ଆଇପିଏସ୍ ହେବା ନିଶାରେ ନାସା ଚାକିରୀ ଛାଡିଲେ, ୫ମ ଚେଷ୍ଟାରେ ପାଇଲେ ସଫଳତା ।

କନକ ବ୍ୟୁରୋ: ଅନେକ ସମୟରେ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଲୋକେ ବହୁତ କିଛି ତ୍ୟାଗ କରନ୍ତି । ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଅନୁକ୍ରିତି ଶର୍ମା । ଆଇପିଏଏସ୍ ହେବା ପାଇଁ ଆମେରିକା ଛାଡ଼ି ଭାରତ ଆସିଲେ ଅନୁକ୍ରିତି ଶର୍ମା। ୫ଥର ଚେଷ୍ଟା କରିବା ପରେ ମିଳିଲା ସଫଳତା। ଅଜମେର ବାସିନ୍ଦା ଅନୁକ୍ରିତି ୨୦୨୦ ବ୍ୟାଚର ଆଇପିଏସ୍ । ଅନୁକ୍ରିତି ଜୟପୁରର ଇଣ୍ଡୋ ଭାରତ ଇଣ୍ଟରନ୍ୟାସନାଲ ସ୍କୁଲରୁ ତାଙ୍କର ପାଠପଢ଼ା ସମାପ୍ତ କରିବା ପରେContinue reading “ଆଇପିଏସ୍ ହେବା ନିଶାରେ ନାସା ଚାକିରୀ ଛାଡିଲେ, ୫ମ ଚେଷ୍ଟାରେ ପାଇଲେ ସଫଳତା ।”

ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ୍ ତିଆରି କରିବେ ଭାରତ ଓ ଫ୍ରାନ୍ସ । ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଉପରେ ଚୁକ୍ତି ସ୍ବାକ୍ଷରିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଦ୍ବିପାକ୍ଷିକ ପ୍ରତିରକ୍ଷା ସହଯୋଗ ଉପରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍‌ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ପରେ ଏକ ମିଳିତ ବିବୃତିରେ ଘୋଷଣା କରାଯାଇଛି ଯେ ଦୁଇ ଦେଶ ମିଳିତଭାବରେ ଯୁଦ୍ଧବିମାନ ଇଂଜିନର ବିକାଶ କରିବେ ଫ୍ରାନ୍ସ ବିମାନ କମ୍ପାନି ସାଫ୍ରାନ ଏବଂ ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ଚଳିତବର୍ଷ ଶେଷ ହେବା ପୂର୍ବରୁ ହିଁ ଉକ୍ତ ଯୌଥ ପ୍ରକଳ୍ପର ରୋଡ୍‌ମ୍ୟାପ୍Continue reading “ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ୍ ତିଆରି କରିବେ ଭାରତ ଓ ଫ୍ରାନ୍ସ । ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଉପରେ ଚୁକ୍ତି ସ୍ବାକ୍ଷରିତ”

ବିଦେଶରୁ ଫେରି ଦିଲ୍ଲୀ ବନ୍ୟା ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟପାଳଙ୍କ ସହ ବନ୍ୟା ମୁକାବିଲା ନେଇ କଲେ ଆଲୋଚନା

କନକ ବ୍ୟୁରୋ : ବିଦେଶରୁ ଫେରି ଦିଲ୍ଲୀ ବନ୍ୟାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବନ୍ୟା ପରିସ୍ଥିତିର କିପରି ମୁକାବିଲା କରାଯାଉଛି ସେନେଇ ରାଜ୍ୟପାଳ ଭି.କେ ସେକ୍ସେନାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀରେ ବନ୍ୟା ସ୍ଥିତି ଏବେବି ସଙ୍ଗୀନ ରହିଛି । ଦେଶର ରାଜଧାନୀର ବହୁ ଅଂଚଳ ଜଳବନ୍ଦୀ ରହିଛି । ଯମୁନା ନଦୀର ଜଳସ୍ତର କମିଥିଲେ ସୁଦ୍ଧା ଏବେ ବି ବିପଦସଙ୍କେତ ଟପି ଜଳସ୍ତର ପ୍ରବାହିତ ହେଉଛି । ୨୬Continue reading “ବିଦେଶରୁ ଫେରି ଦିଲ୍ଲୀ ବନ୍ୟା ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟପାଳଙ୍କ ସହ ବନ୍ୟା ମୁକାବିଲା ନେଇ କଲେ ଆଲୋଚନା”

