ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକ । ସାମିଲ ହେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

କନକ ବ୍ୟୁରୋ: ବିଜେପି ବିରୋଧୀ ବୈଠକରେ ସାମିଲ ହେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ହେବ । ଏଥିରେ ପ୍ରାୟ ୨୪ଟି ଦଳ ସାମିଲ ହେବାର ସମ୍ଭାବନା ରହିଛି । ବଡ଼ କଥା ହେଉଛି ସୋନିଆ ଗାନ୍ଧୀଙ୍କୁ ଏହି ବୈଠକରେ ଦେଖିବାକୁ ମିଳିବ । ବିରୋଧଙ୍କ ମେଳିରେ ସୋନିଆ ସାମିଲ ହେବା ସୂଚନା ଦେଇଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେContinue reading “ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକ । ସାମିଲ ହେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।”

ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ବିଧାୟକ । ପଢନ୍ତୁ, ସେ କଣ କହିଲେ…

କନକ ବ୍ୟୁରୋ: ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ୬୦୦ କିଲୋମିଟର ଦୂରରୁ ଆଦିବାସୀ ନେତା ବୈଠକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବୈଠକ ଥିବା ସତ୍ତେ୍ୱ ସେ ଆସିଲେ ନାହିଁ । ଅଳ୍ପ ସମୟ ପାଇଁ ଭର୍ଚୁଆଲ ମୋଡ଼ରେ ଯୋଡ଼ି ହେଲେ ବୋଲି କହିଛନ୍ତି ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଏଥରୁ ସ୍ପଷ୍ଟ ହେଉଛି ଯେ, ମୁଖ୍ୟମନ୍ତ୍ରୀ ଦପ୍ତରକୁ ମଧ୍ୟ ଆସୁContinue reading “ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ବିଧାୟକ । ପଢନ୍ତୁ, ସେ କଣ କହିଲେ…”

ସୁନୀଲଙ୍କୁ ବାଧୁଛି ଟମାଟୋ ଦର । କହିଲେ, ହୋଟେଲ ଚଲାଉଛି, ସେଥିପାଇଁ ମୂଲଚାଲ କରିବାକୁ ପଡୁଛି । 

କନକ ବ୍ୟୁରୋ : ଆଗରୁ ପିଆଜ କନ୍ଦାଉଥିଲା, ଏବେ ଟମାଟୋ ଦର ଶୁଣି ଆଖିରେ ଲୁହ ଆସିଯାଉଛି । ଟମାଟୋର ଦର ଏବେ ପକେଟ ଫାଙ୍କା କରି ଦେଉଛି । ଗରିବଙ୍କ ଠାରୁ ଧନୀ ସମସ୍ତଙ୍କୁ ଟମାଟୋ ଦର ଭାରି ବାଧୁଛି । ଯେଉଁ ତାଲିକାରେ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ ମଧ୍ୟ ରହିଛନ୍ତି । ସୁନୀଲ କହିଛନ୍ତି, ଆମେ ତଟକା ପନିପରିବା ଖାଇଥାଉ । କିନ୍ତୁ ଏବେ ଯେଉଁଭଳି ଭାବେ ଟମାଟୋ ଦରରେ ବୃଦ୍ଧି ହୋଇଛିContinue reading “ସୁନୀଲଙ୍କୁ ବାଧୁଛି ଟମାଟୋ ଦର । କହିଲେ, ହୋଟେଲ ଚଲାଉଛି, ସେଥିପାଇଁ ମୂଲଚାଲ କରିବାକୁ ପଡୁଛି । “

ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ବଢିଲା ଚର୍ଚ୍ଚା । ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ । ପ୍ରତିକ୍ରିୟାରେ ବିରୋଧୀ କହିଲେ…

କନକ ବ୍ୟୁରୋ: ରାଜ୍ୟରେ ବଢ଼ିଲା ଆଗୁଆ ନିର୍ବାଚନ ସମ୍ଭାବନା । ବିଶେଷ କରି ରାଜ୍ୟରେ ଅତିରିକ୍ତ ବଜେଟ୍ ନେଇ ଅର୍ଥ ବିଭାଗର ଚିଠି ପରେ ଏହି ସମ୍ଭାବନା ଅଧିକ ବଢ଼ିଛି । ଆଉ ଏବେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିଜେପି କହିଛି, ଅତିରିକ୍ତ ବଜେଟ୍ ଆଣିବା ଏକ ପ୍ରହେଳିକା । ଆଉ ଏହା ଆଗୁଆ ନିର୍ବାଚନର ସଂକେତ ଦେଉଛି । ତେବେ ଆଗୁଆ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଥିବା କହିଛନ୍ତିContinue reading “ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ବଢିଲା ଚର୍ଚ୍ଚା । ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ । ପ୍ରତିକ୍ରିୟାରେ ବିରୋଧୀ କହିଲେ…”

