ଜଣେ ଫିଙ୍ଗିଦେଲା, ଜଣେ ଉଠାଇନେଲା : ବସ୍ତିରୁ ନବଜାତକୁ ଉଦ୍ଧାର କଲା ଚାଇଲ୍‌ଡ ଲାଇନ୍‌

କନକ ବ୍ୟୁରୋ : ରାସ୍ତାକଡ଼ରେ ନବଜାତକକୁ ଫିଙ୍ଗିଦେଇଗଲେ ଜଣେ ମହିଳା, ଆଉ ତାକୁ ପାଇ ଉଦ୍ଧାର କଲେ ଆଉ ଜଣେ ମହିଳା । ପରେ ପୋଲିସ୍ ଶିଶୁକୁ ଠାବ କରି ଚାଇଲଡ ହେଲ୍ପଲାଇନକୁ ହସ୍ତାନ୍ତର କଲା । ଗତକାଲି ରାଜଧାନୀର ଆଚାର୍ଯ୍ୟ ବିହାରରେ ଏପରି ଘଟଣା ଘଟିଛି । ଦିନ ପ୍ରାୟ ଗୋଟାଏ ବେଳେ ଜଣେ ମହିଳା ଅଟୋ ରିକ୍ସାରେ ଆସି ଏକ ନବଜାତକକୁ ରାସ୍ତା କଡ଼ରେ ପିଙ୍ଗି ଦେଇଥିଲେ । ଏହା ପରେ ଆଖଣ୍ଡଳିମଣି ବସ୍ତିରContinue reading “ଜଣେ ଫିଙ୍ଗିଦେଲା, ଜଣେ ଉଠାଇନେଲା : ବସ୍ତିରୁ ନବଜାତକୁ ଉଦ୍ଧାର କଲା ଚାଇଲ୍‌ଡ ଲାଇନ୍‌”

ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଭାବନୀୟ ଘଟଣା : ଫାର୍ମାସିଷ୍ଟଙ୍କୁ ଆକ୍ରମଣ ସହ ଭଙ୍ଗାରୁଜା କଲେ ଯୁବକ, ସିସିଟିଭି ଆଧାରରେ ଅଭିଯୁକ୍ତ ଗିରଫ 

କନକ ବ୍ୟୁରୋ : ପୁରୀ କାକଟପୁର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଫାର୍ମାସିଷ୍ଟ ଭକ୍ତ ନାରାୟଣ ମହାରଣାଙ୍କୁ ଆକ୍ରମଣ କରିଛନ୍ତି । ମେଡିକାଲରେ ଥିବା ଆସବାବପତ୍ର ଭଙ୍ଗାରୁଜା କରିବା ସହ ଟେବୁଲ ଉଠାଇ ମାଡ ମାରିଛନ୍ତି, ଯାହା ସିସିଟିଭିରେ କଏଦ ହୋଇଛି । ଖବର ଅନୁସାରେ, ସମ୍ପୃକ୍ତ ଯୁବକ ନିଜ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଫାର୍ମାସିଷ୍ଟ ଅନ୍ୟ ରୋଗୀଙ୍କୁ ଚିକିତ୍ସା କରୁଥିବାବେଳେContinue reading “ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଭାବନୀୟ ଘଟଣା : ଫାର୍ମାସିଷ୍ଟଙ୍କୁ ଆକ୍ରମଣ ସହ ଭଙ୍ଗାରୁଜା କଲେ ଯୁବକ, ସିସିଟିଭି ଆଧାରରେ ଅଭିଯୁକ୍ତ ଗିରଫ “

ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ରୋହିତ ବାହିନୀର ଦବଦବା : ପ୍ରଥମ ଇନିଙ୍ଗସରେ ୧୫୦ ରନରେ ୱେଷ୍ଟଇଣ୍ଡିଜ୍ ଅଲଆଉଟ୍; ଅଶ୍ୱିନୀଙ୍କୁ ୫ଟି ୱିକେଟ

