କନକ ବ୍ୟୁରୋ: ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ ଥ୍ରୀଲର ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ର ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ସିରିଜ୍ ଆସନ୍ତା ଅଗଷ୍ଟ ୯ ତାରିଖ ୨୦୨୩ରୁ କେବଳ ସୋନି ଲିଭ୍ ଆପ୍ରେ ଷ୍ଟ୍ରିମ୍ ହେବ । ଓଡିଶାର ଏକ ଛୋଟିଆ ସହର ଉପରେ ପର୍ୟ୍ୟବେସିତ ଏହି ସିରିଜ୍ ଲଣ୍ଡନ୍ରେ ରହୁଥିବା ଜଣେ ଆର୍ଥିକ ବିଶ୍ଳେଷକ ପ୍ରିୟାContinue reading “ଓଟିଟି ପ୍ଳାଟଫର୍ମରେ ନୀଳମାଧବ ପଣ୍ଡାଙ୍କ ଡେବ୍ୟୁ ‘ଦ ଜେଙ୍ଗାବୁରୁ କର୍ସ’ । ଓଡିଶା ଖଣି ରାଇଜ ଷଡଯନ୍ତ୍ର ବିରୋଧରେ ସାହାସୀ ଝିଅର କାହାଣୀ”
Tag Archives: News
କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ : ବୁଲୁଛନ୍ତି ୨୩ ଟିକିଆ ହାତୀପଲ; ହାତୀ ସୁରକ୍ଷା ପାଇଁ ୧୯୮ଟି ଗାଁରେ ବିଜୁଳି କାଟ୍
କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । ଗାଁ ଆଖପାଖ ଅଞ୍ଚଳରେ ବୁଲୁଛନ୍ତି ୨୩ଟି ହାତୀ । କରଞ୍ଜିଆ ରେଞ୍ଜ ଅଞ୍ଚଳରେ ଥିବା ୨୩ ଟିକିଆ ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ବି ଫେଲ ମାରିଛନ୍ତି ବନବିଭାଗ । ହାତୀପଲ କୁଜିଆମ ଗାଁରେ ଜଣଙ୍କ ଘର ଭାଙ୍ଗିବା ସହ କ୍ଷୟକ୍ଷତି କରିଛି । ହାତୀ ଭୟରେ ଘର ସମ୍ମୁଖରେ ନିଆଁ ଜାଳି ସାରା ରାତି ଜଗି ରହୁଛନ୍ତି ଲୋକେ । ମନହୋରପୁରContinue reading “କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ : ବୁଲୁଛନ୍ତି ୨୩ ଟିକିଆ ହାତୀପଲ; ହାତୀ ସୁରକ୍ଷା ପାଇଁ ୧୯୮ଟି ଗାଁରେ ବିଜୁଳି କାଟ୍”
ଢେଙ୍କାନାଳରେ ମେଣ୍ଢା ମଡକ : ଗୋଟିଏ ରାତିରେ ୪୦ଟି ମେଣ୍ଡାଙ୍କ ମୃତ୍ୟୁ
କନକ ବ୍ୟୁରୋ : ଢେଙ୍କାନାଳ ଆରଦା ଗାଁରେ ମେଣ୍ଢା ମଡକ । ଗୋଟିଏ ରାତିରେ ୪୦ ଟି ମେଣ୍ଡାଙ୍କ ମୃତ୍ୟୁ । ସୂଚନା ଅନୁଯାଯୀ ମେଣ୍ଢାମାନଙ୍କର ବେକରେ କ୍ଷତଚିହ୍ନ ରହିଛି । କୌଣସି ଅଜଣା ଯନ୍ତୁ ରକ୍ତ ଶୋଷି ମେଣ୍ଢାମାନଙ୍କୁ ମାରିଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି । ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ ମୃତ୍ୟୁର କାରଣ ସମ୍ବନ୍ଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଉକ୍ତ ଅଞ୍ଚଳରେ ଏଭଳି ଘଟଣା ଆଗରୁ କେବେ ହୋଇନଥିବାରୁ ଗାଁContinue reading “ଢେଙ୍କାନାଳରେ ମେଣ୍ଢା ମଡକ : ଗୋଟିଏ ରାତିରେ ୪୦ଟି ମେଣ୍ଡାଙ୍କ ମୃତ୍ୟୁ”
ଆର୍ମି ବୁଦ୍ଧି ଖଟାଇ ମନି ପର୍ସ ଫେରାଇଲେ ପୂର୍ବତନ ସେନା ଅଧିକାରୀ : ସୋସିଆଲ ମିଡ଼ିଆରେ ଲୋକେ କରୁଛନ୍ତି ସାଲ୍ୟୁଟ୍
କନକ ବ୍ୟୁରୋ : ଦୁନିଆରେ ଏବେ ବି ବଞ୍ଚିଛି ମଣିଷପଣିଆ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ପୂର୍ବତନ ଆର୍ମି ଅଫିସର । ରାଉରକେଲାରୁ ପାଇଥିଲେ ଟଙ୍କା ଭର୍ତ୍ତି ମନି ପର୍ସ, ଆର୍ମି ବୁଦ୍ଧି ଖଟାଇ ଶେଷରେ ଉପଯୁକ୍ତ ଲୋକଙ୍କୁ ଫେରାଇଲେ ମନି ପର୍ସ ସହ ହଜାର ହଜାର ଟଙ୍କା । ସୂଚନା ଅନୁସାରେ ଗତ ୬ ତାରିଖରେ ଯାଜପୁର ରୋଡ ଅଞ୍ଚଳର ଦୀପକ ମହାରଣା ନିକ ଗାଡ଼ିରେ ବ୍ୟକ୍ତିଗତ କାମରେ ରାଉରକେଲା ଯାଇଥିଲେ ।Continue reading “ଆର୍ମି ବୁଦ୍ଧି ଖଟାଇ ମନି ପର୍ସ ଫେରାଇଲେ ପୂର୍ବତନ ସେନା ଅଧିକାରୀ : ସୋସିଆଲ ମିଡ଼ିଆରେ ଲୋକେ କରୁଛନ୍ତି ସାଲ୍ୟୁଟ୍”
ଜୁଲାଇ ୧୮ରେ ଏନଡିଏର ବୈଠକ । ସାମିଲ ହେବାକୁ ଚିରାଗଙ୍କୁ ମିଳିଲା ନଡ୍ଡାଙ୍କ ନିମନ୍ତ୍ରଣ ପତ୍ର । ପୁଣି ଏନଡିଏରେ ସାମିଲ ହେବ ଏଲଜେପି!
କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା । ଗୋଟିଏ ପରେ ବିରୋଧୀ କ୍ୟାମ୍ପ ଏକାଠି ହେଇ ବିଜେପି ବିରୋଧରେ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ, ଅନ୍ୟପଟେ ନିଜ ପୁରୁଣା ସାଥୀଙ୍କୁ ପୁଣି ଏକାଠଇ କରିବା ଆରମ୍ଭ କରିଛି ବିଜେପି । ଆସନ୍ତା ୧୮ ତାରିଖରେ ଦିଲ୍ଲୀରେ ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଥିବାବେଳେ, ଏହି ବୈଠକରେ ଯୋଗଦେବାକୁ ଏଲଜେପି ନେତା ଚିରାଗ ପାଶୱାନଙ୍କ ପାଖକୁ ନିମନ୍ତ୍ରଣ ପଠାଇଛନ୍ତି ବିଜେପି ମୁଖିଆ ଜେପିContinue reading “ଜୁଲାଇ ୧୮ରେ ଏନଡିଏର ବୈଠକ । ସାମିଲ ହେବାକୁ ଚିରାଗଙ୍କୁ ମିଳିଲା ନଡ୍ଡାଙ୍କ ନିମନ୍ତ୍ରଣ ପତ୍ର । ପୁଣି ଏନଡିଏରେ ସାମିଲ ହେବ ଏଲଜେପି!”
