କନକ ବ୍ୟୁରୋ: ୟୁନିଫର୍ମ ସିଭିଲ କୋର୍ଡ ବା ସମାନ ନାଗରିକ ସଂହିତାଙ୍କୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ଗରମ ରହିଛି । ଲ କମିଶନ ୟୁସିସିକୁ ନେଇ ଦେଶର ନାଗରିକଙ୍କ ରାୟ ନେଉଛି । ଯେ ସମାନ ନାଗରିକତା ସଂହିତାକୁ ନେଇ ସେମାନଙ୍କ ରାୟ କଣ । ତେବେ ଅନ୍ୟପଟେ ଏହାକୁ ନେଇ ଅଲଗା ଅଲଗା ରାଜନୈତିକ ଦଳର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦିନକୁ ଦିନ ଏହା ଆହୁରି ଗମ୍ଭୀର ହେବାରେ ଲାଗିଛି ।Continue reading “ବିହାରରେ ଲାଗୁକରିବାକୁ ଦିଆଯିବ ନାହିଁ ୟୁସିସି, ନୀତିଶ କୁମାର ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡକୁ ଦେଲେ ଭରଷା ।”
Tag Archives: News
ବିଲାତିର ଦାମ ସ୍ଥିରକଲେ ସରକାର, ଜାଣନ୍ତୁ କେଜି ପ୍ରତି କେତେ ଦାମରେ ବିକ୍ରି ହେବ ବିଲାତି
କନକ ବ୍ୟୁରୋ : ଦେଶରେ କିଛିଦିନ ହେବ ପନିପରିବାର ଦାମ ଅହେତୁକ ଭାବେ ବୃଦ୍ଧି ପାଉଛି । ଯାହାକୁ ନେଇ ଖାଉଟି ଚିନ୍ତାରେ ପଡିଛନ୍ତି । ସେପଟେ ପରିବା ଦରବୃଦ୍ଧିକୁ ବିରୋଧୀମାନେ ଏକ ପ୍ରସଙ୍ଗ କରି ସରକାରଙ୍କୁ ଘେରୁଥିବା ବେଳେ ପରିବା ମଧ୍ୟରେ ସର୍ବାଧିକ ଦର ବୃଦ୍ଧି ହୋଇଥିବା ବିଲାତିର ସର୍ବାଧିକ ବିକ୍ରୟମୂଲ୍ୟ ସ୍ଥିର କରିଛନ୍ତି । କେନ୍ଦ୍ର ସରକାର ରବିବାର ଠାରୁ ବିଲାତିର ସର୍ବାଧିକ ବିକ୍ରୟ ମୂଲ୍ୟ କିଲୋପ୍ରତି ୮୦ ଟଙ୍କା ସ୍ଥିର କରିଛନ୍ତି ।Continue reading “ବିଲାତିର ଦାମ ସ୍ଥିରକଲେ ସରକାର, ଜାଣନ୍ତୁ କେଜି ପ୍ରତି କେତେ ଦାମରେ ବିକ୍ରି ହେବ ବିଲାତି”
ପ୍ରାଇମ ଟାଇମ ବୁଲେଟିନ: ୧୫/୦୭/୨୦୨୩
The post ପ୍ରାଇମ ଟାଇମ ବୁଲେଟିନ: ୧୫/୦୭/୨୦୨୩ first appeared on Kanak News. from Kanak News via <a href="https://ifttt.com/?
ପ୍ରାଇମ ଟାଇମ ବୁଲେଟିନ: ୧୪/୦୭/୨୦୨୩
The post ପ୍ରାଇମ ଟାଇମ ବୁଲେଟିନ: ୧୪/୦୭/୨୦୨୩ first appeared on Kanak News. from Kanak News via <a href="https://ifttt.com/?
