କନକ ବ୍ୟୁରୋ: ୧୬ ବର୍ଷର ପୁଅକୁ ଖୋଜି ପାଇବା ଆଶାରେ ମହାରାଷ୍ଟ୍ରରୁ ଭୁବନେଶ୍ୱର ଆସିଛନ୍ତି ପରିବାର । ପୁଅର ନିଖୋଜ ହେବାର ଆଠ ଦିନ ବିତିଗଲାଣି । ପୁଅ କେଉଁଠି ଅଛି, କେମିତି ଅଛି, କ’ଣ ଖାଉଛି ଆଉ କେମିତି ବଞ୍ଚୁଛି ତାହା ଭାବି ଭାବି ଆଖିକୁ ନିଦ ଆସୁନି କି ପାଟିକୁ ଖାଦ୍ୟ ରୁଚୁନି । ପୁଅର ଫଟୋ ଧରି ବାପା, ମାଆ ମୈତ୍ରୀ ବିହାର ଥାନା ଆଗରେ ନ୍ୟାୟ ପାଇଁ ଅଡି ବସିଛନ୍ତି ।Continue reading “୧୬ ବର୍ଷ ପୁଅର ମିଳୁନି ପତ୍ତା । ଅପହରଣକାରି ମେସେଜ ଦେଉଛନ୍ତି ଅପହରଣକାରୀ । ୩ ଲକ୍ଷ ଦିଅ ପୁଅକୁ ନିଅ ।”
Tag Archives: News
ଚର୍ଚ୍ଚାରେ ବିଜେଡି ନେତା ପ୍ରସନ୍ନ ପାଟ୍ଟଣାଣୀଙ୍କ ମନ୍ତବ୍ୟ । କହିଲେ, ଟିକେଟ ତାଲିକାରେ ଅଛି ନାଁ, ହେଲେ ମୁହଁ ଖୋଲିଲେ କଟିଯିବ ଟିକେଟ୍
କନକ ବ୍ୟୁରୋ: ଆଗକୁ ଆସୁଛି ନିର୍ବାଚନ, ୨୪ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ନେତା । ଠିକ୍ ଏତିକି ବେଳେ ଟିକେଟ ପାଇଁ ନେତା ଉଦ୍ୟମ କରିବା ସ୍ୱାଭାବିକ ଘଟଣା । କିଏ ନିର୍ବାଚନ ଲଢ଼ିବେ, କାହାକୁ ଟିକେଟ୍ ମିଳିବ, ଏହି ଚର୍ଚ୍ଚା ଭିତରେ ବିିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଏକ ବୟାନ ସୃଷ୍ଟି କରିଛି, ରୋଚକ ରାଜନୀତି । ‘ମୋ ଟିକେଟ ଥୁଆ ହୋଇଛି’ ‘ମୁହଁ ଖୋଲି ଦେଲେ କଟିଯିବ’ ଅବସର ଥିଲା, ଖୋର୍ଦ୍ଧା-ଭୁବନେଶ୍ୱର ସାଂଗଠନିକContinue reading “ଚର୍ଚ୍ଚାରେ ବିଜେଡି ନେତା ପ୍ରସନ୍ନ ପାଟ୍ଟଣାଣୀଙ୍କ ମନ୍ତବ୍ୟ । କହିଲେ, ଟିକେଟ ତାଲିକାରେ ଅଛି ନାଁ, ହେଲେ ମୁହଁ ଖୋଲିଲେ କଟିଯିବ ଟିକେଟ୍”
୩୯ ବର୍ଷ ପରେ ପୁଣି ଚର୍ଚ୍ଚାରେ ଇନ୍ଦିରା ଗାନ୍ଧୀଙ୍କ ଶେଷ ମୁହୂର୍ତର କଥା: ଦେଶର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ପି ବେଣୁଗୋପାଳ ତାଙ୍କ ପୁସ୍ତକରେ ଲେଖିଛନ୍ତି ଏମିତି କଥା
କନକ ବ୍ୟୁରୋ: ଦୀର୍ଘ ୩୯ ବର୍ଷ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶେଷ ମୁହୂର୍ତର କଥା ପୁଣି ଚର୍ଚ୍ଚାକୁ ଆସିଛି । ଦେଶର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ପି ବେଣୁଗୋପାଳ ହାର୍ଟଫେଲ ଏ କାର୍ଡିଆକ ସର୍ଜନଓ ପାୟୋନିୟରିଂ ଜର୍ଣ୍ଣି ନାଁରେ ଏକ ପୁସ୍ତକ ଲେଖିଛନ୍ତି । ଯେଉଁଥିରେ ଗୁଳିବିଦ୍ଧ ଇନ୍ଦିରାଙ୍କୁ ଦିଲ୍ଲୀ ଏମ୍ସକୁ ଆଣିବା ପରେ କେମିତି ଚିକିତ୍ସା କରାଯାଇଥିଲା, ବଂଚାଇବାକୁ କଣ ପଦକ୍ଷେପ ନିଆଯାଇଥିଲା । ପୁସ୍ତକରେ ସେସବୁ ବିଶଦ ଭାବେ ବର୍ଣ୍ଣନାContinue reading “୩୯ ବର୍ଷ ପରେ ପୁଣି ଚର୍ଚ୍ଚାରେ ଇନ୍ଦିରା ଗାନ୍ଧୀଙ୍କ ଶେଷ ମୁହୂର୍ତର କଥା: ଦେଶର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ପି ବେଣୁଗୋପାଳ ତାଙ୍କ ପୁସ୍ତକରେ ଲେଖିଛନ୍ତି ଏମିତି କଥା”
