ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଅଣ୍ଟୋସୋର ଗ୍ରାମବାସୀଙ୍କ ଦୁଃଖ । ପାଣି ପାଇଁ ଗରା ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା

କନକ ବ୍ୟୁରୋ: ବର୍ଷା ଦିନେ ମିଳୁନି ପିଇବା ପାଣି । ପାଣି ପାଇଁ ଗରା ବାଲଟି ଧରି ରାସ୍ତକୁ ଓହ୍ଲାଇଲେ ମହିଳା । ପିଇବା ପାଣି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ପରେ ବି ସମାଧାନ ହେଉନାହିଁ । ତେଣୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଅଂଟାସୋର ଗ୍ରାମବାସୀ । ଗାଁରେ ଥିବା ପାଣି ଟାଙ୍କି ବହୁଦିନ ହେଲା ଅଚଳ ହୋଇଛି । ମାସେ ହେଲା ଜଳଯୋଗାଣ ବନ୍ଦ ରହିଛି । ଗାଁରେ ଗୋଟିଏ ମାତ୍ରContinue reading “ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଅଣ୍ଟୋସୋର ଗ୍ରାମବାସୀଙ୍କ ଦୁଃଖ । ପାଣି ପାଇଁ ଗରା ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା”

କାବୁ ହେଲା ଜୟପୁରର ସହରରେ ଆତଙ୍କ ଖେଳାଇଥିବା ଷଣ୍ଢ। ମାରଣା ଷଣ୍ଢକୁ ଟ୍ରାଙ୍କୁଲାଇଜ୍ କଲେ ପଶୁ ସଂପଦ ବିଭାଗ କର୍ମଚାରୀ

କନକ ବ୍ୟୁରୋ: ଟ୍ରାଙ୍କୁଲାଇଜ ହେଲା ଜୟପୁର ସହରରେ ଆତଙ୍କ ଖେଳାଇଥିବା ମାରଣା ଷଣ୍ଢ । ଅଗ୍ନିଶମବିଭାଗ ଓ ପୌରପାଳିକା ସହଯୋଗରେ ବହୁ କଷ୍ଟରେ ମାରଣା ଷଣ୍ଢକୁ କାବୁ କରାଯାଇଛି । ଏହା ପରେ ନିକଟସ୍ଥ ଏକ ଗୋଶାଳାରେ ଷଣ୍ଢଟିକୁ ଛଡ଼ାଯାଇଛି । ଯାହାକୁ ନେଇ ସହରବାସୀ ଆଶ୍ୱସ୍ତି ହୋଇଛନ୍ତିା ଗତ କିଛି ଦିନ ହେଲା ସହରରେ ଆତଙ୍କ ସୃଷ୍ଟି କରିଥିଲା ଷଣ୍ଢ । ଯାହାକୁ ଦେଖିଲେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିଲା । ତେବେ ଜୟପୁର ପୌରପାଳିକାContinue reading “କାବୁ ହେଲା ଜୟପୁରର ସହରରେ ଆତଙ୍କ ଖେଳାଇଥିବା ଷଣ୍ଢ। ମାରଣା ଷଣ୍ଢକୁ ଟ୍ରାଙ୍କୁଲାଇଜ୍ କଲେ ପଶୁ ସଂପଦ ବିଭାଗ କର୍ମଚାରୀ”

ସୀମାକୁ ପାକିସ୍ତାନ ପଠାଅ, ନଚେତ୍ ଭାରତ ଉପରେ ହେବ ଆକ୍ରମଣ । ମୁମ୍ବାଇ ପୋଲିସକୁ ମିଳିଲା ଧମକପୂର୍ଣ୍ଣ କଲ୍ ।

