ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ଜାଣନ୍ତୁ ଆଜି କେଉଁ ଜିଲ୍ଲାରେ ହେବ ବର୍ଷା ?

କନକ ବ୍ୟୁରୋ : ଭୋର ସମୟରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପଝିପ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନେର ଶୁକ୍ରବାର ଦିନ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବୋଲଶ୍ୱର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୬ ଓContinue reading “ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ଜାଣନ୍ତୁ ଆଜି କେଉଁ ଜିଲ୍ଲାରେ ହେବ ବର୍ଷା ?”

ବନମହୋତ୍ସବରେ ଚାଲିଛି ବୃକ୍ଷ ରୋପଣ କାର୍ଯ୍ୟକ୍ରମ, କୋଇଡା ପଟାପଡା ଲୌହ ଖଣି ପକ୍ଷରୁ ବନମୋହତ୍ସବ ପାଳିତ

କନକ ବ୍ୟୁରୋ : କୋଇଡ଼ା ଖଣି ଅଂଚଳ ମାଲଦା ଗ୍ରାମ ପଂଚାୟତ ପଟାପଡ଼ା ଲୌହ ଖଣି ପକ୍ଷରୁ ବନମହୋତ୍ସବ ପାଳିତ ହୋଇଛି । ପଟାପଦା ପ୍ରକଳ୍ପ ଉଚ୍ଚ ପ୍ରାଥିମକ ବିଦ୍ୟାଳୟରେ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ବାସିନ୍ଦା ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଗହଣରେ ବେଶ ଉତ୍ସାହର ସହ ବନମହୋତ୍ସବ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଇଡ଼ା ବ୍ଲକର ବନ ଅଧିକାରୀ ଭବନେଶ୍ୱର ରାୟ ଓ ମଧୁସ୍ମିତା ପ୍ରଧାନ ଆଦି ଯୋଗଦାନContinue reading “ବନମହୋତ୍ସବରେ ଚାଲିଛି ବୃକ୍ଷ ରୋପଣ କାର୍ଯ୍ୟକ୍ରମ, କୋଇଡା ପଟାପଡା ଲୌହ ଖଣି ପକ୍ଷରୁ ବନମୋହତ୍ସବ ପାଳିତ”

ପ୍ରକାଶ ପାଇଲା ଯୁକ୍ତ ତିନି ନାମଲେଖା ପାଇଁ କଟ୍ ଅଫ୍ ମାର୍କ । ପ୍ରଥମ କଟ୍-ଅଫ୍ ତାଲିକାରେ ରେଭେନ୍ସା ଓ ବିଜେପିକୁ ପଛରେ ପକାଇଲା ପୁରୀ ଏସିଏସ

କନକ ବ୍ୟୁରୋ : ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇଛି । ତେବେ ଯେଉଁ କଲେଜରେ ଇଣ୍ଟିଗ୍ରେଟେଡ୍ ବିଏଡ୍ ଅଛି, ସେଠାରେ ଅଧିକ କଟ୍ ଅଫ୍ ରହିଛି । ତେବେ କଳା, ବିଜ୍ଞାନରେ ବିଜେବି ଓ ରେଭେନ୍ସା ମହାବିଦ୍ୟାଳୟକୁ ଟପି ଯାଇଛି ଅନ୍ୟାନ୍ୟ କଲେଜ । ବିଜ୍ଞାନରେ ପୁରୀ ଏସିଏସ୍ କଲେଜ ସର୍ବାଧିକContinue reading “ପ୍ରକାଶ ପାଇଲା ଯୁକ୍ତ ତିନି ନାମଲେଖା ପାଇଁ କଟ୍ ଅଫ୍ ମାର୍କ । ପ୍ରଥମ କଟ୍-ଅଫ୍ ତାଲିକାରେ ରେଭେନ୍ସା ଓ ବିଜେପିକୁ ପଛରେ ପକାଇଲା ପୁରୀ ଏସିଏସ”

ଶୁଭାରମ୍ଭ, ଶିଳାନ୍ୟାସ, ଭିତିପ୍ରସ୍ତର ସ୍ଥାପନ ।‘ନବୀନ’ ସରକାରଙ୍କ ଫୋକସରେ ପଶ୍ଚିମ ଓଡ଼ିଶା । ବିରୋଧୀଙ୍କ ଗଡ଼ରେ ବିଜେଡି ବାନା ଉଡ଼ାଇବାକୁ ସଜବାଜ !