ହତ୍ୟାକାଣ୍ଡର ୧୭ ଦିନ ପରେ ଖୋଲିଲା ଗୁମର । ତ୍ରିକୋଣୀୟ ପ୍ରେମରୁ ହୋଇଥିଲା ବଲାଙ୍ଗୀରର ରଜତ ପ୍ରଧାନଙ୍କ ହତ୍ୟା । ପୁରୁଣା ପ୍ରେମିକକୁ ହତ୍ୟା କରିଥିଲା ନୂଆ ପ୍ରେମିକ
କନକ ବ୍ୟୁରୋ: ତ୍ରିକୋଣୀୟ ପ୍ରେମର ପରିଣାମ କେତେ ଭୟଙ୍କର ହୋଇପାରେ, ବଲାଙ୍ଗୀରର ରଜତ ପ୍ରଧାନଙ୍କ ଜୀବନରେ ଘଟିଯାଇଥିବା ଘଟଣାରୁ ସ୍ପଷ୍ଟ ବାରି ହୋଇଛି । ନିଖୋଜ ହେବାର ଗୋଟିଏ ଦିନ ପରେ ଯେତେବେଳେ ରଜତଙ୍କ ମୃତଦେହ ଉଦ୍ଧାର ହୋଇଥିଲା, ତାଙ୍କର ହତ୍ୟା ହୋଇଥିବା ସ୍ପଷ୍ଟ ଜଣାପଡ଼ୁଥିଲା । କିନ୍ତୁ ଏହି ହତ୍ୟା ପଛରେ ପ୍ରେମ ଥିବ, ହୁଏତ କେହି କଳ୍ପନା କରିନଥିଲେ । ମୃତ୍ୟୁର ୧୭ ଦିନ ପରେ ହତ୍ୟା ପଛର କାରଣ ଖୋଜି ବାହାର କରିଛିContinue reading “ହତ୍ୟାକାଣ୍ଡର ୧୭ ଦିନ ପରେ ଖୋଲିଲା ଗୁମର । ତ୍ରିକୋଣୀୟ ପ୍ରେମରୁ ହୋଇଥିଲା ବଲାଙ୍ଗୀରର ରଜତ ପ୍ରଧାନଙ୍କ ହତ୍ୟା । ପୁରୁଣା ପ୍ରେମିକକୁ ହତ୍ୟା କରିଥିଲା ନୂଆ ପ୍ରେମିକ”
ଫୁଲୁଛି ଯମୁନା ନଦୀ, ବଢୁଛି ଦିଲ୍ଲୀର ଦୁଃଖ: ବିଧାନସଭା, ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଲାଲକିଲ୍ଲାଠୁ ନେଇ ସହରର ଗଳିକନ୍ଦିରେ ପଶିଲା ବନ୍ୟାପାଣି
କନକ ବ୍ୟୁରୋ: ଦିଲ୍ଲୀ ପାଇଁ ଦୁଃଖ ସାଜିଛି ଯମୁନା ନଦୀ । ବନ୍ୟାପାଣିରେ ଫୁଲୁଛି ଯମୁନା । ରାଜଧାନୀର ଭିଆଇପି ଅଂଚଳଠୁ ନେଇ ଗଳିକନ୍ଦି ସବୁଠି ଜମିଛି ନଦୀପାଣି । ବିଧାନସଭା, ସଚିବାଳୟ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ବାସଭବନ, ଲାଲକିଲ୍ଲାଠୁ ନେଇ ଅଧିକାଂଶ ସ୍ଥାନରେ ଯମୁନା ନଦୀ ପାଣି ପଶିବା ଯୋଗୁଁ ରାଜଧାନୀର ସ୍ଥିତି ବେହାଲ ହୋଇପଡିଛି । ସେପଟେ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ସ୍କୁଲ, କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।Continue reading “ଫୁଲୁଛି ଯମୁନା ନଦୀ, ବଢୁଛି ଦିଲ୍ଲୀର ଦୁଃଖ: ବିଧାନସଭା, ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଲାଲକିଲ୍ଲାଠୁ ନେଇ ସହରର ଗଳିକନ୍ଦିରେ ପଶିଲା ବନ୍ୟାପାଣି”
ଶଙ୍ଖ ଭବନରେ ଖୋର୍ଦ୍ଧା ପାଇଁ ରଣନୀତି । ବିଜେଡି ଫୋକସରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର । ଜିଲ୍ଲା କାର୍ଯ୍ୟକାରିଣୀରେ ଅପରାଜିତାଙ୍କୁ ରୋକିବାକୁ ବ୍ଲୁ-ପ୍ରିଣ୍ଟ ।