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ଦବଦବା ରହିଛି । ଘରୋଇ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଙ୍ଗସରେ ମାତ୍ର ୧୫୦ ରନରେ ଅଲଆଉଟ୍ ହୋଇଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଏହି ନିଷ୍ପତ୍ତି କାମ ଦେଇ ନଥିଲା । ବରଂ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ୱେଷ୍ଟଇଣ୍ଡିଜ୍ ବ୍ୟାଟର । ଗୋଟିଏ ପରେ ଗୋଟିଏ ୱିକେଟContinue reading “ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ରୋହିତ ବାହିନୀର ଦବଦବା : ପ୍ରଥମ ଇନିଙ୍ଗସରେ ୧୫୦ ରନରେ ୱେଷ୍ଟଇଣ୍ଡିଜ୍ ଅଲଆଉଟ୍; ଅଶ୍ୱିନୀଙ୍କୁ ୫ଟି ୱିକେଟ”

ଏଣିକି କ୍ୟାପିଟାଲ ହସ୍ପିଟାଲରେ ରାତିରେ ବି ହେବ ଅସ୍ତ୍ରୋପଚାର : ୨୪ ଘଣ୍ଟା ଉପଲବ୍ଧ ରହିବ ଜରୁରୀକାଳୀନ ଓଟି

କନକ ବ୍ୟୁରୋ : ଏଣିକି କ୍ୟାପିଟାଲ ହସ୍ପିଟାଲରେ ରାତିରେ ବି ହେବ ଅସ୍ତ୍ରୋପଚାର । ୨୪ ଘଣ୍ଟା ଉପଲବ୍ଧ ରହିବ ଜରୁରୀକାଳୀନ ଓଟି । ଆହତ କିମ୍ବା ଜରୁରୀକାଳୀନ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ଆଉ ପଠାଯିବ ନାହିଁ । ଏନେଇ କ୍ୟାପିଟାଲ ହସ୍ପିଟାଲରେ ୨୪ ଘଣ୍ଟିଆ ଜରୁରୀକାଳୀନ ଓଟି ପାଇଁ ହସ୍ପିଟାଲ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସେଥିପାଇଁ ସ୍ୱତନ୍ତ୍ର ଭାବେ ଅତ୍ୟାଧୁନିକ ଓଟି ପ୍ରସ୍ତୁତ ହୋଇଛି । ତିନୋଟି ସିଫ୍ଟରେ ଏଥିରେ ନିୟୋଜିତ ରହିବେ ଡାକ୍ତରContinue reading “ଏଣିକି କ୍ୟାପିଟାଲ ହସ୍ପିଟାଲରେ ରାତିରେ ବି ହେବ ଅସ୍ତ୍ରୋପଚାର : ୨୪ ଘଣ୍ଟା ଉପଲବ୍ଧ ରହିବ ଜରୁରୀକାଳୀନ ଓଟି”

ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କ ୨ଦିନିଆ ଫ୍ରାନ୍ସ ଗସ୍ତ : ରାଷ୍ଟ୍ରପତି ମାକ୍ରନଙ୍କୁ ଭେଟି କରିବେ ଦ୍ୱିପାକ୍ଷିକ ଆଲୋଚନା

କନକ ବ୍ୟୁରୋ : ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ । ଦୁଇ ଦିନିଆ ଗସ୍ତରେ ଯାଉଛନ୍ତି ମୋଦୀ । ନିକଟରେ ଆମେରିକା ଗସ୍ତ ପରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ଉଭୟ ଭାରତ ଓ ଫ୍ରାନ୍ସ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଚୁକ୍ତି ହେବାର ଅଛି । ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭେଟିContinue reading “ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କ ୨ଦିନିଆ ଫ୍ରାନ୍ସ ଗସ୍ତ : ରାଷ୍ଟ୍ରପତି ମାକ୍ରନଙ୍କୁ ଭେଟି କରିବେ ଦ୍ୱିପାକ୍ଷିକ ଆଲୋଚନା”

ପାରିବାରିକ ବିବାଦରୁ ଫୁଟିଲା ଗୁଳି : ବାପା ମୃତ, ଝିଅ ଗୁରୁତର; ଜ୍ୱାଇଁ ଘରକୁ ଆସିଥିବାବେଳେ ସମ୍ପର୍କୀୟ ଫୁଟାଇଲେ ଗୁଳି