ବର୍ଷାରେ ବେହାଲ ଭୁବନେଶ୍ୱର : ରାଜରାସ୍ତାରେ ପାଣିର ସୁଅ; ତଳିଆ ଅଞ୍ଚଳରୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ
କନକ ବ୍ୟୁରୋ : ବର୍ଷାରେ ବେହାଲ ଭୁବନେଶ୍ୱର । ରାଜଧାନୀରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ପଳାଶୁଣୀ ଓ ବମିଖାଲ ଅଞ୍ଚଳରେ ରାସ୍ତା ଉପରେ ଚାଲୁଛି ପାଣି । ସହର ସାରା ଜଳବନ୍ଦୀ ସ୍ଥିତି ଲାଗି ରହିଥିବା ବେଳେ ଜନଜୀବନ ବାଧାପ୍ରାପ୍ତ ହୋଇଛି । ଲୋକେ ଅଫିସ କାମ ହେଉ କିମ୍ବା ଦୈନ୍ୟନ୍ଦିନ କାମକୁ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରାଚୀବିହାର ଅଞ୍ଚଳରେContinue reading “ବର୍ଷାରେ ବେହାଲ ଭୁବନେଶ୍ୱର : ରାଜରାସ୍ତାରେ ପାଣିର ସୁଅ; ତଳିଆ ଅଞ୍ଚଳରୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ”
ଉପଭୋକ୍ତା ବିବାଦ କମିଶନଙ୍କ ରାୟରେ ବଲିଉଡ଼ ଚଳଚିତ୍ର ‘ଓ ମାଇ ଗଡ୍’ର ପ୍ରତିଫଳନ : ୨୦ ବର୍ଷ ତଳର ଏକ ବିଦ୍ୟୁତ ସଂକ୍ରାନ୍ତ ଅଭିଯୋଗର ଆସିଲା ରାୟ
କନକ ବ୍ୟୁରୋ : ଉପଭୋକ୍ତା ବିବାଦ କମିଶନଙ୍କ ରାୟର ବଲିଉଡ ଫିଲ୍ମ ‘ଓ ମାଇ ଗଡ’ର ପ୍ରତିଫଳନ । ଝଡ଼ର କାରଣ ପ୍ରକୃତି ହୋଇପାରେ କିନ୍ତୁ କ୍ଷତି ପାଇଁ ବିଦ୍ୟୁତ ବିଭାଗ ଦାୟୀ । ଝଡ଼ ପାଇଁ ପ୍ରକୃତିକୁ ଦାୟୀ କରାଯାଇପାରେ କିନ୍ତୁ ବିଦ୍ୟୁତ ଯୋଗାଣ ନହୋଇପାରିବାରୁ ଯେଉଁ କ୍ଷତି ଘଟୁଛି ସେଥିପାଇଁ ବିଦ୍ୟୁତ ବିଭାଗ ନିଶ୍ଚିତ ଭାବେ ଦାୟୀ । ଝଡ଼ ପାଇଁ ବିଦ୍ୟୁତ ଯୋଗାଣରେ ହୋଇଥିବା ବିଭ୍ରାଟକୁ ଦାୟୀ କରି ରୁଜୁ ଏକ ମାମଲାରେContinue reading “ଉପଭୋକ୍ତା ବିବାଦ କମିଶନଙ୍କ ରାୟରେ ବଲିଉଡ଼ ଚଳଚିତ୍ର ‘ଓ ମାଇ ଗଡ୍’ର ପ୍ରତିଫଳନ : ୨୦ ବର୍ଷ ତଳର ଏକ ବିଦ୍ୟୁତ ସଂକ୍ରାନ୍ତ ଅଭିଯୋଗର ଆସିଲା ରାୟ”
ରିଙ୍କୁଙ୍କୁ ମିଳିଲା ଟିମ୍ ଇଣ୍ଡିଆ ଟିକେଟ । କେକେଆର ଲେଖିଲା, ଭାରତର ନିଜର ପୁଅ ।
