ରୁସ୍ତମ-ଏ- ହିନ୍ଦ୍ ‘ଦାରା ସିଂହ’, କାଜୁ ଖୁଆଇବା ପାଇଁ ଥିଲେ ୨ ଜଣ ଲୋକ

କନକ ବ୍ୟୁରୋ: ରୁସ୍ତମ-ଏ- ହିନ୍ଦ ଦାରା ସିଂହ । ୨୦୦ କିଲୋର କିଙ୍ଗ କଙ୍ଗକୁ ରିଙ୍ଗରୁ ବାହାରକୁ ଫୋଫାଡିଦେଇଥିବା ଦାରା ସିଂହଙ୍କୁ ଆପଣ ସମସ୍ତେ ଜାଣିଥିବେ । ବିଶ୍ୱ ଚାମ୍ପିୟନ ହେବା ପରେ ଯେତେବେଳେ ଦାରା ସିଂହ ଫିଲ୍ମରେ କାମ କରିବାକୁ ଆସିଥିଲେ ସେତେବେଳେ ଅନେକ ଅଭିନେତ୍ରୀ ତାଙ୍କ ସହ କାମ କରିବାକୁ ଡରିଥିଲେ । କିନ୍ତୁ ଯେତେବେଳେ ଏହି ଦାରା ସିଂହ ହନୁମାନ ହୋଇ ରାମାୟଣରେ ନଜର ଆସିଥିଲେ ସେତେବେଳେ ସେ ଯେଉଁଠାକୁ ଯାଉଥିଲେ ଲୋକContinue reading “ରୁସ୍ତମ-ଏ- ହିନ୍ଦ୍ ‘ଦାରା ସିଂହ’, କାଜୁ ଖୁଆଇବା ପାଇଁ ଥିଲେ ୨ ଜଣ ଲୋକ”

ଘରୋଇ ଡାକ୍ତରଖାନା ପାର୍କିଂରୁ ଗୋଲଡେନ ବାବାର ଦାମୀ ଗାଡି ସିଜ୍। ଗାଡିକୁ ଜବତ କଲା ଇଡି 

କନକ ବ୍ୟୁରୋ: ଗୋଲଡେନ ବାବର ଗାଡି ସିଜ୍ । ବାବାର ବିଏମଡବ୍ଲୁ ଗାଡି ସିଜ୍ ହୋଇଛି । ଏକ ଘରୋଇ ହସପିଟାଲର ପାର୍କିଂରୁ ଏହାକୁ ସିଜ କରାଯାଇଛି । ଇଡି ଏହାକୁ ଜବତ କରିଛି । ପୂର୍ବରୁ ଏକ ଅଡି ଗାଡିକୁ ମଧ୍ୟ ସିଜ କରାଯାଇଥିଲା । ଏନେଇ ଇଡି ସୂଚନା ଦେଇଛି । The post ଘରୋଇ ଡାକ୍ତରଖାନା ପାର୍କିଂରୁ ଗୋଲଡେନ ବାବାର ଦାମୀ ଗାଡି ସିଜ୍। ଗାଡିକୁ ଜବତ କଲା ଇଡି  first appearedContinue reading “ଘରୋଇ ଡାକ୍ତରଖାନା ପାର୍କିଂରୁ ଗୋଲଡେନ ବାବାର ଦାମୀ ଗାଡି ସିଜ୍। ଗାଡିକୁ ଜବତ କଲା ଇଡି “

ଚର୍ଚ୍ଚାରେ ବିଜେଡି ନେତା ପ୍ରସନ୍ନ ପାଟ୍ଟଣାଣୀଙ୍କ ବୟାନ। କହିଲେ ନିର୍ବାଚନ ଲଢ଼ିବାକୁ ସାମର୍ଥ୍ୟ ଅଛି, କାହିଁକି ଲଢ଼ିବିନି?

କନକ ବ୍ୟୁରୋ: ଚର୍ଚ୍ଚାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନ । ପ୍ରସନ୍ନ କହିଛନ୍ତି, ମୁହଁ ଖୋଲିଲେ ଟିକେଟ୍ କଟିଯିବ । ଶଙ୍ଖଭବନରେ ଦଳୀୟ ବୈଠକ ଚାଲିଥିବା ବେଳେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ନିର୍ବାଚନର ଲଢ଼ିବା ପାଇଁ ମୋର ବୟସ ଓ ସାମର୍ଥ୍ୟ ଅଛି । ଯଦି ଦଳ ଚାହେଁ, ମୁଁ ନିଶ୍ଚୟ ଲଢ଼ିବି । ତେବେ ସେ କେଉଁଠି ଲଢ଼ିବେ ବୋଲି ପ୍ରଶ୍ନ କରିବାରୁ ଜବାବରେ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ମୁଁContinue reading “ଚର୍ଚ୍ଚାରେ ବିଜେଡି ନେତା ପ୍ରସନ୍ନ ପାଟ୍ଟଣାଣୀଙ୍କ ବୟାନ। କହିଲେ ନିର୍ବାଚନ ଲଢ଼ିବାକୁ ସାମର୍ଥ୍ୟ ଅଛି, କାହିଁକି ଲଢ଼ିବିନି?”