କନକ ବ୍ୟୁରୋ: ସୀମାକୁ ପାକିସ୍ତାନ ପଠାଅ, ନଚେତ୍ ଭାରତ ଉପରେ ହେବ ୨୬/୧୧ ଭଳି ଆକ୍ରମଣ । ମୁମ୍ବାଇ ପୋଲିସ ପାଖକୁ ଆସିଛି ଏଭଳି ଏକ ଧମକପୂର୍ଣ୍ଣ କଲ୍ । ଯେଉଁଥିରେ ଉର୍ଦ୍ଧୁ ଭାଷାରେ ଜଣେ ଯୁବକ ଏହି ଧମକ ଦେଇଛି । ସେ କହିଛି, ସୀମାକୁ ପାକିସ୍ତାନ ନଠେଇଲେ, ଭାରତର ନାଶ ହେବ । ୨୬/୧୧ ଭଳି ଆକ୍ରମଣ ଭାରତ ଉପରେ ପୁଣି ହେବ, ଆଉ ଏହାର ଉତ୍ତରଦାୟୀ ରହିବେ ଉତ୍ତରପ୍ରଦେଶ ସରକାର । ମିଳିଥିବାContinue reading “ସୀମାକୁ ପାକିସ୍ତାନ ପଠାଅ, ନଚେତ୍ ଭାରତ ଉପରେ ହେବ ଆକ୍ରମଣ । ମୁମ୍ବାଇ ପୋଲିସକୁ ମିଳିଲା ଧମକପୂର୍ଣ୍ଣ କଲ୍ ।”

ବାପାପୁଅଙ୍କୁ ଏକାଠି କଲା ଆଧାରକାର୍ଡ। ନାବାଳକର ପରିଚିୟ ଦେଲା ଟିପ ଚିହ୍ନ, ପୁଅକୁ ପାଇ ଭାବବିହ୍ୱଳ ହେଲେ ବାପା

କନକ ବ୍ୟୁରୋ: ୬ ବର୍ଷ ପରେ ହଜିଲା ପୁଅକୁ ଫେରିଲେ ବାପା-ମାଆ । ଆଧାରକାର୍ଡ଼ ପାଇଁ ଦିବ୍ୟାଙ୍ଗ ପୁଅ ପାଖରେ ପହଞ୍ଚ ପାରିଛନ୍ତି ପରିବାରର ଲୋକ । ନିଖୋଜ ପୁଅକୁ ପାଖରେ ପାଇବା ଭାବ ବିହ୍ୱଳ ହୋଇଛନ୍ତି, ପୁଅର ମୁଣ୍ଡକୁ ଆଉଁସୀ ପକାଉଛନ୍ତି । କେନ୍ଦୁଝର ତେଲକୋଇ ସ୍ଥିତ ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ୨୦୧୭ ମସିହାରୁ ହଜି ଯାଇଥିବା ପୁଅର ଠିକଣା ପାଇବା ପରେ ବିହାର ଦରଭଙ୍ଗା ଜିଲ୍ଲାରୁContinue reading “ବାପାପୁଅଙ୍କୁ ଏକାଠି କଲା ଆଧାରକାର୍ଡ। ନାବାଳକର ପରିଚିୟ ଦେଲା ଟିପ ଚିହ୍ନ, ପୁଅକୁ ପାଇ ଭାବବିହ୍ୱଳ ହେଲେ ବାପା”

ବାରମ୍ବାର ପାୱାରକଟ୍ କରୁଥିବା ବିତରଣକାରୀ ସଂସ୍ଥାର ବିଚିତ୍ର ବିଲ୍। ଗୋଟିଏ ମାସରେ ଆସିଲା ୭ ହଜାର ଟଙ୍କାର ଦେୟ

କନକ ବ୍ୟୁରୋ: ବିଦ୍ୟୁତ ବିଲରେ ମହାତ୍ରୁଟି । ଘରେ ଜଳୁଛି ଦୁଇଟି ବଲବ୍ । ହେଲେ ବିଲ୍ ଆସୁଛି ୭ ହଜାର ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡକର୍ଲ୍ଲାକୋଟ ଗାଁରେ। ବଡ଼କର୍ଲ୍ଲାକୋଟ ଗାଁର ଘଷେନ ମାଝି । ବିପିଏଲ୍ ହିତାଧିକାରୀ ହୋଇଥିବାରୁ ତାଙ୍କୁ ମିଳିଥିଲା ବିଦ୍ୟୁତ ସଂଯୋଗ । ପରିବାର କହିଲେ ସେ ନିଜେ । ବାର୍ଦ୍ଧକ୍ୟ ଭତ୍ତା ଟଙ୍କାରେ ନିଜେ ଚଳିବା ସହ ବିଜୁଳି ବିଲ୍ ଭରିଥାନ୍ତିContinue reading “ବାରମ୍ବାର ପାୱାରକଟ୍ କରୁଥିବା ବିତରଣକାରୀ ସଂସ୍ଥାର ବିଚିତ୍ର ବିଲ୍। ଗୋଟିଏ ମାସରେ ଆସିଲା ୭ ହଜାର ଟଙ୍କାର ଦେୟ”

