କନକ ବ୍ୟୁରୋ : ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ହୋଇଛି । ଗତକାଲି କଡ଼ା ସୁରକ୍ଷାବଳୟରେ ଗୋପାଳ ଦାସକୁ କଟକରୁ ଝାରସୁଗୁଡ଼ା ନେଇଛି ପୋଲିସ । ଜାନୁଆରୀ ୨୯ରେ ବ୍ରଜରାଜନଗରରେ ନବ ଦାସଙ୍କୁ ଗୁଳି ମାଡ଼ କରିଥିଲା ପୁଲିସ ଏଏସଆଇ ଗୋପାଳ ଦାସ । ଘଟଣାସ୍ଥଳରେ ହିଁ ଅଭିଯୁକ୍ତକୁ କାବୁ କରିଥିଲା ପୁଲିସ । ସେହିଦିନ ହିଁ ତଦନ୍ତ ଭାର ହାତକୁ ନେଇଥିଲା କ୍ରାଇମବ୍ରାଞ୍ଚ ।Continue reading “ନବ ଦାସ ହତ୍ୟା ମାମଲା : କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ”
Tag Archives: News
ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକକୁ ଧକ୍କା ଦେଲା ଟ୍ରକ୍ ; ୪ କାଉଡିଆଙ୍କ ମୃତ୍ୟୁ, ୧୫ ଆହତ
କନକ ବ୍ୟୁରୋ : ଟ୍ରକକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୪ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଟ୍ରକ୍ ଦୁଇଟିରୁ ଗୋଟିଏ କାଉଡ଼ିଆଙ୍କୁ ନେଇ ହରିଦ୍ୱାର ଅଭିମୁଖେ ଯାଉଥିଲା । ଦିଲ୍ଲୀକୁ ଆସୁଥିବା ଟ୍ରକ୍ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ‘ଡିଭାଇଡର୍’ ଟପି ହରିଦ୍ୱାର ଯାଉଥିବା ଟ୍ରକ୍ ସହିତ ଧକ୍କା ହୋଇଥିଲା । ଅଭିଯୁକ୍ତ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ଆଲିପୁର ଥାନାରେContinue reading “ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକକୁ ଧକ୍କା ଦେଲା ଟ୍ରକ୍ ; ୪ କାଉଡିଆଙ୍କ ମୃତ୍ୟୁ, ୧୫ ଆହତ”
ମିଶନ ଶକ୍ତି ସଚିବଙ୍କ ବୟାନ, ବିଜେପିର ପ୍ରଶ୍ନ : ବିଜେଡିର ଜବାବ, ଓଡ଼ିଶା ମହିଳା ଚୁଲି ମୁଣ୍ଡରେ ବନ୍ଦ ହୋଇ ରହନ୍ତୁ ବୋଲି ଚାହୁଁଛି ପଦ୍ମ ଦଳ
କନକ ବ୍ୟୁରୋ : ମିଶନ ଶକ୍ତି ସଚିବଙ୍କ ବୟାନକୁ ନେଇ ବିଜେପିର ପ୍ରଶ୍ନ । ବିଜେଡି ଏହା ଉପରେ ପ୍ରତିକ୍ରିୟା ରଖିଛି । ବିଜେଡି ମୁଖପାତ୍ର ତୁମ୍ଭନାଥ ପଣ୍ଡା କହିଛନ୍ତି ମିଶନ ଶକ୍ତି ଅଭିଯାନ ଯୋଗୁ ଓଡ଼ିଶାର ୭୦ ଲକ୍ଷ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି । ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସେମାନେ ନିଜର ଯୋଗଦାନ ଦେଇପାରିଛନ୍ତି । ଓଡ଼ିଶାରେ ମହିଳା ସଶକ୍ତିକରଣର ସଫଳ ଯୋଜନାକୁ ସମସ୍ତେ ପ୍ରଶଂସା କରୁଥିବାରୁ ବିଜେପି ଏହାକୁ ସହିପାରୁନାହିଁ ବୋଲିContinue reading “ମିଶନ ଶକ୍ତି ସଚିବଙ୍କ ବୟାନ, ବିଜେପିର ପ୍ରଶ୍ନ : ବିଜେଡିର ଜବାବ, ଓଡ଼ିଶା ମହିଳା ଚୁଲି ମୁଣ୍ଡରେ ବନ୍ଦ ହୋଇ ରହନ୍ତୁ ବୋଲି ଚାହୁଁଛି ପଦ୍ମ ଦଳ”
ସୁଜାତା କାର୍ତ୍ତିକେୟନଙ୍କ ବୟାନକୁ ବିଜେପିର ଟାର୍ଗେଟ : ମିଶନ ଶକ୍ତି ଅଧିକାରୀଙ୍କ ବୈଠକରେ ଅଶାଳୀନ ଶବ୍ଦ ପ୍ରୟୋଗର ଅଭିଯୋଗ
କନକ ବ୍ୟୁରୋ : ମିଶନ ଶକ୍ତି ବିଭାଗ ଅଧିକାରୀଙ୍କ ବୈଠକରେ ଯୋଗଦେଇ ସଚିବ ସୁଜାତା କାର୍ତ୍ତିକେୟନ୍ ଦେଇଥିବା ବୟାନ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ମିଶନ ଶକ୍ତିକୁ ଶାସକ ବିଜେଡି ଦଳୀୟ କାର୍ଯ୍ୟକ୍ରମ କରି ସାରିଲାଣି । ଏହାର ନେତୃତ୍ୱ ଏବେ ବିଭାଗୀୟ ସଚିବ ସୁଜାତା କାର୍ତ୍ତିକେୟନ୍ ନେଉଛନ୍ତି । ବୈଠକରେ ଅଶ୍ଳୀଳ ଓ ଅଶାଳୀନ ଶବ୍ଦର ବ୍ୟବହାର କରାଯାଇଥିବା ଅଭିଯୋଗ କରିଛି ବିଜେପିContinue reading “ସୁଜାତା କାର୍ତ୍ତିକେୟନଙ୍କ ବୟାନକୁ ବିଜେପିର ଟାର୍ଗେଟ : ମିଶନ ଶକ୍ତି ଅଧିକାରୀଙ୍କ ବୈଠକରେ ଅଶାଳୀନ ଶବ୍ଦ ପ୍ରୟୋଗର ଅଭିଯୋଗ”
ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା : ୩ ପୋଲିସ କର୍ମଚାରୀଙ୍କ ବିରୋଧରେ ଏସପିଙ୍କ କଡ କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : ଥାନାରୁ କଏଦୀ ଚମ୍ପଟ । କେନ୍ଦୁଝର ଆନନ୍ଦପୁର ଥାନାରୁ ଜଣେ ବିଚାରଧୀନ କଏଦୀ ଫେରାର ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ କେନ୍ଦୁଝର ଏସପି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୩ଜଣ କର୍ମଚାରୀଙ୍କୁ ବଦଳି କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ଏଏସଆଇ ଓ ଦୁଇ ଜଣ କନଷ୍ଟେବଳ ଅଛନ୍ତି । ଏମାନଙ୍କୁ ଜିଲ୍ଲା ହେଡକ୍ୱାର୍ଟରକୁ ବଦଳି କରାଯାଇଛି । The post ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା :Continue reading “ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା : ୩ ପୋଲିସ କର୍ମଚାରୀଙ୍କ ବିରୋଧରେ ଏସପିଙ୍କ କଡ କାର୍ଯ୍ୟାନୁଷ୍ଠାନ”