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ବିଜେପି ସଭାପତି। କହିଲେ, ମୋ ଅଭିଯୋଗ ଶୁଣାଣି ଉପରେ ବିଶ୍ୱାସ କରନ୍ତି ନାହିଁ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି, ଅଭିଯୋଗ ଶୁଣାଣି ଉପରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି ନାହିଁ । ୨୩ ବର୍ଷରେ ୨୩ ଥର ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବେ କି ନାହିଁ ସନ୍ଦେହ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ସମୀର ଦେ ଦୁଇ ତିନି ଥର ନେବା ପାଇଁ ଚେଷ୍ଟା କରିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ କେତେ ସମୟ ବସିଥିଲେ ଏବଂ କାହା ଅଭିଯୋଗ ଶୁଣିଥଲେContinue reading “ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ବିଜେପି ସଭାପତି। କହିଲେ, ମୋ ଅଭିଯୋଗ ଶୁଣାଣି ଉପରେ ବିଶ୍ୱାସ କରନ୍ତି ନାହିଁ ମୁଖ୍ୟମନ୍ତ୍ରୀ”

ଏଏସଓ ପରୀକ୍ଷାରେ ଅନିୟମିତତା ମାମଲା। ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କନକ ବ୍ୟୁରୋ: ଏଏସଓ ପରୀକ୍ଷାରେ ଅନିୟମିତତା ମାମଲା । ହାଇକୋର୍ଟରେ ରିଟ୍ ଓ ରିଭ୍ୟୁ ପିଟିସନର ଶୁଣାଣି ଶେଷ । ରାୟ ସଂରକ୍ଷିତ ରଖିଲେ କୋର୍ଟ । ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ୍ ଲିଷ୍ଟକୁ ଖାରଜ କରିଥିଲେ ହାଇକୋର୍ଟ । The post ଏଏସଓ ପରୀକ୍ଷାରେ ଅନିୟମିତତା ମାମଲା। ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ first appeared on Kanak News. from Kanak News via <a href="https://ifttt.com/?

ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ। ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ମମତା ବସ୍ତିଆ

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ । ଲାଞ୍ଚ ନେବା ବେଳେ ଏଏସଆଇ ମମତା ବସ୍ତିଆଙ୍କୁ ଧରିଛି ଭିଜିଲାନ୍ସ । ମାମଲାର ରଫାଦଫା କରିବା ପାଇଁ ଜଣେ ଏତଲାକାରୀଙ୍କୁ ମମତା ବସ୍ତିଆ ଲାଞ୍ଚ ମାଗିଥିଲେ । ତାଙ୍କ ଠାରୁ ୧୫ ହଜାର ଟଙ୍କ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଏଏସଆଇଙ୍କୁ ଧରିଛି । ମମତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି ଜିଭିଲାନ୍ସ । ସେହିପରି ମମତାଙ୍କ ଦୁଇଟି ଠିକଣାରେ ମଧ୍ୟ ଚଢ଼ାଉ ହୋଇଛିContinue reading “ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ। ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ମମତା ବସ୍ତିଆ”

ଯେବେ ଜର୍ସି ଖୋଲିଥିଲେ ଗାଙ୍ଗୁଲି: ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ଦେଇଥିଲେ ଏମିତି ଜବାବ

କନକ ବ୍ୟୁରୋ: ଆଧୁନିକ ଟିମ ଇଣ୍ଡିଆର ନିର୍ମାତା ସୌରଭ ଗାଙ୍ଗୁଲି । ତାଙ୍କୁ ବିଜୟର ବାଜିଗର ବୋଲି କୁହାଯାଏ । ବାଜି ପଲଟାଇ ମ୍ୟାଚ ଜିତିବାର କୌଶଳ ତାଙ୍କୁ ବେଶ ଭଲ ଭାବରେ ଜଣା । ବିଦେଶ ମାଟିରେ ସେ ଭାରତୀୟ ଟିମକୁ ବିଜୟ ବାନା ଉଡାଇବା ଶିଖାଇଥିଲେ । ଆଉ ଟିମ ଇଣ୍ଡିଆକୁ ଦେଖାଇଥିଲେ ନୂଆ ଦିଶା । ଯେବେ ଯେବେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱର କଥା ଉଠେ ସେବେ ସେବେ ୨୦୦୨ ମସିହା ଲର୍ଡସରContinue reading “ଯେବେ ଜର୍ସି ଖୋଲିଥିଲେ ଗାଙ୍ଗୁଲି: ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ଦେଇଥିଲେ ଏମିତି ଜବାବ”

