କନକ ବ୍ୟୁରୋ : ଛାତ୍ରକୁ ଶିକ୍ଷୟିତ୍ରୀ ମାଡ ମାରି ହେଲେ ନିଲମ୍ବିତ । କାମାକ୍ଷାନଗର କଙ୍କଡାହାଡ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କ୍ଷଣପ୍ରଭା ବେହେରା ନିଲମ୍ବିତ ହୋଇଛନ୍ତି । ପ୍ରାର୍ଥନାସଭା ଚାଲିଥିବା ବେଳେ ଗଣପତି ମହାନ୍ତଙ୍କ ଛାତିକୁ ବିଧା ମାରିଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଛାତ୍ର ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦଣ୍ଡମୁକ୍ତ ଅଞ୍ଚଳରେ ଶିକ୍ଷୟିତ୍ରୀଙ୍କ ଏଭଳି କାରନାମାକୁ ସବୁଆଡୁ ନିନ୍ଦା କରାଯାଇଥିଲା । ସେପଟେ ଅଭିଭାବକ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନContinue reading “ଛାତ୍ରକୁ ମାଡ ମାରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ : କଙ୍କଡାହାଡ ସ୍କୁଲର ଶିକ୍ଷୟିତ୍ରୀ କ୍ଷଣପ୍ରଭା ବେହେରା ନିଲମ୍ବିତ”
Tag Archives: News
ଯମଯନ୍ତ୍ରଣା ଦେଉଛି ଯମୁନା : ପାଣିରେ ଉବୁଟୁବୁ ଦିଲ୍ଲୀ; ବିଧାନସଭା, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପାଣି
କନକ ବ୍ୟୁରୋ : ଯମୁନା ନଦୀ ଯୋଗୁଁ ଭାସୁଛି ରାଜଧାନୀ ଦିଲ୍ଲୀ । ବିଭିନ୍ନ ରାସ୍ତା ଉପରେ ନଈ ଭଳି ପାଣିର ସୁଅ ଛୁଟୁଛି । ନଦୀ ଜଳସ୍ତର ବଢ଼ିବାରୁ ଦିଲ୍ଲୀରେ ସମସ୍ତ ସ୍କୁଲ୍ ଏବଂ କଲେଜ ଆସନ୍ତା ରବିବାର ପର୍ଯ୍ୟନ୍ତ ବନ୍ଦ ରହିଛି । ସେହିପରି ଏମର୍ଜେନ୍ସି ସେବା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ଘରୋଇ ଅଫିସଗୁଡ଼ିକ ୱାର୍କ ଫ୍ରମ ହୋମ୍ ଫର୍ମୁଲାରେ ଚାଲିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀରେContinue reading “ଯମଯନ୍ତ୍ରଣା ଦେଉଛି ଯମୁନା : ପାଣିରେ ଉବୁଟୁବୁ ଦିଲ୍ଲୀ; ବିଧାନସଭା, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପାଣି”
ଆସୁଛି ୨ଟି ଲଘୁଚାପ : ସ୍କାଏମେଟର ଆକଳନ, ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା
କନକ ବ୍ୟୁରୋ : ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ । ଓଡିଶାରେ ଆହୁରି ସକ୍ରିୟ ହେବ ମୌସୁମୀ । ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି । ୧୬ ତାରିଖ ବେଳକୁ ଉତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜି ନୂଆପଡ଼ା, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର କେତେକContinue reading “ଆସୁଛି ୨ଟି ଲଘୁଚାପ : ସ୍କାଏମେଟର ଆକଳନ, ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା”
ପ୍ୟାରିସରେ ପ୍ରଧାନମନ୍ତ୍ରୀ : ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇ କହିଲେ, ଭାରତୀୟ ଯେଉଁଠି ମିନି ଇଣ୍ଡିଆ ସେଇଠି