ଋଣ ନେଲା ୪ ଜୀବନ, ପ୍ରଥମେ ୨ ପୁଅଙ୍କୁ ବିଷ ଦେଇ ଫାଶିରେ ଝୁଲିପଡିଲେ ସ୍ୱାମୀ, ସ୍ତ୍ରୀ
କନକ ବ୍ୟୁରୋ: ଭୋପାଳରେ ଋଣ ନେଲା ପୁରା ପରିବାରର ଜୀବନ । ଋଣ ବୋଝ ସହିନପାରି ଅକାଳରେ ଚାଲିଗଲା ୪ ଜୀବନ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ମୁତାବକ, ଭୋପାଳ ରାତିବଡି ଥାନା କ୍ଷେତ୍ର ନିଲବଡ ଅଞ୍ଚଳରେ ରହୁଥିବା ଚନ୍ଦ୍ରପ୍ରକାଶ ପାଣ୍ଡେ ଏକ ଘରୋଇ ଇନସ୍ୟୁରାନ୍ସ କମ୍ପାନରେ କାମ କରୁଥିଲେ । କମ୍ପାନୀରେ କ୍ଷତି ଚାଲିଥିବାରୁ ଋଣ ନେଇଥିଲେ । ହେଲେ ଋଣ ଠିକ ସମୟରେ ସୁଝିନପାରିବାରୁContinue reading “ଋଣ ନେଲା ୪ ଜୀବନ, ପ୍ରଥମେ ୨ ପୁଅଙ୍କୁ ବିଷ ଦେଇ ଫାଶିରେ ଝୁଲିପଡିଲେ ସ୍ୱାମୀ, ସ୍ତ୍ରୀ”
ଉଛୁଳୁଛି ଯମୁନା ନଦୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ପାଣି । ଶାହାଙ୍କୁ ଚିଠି ଲେଖିଲେ କେଜ୍ରିୱାଲ ।
କନକ ବ୍ୟୁରୋ : ଦିଲ୍ଲୀରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା କାରଣରୁ ଏବେ ଜଳମଗ୍ନ ଦିଲ୍ଲୀର ଅଧିକାଂଶ ଅଞ୍ଚଳ । ଯେଉଁଥିପାଇଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଭିତରେ ଯମୁନା ନଦୀରେ ଜଳସ୍ତର ବଢିବା ଦିଲ୍ଲୀବାସୀଙ୍କ ଚିନ୍ତା ବଢାଇ ଦେଇଛି । କେଉଁଠି ଜନବସତିରେ ପାଣି ପଶିଲାଣି ତ ପୁଣି କେଉଁଠି ରାସ୍ତା ଉପରେ ପାଣିର ସୁଅ ବହିଲାଣି । ଏପରିକି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ପାଖାପାଖିContinue reading “ଉଛୁଳୁଛି ଯମୁନା ନଦୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ପାଣି । ଶାହାଙ୍କୁ ଚିଠି ଲେଖିଲେ କେଜ୍ରିୱାଲ ।”
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା ଜେଏମ୍ଏଫସି କୋର୍ଟରେ ଆଉ କିଛି ସମୟ ପରେ ହାଜର ହେବ ଅଭିଯୁକ୍ତ ଗୋପାଳ