କନକ ବ୍ୟୁରୋ: ବିଧାନସଭା ନିର୍ବାଚନ କେବେ ହେବ? ନିର୍ଦ୍ଧାରିତ ସମୟରେ ହେବ ନା ଆଗୁଆ ହେବ? ଏ କଥାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିବାବେଳେ, ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ବିଶେଷ କରି ବିଜେଡି ଓ ବିଜେପି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । କେମିତି ଅଧିକ ଆସନରେ ବିଜୟୀ ହେବେ, ସେଥିପାଇଁ ବିଜେଡି ଜିଲ୍ଲାୱାରୀ ରଣନୀତି କରୁଥିବାବେଳେ, ବିଜେପିର ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲContinue reading “ଶଙ୍ଖ ଭବନରେ ଖୋର୍ଦ୍ଧା ପାଇଁ ରଣନୀତି । ବିଜେଡି ଫୋକସରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର । ଜିଲ୍ଲା କାର୍ଯ୍ୟକାରିଣୀରେ ଅପରାଜିତାଙ୍କୁ ରୋକିବାକୁ ବ୍ଲୁ-ପ୍ରିଣ୍ଟ ।”
ବର୍ଷା- ଅନୁଭବ ବିବାଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅକ୍ଟୋବର ୩୧ ସୁଦ୍ଧା ମାମଲା ସାରିବାକୁ କହିଲେ ହାଇକୋର୍ଟ । ଜୁଲାଇ ୩୧ ସୁଦ୍ଧା ଶେଷ ହେବ ଜେରା
କନକ ବ୍ୟୁରୋ: ପାଖାପାଖି ତିନି ବର୍ଷ ହେଲା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଛେଦ ମାମଲା କୋର୍ଟରେ ବିଚାରାଧୀନ ରହିଛି । ମାମଲା ଦିଲ୍ଲୀରୁ ଆସି କଟକ ଫ୍ୟାମିଲି କୋର୍ଟରେ ପହଁଚିଛି । ଶୁଣାଣି ଚାଲିଛି, ଉଭୟ ପକ୍ଷର ଓକିଲ ଯୁକ୍ତି ରଖୁଛନ୍ତି କିନ୍ତୁ କୌଣସି ନିଷ୍କର୍ଷ ବାହାରି ପାରୁନି । ଯାହାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବ । ଆଉ ଅନୁଭବଙ୍କ ଆବେଦନର ଶୁଣାଣି କରି ବଡ ନିର୍ଦ୍ଦେଶContinue reading “ବର୍ଷା- ଅନୁଭବ ବିବାଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅକ୍ଟୋବର ୩୧ ସୁଦ୍ଧା ମାମଲା ସାରିବାକୁ କହିଲେ ହାଇକୋର୍ଟ । ଜୁଲାଇ ୩୧ ସୁଦ୍ଧା ଶେଷ ହେବ ଜେରା”
ଭାଇରାଲ୍ ଅଡିଓକୁ ନେଇ ମୁହାଁମୁହିଁ । ବିରୋଧୀଙ୍କ ଅଭିଯୋଗ, ମିଶନ୍ ଶକ୍ତି ମହିଳାଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ କରିଛନ୍ତି ସଚିବ । ଶାସକ ଦଳର ପ୍ରତିକ୍ରିୟା, ସଫଳତାକୁ ସହିପାରୁନାହାନ୍ତି ବିରୋଧୀ
