ବିବାହିତ ଯୁବକଙ୍କୁ ମହଙ୍ଗା ପଡିଲା ଏକତରଫା ପ୍ରେମ : ଅଙ୍ଗନୱାଡି ଦିଦିଙ୍କୁ ପ୍ରେମ ନିବେଦନ କରି ଗ୍ରାମବାସୀଙ୍କଠାରୁ ଖାଇଲେ ନିର୍ଦ୍ଧୁମ ଛେଚା

କନକ ବ୍ୟୁରୋ : ବିବାହିତ ଯୁବକଙ୍କୁ ମହଙ୍ଗା ପଡିଲା ଏକତରଫା ପ୍ରେମ । ଅଙ୍ଗନୱାଡି ଦିଦିଙ୍କୁ ପ୍ରେମ ନିବେଦନ କରି କାନ ଧରିବା ସହିତ ଗ୍ରାମବାସୀଙ୍କଠାରୁ ନିର୍ଦ୍ଧୁମ ଛେଚା ଖାଇଛନ୍ତି । ଘଟଣାଟି ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ । ଏହି ଗାଁର ଅଙ୍ଗନବାଡି ଦିଦି ସୁଭଦ୍ରା ବଳଙ୍କୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ଜଗନ୍ନାଥ ସ୍ୱାଇଁ ନାମକ ଜଣେ ଯୁବକ ପ୍ରଥମେ ରଙ୍ଗ ନମ୍ବର କଲରୁ ଦୀର୍ଘଦିନ ଧରି ପ୍ରେମ ନିବେଦନ କରିContinue reading “ବିବାହିତ ଯୁବକଙ୍କୁ ମହଙ୍ଗା ପଡିଲା ଏକତରଫା ପ୍ରେମ : ଅଙ୍ଗନୱାଡି ଦିଦିଙ୍କୁ ପ୍ରେମ ନିବେଦନ କରି ଗ୍ରାମବାସୀଙ୍କଠାରୁ ଖାଇଲେ ନିର୍ଦ୍ଧୁମ ଛେଚା”

ଯମୁନା ଯନ୍ତ୍ରଣାରେ ଦିଲ୍ଲୀ ଛଟପଟ୍ : ବନ୍ୟା ଜଳରେ ବୁଡିଯାଇ ୩ ନାବାଳକଙ୍କ ମୃତ୍ୟୁ

କନକ ବ୍ୟୁରୋ : ବନ୍ୟା ପାଣିରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ବର୍ଷା ଓ ବନ୍ୟା ଜଳ ପାଇଁ ଦିଲ୍ଲୀରେ ଅତି ଗମ୍ଭୀର ସ୍ଥିତି ଉପୁଜିଛି । ଏହାରି ଭିତରେ କିନ୍ତୁ ଯମୁନା ନଦୀ ଜଳସ୍ତର ଧୀରେଧୀରେ ହ୍ରାସ ପାଉଥିଲେ ସୁଦ୍ଧା ଦିଲ୍ଲୀରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଛି । ଜଳସ୍ତର ଆଗକୁ ଆହୁରି କମିବ । ତେବେ ବନ୍ୟା ଜଳ ସୁପ୍ରିମକୋର୍ଟ, ରାଜଘାଟ ସମେତ ଅନେକ ପ୍ରମୁଖ ଅଞ୍ଚଳରେ ପହଞ୍ଚିଛି । ବନ୍ୟା ଜଳ ପାଇଁContinue reading “ଯମୁନା ଯନ୍ତ୍ରଣାରେ ଦିଲ୍ଲୀ ଛଟପଟ୍ : ବନ୍ୟା ଜଳରେ ବୁଡିଯାଇ ୩ ନାବାଳକଙ୍କ ମୃତ୍ୟୁ”

ବାଇକ-ଟ୍ରକ ମୁହାଁମୁହିଁ : ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

କନକ ବ୍ୟୁରୋ : ବାଇକ-ଟ୍ରକ ମୁହାଁମୁହିଁ । ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । ଜଣେ ମୃତକ ମାଣିତ୍ରୀ ଗାଁର ହୋଇଥିବା ସୂଚନା । ଅନ୍ୟଜଣେ ଯୁବକଙ୍କ ପରିଚୟ ମିଳିପାରିନି । ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ବାଇକ ଓ ଟ୍ରକ ମଧ୍ୟରେ ଧକ୍କା ଦୁଇ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।  ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ପଠାଇଥିଲେ ।Continue reading “ବାଇକ-ଟ୍ରକ ମୁହାଁମୁହିଁ : ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ”

ବିଶିଷ୍ଟ ବୈଜ୍ଞାନିକ ତଥା ଶିଳ୍ପପତି ଶୀତକଣ୍ଠ ଦାଶ ପୁରସ୍କୃତ : ସମାଜସେବା ପାଇଁ ଏଡିନା ରୋଟାରୀ କ୍ଲବ ପକ୍ଷରୁ ପୁରସ୍କୃତ

