କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ । ସହିଦନଗର ଥାନା ଏଏସଆଇ ମମତା ବସ୍ତିଆ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ୧୫ହଜାର ଟଙ୍କା ମହିଳା ଏଏସଆଇ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି । ପୁରୁଣା ମାମଲାରୁ ନାଁ କାଟିବା ପାଇଁ ଲାଞ୍ଚ ନେଉଥିବା ସୂଚନା ମିଳିଛି । The post ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ : ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାContinue reading “ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ : ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ମମତା ବସ୍ତିଆ”
Tag Archives: News
ଏଏସଓ ପରୀକ୍ଷାରେ ଅନିୟମିତତତା ମାମଲା : ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ
କନକ ବ୍ୟୁରୋ : ଏଏସଓ ପରୀକ୍ଷାରେ ଅନିୟମିତତତା ମାମଲା । ହାଇକୋର୍ଟରେ ରିଟ୍ ଓ ରିଭ୍ୟୁ ପିଟିସନର ଶୁଣାଣି । ଆବେଦନର ଶୁଣାଣି କରି କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ପୂର୍ବରୁ ହାଇକୋର୍ଟ ଏଏସଓ ଲିଖିତ ପରୀକ୍ଷା ମେରିଟ୍ ଖାରଜ କରି ପୁନଃ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ବଳବତ୍ତର ରହିଥିବା ବେଳେ ପୁଣି କିଛି ପରୀକ୍ଷାର୍ଥୀ ନିର୍ଦ୍ଦେଶକୁ ରିଭ୍ୟୁ କରିବା ପାଇଁ ହାଇକୋର୍ଟରେ ଦୁଇଟି ଆବେଦନContinue reading “ଏଏସଓ ପରୀକ୍ଷାରେ ଅନିୟମିତତତା ମାମଲା : ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ”
ଦିଲ୍ଲୀରେ ସବୁ ସ୍କୁଲ ଓ କଲେଜ ବନ୍ଦ : ଡିଡିଏମଏ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା
କନକ ବ୍ୟୁରୋ : ଦିଲ୍ଲୀରେ ସବୁ ସ୍କୁଲ ଓ କଲେଜ ବନ୍ଦ । ଆସନ୍ତା ରବିବାର ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଡିଡିଏମଏ ବୈଠକ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡ଼ିଛି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀର ଯମୁନା ନଦୀର ଜଳସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାର ବିପଦ ସଙ୍କେତ ୨୦୫ ଦଶମିକContinue reading “ଦିଲ୍ଲୀରେ ସବୁ ସ୍କୁଲ ଓ କଲେଜ ବନ୍ଦ : ଡିଡିଏମଏ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା”
ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳର ୧୦ ଗୋଟି ପଞ୍ଚାୟତ ହେବ ଅନ୍ତର୍ଭୁକ୍ତ : ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କନକ ବ୍ୟୁରୋ : ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍ଧି କରି ଚିତ୍ରକୋଣ୍ଡା ବ୍ଲକ୍ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍ର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦ ଗୋଟି ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସେତୁ ଯୋଜନାରେContinue reading “ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳର ୧୦ ଗୋଟି ପଞ୍ଚାୟତ ହେବ ଅନ୍ତର୍ଭୁକ୍ତ : ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”
ପାଣି ପାଇଁ ରାସ୍ତାରୋକ : ସମସ୍ୟାର ସମାଧାନ ନହେବା ଯାଏଁ ରାସ୍ତାରୁ ହଟିବେନି ବୋଲି ଦେଲେ ଚେତାବନୀ; ରାସ୍ତାରୋକ ପାଇଁ ଯାତାୟତ ଠପ୍
କନକ ବ୍ୟୁରୋ : ପାଣି ପାଇଁ ଗରା ବାଲଟି ଧରି ରାସ୍ତକୁ ଓହ୍ଲାଇଲେ ମହିଳା । ପିଇବା ପାଣି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନହେବାରୁ ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଅଂଟାସୋର ଗାଁ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗାଁରେ ଥିବା ପାଣି ଟାଙ୍କି ବହୁଦିନ ହେଲା ଅଚଳ ପଡ଼ିଛି । ମାସେ ହେଲା ଜଳ ଯୋଗାଣ ବନ୍ଦ ହୋଇଛି । ଗାଁରେ ଗୋଟିଏ ମାତ୍ର ନଳକୂପ ଥିବା ବେଳେ ପାଣି ପାଇଁContinue reading “ପାଣି ପାଇଁ ରାସ୍ତାରୋକ : ସମସ୍ୟାର ସମାଧାନ ନହେବା ଯାଏଁ ରାସ୍ତାରୁ ହଟିବେନି ବୋଲି ଦେଲେ ଚେତାବନୀ; ରାସ୍ତାରୋକ ପାଇଁ ଯାତାୟତ ଠପ୍”
‘ଚନ୍ଦ୍ରଯାନ-୩’ପାଇଁ ରହିଛି ଓଡ଼ିଶାର ଅବଦାନ : ୭୫ ହଜାର ଯନ୍ତ୍ରାଂଶ ତିଆରି କରିଛି ଭୁବନେଶ୍ୱର ସିଟିଟିସି
କନକ ବ୍ୟୁରୋ : ଚନ୍ଦ୍ରଯାନ-୩ ପାଇଁ ଓଡ଼ିଶାରୁ ଯାଇଛି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ । ଭୁବନେଶ୍ୱର ସ୍ଥିତ ସିଟିଟିସି ବା ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଂଟର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର, ରୋଭର ଓ ମହାକାଶଯାନ ପାଇଁ ଅନେକ ଯନ୍ତ୍ରାଂଶ ତିଆରି କରି ଇସ୍ରୋକୁ ପଠାଇଛି । ସିଟିଟିସିର ୧୦୦ ଟେକ୍ନିସିଆନ ଗତ ଦୁଇ ବର୍ଷା ହେଲା ପରିଶ୍ରମ କରି ଏହି ଜରୁରୀ ଯନ୍ତ୍ରାଶ ତିଆରି କରିଛନ୍ତି । ସାଟେଲାଇଟ୍ ଓ ଲଂଚିଂ ବା ଉତକ୍ଷେପଣରେ ବ୍ୟବହୃତ ବହୁContinue reading “‘ଚନ୍ଦ୍ରଯାନ-୩’ପାଇଁ ରହିଛି ଓଡ଼ିଶାର ଅବଦାନ : ୭୫ ହଜାର ଯନ୍ତ୍ରାଂଶ ତିଆରି କରିଛି ଭୁବନେଶ୍ୱର ସିଟିଟିସି”
ଦିଲ୍ଲୀରେ ବନ୍ୟା ବିତ୍ପାତ । ଲାଲକିଲ୍ଲାରେ ପଶିଲା ବନ୍ୟା ଜଳ, ରାସ୍ତା ଉପରକୁ ଉଠିଲା ପାଣି । ଅଟକି ରହିଛି ହଜାର ହଜାର ଗାଡି ।
କନକ ବ୍ୟୁରୋ : ହିମାଚଳପ୍ରଦେଶରେ ବନ୍ୟା ବିତ୍ପାତ ପରେ ଏବେ ଦିଲ୍ଲୀର ଜଳପ୍ରଳୟ । ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡ଼ିଛି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀର ଯମୁନା ନଦୀର ଜଳସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାର ବିପଦ ସଙ୍କେତ ୨୦୫ ଦଶମିକ ୩୩ ମିଟର ରହିଥିବା ବେଳେ ବର୍ତମାନ ଜଳସ୍ତର ୨୦୮ ଦଶମିକ ୪୧ ମିଟରରେ ପହଂଚିଛି । ଯଦିContinue reading “ଦିଲ୍ଲୀରେ ବନ୍ୟା ବିତ୍ପାତ । ଲାଲକିଲ୍ଲାରେ ପଶିଲା ବନ୍ୟା ଜଳ, ରାସ୍ତା ଉପରକୁ ଉଠିଲା ପାଣି । ଅଟକି ରହିଛି ହଜାର ହଜାର ଗାଡି । “
