The post ପ୍ରାଇମ ଟାଇମ ବୁଲେଟିନ: ୧୩/୦୭/୨୦୨୩ first appeared on Kanak News. from Kanak News via <a href="https://ifttt.com/?
Tag Archives: News
ପ୍ରାଇମ ଟାଇମ ବୁଲେଟିନ: ୧୨/୦୭/୨୦୨୩
The post ପ୍ରାଇମ ଟାଇମ ବୁଲେଟିନ: ୧୨/୦୭/୨୦୨୩ first appeared on Kanak News. from Kanak News via <a href="https://ifttt.com/?
ପ୍ରାଇମ ଟାଇମ ବୁଲେଟିନ: ୧୧/୦୭/୨୦୨୩
The post ପ୍ରାଇମ ଟାଇମ ବୁଲେଟିନ: ୧୧/୦୭/୨୦୨୩ first appeared on Kanak News. from Kanak News via <a href="https://ifttt.com/?
୨୦୨୪ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ : ଫୋକସରେ ପରାଜିତ ସଂସଦୀୟ କ୍ଷେତ୍ର
କନକ ବ୍ୟୁରୋ : ରାଜ୍ୟ ବିଜେପି ତରଫରୁ ଆଜି ୨ୟ ରୁଦ୍ଧଦ୍ୱାର ବୈଠକ ଆରମ୍ଭ ହୋଇଛି । କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲଙ୍କ ନେତୃତ୍ୱରେ ବୈଠକରେ ପରାଜିତ ସଂସଦୀୟ କ୍ଷେତ୍ରକୁ ନେଇ ବିଶେଷ ଆଲୋଚନା କରାଯିବ । ୨ ଟି ପର୍ଯ୍ୟାୟରେ ବୈଠକ କରାଯିବା ନେଇ ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ୧୩ ଲୋକସଭା କ୍ଷେତ୍ରଗୁଡିକର ପ୍ରଭାରୀ, ସହ ପ୍ରଭାରୀ ଓ ବିଭିନ୍ନ ଦାୟିତ୍ୱରେ ଥିବା କାଯ୍ୟକର୍ତାଙ୍କ ସହ ଆଲୋଚନା କରାଯିବାକୁ ଥିବାବେଳେ ୨ୟ ପର୍ଯ୍ୟାୟରେ ବିଜେପିରContinue reading “୨୦୨୪ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ : ଫୋକସରେ ପରାଜିତ ସଂସଦୀୟ କ୍ଷେତ୍ର”
ନବ ଦାସଙ୍କ ରକ୍ତ ଜୁଡୁବୁଡୁ ସାର୍ଟ ଓ ଗୁଳି କୁଆଡେ ଗଲା, ଗୋପାଳ ଦାସର ମୋବାଇଲ କଲ ରେକର୍ଡ କାହିଁକି କରାଗଲାନି ଯାଞ୍ଚ? କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ସୁରେଶ ଉଠାଇଲେ ପ୍ରଶ୍ନ ।
କନକ ବ୍ୟୁରୋ : ନବଦାସ ହତ୍ୟାକାଣ୍ଡ ଘଟଣାର ଚାର୍ଜସିଟକୁ ରଦ୍ଦି କାଗଜ ବୋଲି କହିଲେ ବିଜେପି ସାଂସଦ ସୁରେଶ ପୂଜାରୀ । ନବଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କୁ କାଲି ତଳ କୋର୍ଟରେ ହାଜ଼ର କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ସମୟ ଅବଧି ଭିତରେ ୫୦୦ ପୃଷ୍ଠାର ଚାର୍ଜ ସିଟ ଦାଖଲ କରିଛି କ୍ରାଇମବ୍ରାଂଚ । ଏହି ହତ୍ୟାକାଣ୍ଡ ଘଟଣାରେ ୧୦୦ ଜଣ ସାକ୍ଷୀ ରହିଥିବାବେଳେ ୯୦ ଟି ଡକୁମେଣ୍ଟ ଚାର୍ଜସିଟରେ ଦାଖଲ ହୋଇଛି ।Continue reading “ନବ ଦାସଙ୍କ ରକ୍ତ ଜୁଡୁବୁଡୁ ସାର୍ଟ ଓ ଗୁଳି କୁଆଡେ ଗଲା, ଗୋପାଳ ଦାସର ମୋବାଇଲ କଲ ରେକର୍ଡ କାହିଁକି କରାଗଲାନି ଯାଞ୍ଚ? କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ସୁରେଶ ଉଠାଇଲେ ପ୍ରଶ୍ନ ।”
ଆବାସ ଯୋଜନା ହିତାଧିକାରୀ ଚୟନରେ ପାତରଅନ୍ତର : ପ୍ରତିବାଦରେ ଆମରଣ ଅନଶନରେ ୫୦ରୁ ଅଧିକ ହିତାଧିକାରୀ
କନକ ବ୍ୟୁରୋ : ହିତାଧିକାରୀ ଚୟନରେ ପାତରଅନ୍ତର ପ୍ରତିବାଦରେ ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଜାରି ରହିଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୋଚ୍ଛା, ସିଂହାରୀ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ବିଗତ ୧୧ତାରିଖରୁ ଗଣ ଧାରଣା ଚାଲିଥିଲା । କିନ୍ତୁ ପ୍ରଶାସନ ଦାବୀ ପୂରଣ ନ କରିବାରୁ ଆଜି ସକାଳ ୧୦ଟାରୁ ଆମରଣ ଅନଶନ ଚଳାଇଛନ୍ତି ପ୍ରାୟ ୫୦ଜଣ ହିତାଧିକାରୀ । କିଛିContinue reading “ଆବାସ ଯୋଜନା ହିତାଧିକାରୀ ଚୟନରେ ପାତରଅନ୍ତର : ପ୍ରତିବାଦରେ ଆମରଣ ଅନଶନରେ ୫୦ରୁ ଅଧିକ ହିତାଧିକାରୀ”