କନକ ବ୍ୟୁରୋ : ବିଶିଷ୍ଟ ବୈଜ୍ଞାନିକ ତଥା ଶିଳ୍ପପତି ଡକ୍ଟର ଶୀତକଣ୍ଠ ଦାଶଙ୍କୁ ସମାଜସେବା ପାଇଁ ପୁରସ୍କୃତ କରିଛି ରୋଟାରୀ କ୍ଲବ । କୋଟି କୋଟି ଟଙ୍କାର ପ୍ରୋ-ବାଓଟିକ୍ ଶିଳ୍ପ ଗଠନ କରିବାରେ ସହଯୋଗ କରିଛନ୍ତି ଶୀତକଣ୍ଠ ଦାଶ । ନିକଟରେ ‘ଆର୍କ କ୍ଲୁମ୍ପ ସୋସାଇଟି’ର ସମ୍ମାନଜନକ ସଦସ୍ୟ ଭାବେ ସମ୍ମାନିତ କରିଛି ଏଡିନା ରୋଟାରୀ କ୍ଲବ । ଭଲ କାମ ପାଇଁ ଅତି କମରେ ଅଢ଼େଇ ଲକ୍ଷ ଡଲାର୍ ଅନୁଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନContinue reading “ବିଶିଷ୍ଟ ବୈଜ୍ଞାନିକ ତଥା ଶିଳ୍ପପତି ଶୀତକଣ୍ଠ ଦାଶ ପୁରସ୍କୃତ : ସମାଜସେବା ପାଇଁ ଏଡିନା ରୋଟାରୀ କ୍ଲବ ପକ୍ଷରୁ ପୁରସ୍କୃତ”

ଏସିଆନ୍ ଗେମ୍ସ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଯୁବ ଓପନର ଋତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ଭାର । ଦଳରେ ସ୍ଥାନ ପାଇଲେ ରିଙ୍କୁ ସିଂ । 

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ନୂଆ କ୍ୟାପଟେନ୍ ହେଲେ ଋତୁରାଜ ଗାଏକ୍ୱାଡ୍ । ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ମାରିଲେ ଆଇପିଏଲ ଷ୍ଟାର ରିଙ୍କୁ ସିଂ । ଶୁକ୍ରବାର ୧୯ ତମ୍ ଏସିଆନ୍ ଗେମ୍ସ ପାଇଁ ବିସିସିଆଇ ଦଳ ଘୋଷଣା କରିଥିବାବେଳେ, ଯୁବ ଓପନର ଋତୁରାଜ ଗାଏକ୍ୱାଡଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଛି । ଅନ୍ୟପଟେ ଆଇପିଏଲରେ ଚମକ୍ରାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂ, ପ୍ରଭାସିମରନ୍ ସିଂହ ଏବଂ ଜିତେଶ ଶର୍ମାଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଦଳରେ ସ୍ଥାନContinue reading “ଏସିଆନ୍ ଗେମ୍ସ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଯୁବ ଓପନର ଋତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ଭାର । ଦଳରେ ସ୍ଥାନ ପାଇଲେ ରିଙ୍କୁ ସିଂ । “

ରାଜ୍ୟରେ ୩୦୦ ପାର ହେଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ପୂର୍ବବର୍ଷ ଭଳି ଖୋର୍ଦ୍ଧାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ନିୟନ୍ତ୍ରଣରେ କୋରାପୁଟ ସ୍ଥିତି

କନକ ବ୍ୟୁରୋ : ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩୦୦ । ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ ଚିହ୍ନଟ ହୋଇଛି । ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଶେଷ ଖବର ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରୁ ୧୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ୱରରୁ ରହିଛନ୍ତି । ଖୋର୍ଦ୍ଧା ପରେ ବାଲେଶ୍ୱରରୁ ୨୪, ପୁରୀ-କଟକରୁ ୧୭ ଜଣ ଲେଖାଏଁ, ଜଗତସିଂହପୁରରୁ ୧୩, ଯାଜପୁରରୁ ୧୨ ଓ ନୟାଗଡରୁContinue reading “ରାଜ୍ୟରେ ୩୦୦ ପାର ହେଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ପୂର୍ବବର୍ଷ ଭଳି ଖୋର୍ଦ୍ଧାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ନିୟନ୍ତ୍ରଣରେ କୋରାପୁଟ ସ୍ଥିତି”

ତିନି ଦିନରେ ଟେଷ୍ଟ ମ୍ୟାଚ ଶେଷ : ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୪୧ ରନରେ ଜିତିଲା ଭାରତ; ୨ଟି ଇନିଂସରେ ଅଶ୍ୱିନୀଙ୍କ ଘାତକ ବୋଲିଂ

