ୟୁସିସିକୁ ନେଇ ବିଜେପିର ହାତ ଛାଡୁଛନ୍ତି ଗୋଟିଏ ପରେ ଗୋଟିଏ ସହଯୋଗୀ ଦଳ, ପିଏମକେ କହିଲା ଏହା ରାଷ୍ଟ୍ରୀୟ ଏକତା ବିରୋଧୀ ଆଇନ

କନକ ବ୍ୟୁରୋ : ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରିବା କଥା କହୁଥିବା ବିଜେପି ଏବେ ଏହି ମାମଲାରେ ଏକା ପଡିଯାଇଥିବା ନଜରକୁ ଆସିଛି । ୟୁସିସିକୁ ନେଇ ସାରା ଦେଶରେ ବିରୋଧୀଦଳମାନେ ବିରୋଧ କରୁଥିବା ବେଳେ ବିଜେପିର ସହଯୋଗୀ ଦଳମାନେ ବି ଏବେ ସେମାନଙ୍କ ସ୍ୱରରେ ସ୍ୱର ମିଳାଇବା ଆରମ୍ଭ କରିଛନ୍ତି । ଏବେ ବିରୋଧୀଙ୍କ ସ୍ୱରରେ ସ୍ୱର ମିଳାଇଛି ତାମିଲନାଡୁରେ ବିଜେପି ସହ ମେଣ୍ଟ କରିଥିବା ପିଏମକେ । ପିଏମକେ ତରଫରୁContinue reading “ୟୁସିସିକୁ ନେଇ ବିଜେପିର ହାତ ଛାଡୁଛନ୍ତି ଗୋଟିଏ ପରେ ଗୋଟିଏ ସହଯୋଗୀ ଦଳ, ପିଏମକେ କହିଲା ଏହା ରାଷ୍ଟ୍ରୀୟ ଏକତା ବିରୋଧୀ ଆଇନ”

ମଦ୍ୟପଙ୍କ ପାଇଁ ଏହି ଦେଶରେ କଠୋର ଆଇନ: ଏଠି ମଦ ପିଇଲେ ମିଳିଥାଏ ଫାଶୀ ଦଣ୍ଡ!

କନକ ବ୍ୟୁରୋ: ମଦ୍ୟପାନ କରିବାକୁ ଅନେକ ଲୋକ ନିଜ ସୌକ ବୋଲି ଭାବିଥାନ୍ତି । ଜନ୍ମଦିନ, ବିବାହ ଏମିତି ଅନେକ ପାର୍ଟିରେ ମଦ୍ୟପାନ କରି ଉତ୍ସବ ପାଳନ କରନ୍ତି ଲୋକେ । ଏହା କେବଳ ଭାରତରେ ନୁହେଁ ବରଂ ଏମିତି ଅନେକ ଦେଶରେ ଦେଖିବାକୁ ମିଳେ । ହେଲେ ଆମେ ଆଜି ଆପଣଙ୍କୁ ଏମିତି ଏକ ଦେଶ କଥା କହିବୁ ଯେଉଁଠି ମଦ ବିକିବା ଏବଂ ପିଇବା ଉପରେ କଠୋର ଆଇନ ରହିଛି । ଏଠାରେ ମଦContinue reading “ମଦ୍ୟପଙ୍କ ପାଇଁ ଏହି ଦେଶରେ କଠୋର ଆଇନ: ଏଠି ମଦ ପିଇଲେ ମିଳିଥାଏ ଫାଶୀ ଦଣ୍ଡ!”