କନକ ବ୍ୟୁରୋ: ଶୁଭାରମ୍ଭ, ଶିଳାନ୍ୟାସ, ଭିତିପ୍ରସ୍ତର ସ୍ଥାପନ । ବିକାଶର ବାର୍ତ୍ତା ନେଇ ଗୋଟିଏ ମଞ୍ଚରେ ଏକାଧିକ ପ୍ରକଳ୍ପର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରୀ ବ୍ୟବସ୍ଥାକୁ ସିଧାସଳଖ ଲୋକଙ୍କ ସହ ଯୋଡ଼ିବା ପାଇଁ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ସଭାଘର କାର୍ଯ୍ୟକ୍ରମ । ପଶ୍ଚିମ ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ପଶ୍ଚିମାଞ୍ଚଳର ପ୍ରାୟ ଏକ ହଜାର ପଞ୍ଚାୟତରେ ହେବ ମୁଖ୍ୟମନ୍ତ୍ରୀ ସଭାଘର । ‘ନବୀନ’ ସରକାରଙ୍କ ଫୋକସରେ ପଶ୍ଚିମ ଓଡ଼ିଶା ବିରୋଧୀଙ୍କContinue reading “ଶୁଭାରମ୍ଭ, ଶିଳାନ୍ୟାସ, ଭିତିପ୍ରସ୍ତର ସ୍ଥାପନ ।‘ନବୀନ’ ସରକାରଙ୍କ ଫୋକସରେ ପଶ୍ଚିମ ଓଡ଼ିଶା । ବିରୋଧୀଙ୍କ ଗଡ଼ରେ ବିଜେଡି ବାନା ଉଡ଼ାଇବାକୁ ସଜବାଜ !”

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ବିଶାଳ ସ୍କୋର ଅଭିମୁଖେ ଭାରତ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦୁଇ ୱିକେଟ ରେ ୩୧୨ ରନ କରିଛି ଭାରତୀୟ ଟିମ୍

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଶାଳ ସ୍କୋର ଅଭିମୁଖେ ଭାରତ । ପ୍ରଥମ ଦିବସରେ ଘରୋଇ ଦଳ ମାତ୍ର ୧୫୦ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା । ପରେ ଭାରତ ପ୍ରଥମ ଇନିସ ଆରମ୍ଭ କରିଥିଲା । ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦୁଇ ୱିକେଟ ହରାଇ ୩୧୨ ରନ କରିଛି । ଭାରତ ପକ୍ଷରୁ ଓପନର ରୋହିତ ଶର୍ମା ଏବଂ ପଦାର୍ପଣକାରୀ ଯଶସ୍ୱୀ ଜୟସ୍ୱାଲଙ୍କ ଶତକୀୟ ଇନିସ୍ ଖେଳିଛନ୍ତି ।Continue reading “ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ବିଶାଳ ସ୍କୋର ଅଭିମୁଖେ ଭାରତ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦୁଇ ୱିକେଟ ରେ ୩୧୨ ରନ କରିଛି ଭାରତୀୟ ଟିମ୍”

ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭୟାରଣ୍ୟରେ ଆଉ ଏକ ଚିତାର ମୃତ୍ୟୁ । ଗତ ୪ ମାସ ମଧ୍ୟରେ ପ୍ରାଣ ହରାଇଲେଣି ୮ ଚିତା ବାଘ

