୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି ଅଭିଷେକ ବଚ୍ଚନ । ଜାଣନ୍ତୁ କେଉଁ ପାର୍ଟି ଓ କେଉଁ ଆସନରୁ ଲଢିବା ନେଇ ଚାଲିଛି ଚର୍ଚ୍ଚା

କନକ ବ୍ୟୁରୋ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଆହ୍ଲାବାଦ ସଂସଦୀୟ କ୍ଷେତ୍ର ଚର୍ଚ୍ଚାକୁ ଆସିପାରେ । କାରଣ ସମାଜବାଦୀ ପାର୍ଟି ତରଫରୁ ଏହି ଆସନରୁ ଅଭିଷେକ ବଚ୍ଚନଙ୍କ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ପାର୍ଟିର ନେତାଙ୍କ ଦ୍ୱାରା ଆହ୍ଲାବାଦ ସଂସଦୀୟ କ୍ଷେତ୍ରର ଭୋଟରଙ୍କ ଠାରୁ ମତାମତ ଗ୍ରହଣ କରାଯାଉଛି । ଅନୁମାନ କରାଯାଉଛି କି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମୁମ୍ବାଇ ଆସି ଅମିତାଭ ବଚ୍ଚନ ଓ ରାଜ୍ୟସଭା ସାଂସଦContinue reading “୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି ଅଭିଷେକ ବଚ୍ଚନ । ଜାଣନ୍ତୁ କେଉଁ ପାର୍ଟି ଓ କେଉଁ ଆସନରୁ ଲଢିବା ନେଇ ଚାଲିଛି ଚର୍ଚ୍ଚା”

ରାଜ୍ୟରେ ଆଗକୁ ଆସୁଛି ବଡ ବର୍ଷା : ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

କନକ ବ୍ୟୁରୋ : ରାଜ୍ୟରେ ଆଗକୁ ଆସୁଛି ବଡ ବର୍ଷା । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି । ୧୫ରୁ ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ଅନୁମାନ କରାଯାଇଛି । ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି । ହେଡକ୍ୱାର୍ଟର ନଛାଡିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ସ୍ଥିତି ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ଖାଲି ସେତିକି ନୁହେଁ ସହରରେ ପାଣି ଜମିଲେ ଟ୍ରାଫିକContinue reading “ରାଜ୍ୟରେ ଆଗକୁ ଆସୁଛି ବଡ ବର୍ଷା : ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି”

ମନ୍ତ୍ରୀ ନବ ଦାସଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ : ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଓ ବହୁଶତ୍ରୁ ଥିବା ମିନତୀ ଦାଶ କହିଥିବା ଚାର୍ଜସିଟରେ ଉଲ୍ଲେଖ

କନକ ବ୍ୟୁରୋ : ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରୁ ସାଂଘାତିକ ତଥ୍ୟ ସାମନାକୁ ଆସିଛି । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍ ଅନୁସାରେ, ନବ ଦାସଙ୍କ ପତ୍ନୀ ମିନତୀ ଦାଶ ତାଙ୍କ ବୟାନରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ତାଙ୍କର ସ୍ୱାମୀଙ୍କୁ ପ୍ରି-ପ୍ଲାନ୍ ମାର୍ଡର କରାଯାଇଛି । କାରଣ ନବ ଦାସଙ୍କର ବହୁତ ଶତ୍ରୁ ଥିବା କଥା ସେ ତାଙ୍କୁ ପୂର୍ବରୁ କହିଥିଲେ । ଅର୍ଥାତ ମିନତୀ ଦାଶଙ୍କ ଆଶଙ୍କା ଏକContinue reading “ମନ୍ତ୍ରୀ ନବ ଦାସଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ : ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଓ ବହୁଶତ୍ରୁ ଥିବା ମିନତୀ ଦାଶ କହିଥିବା ଚାର୍ଜସିଟରେ ଉଲ୍ଲେଖ”

ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ : ମେଡିକାଲରେ ମୃତ୍ୟୁ ଘୋଷଣା କଲେ ଡାକ୍ତର

କନକ ବ୍ୟୁରୋ : ଭଞ୍ଜନଗର ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ହେଲେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରିଛନ୍ତି । ମୃତ କଏଦୀ ହେଉଛନ୍ତି ତନରଡା ଗାଁର ୪୦ ବର୍ଷୀୟ ଚରଣ ବେହେରା । ଏକ ଚୋରି ମାମଲାରେ ୫ ଦିନ ପୂର୍ବରୁ ଗିରଫ କରିଥିଲା ବେଲଗୁଣ୍ଠା ପୋଲିସ । ଶନିବାର ସକାଳୁ ତାଙ୍କୁ ଅଚେତ ଅବସ୍ଥାରେ ଦେଖି ଜେଲ କର୍ତ୍ତୃପକ୍ଷ ତୁରନ୍ତ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେContinue reading “ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ : ମେଡିକାଲରେ ମୃତ୍ୟୁ ଘୋଷଣା କଲେ ଡାକ୍ତର”

ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ବାର୍ତ୍ତାକୁ ନେଇ ଚର୍ଚ୍ଚା : ଆପାର୍ଟମେଣ୍ଟରେ ମାନବାଧିକାର ଉଲ୍ଲଂଘନ ନେଇ ଅଭିଯୋଗ; ସୂଚନା ଫଳକ ଦେଖାଇ ଉଠାଇଲେ ଅନେକ ପ୍ରଶ୍ନ

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ବାର୍ତ୍ତା । କିନ୍ତୁ ଏଥର କୌଣସି ପାରିବାରିକ ବିବାଦକୁ ନେଇ ସେ ଭିଡିଓ ବାର୍ତ୍ତା ପୋଷ୍ଟ କରି ନାହାନ୍ତି । ଏଥର ସେ ରହୁଥିବା ଆପାର୍ଟମେଣ୍ଟରେ କେମିତି ମାନବାଧିକାର ଉଲ୍ଲଙ୍ଘନ କରାଯାଉଛି, ସେ ନେଇ ଅଭିଯୋଗ ଆଣିଛନ୍ତି । ଲିଫ୍ଟରେ ମରାଯାଇଥିବା ସୂଚନା ଓ ସତର୍କତା ଫଳକ ଦେଖାଇ, ସେଥିରେ ଥିବା ନିୟମ ଗୁଡିକ କେମିତି ମାନବାଧିକାର ଉଲ୍ଲଙ୍ଘନ କରୁଛି ତାହା ଦର୍ଶାଇଛନ୍ତି ।Continue reading “ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ବାର୍ତ୍ତାକୁ ନେଇ ଚର୍ଚ୍ଚା : ଆପାର୍ଟମେଣ୍ଟରେ ମାନବାଧିକାର ଉଲ୍ଲଂଘନ ନେଇ ଅଭିଯୋଗ; ସୂଚନା ଫଳକ ଦେଖାଇ ଉଠାଇଲେ ଅନେକ ପ୍ରଶ୍ନ”

ଦିଲ୍ଲୀକୁ ଜାଣିଶୁଣି ବୁଡେଇ ଦିଆଯାଇଛି, ଦିଲ୍ଲୀ ବୁଡିବା ପଛରେ ବିଜେପି ଦାୟୀ । ରାଜଧାନୀ ଦିଲ୍ଲୀରେ ବନ୍ୟାସ୍ଥିତି ନେଇ ଏମିତି କହିଲେ ଆପ୍ ନେତା । 

କନକ ବ୍ୟୁରୋ: ପ୍ରବଳ ବର୍ଷା ପରେ ଏବେ ଯମୁନାର ଜଳ, ରାଜଧାନୀ ଦିଲ୍ଲୀକୁ ଦେଉଛି ଯମ ଯନ୍ତ୍ରଣା । ଚାରିଆଡେ କେବଳ ପାଣି ଆଉ ପାଣି ଥିବାବେଳେ, ଜଳବନ୍ଦ ହେଇ ଜୀବନ କାଟୁଛନ୍ତି ଦିଲ୍ଲୀବାସୀ । ତେବେ ଦିଲ୍ଲୀରେ ଆସିଥିବା ଏହି ବନ୍ୟାକୁ ନେଇ ଏବେ ଆରମ୍ଭ ହେଇଯାଇଛି ଆରୋପ-ପ୍ରତ୍ୟାରୋପର ରାଜନୀତି । ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆପ୍ ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ, ଦିଲ୍ଲୀକୁ ଜାଣିଶୁଣି ବୁଡାଯାଇଛି, ଏଥିପାଇଁ ଦାୟୀ ହେଉଛି ବିଜେପିContinue reading “ଦିଲ୍ଲୀକୁ ଜାଣିଶୁଣି ବୁଡେଇ ଦିଆଯାଇଛି, ଦିଲ୍ଲୀ ବୁଡିବା ପଛରେ ବିଜେପି ଦାୟୀ । ରାଜଧାନୀ ଦିଲ୍ଲୀରେ ବନ୍ୟାସ୍ଥିତି ନେଇ ଏମିତି କହିଲେ ଆପ୍ ନେତା । “

ଖସିଲା ରାମେଶ୍ୱର ମନ୍ଦିର ଦଧିନଉତି : ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଖସି ପଡିଥିବା ସୂଚନା

କନକ ବ୍ୟୁରୋ : ୬୦ଫୁଟ୍ ତଳକୁ ଖସିଲା ଦଧିନଉତି । ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଖସି ପଡିଥିବା ସୂଚନା । ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଧିନଉତି ଖସି ପଡିଛି । ଉପସ୍ଥିତ ଥିବା ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ମନ୍ଦିରରେ ଥିବା ସମୟରେ ଘଟିଥିଲା ଅଘଟଣ । ଭୟଭୀତ ହୋଇପଡ଼ିଥିଲେ ଲୋକେ । ମନ୍ଦିରରେ କୌଣସି ଫାଟ ଥାଇପାରେ ବୋଲି ଅନୁମାନ କରାଯାଉଥିବା କହିଛନ୍ତି ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା ଅଫିସର ।Continue reading “ଖସିଲା ରାମେଶ୍ୱର ମନ୍ଦିର ଦଧିନଉତି : ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଖସି ପଡିଥିବା ସୂଚନା”