ଶିମିଳିପାଳରେ ବୁଲୁଛନ୍ତି ମାଳମାଳ ଶିକାରୀ । ଅଭୟାରଣ୍ୟ ନିକଟ ଗାଁରେ ପୁଲିସର ଚଢାଉ, ମାରଣାସ୍ତ୍ର ଜବତ

କନକ ବ୍ୟୁରୋ: ଲଗାତାର ଭାବେ ଶିମିଳିପାଳ କମ୍ବିଂ ଅପରେସନ ବେଳେ ପୋଲିସକୁ ବଡ଼ ସଫଳତା । ଆଜି ଅପରେସନ ବେଳେ ମୟୂରଭଞ୍ଜ ସ୍ପେଶାଲ ସ୍କ୍ୱାଡ ହାତରେ ଲାଗିଛି ୩ ବେଆଇନ୍ ଦେଶୀ ବନ୍ଧୁକ । ଘଟଣାରେ ୩ ଶିକାରୀ ଗିରଫ କରାଯାଇଛି । ଆଜି ଶିମିଳିପାଳ ସଂଲଗ୍ନ ବଡସାହି ଥାନା ନିକଟରେ ଥିବା ରେଂଟାସାହି, ଯଦୁନାଥପୁର, ଚନ୍ଦନଚତୁରୀ, ଚମ୍ପାଗଡ଼, ହାତୀକୋଟ ଅଞ୍ଚଳରେ ଚଢ଼ାଉ କରି ୩ଟି ବେଆଇନ ବନ୍ଧୁକ ଜବତ ହୋଇଛି । ଗିରଫ ହୋଇଥିବା ଶିକାରୀମାନେContinue reading “ଶିମିଳିପାଳରେ ବୁଲୁଛନ୍ତି ମାଳମାଳ ଶିକାରୀ । ଅଭୟାରଣ୍ୟ ନିକଟ ଗାଁରେ ପୁଲିସର ଚଢାଉ, ମାରଣାସ୍ତ୍ର ଜବତ”

ଆଇସିସିର ଐତିହାସିକ ନିଷ୍ପତ୍ତି, ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁରୁଷ କ୍ରିକେଟ ଟିମ୍ ଭଳି ମହିଳା କ୍ରିକେଟ ଟିମକୁ ମିଳିବ ସମାନ ପୁରସ୍କାର ରାଶି

କନକ ବ୍ୟୁରୋ : ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ଘୋଷଣା କରିଛି କି ଆଇସିସି ଟୁର୍ଣ୍ଣାମେଣ୍ଟରେ ଏବେ ପୁରୁଷ ଓ ମହିଳା ଉଭୟ କ୍ରିକେଟ ଟିମକୁ ସମାନ ପୁରସ୍କାର ରାଶି ମିଳିବ । ଏହା ଆଗାମୀ ଟି-୨୦ ବିଶ୍ୱକପରୁ ଆରମ୍ଭ ହୋଇପାରେ । ମହିଳା କ୍ରିକେଟ ଟିମ୍ ପାଇଁ ଆଇସିସିର ଏହା ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଇଛି । ବିସିସିଆଇ ଅଧ୍ୟକ୍ଷ ଜୟ ଶାହା ଏନେଇ ଏକ ଟ୍ୱିଟ୍ କରି ଆଇସିସିକୁ ଧନ୍ୟବାଦ ଦେଇଛନ୍ତି । ଆଇସିସିContinue reading “ଆଇସିସିର ଐତିହାସିକ ନିଷ୍ପତ୍ତି, ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁରୁଷ କ୍ରିକେଟ ଟିମ୍ ଭଳି ମହିଳା କ୍ରିକେଟ ଟିମକୁ ମିଳିବ ସମାନ ପୁରସ୍କାର ରାଶି”

କଂଗ୍ରେସରୁ ନିଲମ୍ବିତ ହେଲେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ । ଏଆଇସିସି ଶୃଙ୍ଖଳା କମିଟି କଲା ନିଲମ୍ବିତ । 

କନକ ବ୍ୟୁରୋ : କଂଗ୍ରେସରୁ ନିଲମ୍ବିତ ହେଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଉଭୟଙ୍କୁ ନିଲମ୍ବନ କଲା ଏଆଇସିସି ଶୃଙ୍ଖଳା କମିଟି । ଉଭୟଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ କରିଥିଲେ ଦଳର ସଭାପତି ଶରତ ପଟ୍ଟନାୟକ । ଏନେଇ ଉଭୟଙ୍କ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଉଭୟଙ୍କୁ ନିଲମ୍ବିତContinue reading “କଂଗ୍ରେସରୁ ନିଲମ୍ବିତ ହେଲେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ । ଏଆଇସିସି ଶୃଙ୍ଖଳା କମିଟି କଲା ନିଲମ୍ବିତ । “