ନିର୍ବାଚନ ଲଢିବେ ଅଭିଷେକ ବଚ୍ଚନ । ଜୋର ଧରିଲା ଚର୍ଚ୍ଚା

କନକ ବ୍ୟୁରୋ : ନିର୍ବାଚନ ଲଢିବେ ଅଭିଷେକ ବଚ୍ଚନ । ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଉତରପ୍ରଦେଶରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୨୪ ଲୋକସଭା ନିର୍ବାଚନରେ ଅଭିଷେକ ପ୍ର୍ରୟାଗରାଜରୁ ନିର୍ବାଚନ ଲଢିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଛି । ୧୯୮୪ ମସିହାରେ ଆହ୍ଲାବାଦରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ଅମିତାଭ ବଚ୍ଚନ । ଏବେ ଆହ୍ଲାବାଦର ନାମ ପରିବର୍ତନ ହୋଇ ପ୍ରୟାଗରାଜ ହୋଇଛି । ଆଉContinue reading “ନିର୍ବାଚନ ଲଢିବେ ଅଭିଷେକ ବଚ୍ଚନ । ଜୋର ଧରିଲା ଚର୍ଚ୍ଚା”

ସ୍ୱାଭାବିକ ଭାବେ କାମ କରୁଛି ଚନ୍ଦ୍ରଯାନ-୩ । ମାସକ ପରେ ଚନ୍ଦ୍ର କକ୍ଷପଥରେ କରିବ ପ୍ରବେଶ

କନକ ବ୍ୟୁରୋ : ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଚନ୍ଦ୍ରଯାନ-୩ । ଟ୍ୱିଟ୍ କରି ସୂଚନା ଦେଇଛି ଇସ୍ରୋ । ପୃଥିବୀ ଚାରିପଟେ ଅଣ୍ଡାକୃତିରେ ଘୂରିବୁଲୁଛି ଚନ୍ଦ୍ରଯାନ-୩ । ଇସ୍ରୋ ପକ୍ଷରୁ କୁହାଯାଇଛି ସଫଳତାର ସହ ପୃଥୀବି ଚାରିପଟେ ପ୍ରଥମ କକ୍ଷପଥ ପରିବର୍ତନ କରିଛି ଚନ୍ଦ୍ରଯାନ-୩ । ଏହା ପୃଥିବୀ ଚାରିପଟେ ୪୧ ହଜାର ୭୬୨ କିଲୋମିଟର ଓ ୧୭୩ କିଲୋମିଟର କକ୍ଷପଥରେ ଘୂରୁଛି । ପୃଥିବୀଠାରୁ ଦୂରେଇବା ଚନ୍ଦ୍ର ଆଡକୁ ନିକଟତର ହେବାରେ ଲାଗିଛି ଚନ୍ଦ୍ରଯାନContinue reading “ସ୍ୱାଭାବିକ ଭାବେ କାମ କରୁଛି ଚନ୍ଦ୍ରଯାନ-୩ । ମାସକ ପରେ ଚନ୍ଦ୍ର କକ୍ଷପଥରେ କରିବ ପ୍ରବେଶ”