ଭୁବନେଶ୍ୱରରେ ରାଜ୍ୟ ବିଜେପିର କ୍ଷେତ୍ରୀୟ ପ୍ରଭାରୀ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ୪ଟି ପର୍ଯ୍ୟାୟରେ କରିବେ ବୈଠକ

କନକ ବ୍ୟୁରୋ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ । ୨ ଦିନ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ୪ଟି ପର୍ଯ୍ୟାୟରେ ବସିବ ବୈଠକ । ଆଜି ହେବ ମହାଜନ ସମ୍ପର୍କ ଅଭିଯାନର ସମୀକ୍ଷା । ୨୦ ଜଣିଆ ଟିମ୍ ବଂଶଲ କରିବେ ଆଲୋଚନା । ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ସହ ହେବ ସାଂଗଠନିକ ଆଲୋଚନା । ସେପଟେ ଆସନ୍ତାକାଲି ଦୁଇଟି ପର୍ଯ୍ୟାୟରେ ବସିବ ବୈଠକ । ପ୍ରଥମ ପର୍ଯ୍ୟାୟରେ ଲୋକସଭାContinue reading “ଭୁବନେଶ୍ୱରରେ ରାଜ୍ୟ ବିଜେପିର କ୍ଷେତ୍ରୀୟ ପ୍ରଭାରୀ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ୪ଟି ପର୍ଯ୍ୟାୟରେ କରିବେ ବୈଠକ”

ବିହାରରେ ପୋଲିସର ଲାଠିଚାର୍ଜ, ବିଜେପି ନେତାଙ୍କ ମୃତ୍ୟୁ ।

କନକ ବ୍ୟୁରୋ : ବିହାର ବିଧାନସଭାରେ ହଙ୍ଗାମା ପରେ ପ୍ରତିବାଦ କରୁଥିବା ବିଜେପି ନେତାଙ୍କ ଉପରେ ପୋଲିସର ଲାଠିଚାର୍ଜ । ଫଳରେ ଜଣେ ବିଜେପି ନେତାଙ୍କର ମୃତ୍ୟୁ ହୋଇଛି । ବିଜେପି ନେତାଙ୍କ କହିବା ଅନୁଯାୟୀ, ପାଟନା ଡାକବଙ୍ଗଳା ଛକ ନିକଟରେ ପ୍ରତିବାଦ କରୁଥିବା ବେଳେ ପୋଲିସ ଲାଠିଚାର୍ଜ କରିଥିଲା । ଫଳରେ ଜହାନାବାଦ ନଗରର ବିଜେପି ନେତା ବିଜୟ କୁମାର ସିଂଙ୍କର ମୃତ୍ୟୁ ହୋଇଛି । ପ୍ରଥମେ ପୋଲିସ ଲାଠିପାହାରରେ ବିଜୟ ଆହତ ହୋଇଥିଲେ ।Continue reading “ବିହାରରେ ପୋଲିସର ଲାଠିଚାର୍ଜ, ବିଜେପି ନେତାଙ୍କ ମୃତ୍ୟୁ ।”

ବଲାଙ୍ଗୀରରେ ଛାତ୍ରୀଙ୍କ ଗଳାକାଟି ବିଭତ୍ସ ହତ୍ୟା। ହତ୍ୟାର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: ବଲାଙ୍ଗୀରରେ ସହରରେ ଚାଞ୍ଚଲ୍ୟ । ଛାତ୍ରୀଙ୍କ ଗଳାକାଟି ବିଭତ୍ସ ହତ୍ୟା କରାଯାଇଛି । ସ୍ଥାନୀୟ ନିଖିଳ ନଗରରେ ଘରେ ପସି ଛାତ୍ରୀଙ୍କୁ ହତ୍ୟା କରାଯାଇଛି । ଘରେ କେହି ନଥିବା ଅବସ୍ଥାରେ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛି । ତେବେ ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । The post ବଲାଙ୍ଗୀରରେ ଛାତ୍ରୀଙ୍କ ଗଳାକାଟି ବିଭତ୍ସ ହତ୍ୟା। ହତ୍ୟାର କାରଣ ଅସ୍ପଷ୍ଟ first appeared on Kanak News. from KanakContinue reading “ବଲାଙ୍ଗୀରରେ ଛାତ୍ରୀଙ୍କ ଗଳାକାଟି ବିଭତ୍ସ ହତ୍ୟା। ହତ୍ୟାର କାରଣ ଅସ୍ପଷ୍ଟ”

Design a site like this with WordPress.com
Get started