କନକ ବ୍ୟୁରୋ : ଟିମ୍ ଇଣ୍ଡିଆରୁ ଆସିଲା ଡାକରା । ଆଇପିଏଲ ଦମଦାର ପ୍ରଦର୍ଶନ ରିଙ୍କୁଙ୍କୁ ଦେଲା ଟିମ୍ ଇଣ୍ଡିଆର ଟିକେଟ । ଏସିଆନ୍ ଗେମ୍ସ ପାଇଁ ରିଙ୍କୁଙ୍କୁ ୧୫ ଜଣିଆ ଭାରତୀୟ ଟିମରେ ସ୍ଥାନ ମିଳିଛି । ପ୍ରଥମ ଥର ପାଇଁ ରିଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇଛି । ଯାହାକୁ ନେଇ କ୍ରିକେଟ ପ୍ରେମୀ ନିଜର ଖୁସିବ୍ୟକ୍ତ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ରିଙ୍କୁଙ୍କୁ ସୁଯୋଗ ମିଳିନଥିବା ବେଳେ କ୍ରିକେଟପ୍ରେମୀ ଏହାକୁContinue reading “ରିଙ୍କୁଙ୍କୁ ମିଳିଲା ଟିମ୍ ଇଣ୍ଡିଆ ଟିକେଟ । କେକେଆର ଲେଖିଲା, ଭାରତର ନିଜର ପୁଅ ।”
ବେଲପଡ଼ା ଡାକ୍ତରଖାନର ବିକଳ ଚିତ୍ର : ବିଦ୍ୟୁତ କାଟ୍ ବେଳେ ମୋବାଇଲ ଟର୍ଚ୍ଚରେ ଆହତଙ୍କ ଚିକିତ୍ସା
କନକ ବ୍ୟୁରୋ : ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀ ଚିକିତ୍ସା । ବଲାଙ୍ଗୀର ବେଲପଡ଼ା ଡାକ୍ତରଖାନାରେ ବିଜୁଳି ଗଲେ ଆଲୋକ ପାଇଁ ନାହିଁ ବିକଳ୍ପ ବ୍ୟବସ୍ଥା । ଫଳରେ ସେହି ସମୟରେ କୌଣସି ରୋଗୀ ଆସିଲେ ମୋବାଇଲ ଫୋନ ଲାଇଟ୍ରେ ରୋଗୀ ଦେଖା ଚାଲିଛି । ଚିକିତ୍ସା ସେବାରେ ଏଭଳି ବିକଳ ଚିତ୍ରକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଗୁରୁବାର ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଅଞ୍ଚଳର ଜିତୁ ନାୟକ ନାମକ ଜଣେ ଯୁବକ ବାଇକ ଯୋଗେ କଣ୍ଟାବାଞ୍ଜିContinue reading “ବେଲପଡ଼ା ଡାକ୍ତରଖାନର ବିକଳ ଚିତ୍ର : ବିଦ୍ୟୁତ କାଟ୍ ବେଳେ ମୋବାଇଲ ଟର୍ଚ୍ଚରେ ଆହତଙ୍କ ଚିକିତ୍ସା”
ନିଅଣ୍ଟିଆ ବର୍ଷା ପାଇଁ କାମ ଦେବନି ୧୫୦ ଦିନିଆ ବିହନ, କୃଷି ବିଜ୍ଞାନୀ ଦେଲେ ମତ
କନକ ବ୍ୟୁରୋ : ନିଅଣ୍ଟିଆ ବର୍ଷା ପାଇଁ କାମ ଦେବନି ୧୫୦ଦିନିଆ ବିହନ । ରାଜ୍ୟରେ ନିଅଣ୍ଟିଆ ବର୍ଷା ବେଳେ କୃଷି ବିଜ୍ଞାନୀ ଏପରି ମତ ଦେଇଛନ୍ତି । ଜୁଲାଇ ୧୫ତାରିଖ ସୁଦ୍ଧା ବଡ଼ ବର୍ଷାର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୮୨.୪ ମିଲିମିଟର ବର୍ଷା ହୋଇଛି । ୬୧ଲକ୍ଷ ହେକ୍ଟର ଚାଷ ଜମିରୁ ମାତ୍ର ୬ଲକ୍ଷ ୭୨ହଜାର ହେକ୍ଟର ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରାଯାଇଛି । ଯେଉଁ ସ୍ଥାନରେ ଚାଷ କାମContinue reading “ନିଅଣ୍ଟିଆ ବର୍ଷା ପାଇଁ କାମ ଦେବନି ୧୫୦ ଦିନିଆ ବିହନ, କୃଷି ବିଜ୍ଞାନୀ ଦେଲେ ମତ”