ପାରିବାରିକ କଳହର କରୁଣ ପରିଣତି : ସ୍ୱାମୀର ପନିକି ଚୋଟରେ ସ୍ତ୍ରୀ ମୃତ
କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ବଣିଆ ହୁଡ଼ି ଗ୍ରାମରେ ଅଘଟଣ । ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ସ୍ୱାମୀ ତାର ସ୍ତ୍ରୀକୁ ପନିକିରେ ହାଣି ହତ୍ୟା କରିଛି । ସୂଚନାରୁ ଜଣାପଡିଛି ଯେ ଗ୍ରାମର ବାପୁନୁ ବିନ୍ଧାଣି ଓ ସ୍ତ୍ରୀ ତୁଳସୀ ବିନ୍ଧାଣି ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ଗତକାଲି ରାତିରୁ ଝଗଡା ଲାଗିଥିବା ବେଳେ ଆଜି ସକାଲେ ସ୍ୱାମୀ ବାପୁନୁ ପନିକିରେContinue reading “ପାରିବାରିକ କଳହର କରୁଣ ପରିଣତି : ସ୍ୱାମୀର ପନିକି ଚୋଟରେ ସ୍ତ୍ରୀ ମୃତ”
କୁନି ବୟସରେ କମାଲ କଲେ, ବୁଦ୍ଧି ଖଟାଇ ଆବିଷ୍କାର କଲେ ବିରଳ ମଲ୍ଟି ଟାସ୍କିଙ୍ଗ ମେସିନ୍
କନକ ବ୍ୟୁରୋ: ଆମେ କହୁଛୁ କୁନି ପୁଅ ମୋମିନ୍ ଇସାକଙ୍କ କଥା । ବୟସ ମାତ୍ର ୧୦ ବର୍ଷ । ତୃତୀୟ ଶ୍ରେଣୀର ଛାତ୍ର । ହେଲେ ଛୋଟିଆ ମୁଣ୍ଡରେ ପ୍ରବଳ ବୁଦ୍ଧି । ଏଇ କୁନି ବୟସରେ ତିଆରି କଲେ ଏପରି ଏକ ମେସିନ୍ ଯାହା ଏକାବେଳେ ଫ୍ରିଜର , କୁଲର , ରୁମ୍ ୱାର୍ମର ଓ ରେଫ୍ରିଜରେଟରର କାମ କରିପାରିବ । ତାଙ୍କର ଏପରି ଆବିଷ୍କାର ତାଙ୍କୁ ପୁରା ଦେଶରେ ସୁନାମ ଆଣି ଦେଇଛିContinue reading “କୁନି ବୟସରେ କମାଲ କଲେ, ବୁଦ୍ଧି ଖଟାଇ ଆବିଷ୍କାର କଲେ ବିରଳ ମଲ୍ଟି ଟାସ୍କିଙ୍ଗ ମେସିନ୍”
ଡାକ୍ତର ହେବାକୁ ଯାଇଥିଲା ପୁଅ, ଘରକୁ ଶବ ହୋଇ ଫେରିଲା: ଦୁଃଖୀ ମା’ର କୋହ
କନକ ବ୍ୟୁରୋ: ‘ଯିବା ପୂର୍ବରୁ ପୁଅ ମୋର ଭାରି ଖୁସିରେ ସପିଙ୍ଗ କଲା, ଯାହା ଦରକାର ସବୁ କିଣିଲା । ଘର ଛାଡି ଡାକ୍ତର ହେବାକୁ ଯାଇଥିଲା । ହେଲେ ଘରକୁ ଶବ ହୋଇ ଫେରିଲା । ଯେଉଁ ବେକରେ ଡଉଁରିଆ ଫିତାଟେ ବି ବାନ୍ଧିବାକୁ ବିରକ୍ତ ହେଉଥିଲା ସେ ବେକରେ ଫାଶିର କଳାଦାଗ ଥିଲା । ମୋ ପୁଅକୁ ସେମାନେ ଜାଣିଶୁଣି ମାରିଦେଲେ’ । ଏ ହେଉଛି ପୁଅକୁ ହରାଇଥିବା ଜଣେ ଅସହାୟ ମା’ର କୋହContinue reading “ଡାକ୍ତର ହେବାକୁ ଯାଇଥିଲା ପୁଅ, ଘରକୁ ଶବ ହୋଇ ଫେରିଲା: ଦୁଃଖୀ ମା’ର କୋହ”
ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଗୋପାଳ ? ୫୦୦ ପୃଷ୍ଠାର ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ରଖିଲା ଚାଞ୍ଚଲ୍ୟକର ତଥ୍ୟ
କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ୫୦୦ ପୃଷ୍ଠାର ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ଚାଞ୍ଚଲ୍ୟକର ତଥ୍ୟ ରଖିଛି । ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ । ନିଜ ଭାଇଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିର ଯାଇ ଶପଥ ନେଇଥିଲା ଗୋପାଳ । ଏପରିକି ଏହାପରେ ସେ ହତ୍ୟା ପାଇଁ ବାରମ୍ବାର ପ୍ରୟାସ କରି ବି ବିଫଳ ହୋଇଥିଲା । ବ୍ରଜରାଜନଗରରେ ନବଙ୍କୁ ହତ୍ୟା କରିବାକୁContinue reading “ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଗୋପାଳ ? ୫୦୦ ପୃଷ୍ଠାର ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ରଖିଲା ଚାଞ୍ଚଲ୍ୟକର ତଥ୍ୟ”