କନକ ବ୍ୟୁରୋ : ଆଜି ଫ୍ରାନ୍ସ ତାର ରାଷ୍ଟ୍ର ଦିବସ ବା ବ୍ୟାଷ୍ଟିଲ ଡେ’ ପାଳନ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ଏଥିପାଇଁ ଦୁଇ ଦିନିଆ ଗସ୍ତରେ ଅଛନ୍ତି । ଏହା ପୂର୍ବରୁ ପ୍ୟାରିସରେ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଲା ସିଏନ ମ୍ୟୁଜିକଲେରେ ଉଦବୋଧନ ଦେଇଛନ୍ତି । ମୋଦୀ ଏହି ସ୍ଥାନରେ ପହଞ୍ଚିବା ପରେ ଉପସ୍ଥିତ ପ୍ରବାସୀ ଭାରତୀୟ ମୋଦୀ ମୋଦୀ ନାରା ଦେଇContinue reading “ପ୍ୟାରିସରେ ପ୍ରଧାନମନ୍ତ୍ରୀ : ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇ କହିଲେ, ଭାରତୀୟ ଯେଉଁଠି ମିନି ଇଣ୍ଡିଆ ସେଇଠି”
ଆଉ କେଇ ଘଣ୍ଟାର ଅପେକ୍ଷା : ଅପରାହ୍ନରେ ଚନ୍ଦ୍ରଯାନ-୩ ପ୍ରେରଣ କରିବ ଭାରତ; ପୁରୀରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା
କନକ ବ୍ୟୁରୋ : ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଆଜି ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । ୨୦୧୯ ସେପ୍ଟେ୍ମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା । ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟରContinue reading “ଆଉ କେଇ ଘଣ୍ଟାର ଅପେକ୍ଷା : ଅପରାହ୍ନରେ ଚନ୍ଦ୍ରଯାନ-୩ ପ୍ରେରଣ କରିବ ଭାରତ; ପୁରୀରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା”
ବାହାବେଦୀରେ ଅନଶନରେ ବସିଲେ ମହିଳା । ବିବାହ ରୋକିବାକୁ ଥାନାରେ ହେଲେ ଦ୍ୱାରସ୍ଥ ।
କନକ ବ୍ୟୁରୋ: ନିମାପଡା ବ୍ଲକ ବଳଙ୍ଗା ଥାନା ତୋଟା ସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବାହାବେଦୀରେ ଅନଶନରେ ବସିଲେ ମହିଳା । ଆଜି ମଙ୍ଗନ ଆଉ କାଲି ବାହାଘର ଥିବାରୁ ଏହା ପୂର୍ବରୁ ଏଭଳି ଖବର ସାମ୍ନାକୁ ଆସିଛି । ବିବାହ ରୋକିବାକୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାେରେ, ପୁରୀ ଟାଉନ ଥାନା ଅଞ୍ଚଳର ଲକ୍ଷ୍ମୀ ମଲ୍ଲିକଙ୍କ ସହ ବଳଙ୍ଗା ଥାନା ତୋଟା ସାହିର ରମେଶ ଚନ୍ଦ୍ର ମଲ୍ଲିକରଙ୍କ ସହContinue reading “ବାହାବେଦୀରେ ଅନଶନରେ ବସିଲେ ମହିଳା । ବିବାହ ରୋକିବାକୁ ଥାନାରେ ହେଲେ ଦ୍ୱାରସ୍ଥ ।”
ଖସିଯିବେ କି ଧଳସାମନ୍ତ ? ୩୮ ମାମଲାରେ ୨ ଶହ ସାକ୍ଷୀ । କୋର୍ଟରେ ଛିଡାହେବାକୁ ସାକ୍ଷୀଙ୍କ ପଛଘୁଞ୍ଚା
କନକ ବ୍ୟୁରୋ: ୨୯ ଜାନୁଆରୀ ୨୦୧୬ ମସିହା ଜାନୁଆରୀ ୨୯ ତାରିଖରେ ଗ୍ୟାଙ୍ଗଷ୍ଟର ଭାଇ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଗିରଫ ହେବା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ବାଲି ଚୋରାଚାଲାଣ, ଦାଦାବଟି ଆଦାୟଠୁ ଆରମ୍ଭ କରି ବିଭିନ୍ନ ଅପରାଧରେ ଏମାନଙ୍କ ସଂପୃକ୍ତି ହଇଚଇ ସୃଷ୍ଟି କରିଥିଲା । ବର୍ତମାନ ଏହି ଦୁଇଭାଇଙ୍କ ବିରୋଧରେ ୩୮ ମାମଲା ଚାଲିଛି । କିନ୍ତୁ ପୁଲିସର ନିଷ୍କ୍ରିୟତା ଓ ସାକ୍ଷୀଙ୍କ ପଛଘୁଞ୍ଚା କାରଣରୁ ଏବେ ଧଳସାମନ୍ତ ଖସିଯିବାContinue reading “ଖସିଯିବେ କି ଧଳସାମନ୍ତ ? ୩୮ ମାମଲାରେ ୨ ଶହ ସାକ୍ଷୀ । କୋର୍ଟରେ ଛିଡାହେବାକୁ ସାକ୍ଷୀଙ୍କ ପଛଘୁଞ୍ଚା”
ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତକୁ ଆସିବ ନା ନାହିଁ ପାକିସ୍ତାନ? ଭୁଟୋଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମର ନିଷ୍ପତ୍ତି ଉପରେ ନଜର