ଆଜି ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରୀ ଦିବସ : ଜାଣନ୍ତୁ କସ୍ମେଟିକ୍ ସର୍ଜରୀର ଲାଭ ଓ କ୍ଷତି

କନକ ବ୍ୟୁରୋ : ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ଥରେ ଭାବନ୍ତୁ ଯଦି ଆପଣ ସବୁଦିନ ସେମିତି ସୁନ୍ଦର ଦେଖା ଯାଉଥିବେ । ତେବେ ସବୁବେଳେ ଜଣେ ସୁନ୍ଦର ଦେଖାଯିବା କଣ ସମ୍ଭବ । କାରଣ ବୟସ ବଢିବା ସହ ମଣିଷର ସୌନ୍ଦର୍ଯ୍ୟ ହ୍ରାସ ପାଏ । କିନ୍ତୁ ଚିକିତ୍ସା ବିଜ୍ଞାନ ଚିରକାଳ ସୁନ୍ଦର ରଖିବାରେ ସମର୍ଥ ହୋଇପାରିଛି । ଆଜି ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସରେ ଚର୍ଚ୍ଚା କରିବା କସ୍ମେଟିକ ସର୍ଜରୀContinue reading “ଆଜି ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରୀ ଦିବସ : ଜାଣନ୍ତୁ କସ୍ମେଟିକ୍ ସର୍ଜରୀର ଲାଭ ଓ କ୍ଷତି”

ରାଫେଲ୍ ଡିଲ୍ ଦେଇଛି ମୋଦୀଙ୍କୁ ବାଷ୍ଟିଲ ଡେ ପରେଡ୍ ଟିକେଟ୍ । ପ୍ରଧାନମନ୍ତ୍ରୀଙ୍କୁ ପୁଣି ଟୁଇଟରରେ ଟାର୍ଗେଟ କଲେ ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ: ଦୁଇଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତାଙ୍କର ଏହି ଗସ୍ତରେ ସେ ଫ୍ରାନ୍ସରେ ସହିତ ଏକାଧିକ ଚୁକ୍ତି କରିଥିବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିଥିଲେ । ଏପରିକି ବାଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେଇଥିଲେ ଭାରତର ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ ଦ ଲିଜନ୍ ଅଫ୍ ଅନର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତେବେ ବାଷ୍ଟିଲ ଡେ ପରେଡରେ ମୋଦୀContinue reading “ରାଫେଲ୍ ଡିଲ୍ ଦେଇଛି ମୋଦୀଙ୍କୁ ବାଷ୍ଟିଲ ଡେ ପରେଡ୍ ଟିକେଟ୍ । ପ୍ରଧାନମନ୍ତ୍ରୀଙ୍କୁ ପୁଣି ଟୁଇଟରରେ ଟାର୍ଗେଟ କଲେ ରାହୁଲ ଗାନ୍ଧୀ ।”

ଲକ୍ଷାଧିକ ଟଙ୍କାର ଚାକିରୀ ଛାଡି ଡ୍ରାଇଭର ହେଲେ । ବଖାଣିଲେ କମ୍ପାନୀର ସିଇଓ ପଦ ଛାଡିବାର କାରଣ

କନକ ବ୍ୟୁରୋ: ଲକ୍ଷାଧିକ ଟଙ୍କାର ଚାକିରୀ ଛାଡିଲେ । ସିଇଓରୁ ବନିଗଲେ ଟ୍ରକ୍ ଡ୍ରାଇଭର ଆଜିକା ଦିନରେ ଚାକିରିଟେ ପାଇଁ ଘଣ୍ଟା ଘଣ୍ଟା ଗୋଡ ଭାଙ୍ଗି ଛିଡା ହେଉଛନ୍ତି ଲୋକେ । ପୁଣି ସାମାନ୍ୟ ଚପରାଶି ଚାକିରୀ ପାଇଁ ଆବେଦନ କରୁଛନ୍ତି ବିଟେକ୍ , ପିଏଚଡି କରିଥିବା ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ । ହେଲେ ଚାକିରୀ ପାଇ ଛାଡିସେବା କଥାଟା ଶୁଣିଲେ ଅଡୁଆ ଲାଗେ । ତା ପୁଣି ଏମିତି ସେମିତି ଚାକିରୀ ନୁହେଁ ଏକContinue reading “ଲକ୍ଷାଧିକ ଟଙ୍କାର ଚାକିରୀ ଛାଡି ଡ୍ରାଇଭର ହେଲେ । ବଖାଣିଲେ କମ୍ପାନୀର ସିଇଓ ପଦ ଛାଡିବାର କାରଣ”

Design a site like this with WordPress.com
Get started