କନକ ବ୍ୟୁରୋ: ୫-ଟି ସଚିବଙ୍କ ଗସ୍ତକୁ ନେଇ ବିବାଦ ଥମିନଥିବାବେଳେ, ମିଶନ ଶକ୍ତି ସଚିବଙ୍କ ଅଡିଓ କୁହାଯାଉଥିବା ଏକ କ୍ଲିପକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ବିଶେଷ କରି ଅଡିଓରେ କୁହାଯାଉଥିବା କେତେକ ଶବ୍ଦକୁ ନେଇ ବିରୋଧୀ ନିନ୍ଦା କରିଛନ୍ତି । ସଚିବଙ୍କୁ ଏଭଳି କହିବାକୁ ଅଧିକାର କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ବିଜେଡି କହିଛି, ମିଶନ ଶକ୍ତି ଅଭିଯାନ ଯେଉଁଭଳି ଆଗଉଛି, ତାକୁ ସହିପାରୁ ନାହାନ୍ତି ବିରୋଧୀContinue reading “ଭାଇରାଲ୍ ଅଡିଓକୁ ନେଇ ମୁହାଁମୁହିଁ । ବିରୋଧୀଙ୍କ ଅଭିଯୋଗ, ମିଶନ୍ ଶକ୍ତି ମହିଳାଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ କରିଛନ୍ତି ସଚିବ । ଶାସକ ଦଳର ପ୍ରତିକ୍ରିୟା, ସଫଳତାକୁ ସହିପାରୁନାହାନ୍ତି ବିରୋଧୀ”
ଆସନ୍ତାକାଲି ଭାରତର ତୃତୀୟ ଚନ୍ଦ୍ର ଅଭିଯାନ । ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ କରାଯିବ ଉତକ୍ଷେପଣ । ଅଭିଯାନ ସଫଳ ହେଲେ, ଇତିହାସ ରଚିବ ଭାରତ ।
କନକ ବ୍ୟୁରୋ: କାଲି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସବୁ କିଛି ଠିକଠାକ୍ ଚାଲିଲେ କାଲି ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ । ତେବେ ଗତ ୨୦୧୯ରେ ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍ ଫେଲ ମାରିଥିଲା । ସୂଚନା ଅନୁସାରେ ‘ଚନ୍ଦ୍ରଯାନ-୨’ର ବିକ୍ରମ ଲ୍ୟାଣ୍ଡର ଇଞ୍ଜିନରେ ତ୍ରୁଟି କାରଣରୁ ଏହି ମିଶନ୍ ସଫଳ ହୋଇContinue reading “ଆସନ୍ତାକାଲି ଭାରତର ତୃତୀୟ ଚନ୍ଦ୍ର ଅଭିଯାନ । ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ କରାଯିବ ଉତକ୍ଷେପଣ । ଅଭିଯାନ ସଫଳ ହେଲେ, ଇତିହାସ ରଚିବ ଭାରତ ।”
ବିଦ୍ୟାଳୟରେ ପହଞ୍ଚିଲେ ବିଡିଓ, ଛାତ୍ରଛାତ୍ରୀଙ୍କୁ ଦେଲେ ମାର୍ଗଦର୍ଶନ
କନକ ବ୍ୟୁରୋ: ବ୍ଲକ ଅଫିସ ନୁହେଁ ବିଦ୍ୟାଳୟରେ ବିଡିଓ । ଅଚାନକ୍ ବିଦ୍ୟାଳୟରେ ପହଂଚିଗଲେ ବିଡିଓ । ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ପାଠପଢାଇଲେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ବିଡିଓ ସତ୍ୟଜିତ୍ ମହାନ୍ତି । ଅଚାନକ ବିଦ୍ୟାଳୟରେ ପହଞ୍ଚିଲେ ଗୋଷ୍ଠିଉନ୍ନୟନ ଅଧିକାରୀ , ଛାତ୍ରଛାତ୍ରୀଙ୍କୁ ପଢାଇଲେ ପାଠ । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗୁଡିଖାଳ ସ୍ଥିତ ବନବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଚାନକ ପହଞ୍ଚିଥିଲେ ବସ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟଜିତ ମହାନ୍ତି, ଛାତ୍ର ଛାତ୍ରୀଙ୍କୁContinue reading “ବିଦ୍ୟାଳୟରେ ପହଞ୍ଚିଲେ ବିଡିଓ, ଛାତ୍ରଛାତ୍ରୀଙ୍କୁ ଦେଲେ ମାର୍ଗଦର୍ଶନ”