କନକ ବ୍ୟୁରୋ : ଦଳ ସମ୍ପର୍କରେ ଗଣମାଧ୍ୟମରେ ବୟାନ ଦେବା, ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ମହଙ୍ଗା ପଡିଛି । ଦୁଇ ନେତା କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ବା ଏଆଇସିସି ଉଭୟ ମୋକିମ୍ ଓ ଚିରଞ୍ଜୀବଙ୍କୁ ନିଲମ୍ବନ କରିଛି । ଏନେଇ ଏଆଇସିସିର ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ତଥା, ସାଧାରଣ ସମ୍ପାଦକ ତାରିଖ ଅନୱାରଙ୍କ ପକ୍ଷରୁ ଏକContinue reading “ମୋକିମ୍ ଓ ଚିରଞ୍ଜୀବଙ୍କ ହାତ ଛାଡି ଦେଲା କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ”
Tag Archives: News
ଏମିତି ଚାଲିଛି ଆମ ବିଦ୍ୟାଳୟ: କୋରାପୁଟରେ ଭଙ୍ଗା ଘରେ ଚାଲିଛି କୁନି କୁନି ପିଲାଙ୍କ ଭବିଷ୍ୟତ ଗଢା
କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ଟଙ୍କା ବି ଛାଡିଲେ ନାହିଁ ଗ୍ରାମ୍ୟବ୍ୟାଙ୍କ କର୍ମଚାରୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗ୍ରାମ୍ୟବ୍ୟାଙ୍କ କ୍ୟାସିଅର ଅନିଲ ଶବର ଛାତ୍ରଛାତ୍ରୀଙ୍କ ଆକାଉଁଟରେ ଥିବା ୩୦ ହଜାର ଟଙ୍କା ନେଇଯାଇଥିବା ଜଣାପଡିଛି । ମାଲୁଦ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଟଙ୍କା ହଡପ ହୋଇଥିବା ଜଣାପଡିବା ପରେ ମାଲୁଦ ଗ୍ରାମ୍ୟବ୍ୟାଙ୍କ ଶାଖାରେ ପହଂଚିଥିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ଜେନ ଏନେଇ ବ୍ୟାଙ୍କରେ ଲିଖିତ ଅଭିଯୋଗ କରିଛନ୍ତି । ଏବଂ ଗ୍ରାମ୍ୟContinue reading “ଏମିତି ଚାଲିଛି ଆମ ବିଦ୍ୟାଳୟ: କୋରାପୁଟରେ ଭଙ୍ଗା ଘରେ ଚାଲିଛି କୁନି କୁନି ପିଲାଙ୍କ ଭବିଷ୍ୟତ ଗଢା”
ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ତେଜିଲା ରାଜନୀତି । ଚାର୍ଜସିଟ ଦାଖଲ ପରେ ଘେରିଲେ ବିରୋଧୀ
କନକ ବ୍ୟୁରୋ : ନବଦାସଙ୍କ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିବା ପରେ ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ବିରୋଧୀଦଳ କହିଛି କି ଏହା ଏକ ଯୋଜନାବଦ୍ଧ ହତ୍ୟା । ହେଲେ ବିରୋଧୀଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ନବଦାସଙ୍କ ପତ୍ନୀ । ସେ କହିଛନ୍ତି କି ମୋର ସ୍ୱାମୀଙ୍କୁ ପ୍ରି-ପ୍ଲାନ ମର୍ଡର କରାଯାଇଛି କାରଣ ଏହାର ଆଗରୁ ମୋତେ ମୋର ସ୍ୱାମୀ ତାଙ୍କର ବହୁତ ଶତ୍ରୁ ଅଛନ୍ତି ବୋଲି କହିଥିଲେContinue reading “ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ତେଜିଲା ରାଜନୀତି । ଚାର୍ଜସିଟ ଦାଖଲ ପରେ ଘେରିଲେ ବିରୋଧୀ”
ଦାଦନ ଖଟିବାକୁ ଯାଇ ଫେରିଲା ନାହିଁ ପୁଅ: ଶବକୁ ଗାଁକୁ ପଠାଇବା ପାଇଁ ସହଯୋଗ କରିବା ବଦଳରେ ସେଇଠି କରିଦେଲେ ସଂସ୍କାର