ସଚିନ ପାଇଁ ଘର ଛାଡିଲେ, ଦେଶ ଛାଡିଲେ… ସୀମାଙ୍କ ପ୍ରେମ ସତ ନା ଷଡଯନ୍ତ୍ର? ଏ ନେଇ ତେଜିଲା ପ୍ରଶ୍ନ ।

କନକ ବ୍ୟୁରୋ: ପଡୋଶୀ ପାକିସ୍ତାନରୁ ନିଜ ପ୍ରେମକୁ ପାଇବାକୁ ଭାରତ ଚାଲିଆସିଲେ ସୀମା ହାଇଦର । ହେଲେ ଏବେ ସେ ଭାରତୀୟ ଯାଞ୍ଚ ଏଜେନ୍ସିର ରାଡାରରେ । କାରଣ ସଚିନଙ୍କ ପ୍ରତି ତାଙ୍କ ଭଲପାଇବା ସତ ନା ଏକ ଷଡଯନ୍ତ୍ର ସେ ନେଇ ଏବେ ପ୍ରଶ୍ନ । ସୀମା ସଚିନଙ୍କ ପାଇଁ ଥିବା ଅହେତକୁ ପ୍ରେମ ପାଇଁ ଆସିଥିବା କହୁଥିବାବେଳେ ସାଉଦି ଆରବରେ ରହୁଥିବା ତାଙ୍କ ସ୍ୱାମୀ ଗୁଲାମ ହାଇଦର ପଠାଇଛନ୍ତି ତାଙ୍କ ବିବାହର ହଲପନାମା ।Continue reading “ସଚିନ ପାଇଁ ଘର ଛାଡିଲେ, ଦେଶ ଛାଡିଲେ… ସୀମାଙ୍କ ପ୍ରେମ ସତ ନା ଷଡଯନ୍ତ୍ର? ଏ ନେଇ ତେଜିଲା ପ୍ରଶ୍ନ ।”

ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର : କାମାକ୍ଷାନଗର ମେଡିକାଲରେ ହେଉଛନ୍ତି ଚିକିତ୍ସିତ 

କନକ ବ୍ୟୁରୋ : ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର । କାମାକ୍ଷନଗର କଙ୍କଡାହାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ବିରୋଧରେ ଆସିଛି ଏପରି ଅଭିଯୋଗ । ଅଭିଯୋଗ ଅନୁସାରେ, ସ୍କୁଲରେ ପ୍ରାର୍ଥନା ଚାଲିଥିବା ବେଳେ ଶିକ୍ଷୟିତ୍ରୀ ହଠାତ୍ ଷଷ୍ଠ ଶ୍ରେଣୀର ଛାତ୍ର ଗଣପତି ମହାନ୍ତଙ୍କ ଛାତିକୁ ମାଡ଼ ମାରିଥିଲେ । ଛାତ୍ର ଜଣକ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି । ଗଣପତିଙ୍କ ଛାତିରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି । ବର୍ତ୍ତମାନ ସେ କାମାକ୍ଷାନଗର ମେଡିକାଲରେ ଚିକିତ୍ସିତContinue reading “ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର : କାମାକ୍ଷାନଗର ମେଡିକାଲରେ ହେଉଛନ୍ତି ଚିକିତ୍ସିତ “

ବାହାନଗା ଟ୍ରେନ ଦୁର୍ଘଟଣା : ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣା । ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଦାୟିତ୍ୱରେ ଅବହେଳା କାରଣରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଜିଏମ ଅନିଲ କୁମାର ମିଶ୍ରା ସୁଚନା ଦେଇଛନ୍ତି । ବାହାନଗା ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳ ସୁରକ୍ଷା କମିସନର ରେଳବାଇ ବୋର୍ଡକୁ ଯେଉଁ ରିପୋର୍ଟ ଦେଇଥିଲେ, ସେଥିରେ ମାନବୀୟ ତ୍ରୁଟି ବିଶେଷ କରି ସିଗନାଲ, ବୈଷୟିକ ତ୍ରୁଟି ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଇଥିଲା । ସିଗ୍ନାଲିଂContinue reading “ବାହାନଗା ଟ୍ରେନ ଦୁର୍ଘଟଣା : ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ”