ଶାଶୂ ବିରୁଦ୍ଧରେ ବୋହୂର ହନିଟ୍ରାପ୍ ଅଭିଯୋଗ ଘଟଣା: ବୋହୂ ଆଣିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ଶାଶୂ ଜ୍ୟୋତିର୍ମୟୀ
କନକ ବ୍ୟୁରୋ: ଶାଶୂ କରନ୍ତି ହନିଟ୍ରାପ୍ । ବୋହୂ ସୁରଭୀ ସାହୁ ଏଭଳି ଅଭିଯୋଗ କରିବା ପରେ ମୁହଁ ଖୋଲିଛନ୍ତି ଶାଶୂ ଜ୍ୟୋର୍ତିମୟୀ କର । ବୋହୂଙ୍କ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । କହିଛନ୍ତି, ସେ ତାଙ୍କ ବୋହୂ ନୁହନ୍ତି । ନିର୍ବନ୍ଧ ସରିବା ପରେ ସୁରଭୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଥିବା ଜାଣିବାକୁ ପାଇଥିଲେ । ଏହା ପରେ ସେ ତାଙ୍କ ପୁଅ ସହ ବାହାଘର କରିନଥିଲେ । ହେଲେ ସୁରଭୀ ତାଙ୍କ ପୁଅକୁContinue reading “ଶାଶୂ ବିରୁଦ୍ଧରେ ବୋହୂର ହନିଟ୍ରାପ୍ ଅଭିଯୋଗ ଘଟଣା: ବୋହୂ ଆଣିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ଶାଶୂ ଜ୍ୟୋତିର୍ମୟୀ”
କାଶ୍ମୀର ସିନ୍ଧୁ ନଦୀରେ ଖସିଲା ସେନା ଗାଡି, ୮ ସିଆରପିଏଫ୍ ଯବାନ୍ ଆହତ
କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ସିନ୍ଧୁନଦୀରେ ଖସିପଡିଲା ସେନା ଗାଡି । ଫଳରେ ଏଥିରେ ଯାଉଥିବା ୮ଜଣ ସିଆରପିଏଫ୍ ଯବାନ୍ ଆହତ ହୋଇଛନ୍ତି । ସୂଚନା ମୁତାବକ. ସିଆରପିଏଫ୍ ଯବାନ୍ ବାଲଟାଲ ରାସ୍ତାରେ ଅମରନାଥ ଗୁମ୍ଫା ଅଭିମୁଖେ ଯାଉଥିବାବେଳେ ଅଘଟଣ ଘଟିଥିଲା । ଆହତଙ୍କୁ ବାଲଟାଲ ବେସ୍ ଶିବିର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । The post କାଶ୍ମୀର ସିନ୍ଧୁ ନଦୀରେ ଖସିଲା ସେନା ଗାଡି, ୮ ସିଆରପିଏଫ୍ ଯବାନ୍ ଆହତ first appearedContinue reading “କାଶ୍ମୀର ସିନ୍ଧୁ ନଦୀରେ ଖସିଲା ସେନା ଗାଡି, ୮ ସିଆରପିଏଫ୍ ଯବାନ୍ ଆହତ”
ଦିଲ୍ଲୀ ରାଜନୀତିରେ ନୂଆ ସମୀକରଣ, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ଏକାଠି
କନକ ବ୍ୟୁରୋ : କିଛି ସପ୍ତାହର ଆଲୋଚନା ପରେ କଂଗ୍ରେସ ତରଫରୁ ରବିବାର ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଲ୍ଲୀ ପାଇଁ ଅଣାଯାଇଥିବା ବିବାଦୀୟ ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଦେବ ବୋଲି ଜଣାପଡିଛି । ଏହି କ୍ରମରେ କେଜ୍ରିୱାଲ ବିରୋଧୀମେଣ୍ଟ ବୈଠକରେ ଯୋଗଦେବା ନେଇ ସମ୍ଭାବନା ବୃଦ୍ଧି ପାଇଛି । ଏନେଇ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ କହିଛନ୍ତି କି ଆସନ୍ତା କାଲି ବିରୋଧୀ ମେଣ୍ଟ ବୈଠକରେ କେଜ୍ରିୱାଲ ଯୋଗଦେଇପାରନ୍ତି ।Continue reading “ଦିଲ୍ଲୀ ରାଜନୀତିରେ ନୂଆ ସମୀକରଣ, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ଏକାଠି”
