳୁଛି ଯେ ବିଭିନ୍ନ ରାଜ୍ୟର ଛୋଟ ଛୋଟ ଦଳ ଗୁଡିକୁ ଏକାଠି ଆଣିବାକୁ ପ୍ରୟାସ କରାଯାଉଛି । ଏହା କରିବା ଦ୍ୱାରା ଅଧିକରୁ ଅଧିକ ଆସନ ଏନଡିଏ ଖାତାକୁ ଆସିପାରିବ । ଏନଡିଏର ମୂଳ ଲକ୍ଷ୍ୟ ହେଉଛି ଲଗାତର ତୃତୀୟ ଥରContinue reading “ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଆଗକୁ ଆସିଲେ ଅନେକ ଦଳ, ଏନଡିଏରେ ସାମିଲ ହୋଇସାରିଲେଣି ଏତେ ସଂଖ୍ୟକ ଦଳ । ପଢନ୍ତୁ …”

୨୧ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା: ଏହି ସବୁ ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

କନକ ବ୍ୟୁରୋ: ୨୧ ଯାଏଁ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା । ଜୁଲାଇ ୧୬ରୁ ୧୭ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ । ୮ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷିବ । ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ନୂଆପଡା, ସୋନପୁର, ବଲାଙ୍ଗୀର ବର୍ଷା ସମ୍ଭାବନା ରହିଛି । ସେହିପରି ୧୭ରୁ ୧୮ ଯାଏଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା,Continue reading “୨୧ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା: ଏହି ସବୁ ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା”

ଗରିବ ବୋଲି କହି ରାକ୍ଷୀ ସାୱନ୍ତଙ୍କ ପାଖରେ କରୁଥିଲା ଡ୍ରାଇଭର ଚାକିରି, ଏବେ କୋଟି କୋଟି ଟଙ୍କା ସହ ଦାମୀ କାର ନେଇ ଫେରାର

କନକ ବ୍ୟୁରୋ : ବଲିଉଡରେ ଡ୍ରାମ କୁଇନ କୁହାଯାଉଥିବା ରାକ୍ଷୀ ସାୱନ୍ତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଏହି ଅଭିନେତ୍ରୀଙ୍କ ଜୀବନରେ ସବୁବେଳେ କିଛି ନା କିଛି ଘଟଣା ଦୁର୍ଘଟଣା ଘଟିଥାଏ   । ଯାହାକୁ ରାକ୍ଷୀ ସର୍ବଦା ସୋସିଆଲ ମିଡିଆରେ ସେୟାର କରିଥାନ୍ତି । କେବେ ବିବାଦୀୟ ବୟାନ ପାଇଁ ତ କେବେ ନିଜର ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ରାକ୍ଷୀଙ୍କ ସହ ଶନିବାର ଦିନ ଏକ ଆଶ୍ଚର୍ଯ୍ୟ ଘଟଣାContinue reading “ଗରିବ ବୋଲି କହି ରାକ୍ଷୀ ସାୱନ୍ତଙ୍କ ପାଖରେ କରୁଥିଲା ଡ୍ରାଇଭର ଚାକିରି, ଏବେ କୋଟି କୋଟି ଟଙ୍କା ସହ ଦାମୀ କାର ନେଇ ଫେରାର”

Design a site like this with WordPress.com
Get started