କନକ ବ୍ୟୁରୋ: ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଶବ ପାଲଟିଯାଉଛନ୍ତି ଦାଦନ ଶ୍ରମିକ । କେତେବେଳେ ଦଲାଲ ନିର୍ଯ୍ୟାତନାର ଶିକାର ହେଉଛନ୍ତି ତ ପୁଣି କେତେବେଳେ ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ଜୀବନ ଯାଉଛି । ଦାଦନ ମୃତ୍ୟୁ ତାଲିକାରେ ଯୋଡି ହୋଇଛି ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ମାଳିଶିରିପୁର ଗାଁର ଯୁବକ ଉମେଶ ମିଣିଆକାଙ୍କ ନାମ । ତାମିଲନାଡୁରେ ଦାଦନ ଭାବେ କାମ କରୁଥିବା ତାଙ୍କର ମୃତ୍ୟୁ ହୋଇଛି । ଉମେଶଙ୍କ ମୃତ୍ୟୁକୁ ହତ୍ୟାContinue reading “ଦାଦନ ଖଟିବାକୁ ଯାଇ ଫେରିଲା ନାହିଁ ପୁଅ: ଶବକୁ ଗାଁକୁ ପଠାଇବା ପାଇଁ ସହଯୋଗ କରିବା ବଦଳରେ ସେଇଠି କରିଦେଲେ ସଂସ୍କାର”
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ: ହାତୀ ସୁରକ୍ଷା ପାଇଁ ୧୯୮ଟି ଗାଁରେ ବିଜୁଳି କାଟ୍
କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ହେଉଛି ହାତୀ ଉପଦ୍ରବ ଅଞ୍ଚଳ । ଆଜି କରଞ୍ଜିଆ ବନ ଖଣ୍ଡରେ ପୃଥକ ପୃଥକ ସ୍ଥାନରେ ଅଛନ୍ତି ୩୬ଟି ହାତୀ । କରଞ୍ଜିଆ ରେଞ୍ଜ ଅଞ୍ଚଳରେ ୨୩ଟି ହାତୀଥିବା ବେଳେ ସାତକୋଶିଆ ରେଞ୍ଜ ଅଞ୍ଚଳରେ ଅଛନ୍ତି ୧୩ଟି ହାତୀ । ଗତକାଲି କରଞ୍ଜିଆ ରେଞ୍ଜ ଅଞ୍ଚଳରେ ଥିବା ୨୩ ଟିକିଆ ହାତୀପଲ କୁ ଝାଡ଼ଖଣ୍ଡ ରାଜ୍ୟକୁ ଘଡେଇବା ପାଇଁ ଉଦ୍ୟମ କରୁଥିଲେ ବନ ବିଭାଗ । ସବୁ ପ୍ରକାରContinue reading “ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ: ହାତୀ ସୁରକ୍ଷା ପାଇଁ ୧୯୮ଟି ଗାଁରେ ବିଜୁଳି କାଟ୍”
ଆସୁଛି ବଡ଼ ବର୍ଷା: ୧୯ ତାରିଖ ଯାଏଁ ବର୍ଷା ନେଇ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ
କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଉତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଫଳରେ ମୌସୁମୀ ସକ୍ରିୟ ହେବାରୁ ରାଜ୍ୟର ଉପକୂଳ ସମେତ ପାଶ୍ୱର୍ବର୍ତୀ ଅଂଚଳରେ ବର୍ଷା ଲାଗି ରହିଛି । ଆଜି ଝାରସୁଗୁଡାରେ ୧୧୮ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିଭଳି ପାରାଦୀପ, ପୁରୀ, ଢ଼େଙ୍କାନାଳ, କଟକ ଓ ଭୁବନେଶ୍ୱରରେ ବି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ନେଇContinue reading “ଆସୁଛି ବଡ଼ ବର୍ଷା: ୧୯ ତାରିଖ ଯାଏଁ ବର୍ଷା ନେଇ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ”
ନିଲମ୍ବନ ପରେ ମୋକିମ-ଚିରଞ୍ଜୀବଙ୍କୁ ନେଇ ଚର୍ଚ୍ଚା: କିଏ ଆପଣେଇବ କାହାକୁ?
କନକ ବ୍ୟୁରୋ: କଂଗ୍ରେସରୁ ନିଲମ୍ବନ ହୋଇଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଉଭୟଙ୍କୁ ଏଆଇସିସି ଶୃଙ୍ଖଳା କମିଟି ନିଲମ୍ବନ କରିଛି । ଉଭୟଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ରହିଥିଲା । ଏନେଇ ଅଭିଯୋଗ କରିଥିଲେ ଦଳର ସଭାପତି ଶରତ ପଟ୍ଟନାୟକ । ତେବେ ସନ୍ତୋଷଜନକ ଉତ୍ତର ନମିଳିବାରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି । ତେବେ ୨୦୨୪ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେContinue reading “ନିଲମ୍ବନ ପରେ ମୋକିମ-ଚିରଞ୍ଜୀବଙ୍କୁ ନେଇ ଚର୍ଚ୍ଚା: କିଏ ଆପଣେଇବ କାହାକୁ?”