କନକ ବ୍ୟୁରୋ : ତିନି ଦିନରେ ଟେଷ୍ଟ ମ୍ୟାଚ ଶେଷ । ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୪୧ ରନରେ ଜିତିଲା ଭାରତ । ଦୁଇଟି ଇନିଂସରେ ଅଶ୍ୱିନୀଙ୍କ ଘାତକ ବୋଲିଂ । ପ୍ରଥମ ପାଳିରେ ୫ ୱିକେଟ୍ ସଫଳତା ପାଇଥିବା ରବିଚନ୍ଦ୍ରନ ଅଶ୍ୱିନୀ ଦ୍ୱିତୀୟ ପାଳିରେ ୭ ୱିକେଟ୍ ଅକ୍ତିଆର କରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତକୁ ପ୍ରଥମ ବିଜୟ ଭେଟି ଦେଇଛନ୍ତି । ପ୍ରଥମ ଇନିଂସରେ ଭାରତ ୪୨୧ ରନ କରି ପାଳି ଘୋଷଣା କରିଥିଲା । ଏହାContinue reading “ତିନି ଦିନରେ ଟେଷ୍ଟ ମ୍ୟାଚ ଶେଷ : ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୪୧ ରନରେ ଜିତିଲା ଭାରତ; ୨ଟି ଇନିଂସରେ ଅଶ୍ୱିନୀଙ୍କ ଘାତକ ବୋଲିଂ”

ରାଜଧାନୀରୁ ମୁହଁ ଫେରାଉଛନ୍ତି ମେଧାବୀ : ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ; ବିଜ୍ଞାନରେ ରେଭେନ୍ସା ଓ ବିଜେପିକୁ ପଛରେ ପକାଇଲା ପୁରୀ ଏସସିଏସ

କନକ ବ୍ୟୁରୋ : ରାଜଧାନୀରୁ ମୁହଁ ଫେରାଉଛନ୍ତି ମେଧାବୀ ଛାତ୍ରଛାତ୍ରୀ । ଯୁକ୍ତ ୩ରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ କଳା, ବିଜ୍ଞାନରେ ବିଜେବି ଓ ରେଭେନ୍ସା ମହାବିଦ୍ୟାଳୟକୁ ଟପି ଯାଇଛି ଅନ୍ୟାନ୍ୟ କଲେଜ । ବିଜ୍ଞାନରେ ପୁରୀ ଏସସିଏସ୍ କଲେଜର ସର୍ବାଧିକ କଟ୍ ଅଫ୍ ରହିଛି । ସେହିଭଳି କଳାରେ ବାଲେଶ୍ୱରର ଫକିରମାହନ ବିଶ୍ୱବିଦ୍ୟାଳୟ ଓ ବାରିପଦାର ଏମପିସି କଲେଜର ସର୍ବାଧିକ କଟContinue reading “ରାଜଧାନୀରୁ ମୁହଁ ଫେରାଉଛନ୍ତି ମେଧାବୀ : ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ; ବିଜ୍ଞାନରେ ରେଭେନ୍ସା ଓ ବିଜେପିକୁ ପଛରେ ପକାଇଲା ପୁରୀ ଏସସିଏସ”

ସିବିଏସଇ ପରୀକ୍ଷା ତାରିଖ ଘୋଷଣା : ଫେବ୍ରୁଆରି ୧୫ରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

କନକ ବ୍ୟୁରୋ : ସିବିଏସଇ ପରୀକ୍ଷା ତାରିଖ ଘୋଷଣା । ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସଇ । ଘୋଷଣା ଅନୁସାରେ ଫେବ୍ରୁଆରୀ ୧୫ରୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ । ଅଥାର୍ତ ପ୍ରାୟ ୫୫ ଦିନ ଧରି ବିଭିନ୍ନ ବିଷୟରେ ପରୀକ୍ଷା ହେବ । ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତContinue reading “ସିବିଏସଇ ପରୀକ୍ଷା ତାରିଖ ଘୋଷଣା : ଫେବ୍ରୁଆରି ୧୫ରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା”

ଶ୍ରୀମନ୍ଦିରରେ ଲାଗିବ ମହାପ୍ରସାଦ ଦର ତାଲିକା, ଗଠନ ହେଲା ସବକମିଟି

କନକ ବ୍ୟୁରୋ : ଶ୍ରୀମନ୍ଦିର ଆନନ୍ଦବଜାରରେ ବାରମ୍ବାର ବିଶୃଙ୍ଖଳା ଓ ଭକ୍ତଙ୍କୁ ଆକ୍ରମଣ ପରେ ଶୃଙ୍ଖଳା ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଦଇତାପତି ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ । ଯେଉଁଥିରେ ଆନନ୍ଦବଜାରର ବିଭିନ୍ନ ବିଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତିContinue reading “ଶ୍ରୀମନ୍ଦିରରେ ଲାଗିବ ମହାପ୍ରସାଦ ଦର ତାଲିକା, ଗଠନ ହେଲା ସବକମିଟି”

Design a site like this with WordPress.com
Get started