କନକ ବ୍ୟୁରୋ : ପାରିବାରିକ ବିବାଦରୁ ଫୁଟିଲା ଗୁଳି । ଗଞ୍ଜାମ ପୋଲସରା ବ୍ଲକ ଛକରେ ଗୁଳିମାଡରେ ଜଣଙ୍କର, ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଖଲିକୋଟ ଥାନା କୁମୁଣ୍ଡ ଗାଁର ବିଜୟ କୁମାର ବେହେରା । ସେ ତାଙ୍କ ଝିଅ ଗାୟତ୍ରୀ ବେହେରାଙ୍କ ସମ୍ପତ୍ତି ବିବାଦ ସମାଧାନ କରିବାକୁ ଜ୍ୱାଇଁ ଘରକୁ ଆସିଥିବା ବେଳେ ଗୁଳିମାଡ ହୋଇଛି । ଅଭିଯୋଗ ଅନୁସାରେ, ଗାୟତ୍ରୀଙ୍କ ନଣନ୍ଦେଇ ପ୍ରଶାନ୍ତ କୁମାର ବେହେରା ଯୋଜନାବଦ୍ଧ ଭାବେ ବିଜୟଙ୍କ ଉପରକୁ ଗୁଳିContinue reading “ପାରିବାରିକ ବିବାଦରୁ ଫୁଟିଲା ଗୁଳି : ବାପା ମୃତ, ଝିଅ ଗୁରୁତର; ଜ୍ୱାଇଁ ଘରକୁ ଆସିଥିବାବେଳେ ସମ୍ପର୍କୀୟ ଫୁଟାଇଲେ ଗୁଳି”

ପାରିବାରିକ ଶତ୍ରୁତାରୁ ପୋଲସରାର ବ୍ଲକ ଛକରେ ଫୁଟିଲା ଗୁଳି । ବାପା ମୃତ, ଝିଅ ଗୁରୁତର

କନକ ବ୍ୟୁରୋ: ପାରିବାରିକ ବିବାଦରୁ ଫୁଟିଲା ଗୁଳି । ଗଞ୍ଜାମ ପୋଲସରା ବ୍ଲକ ଛକରେ ଗୁଳିମାଡରେ ଜଣଙ୍କର, ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଖଲିକୋଟ ଥାନା କୁମୁଣ୍ଡ ଗାଁର ବିଜୟ କୁମାର ବେହେରା । ସେ ତାଙ୍କ ଝିଅ ଗାୟତ୍ରୀ ବେହେରାଙ୍କ ସମ୍ପତି ବିବାଦ ସମାଧାନ କରିବାକୁ ଆସିଥିବାବେଳେ ଗୁଳିମାଡ ହୋଇଛି । ଅଭିଯୋଗ ଅନୁସାରେ, ଗାୟତ୍ରୀଙ୍କ ନଣନ୍ଦେଇ ପ୍ରଶାନ୍ତ କୁମାର ବେହେରା ଯୋଜନାବଦ୍ଧ ଭାବେ ବିଜୟଙ୍କ ଉପରକୁ ଗୁଳି ମାଡ କରିଥିଲେ । ଗୁଳିମାଡContinue reading “ପାରିବାରିକ ଶତ୍ରୁତାରୁ ପୋଲସରାର ବ୍ଲକ ଛକରେ ଫୁଟିଲା ଗୁଳି । ବାପା ମୃତ, ଝିଅ ଗୁରୁତର”

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ରହିବେ ରାହୁଲ ଗାନ୍ଧୀ! ନୂଆ ଠିକଣା ପାଲଟିବ ନିଜାମୁଦ୍ଧିନ ଇଷ୍ଟରେ ଥିବା ବିଟୁ ବଙ୍ଗଳା ।