କନକ ବ୍ୟୁରୋ : ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭୟାରଣ୍ୟରେ ଶୁକ୍ରବାର ଆଉ ଏକ ଚିତା ବାଘର ମୃତ୍ୟୁ ହୋଇଛି । ଆଫ୍ରିକାରୁ ଆସିଥିବା ଅଣ୍ଡିରା ଚିତା ସୁରଜର ଶ୍ରକବାର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଗତ ଚାରି ମାସ ମଧ୍ୟରେ ୮ ଚିତାଙ୍କ ମୃତ୍ୟୁ ହୋଇସାରିଲାଣି । ଗତ ମଙ୍ଗଳବାର ଅଣ୍ଡିରା ଚିତା ତେଜସର ମୃତ୍ୟୁ ହୋଇଥିଲା । ଆଉ ଏହାର ତିନି ଦିନ ପରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମାଇContinue reading “ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭୟାରଣ୍ୟରେ ଆଉ ଏକ ଚିତାର ମୃତ୍ୟୁ । ଗତ ୪ ମାସ ମଧ୍ୟରେ ପ୍ରାଣ ହରାଇଲେଣି ୮ ଚିତା ବାଘ”

ପାଠ ଚାପରୁ ଘର ଛାଡିଥିଲେ ଛାତ୍ର । ମିଳିଲା ନିଖୋଜ ଛାତ୍ରର ସନ୍ଧାନ । ଡେଲାଙ୍ଗ ଜେନାପୁର ରେଳ ଷ୍ଟେସନରୁ ଉଦ୍ଧାର କଲା କମିସନରେଟ୍ ପୁଲିସ  

କନକ ବ୍ୟୁରୋ: ମିଳିଲା ନିଖୋଜ ବାଳକ । ୯ ଦିନ ପରେ ଜେନାପୁର ଷ୍ଟେସନରୁ ଠାବ ହେଲେ ଯୋଗେଶ ବାଲାଜୀ ଲିଙ୍ଗାଡେ । ୯ ଦିନ ଧରି କେଉଁଠି ଥିଲେ, କ’ଣ କରୁଥିଲେ, କ’ଣ ଖାଉଥିଲେ ଓ କେମିତି ବଞ୍ଚୁଥିଲେ, ତାକୁ ନେଇ ଚିନ୍ତାରେ ଥିଲା ପରିବାର । ଘର ଲୋକ ଅଭିଯୋଗ ଆଣିଥିଲେ, କେହି ଜଣେ ଅଜଣା ବ୍ୟକ୍ତି ଏକ ଅଜଣା ନମ୍ବରରୁ ମୁଣ୍ଡ ଜାମିନ ରଖି ୩ ଲକ୍ଷ ଟଙ୍କା ମାଗୁଛି । ସମସ୍ତଙ୍କୁContinue reading “ପାଠ ଚାପରୁ ଘର ଛାଡିଥିଲେ ଛାତ୍ର । ମିଳିଲା ନିଖୋଜ ଛାତ୍ରର ସନ୍ଧାନ । ଡେଲାଙ୍ଗ ଜେନାପୁର ରେଳ ଷ୍ଟେସନରୁ ଉଦ୍ଧାର କଲା କମିସନରେଟ୍ ପୁଲିସ  “

ଅସନ୍ତୋଷ ଭିତରେ ସମ୍ପ୍ରସାରଣ ହେଲା ମହାରାଷ୍ଟ ମନ୍ତ୍ରୀମଣ୍ଡଳ । ଉପ-ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ

କନକ ବ୍ୟୁରୋ : ମହାରାଷ୍ଟ୍ର ମନ୍ତ୍ରୀମନ୍ତ୍ରଣ୍ଡର ସଂପ୍ରସାରଣ । ମନ୍ତ୍ରୀମାନଙ୍କୁ ମିଳିଛି ନୂଆ ଦାୟିତ୍ୱ । ଏନସିପିର ବିଦ୍ରୋହୀ ଅଜିତ୍ ପାୱାରଙ୍କ ଗୋଷ୍ଠୀ, ଶିବସେନା ଓ ବିଜେପି ସରକାରରେ ମିଶିବା ପରେ ଶୁକ୍ରବାର ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହୋଇଛି । ମହାରାଷ୍ଟ୍ର କ୍ୟାବିନେଟରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ୍ ପାୱାରଙ୍କୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ମିଳିଛି । କ୍ୟାବିନେଟରେ ସାମିଲ ହୋଇଥିବା ବାକି ୮ ଏନସିପିି ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଛି । ଅଜିତଙ୍କ ଘନିଷ୍ଠContinue reading “ଅସନ୍ତୋଷ ଭିତରେ ସମ୍ପ୍ରସାରଣ ହେଲା ମହାରାଷ୍ଟ ମନ୍ତ୍ରୀମଣ୍ଡଳ । ଉପ-ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ”

ଫ୍ରାନ୍ସ ଜାତୀୟ ଦିବସ ପରେଡ଼ରେ ମୁଖ୍ୟ ଅତିଥି ଭାବେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ୧୪ବର୍ଷ ପରେ ପ୍ୟାରିସରେ ପରେଡ଼ କଲେ ଭାରତର ୩ ସେନା

କନକ ବ୍ୟୁରୋ : ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ନ୍ଧନା ଜଣାଇଛନ୍ତି ଫ୍ରାନ୍ସ ସରକାର । ଶ୍ରକ୍ରବାର ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ ତଥା ‘ବ୍ୟାଷ୍ଟିଲ ଡେ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦୁଇ ରାଷ୍ଟ୍ରର ମୁଖ୍ୟ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ପରସ୍ପରକୁ ଆଲିଙ୍ଗିନ କରୁଥିବା ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଭିଡିଓକୁ ନିଜେ ଇମାନୁଏଲ ମାକ୍ରୋନContinue reading “ଫ୍ରାନ୍ସ ଜାତୀୟ ଦିବସ ପରେଡ଼ରେ ମୁଖ୍ୟ ଅତିଥି ଭାବେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ୧୪ବର୍ଷ ପରେ ପ୍ୟାରିସରେ ପରେଡ଼ କଲେ ଭାରତର ୩ ସେନା”

ଦଳର ଛାତ୍ର ଶାଖା ଉପରେ ବିଜେଡିର ଫୋକସ । ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ସଦସ୍ୟଙ୍କୁ ପରାମର୍ଶ । ଏପଟେ କାହିଁକି ହେଉନି ଛାତ୍ର ସଂସଦ ନିର୍ବାଚନ, ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ଦଳର ଛାତ୍ର ଶାଖା ଉପରେ ବିଜେଡିର ଫୋକସ । ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ସଦସ୍ୟଙ୍କୁ ପରାମର୍ଶ ଦିଆଯାଇଛି । ବିଶେଷକରି ବିରୋଧୀଙ୍କୁ ରୋକିବା ପାଇଁ ହେଉ କି କେନ୍ଦ୍ର ଅବହେଳା ହେଉ, ରାଜ୍ୟ ସରକାର ବିରୋଧରେ ପ୍ରଚାରକୁ କାଉଣ୍ଟର କରିବେ ଛାତ୍ର ବିଜେଡିର ସଦସ୍ୟ । ଏପଟେ କାହିଁକି ଛାତ୍ର ସଂସଦ ନିର୍ବାଚନ ହେଉ ନାହିଁ ବୋଲି ପ୍ରଶ୍ନ ଉଠିଛି । ତେବେ ଛାତ୍ର ସଂସଦ ନିର୍ବାଚନContinue reading “ଦଳର ଛାତ୍ର ଶାଖା ଉପରେ ବିଜେଡିର ଫୋକସ । ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ସଦସ୍ୟଙ୍କୁ ପରାମର୍ଶ । ଏପଟେ କାହିଁକି ହେଉନି ଛାତ୍ର ସଂସଦ ନିର୍ବାଚନ, ଉଠିଲା ପ୍ରଶ୍ନ”

Design a site like this with WordPress.com
Get started