ନବ ଦାସ ହତ୍ୟା ମାମଲାର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି: ମୋହନ ମାଝୀ ଓ ତାରା କହିଲେ, ନବଙ୍କ ସ୍ତ୍ରୀ ଓ ପୁଅଙ୍କ ଯାହା କହିଲେ ସତ
କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଂଚ ଦାଖଲ କରିଥିବା ଚାର୍ଜସିଟ୍ ସାମନାକୁ ଆସିବା ପରେ ଆରମ୍ଭ ହୋଇଛି ରାଜନୀତି । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ଚାର୍ଜସିଟକୁ ନେଇ ସମାଲୋଚନା କରିଛନ୍ତି । ମୋହନ ମାଝୀ କହିଛନ୍ତି, ନବ ଦାସଙ୍କ ସ୍ତ୍ରୀ ଓ ପୁଅ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ । ଗୋପାଳ ପାଖରୁContinue reading “ନବ ଦାସ ହତ୍ୟା ମାମଲାର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି: ମୋହନ ମାଝୀ ଓ ତାରା କହିଲେ, ନବଙ୍କ ସ୍ତ୍ରୀ ଓ ପୁଅଙ୍କ ଯାହା କହିଲେ ସତ”
କ୍ରାଇମବ୍ରାଞ୍ଚ ଚାର୍ଜସିଟିକୁ ଅସ୍ୱୀକାର କଲେ ଗୋପାଳଙ୍କ ଭାଇ: କହିଲେ, ନବଙ୍କୁ ହତ୍ୟା କରିବା ପାଇଁ ନୁହେଁ, ମାନସିକ ପୂରଣ ପରେ ହୋଇଥିଲେ ଲଣ୍ଡା
କନକ ବ୍ୟୁରୋ: କ୍ରାଇମବ୍ରାଂଚ ଚାର୍ଜସଟିକୁ ଅସ୍ୱୀକାର କଲେ ଗୋପାଳଙ୍କ ଭାଇ । ଗୋପାଳଙ୍କ ଭାଇ ସତ୍ୟନାରାୟଣ ଦାସ କହିଛନ୍ତି ଯେ ନବଙ୍କୁ ହତ୍ୟା କରିବା ପାଇଁ ମାନସିକ ରଖି ଲଣ୍ଡା ହୋଇନଥିଲେ ଗୋପାଳ । ବରଂ ବ୍ୟକ୍ତିଗତ କାରଣ ପାଇଁ ଭାଇ ଗୋପାଳଙ୍କ ସହ ମିଶି ସେ ଝାରସୁଗୁଡ଼ା ଯାଇଥିଲେ । ଆଉ ସେଠାରେ ମାନସିକ ପୂରଣ ପରେ ଭାଇଙ୍କ ସହ ମିଶି ମୁଣ୍ଡନ କରିଥିଲେ ବୋଲି ସତ୍ୟନାରାୟଣ କହିଛନ୍ତି । The post କ୍ରାଇମବ୍ରାଞ୍ଚ ଚାର୍ଜସିଟିକୁContinue reading “କ୍ରାଇମବ୍ରାଞ୍ଚ ଚାର୍ଜସିଟିକୁ ଅସ୍ୱୀକାର କଲେ ଗୋପାଳଙ୍କ ଭାଇ: କହିଲେ, ନବଙ୍କୁ ହତ୍ୟା କରିବା ପାଇଁ ନୁହେଁ, ମାନସିକ ପୂରଣ ପରେ ହୋଇଥିଲେ ଲଣ୍ଡା”
ମାନହାନୀ ମାମଲା : ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଲେ ରାହୁଲ ଗାନ୍ଧୀ , ଆବେଦନ ଦାଖଲ
କନକ ବ୍ୟୁରୋ : ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧୀଙ୍କୁ ଦଣ୍ଡବିଧାନ କରିଥିଲେ ସୁରଟ କୋର୍ଟ । କୋର୍ଟଙ୍କ ଦଣ୍ଡ ମୁତାବକ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ସହ ତାଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା ସୁରଟ କୋର୍ଟ । ସୁରଟ କୋର୍ଟଙ୍କ ରାୟଙ୍କ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ । ହେଲେ ଗୁଜରାଟ ହାଇକୋର୍ଟ ତଳ କୋର୍ଟରContinue reading “ମାନହାନୀ ମାମଲା : ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଲେ ରାହୁଲ ଗାନ୍ଧୀ , ଆବେଦନ ଦାଖଲ”