ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ବିରୋଧୀ ଉଠାଇଲେ ପ୍ରଶ୍ନ, ନିର୍ବାଚନ ଆଗରୁ କାହିଁକି ଦରକାର ପଡ଼ିଲା ଜନ ଶୁଣାଣି

କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ ୨୦ଟି ଜିଲ୍ଲା ଗସ୍ତପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାକୁ ନେଇ ବର୍ଷିଛନ୍ତି ବିରୋଧୀ । ଏହା ଜନଶୁଣାଣୀ ନୁହେଁ ଜନସଭା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବ୍ୟକ୍ତିଗତ ସଚିବଙ୍କ ଜନସଭାକୁ ନେଇ ବିବାଦ ବଢୁଥିବାରୁ ଏହାକୁ ଜନଶୁଣାଣୀ ନାଁ ଦିଆଯାଇଥିବା କହିଛନ୍ତି । ବିଡିଓଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସୋମବାର ଅଭିଯୋଗ ଶୁଣାଣୀ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବିContinue reading “ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ବିରୋଧୀ ଉଠାଇଲେ ପ୍ରଶ୍ନ, ନିର୍ବାଚନ ଆଗରୁ କାହିଁକି ଦରକାର ପଡ଼ିଲା ଜନ ଶୁଣାଣି”

ବଦଳିବ ଗୁପ୍ତେଶ୍ୱର ପୀଠର ରୂପ, ୨୦ କୋଟି ଟଙ୍କା ମଞ୍ଜୁର : ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭଟି ସଚିବ  ଭି.କେ. ପାଣ୍ଡିଆନ ଗତ ଫ୍ରେବୃୟାରୀ ୩ ତାରିଖ ଦିନ କୋରାପୁଟ ଗସ୍ତ କରି ଗୁପ୍ତେଶ୍ୱର ମନ୍ଦିରContinue reading “ବଦଳିବ ଗୁପ୍ତେଶ୍ୱର ପୀଠର ରୂପ, ୨୦ କୋଟି ଟଙ୍କା ମଞ୍ଜୁର : ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ”

ଦୁଃଖ ଜଣାଇବାକୁ ବାବୁଙ୍କ ଆଗରେ ଅଧିଆ ପଡିଲେ ବୃଦ୍ଧ : ସବୁଦେଖି ଆଡ଼େଇ ଦେଇ ଚାଲିଗଲେ ଅତିରିକ୍ତ ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ

କନକ ବ୍ୟୁରୋ : ଦୁଃଖ  ଜଣାଇବାକୁ ଯାଇ ବାବୁଙ୍କ ଆଗରେ ଅଧିଆ ପଡିଲେ ବୃଦ୍ଧ । ହେଲେ ମାନବିକତା ହରାଇଲେ ପୁରୀ ଅତିରିକ୍ତ ଜିଲ୍ଲାପାଳ । ପୁରୀ କଣାସ ବ୍ଲକରେ ହେଉଥିବା ପଞ୍ଚାୟତ ସମିତି ଜନଶୁଣାଣୀରେ ଘରଟିଏ ଓ ଆର୍ଥିକ ସହାୟତା ପାଇଁ ନିବେଦନ କରିବାକୁ ପହଞ୍ଚିଥିଲେ କଣାସ ଗଡ଼ସାହିର କାହ୍ନୁଚରଣ ନାୟକ । ସରକାରୀ ବାବୁମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ କାର୍ଯ୍ୟାଳୟ ଭିତରେ ନିଜ ଦୁଃଖ କହିବା ସହ ବୃଦ୍ଧା ଅଧିଆ ପଡ଼ିଥିଲେ ।Continue reading “ଦୁଃଖ ଜଣାଇବାକୁ ବାବୁଙ୍କ ଆଗରେ ଅଧିଆ ପଡିଲେ ବୃଦ୍ଧ : ସବୁଦେଖି ଆଡ଼େଇ ଦେଇ ଚାଲିଗଲେ ଅତିରିକ୍ତ ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ”

ଭିସୁଟ କ୍ୟାମ୍ପସକୁ ବାଇକ ମନା : ସାଇକେଲରେ କଲେଜ ଆସିବେ ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଭିସୁଟକୁ ବାଇକ୍ ମନା । ଛାତ୍ରଛାତ୍ରୀ ବାଇଟ୍ କିମ୍ବା କାର ନେଇ ପାଠ ପଢିବାକୁ ଆସିପାରିବେ ନାହିଁ । ଅର୍ଥାତ ସାଇକେଲରେ ଆସିବେ । ଖାଲି ଏତିକି ନୁହେଁ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମଧ୍ୟ ବାଇକ କିମ୍ବା କାର ରଖିପାରିବେ ନାହିଁ । ଏ ନେଇ ବିଶ୍ୱବିଦ୍ୟାଳୟର କୁଳପତି ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ନିୟମ ନମାନିଲେ ଦଣ୍ଡିତ ହେବେ । ଏଭଳି ବିଜ୍ଞପ୍ତି ଜାରି କରି ଦୁର୍ଘଟଣାContinue reading “ଭିସୁଟ କ୍ୟାମ୍ପସକୁ ବାଇକ ମନା : ସାଇକେଲରେ କଲେଜ ଆସିବେ ଛାତ୍ରଛାତ୍ରୀ”