୮ଦିନ ହେଲା ହଜିଲା ପୁଅକୁ ଖୋଜୁଛନ୍ତି ମହାରାଷ୍ଟ୍ର ଦମ୍ପତି : ୩ଲକ୍ଷ ଦେଲେ ପୁଅ ମିଳିବ ବୋଲି ଅଜଣା ନମ୍ବରରୁ ଆସୁଛି ମେସେଜ
କନକ ବ୍ୟୁରୋ : ପୁଅକୁ ଫେରିପାଇବା ପାଇଁ ମୈତ୍ରୀ ବିହାର ଥାନା ଆଗରେ ମହାରାଷ୍ଟ୍ରର ଦମ୍ପତି । ୮ ଦିନ ହେଲା ହଜିଲା ପୁଅକୁ ଖୋଜୁଛନ୍ତି ବାପା ମା’ । ତାଙ୍କ ହଜିଲା ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି ମହାରାଷ୍ଟ୍ରର ଦମ୍ପତି । ତେବେ ତାଙ୍କ ମୋବାଇଲକୁ ଧମକ ପୂର୍ଣ୍ଣ ମେସେଜ ଆସୁଥିବା ସେମାନେ ଅଭିଯୋଗ କରିଛନ୍ତି । ୩ ଲକ୍ଷ ଟଙ୍କା ଦେଲେ ତାଙ୍କ ପୁଅଙ୍କୁ ଫେରି ପାଇବେ ବୋଲି ଅଜଣା ନମ୍ବରରୁContinue reading “୮ଦିନ ହେଲା ହଜିଲା ପୁଅକୁ ଖୋଜୁଛନ୍ତି ମହାରାଷ୍ଟ୍ର ଦମ୍ପତି : ୩ଲକ୍ଷ ଦେଲେ ପୁଅ ମିଳିବ ବୋଲି ଅଜଣା ନମ୍ବରରୁ ଆସୁଛି ମେସେଜ”
ବାପା ପୁଅଙ୍କୁ ଏକାଠି କଲା ଆଧାରକାର୍ଡ : ଦିବ୍ୟାଙ୍ଗ ପୁଅକୁ ୬ ବର୍ଷ ପରେ ଫେରି ପାଇଲେ ପରିବାର
କନକ ବ୍ୟୁରୋ : ବାପାପୁଅଙ୍କୁ ଏକାଠି କଲା ଆଧାରକାର୍ଡ । ଆଧାରକାର୍ଡ଼ ପାଇଁ ଦିବ୍ୟାଙ୍ଗ ପୁଅକୁ ୬ ବର୍ଷ ପରେ ଫେରିପାରିଲେ ପରିବାର । ଏଭଳି ଏକ ନିଆରା ଦୃଶ୍ୟ କେନ୍ଦୁଝରରେ ଦେଖିବାକୁ ମିଳିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୧୭ରେ କେନ୍ଦୁଝର ବଜାରରେ ଦିବ୍ୟାଙ୍ଗ ନାବାଳକ ଜଣଙ୍କ କାନ୍ଦି କାନ୍ଦି ବୁଲୁଥିଲା । ଖବର ପାଇ କେନ୍ଦୁଝର ଶିଶୁ ମଙ୍ଗଳ ସମିତିର କର୍ମକର୍ତା ତାଙ୍କୁ ଉଦ୍ଧାର କରି ତେଲକୋଇ ସ୍ଥିତ ଭିନ୍ନକ୍ଷମContinue reading “ବାପା ପୁଅଙ୍କୁ ଏକାଠି କଲା ଆଧାରକାର୍ଡ : ଦିବ୍ୟାଙ୍ଗ ପୁଅକୁ ୬ ବର୍ଷ ପରେ ଫେରି ପାଇଲେ ପରିବାର”
ବର୍ଷା ନେଉଛି ଜୀବନ ! ହିମାଚଳପ୍ରଦେଶରେ ୯୦ଜଣଙ୍କ ମୃତ୍ୟୁ, ମାତ୍ର ଚାରି ଦିନରେ ଗଣାଣି ୩୬ ଜୀବନ
କନକ ବ୍ୟୁରୋ : ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ତାଣ୍ଡବ ଲିଳା ରଚୁଛି ବର୍ଷା । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ସବୁ ନଦୀର ଜଳସ୍ଥର । ମାଡିଆସୁଛି ଗୋଳିଆ ପାଣି । ଏପରିକି କିଛି ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ପାହାଡି ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ପାହାଡ ଧସିବା ବା ଭୟଙ୍କର ଭୂସ୍ଖଳନର ଖବର ମଧ୍ୟ ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ବର୍ଷାContinue reading “ବର୍ଷା ନେଉଛି ଜୀବନ ! ହିମାଚଳପ୍ରଦେଶରେ ୯୦ଜଣଙ୍କ ମୃତ୍ୟୁ, ମାତ୍ର ଚାରି ଦିନରେ ଗଣାଣି ୩୬ ଜୀବନ”