ଶରଦ ପାୱାରଙ୍କୁ ଭେଟିଲେ ଅଜିତ ପାୱାର, ଜାଣନ୍ତୁ କଣ ହେଲା ଆଲୋଚନା
କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କିଛିଦିନ ତଳେ ଶରଦ ପାୱାରଙ୍କୁ ଛାଡି ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିବା ଅଜିତ ପାୱାର ପୁଣି ଆଜି ଶରଦ ପାୱାରଙ୍କୁ ଭେଟିଛନ୍ତି । ଏହି ଭେଟବେଳେ ଅଜିତ ପାୱାର ଶରଦ ପାୱାରଙ୍କ ପାଦଛୁଇଁ ଆର୍ଶିବାଦ ମାଗିବା ସହ ଆଗାମୀ ଦିନରେ ମାର୍ଗଦର୍ଶନ ଦେବାକୁ ଅନୁରୋଧ କରିଛନ୍ତି । ଏନେଇ ପ୍ରଫୁଲ୍ଲ ପଟେଲ ସୂଚନା ଦେଇଛନ୍ତି । ଶରଦ ପାୱାରଙ୍କ ସହ ଭେଟ ପରେ ପ୍ରଫୁଲ୍ଲContinue reading “ଶରଦ ପାୱାରଙ୍କୁ ଭେଟିଲେ ଅଜିତ ପାୱାର, ଜାଣନ୍ତୁ କଣ ହେଲା ଆଲୋଚନା”
ଗାଁ ପୋଷାକ କରିଦେଲା ସେଲିବ୍ରିଟି । ବିଦେଶ ମାଟିରେ ଚମକିଲେ ମଫସଲ ଝିଅ ଧୋଲି ମୀଣା
କନକ ବ୍ୟୁରୋ: ଆମେ କହୁଛୁ ରାଜସ୍ଥାନ ଦୌସା ଜିଲ୍ଲାର ଏକ ନିପଟ ମଫସଲର ଝିଅ ନିରମା ମୀଣାଙ୍କ କଥା । ଯାହାକୁ ସାରା ଦୁନିଆଁ ଏବେ ଧୋଲି ମୀଣା ଭାବେ ଜାଣୁଛି । ଗାଁର ଝିଅ ମୀଣା ଏବେ ବିଦେଶ ମାଟିରେ ସାଉଁଟୁଛନ୍ତି ଅନେକ ପ୍ରଶଂସା । ବିଦେଶ ମାଟିରେ ନିଜ ଦେଶର , ନିଜ ରାଜ୍ୟର ସଂସ୍କୃତି ପ୍ରଚାର କରି ଭାରତର ସୁନା ଝିଅ ପାଲଟିଛନ୍ତି ଧୋଲି ମୀଣା । ଏଥିପାଇଁ ତାଙ୍କୁ ମନ୍ତ୍ରୀଙ୍କଠାରୁ ଆରମ୍ଭContinue reading “ଗାଁ ପୋଷାକ କରିଦେଲା ସେଲିବ୍ରିଟି । ବିଦେଶ ମାଟିରେ ଚମକିଲେ ମଫସଲ ଝିଅ ଧୋଲି ମୀଣା”
ପ୍ରଶ୍ନପତ୍ର ଡିଲ୍ ବେଳେ ପୋଲିସର ରେଡ୍: ମହିଳାଙ୍କ ସମେତ ୧୦ ଦଲାଲ ଅଟକ
କନକ ବ୍ୟୁରୋ: ପ୍ରଶ୍ନପତ୍ର ଡିଲ୍ ବେଳେ ମାଡି ବସିଲା ପୋଲିସ । ଜଳେଶ୍ୱରରେ କମ୍ବାଇନ୍ଡ ଗ୍ରାଜୁଏଟ୍ ଲେଭଲ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଡିଲ୍ ବେଳେ ମାଡି ବସିଲା ବାଲେଶ୍ୱର ସାଇବର ପୋଲିସ । ସାଇବର ପୋଲିସ ଓ ତାଳସୀରରେ ମେରାଇନ୍ ପୋଲିସର ୨୦ ଜଣିଆ ଟିମ୍ ଦୀଘାର ଏକ ଘରୋଇ ହୋଟେଲରେ ଚଢାଉ କରିଥିଲା । ଚଢାଉ ବେଳେ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲଙ୍କୁ ଅଟକ ରଖାଯାଇଛି । ୪୦ ଜଣ ପରୀକ୍ଷାର୍ଥୀଙ୍କୁ ମଧ୍ୟContinue reading “ପ୍ରଶ୍ନପତ୍ର ଡିଲ୍ ବେଳେ ପୋଲିସର ରେଡ୍: ମହିଳାଙ୍କ ସମେତ ୧୦ ଦଲାଲ ଅଟକ”