ନବ ଦାସଙ୍କ ହତ୍ୟା ମାମଲା ଚାର୍ଜସିଟକୁ ନେଇ ବିଜୟ ମହାପାତ୍ରଙ୍କ ସାଂଘାତିକ ଅଭିଯୋଗ: କହିଲେ, ଏହା ଏକ ପ୍ରି-ପ୍ଲାନ ମର୍ଡର ଓ ପ୍ରି-ପ୍ଲାନ ଚାର୍ଜସିଟ୍ ,ପୋଲିସ ପ୍ରଶାସନ ପାଇଁ କଳଙ୍କିତ ଅଧ୍ୟାୟ

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍ ସାମନାକୁ ଆସିବା ପରେ ତେଜିଛି ରାଜନୀତି । ନବ ଦାସଙ୍କୁ ଏକ ପ୍ରିପ୍ଲାନ ମର୍ଡର କରାଯାଇଥିବା ପତ୍ନୀ ଓ ପୁଅ ବୟାନ ଦେଇଥିବା, ଚାର୍ଜସିଟରୁ ଜଣାପଡିବା ପରେ ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । କହିଛନ୍ତି, ଯାହା ଆଶା କରାଯାଉଥିଲା ତାହା ହେଲା । ନବ ଦାସଙ୍କ ହତ୍ୟାକାଣ୍ଡ ଏକ ପ୍ରି-ପ୍ଲାନ ମର୍ଡର ଓ ପ୍ରି-ପ୍ଲାନ ଚାର୍ଜସିଟ୍ । ନବ ଦାସଙ୍କContinue reading “ନବ ଦାସଙ୍କ ହତ୍ୟା ମାମଲା ଚାର୍ଜସିଟକୁ ନେଇ ବିଜୟ ମହାପାତ୍ରଙ୍କ ସାଂଘାତିକ ଅଭିଯୋଗ: କହିଲେ, ଏହା ଏକ ପ୍ରି-ପ୍ଲାନ ମର୍ଡର ଓ ପ୍ରି-ପ୍ଲାନ ଚାର୍ଜସିଟ୍ ,ପୋଲିସ ପ୍ରଶାସନ ପାଇଁ କଳଙ୍କିତ ଅଧ୍ୟାୟ”

ସମାଜବାଦୀ ପାର୍ଟିକୁ ବଡ ଝଟକା । ଦଳରୁ ଇସ୍ତଫା ଦେଲେ ଦାରା ସିଂ ଚୌହାନ

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ ଝଟକା ଲାଗିଛି । ଶନିବାର ଦିନ ଦଳର ବରିଷ୍ଠ ନେତା ଦାରା ସିଂ ଚୌହାନ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଗତବର୍ଷ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ଦାରା ସିଂ ଚୌହାନ ଏବେ ଦିଲ୍ଲୀରେ ଅଛନ୍ତି । ଆକଳନ କରାଯାଉଛି କି ସେ ଖୁବଶୀଘ୍ର ପୁଣି ବିଜେପିରେ ଯୋଗ ଦେଇପାରନ୍ତି । ହେଲେ ବିଜେପି ଛାଡି ସମାଜବାଦୀContinue reading “ସମାଜବାଦୀ ପାର୍ଟିକୁ ବଡ ଝଟକା । ଦଳରୁ ଇସ୍ତଫା ଦେଲେ ଦାରା ସିଂ ଚୌହାନ”