ଆସୁଛି ବଡ଼ ବର୍ଷା, ସତର୍କ କଲେ ଏସଆରସି । ବର୍ଷା ନେଇ ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଏହି ଘୂର୍ଣ୍ଣିବଳୟ ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ଦୁଇ ଦିନ ଭିତରେ ଉତର ଓଡ଼ିଶା ଓ ଏହାସହ ଲାଗି ରହିଥିବା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଗତି କରିବ । ୧୮ ତାରିଖ ବେଳକୁ ଆଉ ଏକContinue reading “ଆସୁଛି ବଡ଼ ବର୍ଷା, ସତର୍କ କଲେ ଏସଆରସି । ବର୍ଷା ନେଇ ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ”

ବାଣୀବିହାର ରେଳ ଷ୍ଟେସନରେ ରହିଗଲା ମାଲବାହୀ ଟ୍ରେନ୍: ବଗି ଛାଡ଼ି ପଳାଇଲା ଇଞ୍ଜିନ

କନକ ବ୍ୟୁରୋ: ମାଲବାହୀ ଟ୍ରେନରୁ ଅଲଗା ହେଲା ୨୫ରୁ ୩୦ ବଗି । ଭୁବନେଶ୍ୱର ବାଣିବିହାର ଷ୍ଟେସନରେ ଘଟିଛି ଏଭଳି ଘଟଣା । ମାଲବାହୀ ଟ୍ରେନ ଘଂଟା ପ୍ରତି ୫୦ କିଲୋମିଟର ବେଗରେ ଯାଉଥିବାବେଳେ ଇଞ୍ଜିନ ସହ କିଛି ଡବା ଆଗକୁ ଯାଇଥିଲା ଓ ଆଉ କିଛି ଡବା ରହିଯାଇଥିଲା । ଏବେ ବି ସେହି ସ୍ଥାନରେ ମାଲବାହୀ ଟ୍ରେନ ଅଟକି ରହିଛି ଓ ଟ୍ରେନର ମରାମତି ଚାଲିଛି । ଟେକ୍ନିକାଲ ସମସ୍ୟା ପାଇଁ ଏଭଳି ଘଟିଥିବାContinue reading “ବାଣୀବିହାର ରେଳ ଷ୍ଟେସନରେ ରହିଗଲା ମାଲବାହୀ ଟ୍ରେନ୍: ବଗି ଛାଡ଼ି ପଳାଇଲା ଇଞ୍ଜିନ”

ବିଲାତି ବିକି କୋଟିପତି: ମହାରାଷ୍ଟ୍ରର ପୁନେର ଚାଷୀ ତୁକାରାମ ଏବେ ଚର୍ଚ୍ଚାରେ

କନକ ବ୍ୟୁରୋ: ଟମାଟୋ କରିଦେଲା କୋଟିପତି । କଥାଟି ଆଶ୍ଚର୍ଯ୍ୟ ଲାଗଥିଲେ ମଧ୍ୟ ସତ । ଗତ କିଛି ଦିନ ହେବ ଟମାଟୋ ସହ ବିଭିନ୍ନ ପନିପରିବା ଦର ଏତେ ମାତ୍ରାରେ ବଢ଼ିଯାଇଛି ଯେ ଲୋକମାନେ ପନିପରିବା କିଣିବାକୁ ଡ଼ରିଲେଣି । ତେବେ ମହାରାଷ୍ଟ୍ର ପୁନେ ନାରାୟଣଗଂଜ ଅଂଚଳର ତୁକାରାମ ଭାଗୋଜୀ ଗାୟକର ଏବଂ ତାଙ୍କ ପରିବାର ଏକ ମାସରେ ଟମାଟୋ ବିକ୍ରି କରି ଏକ କୋଟି ୫୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିଛନ୍ତି ।Continue reading “ବିଲାତି ବିକି କୋଟିପତି: ମହାରାଷ୍ଟ୍ରର ପୁନେର ଚାଷୀ ତୁକାରାମ ଏବେ ଚର୍ଚ୍ଚାରେ”