କନକ ବ୍ୟୁରୋ: ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରିବ ପୋଲିସ । ତେଣୁ ଗତକାଲି କଡ଼ା ସୁରକ୍ଷାବଳୟରେ ଗୋପାଳ ଦାସକୁ କଟକରୁ ଝାରସୁଗୁଡ଼ା ନେଇଛି ପୋଲିସ । ଆଉ କିଛି ସମୟ ପରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ତାଙ୍କୁ ହାଜର କରାଯିବ । ଜାନୁଆରୀ ୨୯ରେ ବ୍ରଜରାଜନଗରରେ ନବ ଦାସଙ୍କୁ ଗୁଳି ମାଡ଼ କରିଥିଲା ପୁଲିସ ଏଏସଆଇ ଗୋପାଳ ଦାସ । ଘଟଣାସ୍ଥଳରେ ହିଁ ଅଭିଯୁକ୍ତକୁContinue reading “ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା ଜେଏମ୍ଏଫସି କୋର୍ଟରେ ଆଉ କିଛି ସମୟ ପରେ ହାଜର ହେବ ଅଭିଯୁକ୍ତ ଗୋପାଳ”
ହିମାଚଳପ୍ରଦେଶରେ ବନ୍ୟା : ଫସି ରହିଛନ୍ତି ହଜାର ହଜାର ଲୋକ; ଆକାଶମାର୍ଗରୁ ସ୍ଥିତି ପରିଖିଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ହିମାଚଳପ୍ରଦେଶ ସ୍ଥିତି ମଧ୍ୟ ବେହାଲ ହୋଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଆକାଶମାର୍ଗରୁ ସ୍ଥିତି ପରିଖିବା ସହ ବିଭିନ୍ନ ସ୍ଥାନକୁ ଯାଇ ସମୀକ୍ଷା କରିଛନ୍ତି । ହିମାଚଳପ୍ରଦେଶର ବିଭିନ୍ନ ସ୍ଥାନରେ ୧୦ ହଜାର ପର୍ଯ୍ୟଟକ ଫସି ରହିଥିବା ଜଣାପଡ଼ିଛି । ଚନ୍ଦ୍ରତାଳରେ ୩ ଫୁଟ ବରଫ ଜମିଯାଇଛି । ୬ଟି ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । କୁଲ୍ଲୁର ବ୍ୟାସ ନଦୀରେ ବନ୍ୟା ଆସିବାରୁ ଏକ ବାଜାର ଅଧା ଭାସିଯାଇଛିContinue reading “ହିମାଚଳପ୍ରଦେଶରେ ବନ୍ୟା : ଫସି ରହିଛନ୍ତି ହଜାର ହଜାର ଲୋକ; ଆକାଶମାର୍ଗରୁ ସ୍ଥିତି ପରିଖିଲେ ମୁଖ୍ୟମନ୍ତ୍ରୀ”
୨୦୨୫ରେ ପ୍ରଳୟ ରଚିବ ସୌର ଝଡ! ଦୁନିଆରେ ଇଣ୍ଟରନେଟ୍ ସେବାର ହେବ ସର୍ବନାଶ ।
କନକ ବ୍ୟୁରୋ: ୨୦୨୫ରେ ଭୟଙ୍କର ରୂପ ନେବ ସୂର୍ଯ୍ୟ । ସୃଷ୍ଟି ହୋଇପାରେ ଭୀଷଣ ସୌର ଝଡ । ୱାଶିଂଟନ ପୋଷ୍ଟରେ ଏଭଳି ଖବର ପ୍ରକାଶ ପାଇବା ପରେ ଏନେଇ ସମାନ ମତ ଦେଇଛନ୍ତି କାଲିଫର୍ଣ୍ଣ୍ରିଆ ୟୁନିଭର୍ସିଟି ଅଫ୍ କମ୍ପ୍ୟୁଟର ସାଇନ୍ସର ପ୍ରଫେସର ସଙ୍ଗୀତା ଅବଦୁ ଜ୍ୟୋତି ଓ ଆମେରିକା ନ୍ୟାସନାଲ ଓସେନିକ୍ ଆଣ୍ଡ୍ ଆଟମୋସ୍ପିୟରିକ୍ ଆଡମିନିଷ୍ଟେନର ବୈଜ୍ଞାନିକ । ଅନ୍ତର୍ଜାତୀୟ ଖବର ମୁତାବକ, ୨୦୨୫ରେ ଆସିବାକୁ ଥିବା ଏହି ସୌରଝଡ଼ ବିଶ୍ୱର ଯୋଗାଯୋଗ ବ୍ୟବସ୍ଥାକୁ ଅକଳ୍ପନୀୟContinue reading “୨୦୨୫ରେ ପ୍ରଳୟ ରଚିବ ସୌର ଝଡ! ଦୁନିଆରେ ଇଣ୍ଟରନେଟ୍ ସେବାର ହେବ ସର୍ବନାଶ ।”