ପୁରୁଣା ମଦକୁ ନୂଆ ବୋତଲରେ ଢାଳିବା ନବୀନ ସରକାରର ଅଭ୍ୟାସ । ରାଜ୍ୟ ସରକାରଙ୍କୁ ପୃଥ୍ୱୀରାଜଙ୍କ ଟାର୍ଗେଟ ।

କନକ ବ୍ୟୁରୋ : ମୋ ସରକାର ଅଧିନରେ ଆସିବ ଜନଅଭିଯୋଗର ଶୁଣାଣି । ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଲୋକଙ୍କୁ ଫୋନ କରାଯାଇ ସେମାନଙ୍କ ସମସ୍ୟାର କିପରି ସମାଧାନ କରାଯାଉଛି, ସେ ସମ୍ପର୍କରେ ମତାମତ ନିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ତେଜିଛି ରାଜନୀତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୁରୁଣା ମଦକୁ ନୂଆ ବୋତଲରେ ଢାଳିବାContinue reading “ପୁରୁଣା ମଦକୁ ନୂଆ ବୋତଲରେ ଢାଳିବା ନବୀନ ସରକାରର ଅଭ୍ୟାସ । ରାଜ୍ୟ ସରକାରଙ୍କୁ ପୃଥ୍ୱୀରାଜଙ୍କ ଟାର୍ଗେଟ ।”

ମଦ କରିଦେଲା ମଣିଷକୁ ରାକ୍ଷସ : ଜୁଇରେ ଜଳୁଥିବା ଶବକୁ ଦର ପୋଡ଼ା ଅବସ୍ଥାରେ ଆଣି ୨ଜଣ ଖାଇଥିବା ଅଭିଯୋଗ

କନକ ବ୍ୟୁରୋ : ମଦ କେମିତି ମଣିଷକୁ ଅମଣିଷ କରିଦିଏ ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବନ୍ଧସାହି ଗାଁରେ । ମଦ ପିଇବା ପରେ ନିଜର ହିତାହିତ ଜ୍ଞାନ ଭୁଲି, ମଣିଷର ଦରପୋଡା ମାଂସ ଖାଇଛନ୍ତି କିଛି ଅମଣିଷ । କଥାଟି ବିଶ୍ୱାସ ହଉନଥିଲେ ବି ସତ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏହି ନର ରାକ୍ଷସଙ୍କ ପ୍ରତି ଆକ୍ରୋଷ ବଢିବାରେ ଲାଗିଛି । ଜୁଇରେ ପୋଡା ଶବରContinue reading “ମଦ କରିଦେଲା ମଣିଷକୁ ରାକ୍ଷସ : ଜୁଇରେ ଜଳୁଥିବା ଶବକୁ ଦର ପୋଡ଼ା ଅବସ୍ଥାରେ ଆଣି ୨ଜଣ ଖାଇଥିବା ଅଭିଯୋଗ”

ସ୍କୁଲ ସମସ୍ୟା ଜଣାଇବାକୁ ପଦଯାତ୍ରା : ୨୫ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ହେଲେ ଫେରାଦ

କନକ ବ୍ୟୁରୋ : ଦାବି ଜଣାଇବାକୁ ଦୀର୍ଘ ୨୫ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ । ସ୍କୁଲର ବିଭିନ୍ନ ସମସ୍ୟା ବାବଦରେ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବାକୁ ୨୫ କିଲୋମିଟର ଛାତ୍ରଛାତ୍ରୀ ଚାଲିଚାଲି ଆସିଛନ୍ତି । ଆଉ ସ୍କୁଲର ସମସ୍ୟା ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ସ୍ଥିତ ପାଣିଗାଁର ଦୁଧିଆଣି ପଂଚାୟତ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ ପାଦରେ ଚାଲି ଚାଲି ୨୫ କିମି ଆସିବା ଘଟଣା ଚର୍ଚ୍ଚା ସୃଷ୍ଟିContinue reading “ସ୍କୁଲ ସମସ୍ୟା ଜଣାଇବାକୁ ପଦଯାତ୍ରା : ୨୫ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ହେଲେ ଫେରାଦ”

Design a site like this with WordPress.com
Get started