ସରକାରଙ୍କ ବିକାଶ କାମ ଦେଖି ବିରୋଧୀଙ୍କ ଟେନସନ ବଢିଯାଇଛି : ରାଜେନ୍ଦ୍ର ଢୋଲକିଆ 

କନକ ବ୍ୟୁରୋ : ଲୋକଙ୍କ ସହ ସିଧାସଳଖ ଯୋଡିହେବ ସିଏମଓ । ଦେଇଥିବା ଅଭିଯୋଗ ଆଧାରରେ କାମ ହେଉଛି କି ନାହିଁ  ସେ ବାବଦରେ ଫୋନ୍ କରି ମତାମତ ନେବ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କିଛି ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଉଭୟ ବିଜେପି ଓ କଂଗ୍ରେସ ଏନେଇ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପ୍ରତିକ୍ରିୟା ରଖିଛନ୍ତି । ରାଜେନ୍ଦ୍ର କହିଛନ୍ତି,Continue reading “ସରକାରଙ୍କ ବିକାଶ କାମ ଦେଖି ବିରୋଧୀଙ୍କ ଟେନସନ ବଢିଯାଇଛି : ରାଜେନ୍ଦ୍ର ଢୋଲକିଆ “

ନିଅଣ୍ଟିଆ ବର୍ଷା ଯୋଗୁଁ ସବୁଠି ମରୁଡି ପରିସ୍ଥିତି : ପାଣି ପାଇଁ ବୋରୱେଲ ଭରସାରେ ଚାଷୀ

କନକ ବ୍ୟୁରୋ : ଶ୍ରାବଣରେ ବର୍ଷା ନାହିଁ । ସବୁଆଡ଼େ ମରୁଡ଼ିର ପଦଧ୍ୱନି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁରରେ ବର୍ଷା ହେବାରୁ ଚାଷୀ କେମିତି ଚାଷ କାମ କରିବ ସେ ଚିନ୍ତାରେ । ମୌସୁମୀ ଓଡିଶା ଛୁଇଁବା ପରେ ଅଳ୍ପ କିଛି ପ୍ରଥମ ଥର ବର୍ଷା ହୋଇଥିଲା । ଏହା ପରେ କିନ୍ତୁ ଆଉ ସେଭଳି ବର୍ଷା ହୋଇନାହିଁ । ଯାହା ଚାଷ ପାଇଁ ଆବଶ୍ୟକ । ତେଣୁ ଚାଷୀ ଭାଇମାନେ ମୁଣ୍ଡରେ ହାତଦେଇContinue reading “ନିଅଣ୍ଟିଆ ବର୍ଷା ଯୋଗୁଁ ସବୁଠି ମରୁଡି ପରିସ୍ଥିତି : ପାଣି ପାଇଁ ବୋରୱେଲ ଭରସାରେ ଚାଷୀ”

ମଦ ବିକ୍ରିକୁ ବିରୋଧ : ରାଜରାସ୍ତାକୁ ଓହ୍ଲାଇଲେ ଶହ ଶହ ଲୋକ; ରାସ୍ତାରେ ଟାୟାର ଜାଳି ପ୍ରତିବାଦ, ଯାତାୟତ ଠପ୍

କନକ ବ୍ୟୁରୋ : ଦେଶୀ ମଦକୁ ପ୍ରତିବାଦ କରି ରାସ୍ତାରୋକ କଲେ ମହିଳା । ବ୍ରହ୍ମପୁର ଜିଲ୍ଲା ଦିଗପହଣ୍ଡିରୁ ପାଟପୁରରୁ ଆସିଛି ଏଭଳି ଚିତ୍ର । ଦେଶୀ ମଦ ବିକ୍ରି ବନ୍ଦ କରିବାକୁ ଡେଙ୍ଗାଡି ଗ୍ରାମବାସୀ ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି । କିନ୍ତୁ ଦାବି ନଶୁଣିବାରୁ ଗାଁର ମହିଳାମାନେ ହିଞ୍ଜିଳି ଓ ଜଗନ୍ନାଥପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି । ଦୁଇଘଣ୍ଟା ଧରି ରାସ୍ତା ବନ୍ଦ ରହିବାରୁ ଶତାଧିକ ଯାତ୍ରୀଙ୍କୁ ନାନାContinue reading “ମଦ ବିକ୍ରିକୁ ବିରୋଧ : ରାଜରାସ୍ତାକୁ ଓହ୍ଲାଇଲେ ଶହ ଶହ ଲୋକ; ରାସ୍ତାରେ ଟାୟାର ଜାଳି ପ୍ରତିବାଦ, ଯାତାୟତ ଠପ୍”