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା ସମ୍ବନ୍ଧରେ ସୂଚନା ମିଳିଛି । କଂଗ୍ରେସର ଦିବଙ୍ଗତ ନେତା ତଥା ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଘର ହୋଇପାରେ ରାହୁଲଙ୍କ ନୂଆ ଠିକଣା । ଏହା ଦିଲ୍ଲୀର ନିଜାମୁଦ୍ଧିନ ଇଷ୍ଟରେ ଥିବା ବିଟୁ ବଙ୍ଗଳା ଅଟେ । ଚର୍ଚ୍ଚା ହେଉଛି ଖୁବଶୀଘ୍ର ରାହୁଲ ଏହି ଘରେ ରହିପାରନ୍ତି । ବର୍ତମାନ ରାହୁଲ ସୋନିଆଙ୍କ ସହ ଜନପଥ ୧୦ରେ ରହୁଛନ୍ତି । ମାନହାନି ମାମଲାରେ ରାହୁଲଙ୍କContinue reading “ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ରହିବେ ରାହୁଲ ଗାନ୍ଧୀ! ନୂଆ ଠିକଣା ପାଲଟିବ ନିଜାମୁଦ୍ଧିନ ଇଷ୍ଟରେ ଥିବା ବିଟୁ ବଙ୍ଗଳା ।”

ଜିଏସଟି ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ମହଙ୍ଗା ହେବ ଅନଲାଇନ୍ ଗେମିଂ, ଘୋଡ଼ା ଦୌଡ଼ ଓ କ୍ୟାସିନୋ । ସିନେମା ହଲରେ ଖାଇବା ହେବ ଶସ୍ତା

କନକ ବ୍ୟୁରୋ: ଅନଲାଇନ ଗେମିଂ, ହର୍ଷ ରେସିଙ୍ଗ ଓ କ୍ୟାସିନୋ ଖେଳିବା ହେବ ମହଙ୍ଗା । ହଲ ଭିତରେ ଥିବା ରେଷ୍ଟୁରାଣ୍ଟରେ ଖାଇବା ହେବ ଶସ୍ତା । ସେହିପରି କ୍ୟାନସର ଓ ବିରଳ ରୋଗର ଔଷଧ ଉପରୁ ଜିଏସଟି ଛାଡ଼ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦର ୫୦ ତମ ବୈଠକରେ ଏହି ନିଷ୍ପତି ହୋଇଛି । ଅଗଷ୍ଟ ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ । ଶସ୍ତା ହେବContinue reading “ଜିଏସଟି ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ମହଙ୍ଗା ହେବ ଅନଲାଇନ୍ ଗେମିଂ, ଘୋଡ଼ା ଦୌଡ଼ ଓ କ୍ୟାସିନୋ । ସିନେମା ହଲରେ ଖାଇବା ହେବ ଶସ୍ତା”

ସ୍ତ୍ରୀଙ୍କ ସହ ୩ ପୋଷା କୁକୁରଙ୍କୁ ଭରଣପୋଷଣ ଦେବେ ସ୍ୱାମୀ । ବାନ୍ଦ୍ରା ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟ କୋର୍ଟ ଦେଲେ ନିିର୍ଦ୍ଦେଶ ।

କନକ ବ୍ୟୁରୋ: ପତ୍ନୀଙ୍କ ସହ ୩ଟି ପୋଷା କୁକୁରର ଭରଣପୋଷଣ ଦେବେ ସ୍ୱାମୀ । ପାରିବାରିକ ହିଂସା ମାମଲାରେ ମୁମ୍ବାଇର ଏକ କୋର୍ଟ ପତ୍ନୀଙ୍କ ସହ ତାଙ୍କର ୩ଟି ପୋଷା କୁକୁରୁଙ୍କ ମଧ୍ୟ ଭରଣପୋଷଣ ଦେବା ପାଇଁ ପୂର୍ବତନ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୫୫ବର୍ଷୀୟ ମହିଳା ଏହା ପାଇଁ କୋର୍ଟରେ ଅପିଲ କରିଥିଲେ । ୧୯୮୬ ମସିହାରେ ଏମାନଙ୍କ ବିବାହ ହୋଇଥିଲା । ଦୁଇ ସନ୍ତାନ ବିଦେଶରେ ରହୁଛନ୍ତି । ୨୦୨୧ ମସିହା ପରଠୁContinue reading “ସ୍ତ୍ରୀଙ୍କ ସହ ୩ ପୋଷା କୁକୁରଙ୍କୁ ଭରଣପୋଷଣ ଦେବେ ସ୍ୱାମୀ । ବାନ୍ଦ୍ରା ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟ କୋର୍ଟ ଦେଲେ ନିିର୍ଦ୍ଦେଶ ।”

Design a site like this with WordPress.com
Get started