ଜୁଲାଇ ୧ରୁ ୧୨ ସୁଦ୍ଧା ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା । କଳାହାଣ୍ଡିରେ ସବୁଠାରୁ କମ୍ ବର୍ଷା ରେକର୍ଡ

କନକ ବ୍ୟୁରୋ: ବର୍ଷା: କେଉଁଠି କେମିତି? ଜୁଲାଇ ମାସରେ ମୌସୁମୀ ଭିଜାଉଛି ଚାଷୀଙ୍କ ଆଖି । ତେବେ ପ୍ରତିଦିନ ବର୍ଷା ସମ୍ପର୍କୀତ ତଥ୍ୟ ପ୍ରକାଶ କରୁଛି ପାଣିପାଗ ବିିଭାଗ । ଆଜି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଅଧାରୁ ଅଧିକ ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି । ୧୭ଟି ଜିଲ୍ଲାରେ ନିଅଂଟିଆ ବର୍ଷା ହୋଇଛି । କଳାହାଣ୍ଡି ଜିଲ୍ଲାର ସ୍ଥିତି ସାଙ୍ଘାତିକ । ସବୁଠାରୁ କମ୍ ବର୍ଷା ହୋଇଛିContinue reading “ଜୁଲାଇ ୧ରୁ ୧୨ ସୁଦ୍ଧା ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା । କଳାହାଣ୍ଡିରେ ସବୁଠାରୁ କମ୍ ବର୍ଷା ରେକର୍ଡ”

ବନ୍ଦ ହୋଇପାରେ ମାର୍କେଟ ବିଲ୍ଡିଂ ! ବନ୍ଦ ପାଇଁ ଚେତାବନୀ ଦେଲା ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ

କନକ ବ୍ୟୁରୋ: ୩ଦିନ ପରେ ବନ୍ଦ ହୋଇପାରେ ମାର୍କେଟ ବିଲ୍ଡିଂ! ଉଠାଦୋକାନୀ ଓ ମାର୍କେଟ ଆସୋସେସନର ବିବାଦ ସମାଧାନ ନହେଲେ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ସହ ମେୟର ଓ କମିଶନରଙ୍କ ଘର ଆଗରେ ସପରିବାରେ ଧାରଣା ଦେବାକୁ ଚେତାବନୀ ଦେଲା ମାର୍କେଟ ଆସୋସେସନ । ସେଣ୍ଟ୍ରାଲ ମାର୍କେଟ ଆସୋସିଏସନପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଜବରଦଖଲକାରୀଙ୍କ କବଳରେ ୟୁନିଟ ୨ ମାର୍କେଟ ବିଲ୍ଡିଂ । ଦୀର୍ଘଦିନ ଧରି ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କContinue reading “ବନ୍ଦ ହୋଇପାରେ ମାର୍କେଟ ବିଲ୍ଡିଂ ! ବନ୍ଦ ପାଇଁ ଚେତାବନୀ ଦେଲା ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ”

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଅକ୍ଟୋବର ୩୧ ସୁଦ୍ଧା ବର୍ଷା-ଅନୁଭବ ଛାଡପତ୍ର! 

କନକ ବ୍ୟୁରୋ: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଅନୁଭବଙ୍କ ଛାଡପତ୍ର ଆବେଦନର ଶୁଣାଣି ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ । ୩ ମାସ ଭିତରେ ଛାଡପତ୍ର ମାମଲା ଶେଷ କରିବାକୁ ପରିବାର ଅଦାଲତକୁ ନିର୍ଦ୍ଦେଶ । ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜୁଲାଇ ୩୧ ସୁଦ୍ଧା ସରିବ ଜେରା ପ୍ରକ୍ରିୟା । ଅକ୍ଟୋବର ୩୧ ସୁଦ୍ଧା ଛାଡପତ୍ର ମାମଲାର ହୋଇପାରେContinue reading “ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଅକ୍ଟୋବର ୩୧ ସୁଦ୍ଧା ବର୍ଷା-ଅନୁଭବ ଛାଡପତ୍ର! “

ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ଫ୍ରାନ୍ସ ପ୍ରଧାନମନ୍ତ୍ରୀ କଲେ ସ୍ୱାଗତ । ଜାଣନ୍ତୁ, କଣ ରହିଛି ପୂରା କାର୍ଯ୍ୟକ୍ରମ…

କନକ ବ୍ୟୁରୋ: ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାଇ ଫ୍ରାନ୍ସରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ । ତେବେ ପ୍ରଧାନମନ୍ତ୍ରୀଙ୍କର ଏହା ଷଷ୍ଠ ଫ୍ରାନ୍ସ ଯାତ୍ରା । ପ୍ରଧାନମନ୍ତ୍ରୀ ପ୍ୟାରିସରେ ପହଞ୍ଚିବା ପରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ତାଙ୍କୁ ସ୍ୱାଗତ କରିଛନ୍ତି । ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଏହାପରେ ସିନେଟର ଅଧ୍ୟକ୍ଷଙ୍କ ସହ କଥାବାର୍ତ୍ତା କରିବେ । ଏହାପରେ ଯାଇ ମୋଦୀ ଭାରତୀୟ ସମୁଦାୟର ଲୋକଙ୍କୁContinue reading “ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ଫ୍ରାନ୍ସ ପ୍ରଧାନମନ୍ତ୍ରୀ କଲେ ସ୍ୱାଗତ । ଜାଣନ୍ତୁ, କଣ ରହିଛି ପୂରା କାର୍ଯ୍ୟକ୍ରମ…”

ଚୀନକୁ ସୁରକ୍ଷା ଦେଇପାରିବନି ଏସ୍-୪୦୦, ଭାରତର ବ୍ରହ୍ମୋସ କରିଦେବ ଧ୍ୱସ୍ତବିଧ୍ୱସ୍ତ । ଡ୍ରାଗନ ବାହିନୀ ପାଇଁ ଆତଙ୍କ ଭାରତର ବ୍ରହ୍ମାସ୍ତ୍ର ।

କନକ ବ୍ୟୁରୋ : କାମ ଦେବନି ଚୀନର ସୁରକ୍ଷାକବଚ, ଡ୍ରାଗନବାହିନୀକୁ ଧ୍ୱସ୍ତବିଧସ୍ତ କରିଦେବ ଭାରତର ବ୍ରହ୍ମାସ୍ତ୍ର ବ୍ରହ୍ମୋସ । ଥରେ ଟାର୍ଗେଟ ସେଟ୍ ହେବା ମାତ୍ରେ ଏହାକୁ ଅଟକାଇବା ମୁସ୍କିଲ । ଶତ୍ରୁର ସଂହାର କରିବା ପରେ ହିଁ ଶାନ୍ତ ହେବ ବ୍ରହ୍ମୋସ । ତେବେ ଚୀନର ସୁରକ୍ଷାକବଚ କୁହାଯାଉଥିବା ଏସ୍-୪୦୦ ସୁରକ୍ଷାପ୍ରଣାଳୀ ବ୍ରହ୍ମୋସକୁ ମଧ୍ୟ ଅଟକାଇପାରିବନି । କାରଣ ଭାରତର ସବୁଠୁ ଦ୍ରୁତଗାମୀ କ୍ରୁଜ୍ ମିସାଇଲକୁ ଅଟକାଇବା ଚୀନର ଏସ-୪୦୦ ପକ୍ଷେ ସମ୍ଭବ ନୁହେଁ ।Continue reading “ଚୀନକୁ ସୁରକ୍ଷା ଦେଇପାରିବନି ଏସ୍-୪୦୦, ଭାରତର ବ୍ରହ୍ମୋସ କରିଦେବ ଧ୍ୱସ୍ତବିଧ୍ୱସ୍ତ । ଡ୍ରାଗନ ବାହିନୀ ପାଇଁ ଆତଙ୍କ ଭାରତର ବ୍ରହ୍ମାସ୍ତ୍ର ।”

Design a site like this with WordPress.com
Get started