ଜଙ୍ଗଲ ସୁରକ୍ଷା ସମିତି ସଦସ୍ୟଙ୍କୁ ଦଳିଦେଲା ଦନ୍ତା : ୧୫ ଘଣ୍ଟା ପରେ ଘଞ୍ଚ ଜଙ୍ଗଲରୁ ଶବ ଉଦ୍ଧାର କଲା ବନ ବିଭାଗ

କନକ ବ୍ୟୁରୋ : ଜଙ୍ଗଲ ସୁରକ୍ଷା ସମିତି ସଦସ୍ୟଙ୍କୁ ଦଳିଦେଲା ଦନ୍ତା । ୧୫ ଘଣ୍ଟା ପରେ ଘଞ୍ଚ ଜଙ୍ଗଲରୁ ଶବ ଉଦ୍ଧାର କଲା ବନ ବିଭାଗ ଓ ସ୍ଥାନୀୟ ପୋଲିସ । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁର ବୁଦନ ସୌରାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ଗାଁ ଜଙ୍ଗଲକୁ ସୁରକ୍ଷା ଦେବା କାର୍ଯ୍ୟରେ ଥିବା ସୁନାସିରା ଦିଶାରୀ ଏବଂ ବୁଦନ ସୌରା ଗତକାଲି ସଂଧ୍ୟାରେ ଜଙ୍ଗଲକୁ ଯାଇଥିଲେ । ହଠାତ ଏକ ହାତୀContinue reading “ଜଙ୍ଗଲ ସୁରକ୍ଷା ସମିତି ସଦସ୍ୟଙ୍କୁ ଦଳିଦେଲା ଦନ୍ତା : ୧୫ ଘଣ୍ଟା ପରେ ଘଞ୍ଚ ଜଙ୍ଗଲରୁ ଶବ ଉଦ୍ଧାର କଲା ବନ ବିଭାଗ”

ଅଶ୍ଲୀଳ କଲ ଓ ବ୍ଲାକମେଲର କରୁଣ ପରିଣତି : ନିଜ ପେଟରେ ୫୦ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ; ହସ୍ପିଟାଲରେ ଚାଲିଛି ଅପରେସନ

କନକ ବ୍ୟୁରୋ : ଅଶ୍ଲୀଳ କଲ ଓ ବ୍ଲାକମେଲର କରୁଣ ପରିଣତି । ବ୍ଲାକମେଂଲିର ଶିକାର ହେବା ପରେ ନିଜ ପେଟରେ ୫୦ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଦଣ୍ଡଧର ବାରିକ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଅପରେସନ କରାଯାଇଛି । ସୂଚନା ଅନୁସାରେ ୩ଦିନ ତଳେ ଚାଟିଂ ପରେ ନୟାପଲ୍ଲୀର ଦଣ୍ଡଧର ବାରିକଙ୍କୁ ହ୍ୱାଟ୍ସଆପରେ ନ୍ୟୁଡ କଲ କରିଥିଲେ ଜଣେ ଅଜଣା ଯୁବତୀ । ଦଣ୍ଡଧର ବାରଣ କରିବା ସତ୍ୱେContinue reading “ଅଶ୍ଲୀଳ କଲ ଓ ବ୍ଲାକମେଲର କରୁଣ ପରିଣତି : ନିଜ ପେଟରେ ୫୦ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ; ହସ୍ପିଟାଲରେ ଚାଲିଛି ଅପରେସନ”

ରାହୁଲଙ୍କ ସାଂସଦ ପଦ ରଦ୍ଦକୁ ନେଇ ପ୍ରତିବାଦ : ସାରା ଦେଶରେ କଂଗ୍ରେସର ମୌନ ସତ୍ୟାଗ୍ରହ

କନକ ବ୍ୟୁରୋ : ସାରା ଦେଶରେ କଂଗ୍ରେସର ମୌନ ସତ୍ୟାଗ୍ରହ । ମୋଦୀ ସରକାର ଷଡଯନ୍ତ୍ର କରି ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିଥିବା ଅଭିଯୋଗରେ କଂଗ୍ରେସ ପ୍ରତିବାଦ ପ୍ରଦର୍ଶନ କରୁଛି । ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ ଓପିସିସି ପକ୍ଷରୁ ପିସିସି ସଭପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ମୌନ ସତ୍ୟାଗ୍ରହ ପାଳନ କରୁଛି  । ମୌନ ସତ୍ୟାଗ୍ରହ ପାଳନରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଚେଲ୍ଲା କୁମାର, କଂଗ୍ରେସର ବରିଷ୍ଠ ନେତା ଓContinue reading “ରାହୁଲଙ୍କ ସାଂସଦ ପଦ ରଦ୍ଦକୁ ନେଇ ପ୍ରତିବାଦ : ସାରା ଦେଶରେ କଂଗ୍ରେସର ମୌନ ସତ୍ୟାଗ୍ରହ”

Design a site like this with WordPress.com
Get started