କଲରାପତରିଆ ବାଘ ପିଉଛି ଛେଳି କ୍ଷୀର : ଉଦ୍ଧାର ବାଘଛୁଆଙ୍କ ଜୀବନ ବଞ୍ଚାଇବା ପାଇଁ ଦିଆଯାଉଛି ଛେଳି କ୍ଷୀର; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ : କଲରାପତରିଆ ବାଘ ପିଉଛି ଛେଳି କ୍ଷୀର । ହରିୟାଣା ଜଙ୍ଗଲରୁ ଉଦ୍ଧାର ହୋଇଥିବା ୨ଟି କଲରାପତରିଆ ବାଘ ଛୁଆର ଜୀବନ ବଞ୍ଚାଇବା ପାଇଁ ଛେଳି କ୍ଷୀର ପିଆଇବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଦୁଇଟି ବାଘ ଛଉଆକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ହରିୟାଣାର ନୁହ ଜିଲ୍ଲାର ଏକ ଜଙ୍ଗଲରୁ ମିଳିଥିଲା ୨ କଲରାପତରିଆ ବାଘଛୁଆ । ଜଙ୍ଗଲରୁ ୨ ଶାବକଙ୍କୁ ଉଦ୍ଧାର କରିଥିଲେ ଗ୍ରାମବାସୀ ।Continue reading “କଲରାପତରିଆ ବାଘ ପିଉଛି ଛେଳି କ୍ଷୀର : ଉଦ୍ଧାର ବାଘଛୁଆଙ୍କ ଜୀବନ ବଞ୍ଚାଇବା ପାଇଁ ଦିଆଯାଉଛି ଛେଳି କ୍ଷୀର; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ”

ପ୍ରବଳ ବର୍ଷା, ଟ୍ୱିନସିଟିରେ ରାସ୍ତାରେ ଚାଲିଲା ପାଣି ସୁଅ : ତଳିଆ ଅଞ୍ଚଳ ଜଳାର୍ଣ୍ଣବ; ୨ ଘଣ୍ଟା ପାଇଁ କଟକ, ଭୁବନେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣିଂ

କନକ ବ୍ୟୁରୋ : ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଟ୍ୱିନସିଟି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି ଏସଆରସି । ସେହିପରି ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ଉପୁଜିବାର ସମ୍ଭାବନା ରହିଛି । ତେଣୁ ଜିଲ୍ଲାପାଳ ମାନଙ୍କୁ ହେଡକାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି । ଏହାସହ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖିContinue reading “ପ୍ରବଳ ବର୍ଷା, ଟ୍ୱିନସିଟିରେ ରାସ୍ତାରେ ଚାଲିଲା ପାଣି ସୁଅ : ତଳିଆ ଅଞ୍ଚଳ ଜଳାର୍ଣ୍ଣବ; ୨ ଘଣ୍ଟା ପାଇଁ କଟକ, ଭୁବନେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣିଂ”

 ଗୋଟିଏ ଘରୁ ବାହାରିଲେ ୨୪ ନାଗ ସାପ, ୬୦ ସାପ ଅଣ୍ଡା, ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ

କନକ ବ୍ୟୁରୋ: ବିହାରର ବଗହା ମଧୁବନୀ ଅଞ୍ଚଳର ଏକ ଘରୁ ବାହାରିଲେ ୨୪ ଭୟଙ୍କର ନାଗ ସାପ  ଛୁଆ । ତା’ ସହ ୫୦ରୁ ୬୦ ସାପ ଅଣ୍ଡା । ଏହାକୁ ଦେଖିବା ପରେ ଘର ଲୋକେ ଚିକ୍ରାର କରିଥିଲେ । ପଡୋଶୀ ଦୌଡିଆସି ଦେଖିବା ପରେ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଫୋନ କରି ଜଣାଇବାରୁ ଟିମ୍ ଆସି ପହଞ୍ଚି ସାପ ଗୁଡିକୁ ଉଦ୍ଧାର କରି ନେଇ ଗଣ୍ଡକ ନଦୀ କୂଳରେ ଛାଡିଥିଲେ । ସୂଚନା ମୁତାବକ,Continue reading ” ଗୋଟିଏ ଘରୁ ବାହାରିଲେ ୨୪ ନାଗ ସାପ, ୬୦ ସାପ ଅଣ୍ଡା, ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ”

Design a site like this with WordPress.com
Get started