କନକ ବ୍ୟୁରୋ: ଆସନ୍ତା ଅକ୍ଟୋବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାକିସ୍ତାନ ଖେଳିବ କି ନାହିଁ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗିରହିଛି । ଏହାରି ଭିତରେ ପାକିସ୍ତାନ ଟିମର ଭାରତ ଗସ୍ତ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସେହେବାଜ ସରିଫଙ୍କ ବୟାନ ଆସିଛି । ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟୋଙ୍କ ନେତୃତ୍ୱରେ ଗଠନ ହୋଇଥିବା ଉଚ୍ଚସ୍ତରୀୟ ଟିମ୍ଙ୍କ ରିପୋର୍ଟ ପରେ, ପାକିସ୍ତାନ ଟିମ୍ ଭାରତ କି ନାହିଁ ସେନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ପାକିସ୍ତାନContinue reading “ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତକୁ ଆସିବ ନା ନାହିଁ ପାକିସ୍ତାନ? ଭୁଟୋଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମର ନିଷ୍ପତ୍ତି ଉପରେ ନଜର”
ମାଟ୍ରିକରେ ଫାଷ୍ଟ ଡିଭିଜନ, ହେଲେ ଦ୍ୱାଦଶରେ ଫେଲ୍ । ଅଧିକ ନମ୍ବର ରଖି ନାମୀ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ପାଉଛନ୍ତି ସୁଯୋଗ । ହେଲେ ୧୦ରୁ ୧୫ ପ୍ରତିଶତ ଛାତ୍ରଛାତ୍ରୀ ହୋଇ ଯାଉଛନ୍ତି ଫେଲ୍ ।
କନକ ବ୍ୟୁରୋ: ଦଶମ ପରୀକ୍ଷାରେ ଫାଷ୍ଟ ଡିଭିଜନ ହୋଇଥିଲା କିନ୍ତୁ ଏବେ ଦ୍ୱାଦଶରେ ହୋଇଗଲେ ଫେଲ୍ । କେବଳ ଜଣେ କି ଦୁଇ ଜଣ ନୁହଁ ଅନେକ ପରୀକ୍ଷାର୍ଥୀଙ୍କ ସମାନ ଅବସ୍ଥା । ୨୦୨୧ରେ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ, ନାମକରା ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିଲେ । କିନ୍ତୁ ଦ୍ୱାଦଶ ପରୀକ୍ଷାରେ ୧୦ରୁ ୧୫ ପ୍ରତିଶତ ଛାତ୍ରଛାତ୍ରୀ ଫେଲ ହୋଇଯାଇଛନ୍ତି । ବିଜେବି ଜୁନିୟର କଲେଜ ସମେତ ରମାଦେବୀ, ବେସିକ ସାଇନ୍ସ, ମହର୍ଷି ଓ ରାଜଧାନୀ,Continue reading “ମାଟ୍ରିକରେ ଫାଷ୍ଟ ଡିଭିଜନ, ହେଲେ ଦ୍ୱାଦଶରେ ଫେଲ୍ । ଅଧିକ ନମ୍ବର ରଖି ନାମୀ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ପାଉଛନ୍ତି ସୁଯୋଗ । ହେଲେ ୧୦ରୁ ୧୫ ପ୍ରତିଶତ ଛାତ୍ରଛାତ୍ରୀ ହୋଇ ଯାଉଛନ୍ତି ଫେଲ୍ ।”
ଭାରତୀୟ ବଜାରରେ ପ୍ରବେଶ କରିବ ଆମେରିକୀୟ ମୋଟର କମ୍ପାନୀ ଟେସଲା: ଖୁବଶିଘ୍ର କମ୍ପାନୀ ଉତ୍ପାଦନ କରିବ ଇଲେକ୍ଟଟ୍ରିକ କାର
କନକ ବ୍ୟୁରୋ: ଭାରତୀୟ ବଜାରରେ ଏଂଟ୍ରି କରିବ ଆମେରିକୀୟ ମୋଟର କମ୍ପାନୀ ଟେସଲା । ଭାରତରେ ବର୍ଷକୁ ୫ଲକ୍ଷ ଇଲେକ୍ଟ୍ରିକ କାର ନିର୍ମାଣ କରିବ ଟେସଲା । ଏହି କାର ଗୁଡିକ ସର୍ବନିମ୍ନ ଦମା ରହବି ୨୦ଲକ୍ଷ ଟଙ୍କା । ଇଣ୍ଡୋ-ପ୍ୟାସିଫିକ ରିଜିଅନରେ ଟେସଲା ଏକ୍ସପୋର୍ଟଙ୍କ ପାଇଁ ଭାରତରେ କମ୍ପାନୀ ନିବେଶ କରିବାକୁ ଯୋଜନା ରଖିଛି । ଭାରତରେ ଉତ୍ପାଦନ ଓ ବିକ୍ରି ସହ ଅନ୍ୟ ରାଷ୍ଟ୍ରକୁ ରପ୍ତାନୀ ଲକ୍ଷ ରଖିଛି କମ୍ପାନୀ । ନିକଟରେ ପ୍ରଧାନମନ୍ତ୍ରୀContinue reading “ଭାରତୀୟ ବଜାରରେ ପ୍ରବେଶ କରିବ ଆମେରିକୀୟ ମୋଟର କମ୍ପାନୀ ଟେସଲା: ଖୁବଶିଘ୍ର କମ୍ପାନୀ ଉତ୍ପାଦନ କରିବ ଇଲେକ୍ଟଟ୍ରିକ କାର”