ଭାରତ ଓ ଫ୍ରାନ୍ସ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି: ପ୍ୟାରିସରୁ ନୂଆଦିଲ୍ଲୀକୁ ମିଳିବ ୩ଟି ବୁଡ଼ାଜାହଜ, ମେରାଇନ ରାଫେଲକୁ ନେଇ ହୋଇପାରିଲାନି ବୁଝାମଣା

କନକ ବ୍ୟୁରୋ: ବୁଡ଼ାଜାହାଜକୁ ନେଇ ଚୁକ୍ତି । ହେଲେ ମେରାଇନ ରାଫେଲକୁ ନେଇ ଦ୍ୱନ୍ଦ୍ୱ । ମୋଦୀଙ୍କ ଫ୍ରାନ୍ସ ଗସ୍ତ ବେଳେ ଭାରତ ଓ ଫ୍ରାନ୍ସ ଭିତରେ ବଡ଼ ଧରଣର ପ୍ରତିରକ୍ଷା ଚୁକ୍ତି ହୋଇଛି । ୩ଟି ବୁଡ଼ାଜାହାଜ ନିର୍ମାଣ ନେଇ ଉଭୟ ଦେଶ ମଧରେ ବୁଝାମଣା ହୋଇଛି । ହେଲେ ଏହି ପ୍ରତିରକ୍ଷା ଚୁକ୍ତି ନେଇ ଯାହା ସବୁଠୁ ଅଧିକ ଦୃଷ୍ଟି ଆକର୍ଷଣ କରିଛି, ତାହା ହେଲା ନୌସେନା ପାଇଁ ଯେଉଁ ରାଫେଲ କିଣା ହେବାContinue reading “ଭାରତ ଓ ଫ୍ରାନ୍ସ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି: ପ୍ୟାରିସରୁ ନୂଆଦିଲ୍ଲୀକୁ ମିଳିବ ୩ଟି ବୁଡ଼ାଜାହଜ, ମେରାଇନ ରାଫେଲକୁ ନେଇ ହୋଇପାରିଲାନି ବୁଝାମଣା”

ବିଲରୁ ମିଳିଲା ବିପୁଳ ସୁନା: ଆମେରିକାର କେଣ୍ଟୁକିରେ କାମ କରୁଥିବା ବେଳେ ୭ ଶହ ସ୍ୱର୍ଣ୍ଣମୁଦ୍ରା ପାଇଲେ ଚାଷୀ

କନକ ବ୍ୟୁରୋ: ବିଲରୁ ମିଳିଲା ବିପୁଳ ସୁନା । ଆମେରିକାର କେଂଟୁକିରେ ଜଣେ ଚାଷୀ ନିଜ ବିଲରେ କାମ କରୁଥିବା ବେଳେ ବିପୁଳ ପୁରୁଣା ସ୍ୱର୍ଣ୍ଣ ମୁଦ୍ରା ପାଇଛନ୍ତି । ଏହିସବୁ ମୁଦ୍ରା ୨ ଶହ ବର୍ଷରୁ ଅଧିକ ପୁରୁଣା । ପ୍ରାୟ ୭ଶହ ସୁନା ଓ ରୂପାର ଟଙ୍କା ମିଳିଛି । ଫଳରେ ଚାଷୀ ଜଣକ ରାତାରାତି କୋଟିପତି ହୋଇଯାଇଛନ୍ତି । ହେଲେ କିଏ, କାହିଁକି ଏହିସବୁ ମୁଦ୍ରାକୁ ସାଇତି ରଖିଥିଲା, ତାହା ଏବେ କୌତୁହଳContinue reading “ବିଲରୁ ମିଳିଲା ବିପୁଳ ସୁନା: ଆମେରିକାର କେଣ୍ଟୁକିରେ କାମ କରୁଥିବା ବେଳେ ୭ ଶହ ସ୍ୱର୍ଣ୍ଣମୁଦ୍ରା ପାଇଲେ ଚାଷୀ”

Design a site like this with WordPress.com
Get started