କନକ ବ୍ୟୁରୋ: ପରିବାରର ଦୁଇ ୩ ଜଣଙ୍କ ଜନ୍ମ ଦୈବାତ୍ ଗୋଟିଏ ଦିନରେ ହେବା ସମ୍ଭବ ହୋଇପାରେ । କିନ୍ତୁ ଗୋଟିଏ ପରିବାରର ବାପା, ମା’ ଓ ସବୁ ପିଲାମାନଙ୍କ ଜନ୍ମଦିନ ଗୋଟିଏ ଦିନରେ ପଡିବା ଅଶ୍ଚର୍ଯ୍ୟକର ନିଶ୍ଚୟ । ହେଲେ ଏହା ସତ । ପାକିସ୍ତାନରେ ରହିଛି ଏଭଳି ଏକ ପରିବାର ଯାହାର ବାପା, ମା’ ଓ ୭ଟି ପିଲାଙ୍କ ଜନ୍ମ ଦିନ ଗୋଟିଏ ତାରିଖରେ ପଡେ । ଏହି ପରିବାର ବିଶ୍ୱ ରେକର୍ଡରେ ସ୍ଥାନContinue reading “ବାପା, ମା’ ପିଲା ସମସ୍ତଙ୍କ ଜନ୍ମଦିନ ଗୋଟିଏ ଦିନରେ । ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି ପରିବାର”
Tag Archives: News
କ୍ରିକେଟରେ ବଡ ପରିବର୍ତ୍ତନ ନେଇ ମିଳିଲାଣି ସଂକେତ! କମିବ ଦ୍ୱିପାକ୍ଷିକ ଦିନିକିଆ ସିରିଜ, ଫ୍ରାଞ୍ଚାଇଜ କ୍ରିକେଟକୁ ମିଳିବ ଲାଭ !
କନକ ବ୍ୟୁରୋ : ଟି-୨୦ ଲିଗର କ୍ରେଜ ବଢୁଥିବା ବେଳେ ଟେଷ୍ଟ ଓ ଦିନିକିଆ କ୍ରିକେଟ ପାଇଁ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି । କାରଣ ୧୩ ଜୁଲାଇରୁ ଆମେରିକାରେ ଆରମ୍ଭ ହେବାକୁ ଯାଉଛି ନୂଆ ଟି-୨୦ କ୍ରିକେଟ ଲିଗ୍ । ଏହି ଟି-୨୦ ଲିଗରେ ୬ଟି ଟିମ୍ ଭାଗ ନେବେ । ଏହାପୂର୍ବରୁ ନୂଆ କ୍ରିକେଟ ନିୟମ ସୃଷ୍ଟି କରୁଥିବା ଏମସିସି ୨୦୨୭ ପରେ ଦ୍ୱିପାକ୍ଷିକ ସିରିଜ କମ କରିବାକୁ ପରାମର୍ଶ ଦେଇଛି । କେବଳContinue reading “କ୍ରିକେଟରେ ବଡ ପରିବର୍ତ୍ତନ ନେଇ ମିଳିଲାଣି ସଂକେତ! କମିବ ଦ୍ୱିପାକ୍ଷିକ ଦିନିକିଆ ସିରିଜ, ଫ୍ରାଞ୍ଚାଇଜ କ୍ରିକେଟକୁ ମିଳିବ ଲାଭ !”
ନଦୀରେ ଭାସୁଛି ମଲା ମାଛ : ବାହୁଦା ନଦୀ କୂଳରେ ଟନ ଟନ ମଲା ମାଛ ପଡ଼ି ରହିଛି
କନକ ବ୍ୟୁରୋ : ନଦୀରେ ଭାସୁଛି ମଲା ମାଛ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ବାହୁଦା ନଦୀ କୂଳରେ ଟନ ଟନ ମଲା ମାଛ ପଡ଼ି ରହିଛି । ଏହି ମାଛ ଗୁଡ଼ିକ ସମୁଦ୍ର ମାଛ ହୋଇଥିବା ବେଳେ ପୂର୍ବରୁ ଏହାକୁ ସମୁଦ୍ରରୁ ହିଁ ଧରାଯାଇଥିଲା । କିନ୍ତୁ ମାଛ ବିକ୍ରି ନ ହେବାରୁ ନଦୀ ନିକଟରେ ଫିଙ୍ଗି ଦିଆଯାଇଛି । ଯାହା ଫଳରେ ବାହୁଦା ନଦୀର ପାଣି ଓ ସମୁଦ୍ର ପାଣି ଦୂଷିତ ହେବାରContinue reading “ନଦୀରେ ଭାସୁଛି ମଲା ମାଛ : ବାହୁଦା ନଦୀ କୂଳରେ ଟନ ଟନ ମଲା ମାଛ ପଡ଼ି ରହିଛି”
ଆଜିଠୁ ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ : ନୂଆ ସିଜିନରେ ନବାଗତଙ୍କୁ ମିଳିପାରେ ସୁଯୋଗ
କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲର ମାସକ ପରେ ପୁଣି ଥରେ ମଇଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଏଥର ଭାରତ ସାମ୍ନାରେ ଅଛି ଅପେକ୍ଷାକୃତ ଦୁର୍ବଳ ୱେଷ୍ଟଇଣ୍ଡିଜ୍ । ପ୍ରାୟ ଦେଢ଼ ମାସର କ୍ୟାରିବିଆନ ଗସ୍ତରେ ଭାରତ ତା’ର ପ୍ରଥମ ଟେଷ୍ଟ ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ । ମ୍ୟାଚଟି ଡୋମିନିକାର ୱିଣ୍ଡସର ପାର୍କରେ ଖେଳାଯିବ । ନିକଟରେ ବିଶ୍ୱକପ୍ ଟିକେଟରୁ ବଞ୍ଚିତ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ସିରିଜ୍Continue reading “ଆଜିଠୁ ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ : ନୂଆ ସିଜିନରେ ନବାଗତଙ୍କୁ ମିଳିପାରେ ସୁଯୋଗ”
ପାଣି ପାଇଁ ରାଜରାସ୍ତାରେ ପ୍ରତିବାଦ । ଗରା, ବାଲ୍ଟି ଧରି କଳାହାଣ୍ଡି ଜିଲ୍ଲା କୋକସରାରେ ରାସ୍ତା ଅବରୋଧ କଲେ ଲୋକେ । ଯାତାୟତ ଠପ୍ ।
କନକ ବ୍ୟୁରୋ : ପାଣି ପାଇଁ ଆନ୍ଦୋଳନ । ୮ ଦିନ ଧରି ପାନୀୟ ଜଳ ଯୋଗାଣରେ ବ୍ୟାଘାତ ଦେଖା ଦେବା ପରେ କଳାହାଣ୍ଡି କୋକସରାରେ ଗ୍ରାମବାସୀ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଳ ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଏହାକୁ ପ୍ରତିବାଦ କରି କୋକସରା ବଡପଡା ନିକଟରେ ଶତାଧିକ ମହିଳାମାନେ ଗରା ବାଲ୍ଟି ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ରାସ୍ତା ଅବରୋଧ କରିବା ଫଳରେ ଭବାନୀପାଟଣା ଜୟପୁରContinue reading “ପାଣି ପାଇଁ ରାଜରାସ୍ତାରେ ପ୍ରତିବାଦ । ଗରା, ବାଲ୍ଟି ଧରି କଳାହାଣ୍ଡି ଜିଲ୍ଲା କୋକସରାରେ ରାସ୍ତା ଅବରୋଧ କଲେ ଲୋକେ । ଯାତାୟତ ଠପ୍ । “
ଧାନ ତଳି ଗାଈ ଖାଇଦେଲା ବୋଲି ହତ୍ୟା । ଜମି ମାଲିକଙ୍କୁ ଗାଈ ମାଲିକଙ୍କ ପତ୍ନୀ ତେଣ୍ଟା ଭୁସି ହତ୍ୟା କରିଥିବା ଅଭିଯୋଗ ।
କନକ ବ୍ୟୁରୋ : ଗାଈ ଧାନ ତଳି ଖାଇଦେଲା ବୋଲି ହତ୍ୟା । ଅନୁଗୁଳରୁ ଏଭଳି ଏକ ଖବର ଆସିଛି । ବଅଁରପାଳ ଥାନା ନାରାୟଣଚନ୍ଦ୍ରପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଗାଁର ଫଡ଼ି ନାଏକଙ୍କ ଜମିରୁ ଧାନ ତଳି ଖାଇ ଦେଇଥିଲା ଗାଈ । ଯାହାକୁ ନେଇ ଗାଈ ମାଲିକ ସୁଶାନ୍ତ ନାଏକଙ୍କ ସହ ଫଡ଼ି ନାଏକଙ୍କ ଝଗଡା ହୋଇଥିଲା । ତେବେ ରାତି ପ୍ରାୟ ୯ ଟା ବେଳେ ଏହାକୁ ନେଇ ଉଭୟContinue reading “ଧାନ ତଳି ଗାଈ ଖାଇଦେଲା ବୋଲି ହତ୍ୟା । ଜମି ମାଲିକଙ୍କୁ ଗାଈ ମାଲିକଙ୍କ ପତ୍ନୀ ତେଣ୍ଟା ଭୁସି ହତ୍ୟା କରିଥିବା ଅଭିଯୋଗ ।”
ଅଘୋଷିତ ବିଦ୍ୟୁତ୍ କାଟକୁ ବିରୋଧ : ରାସ୍ତାରେ ଟାୟାର ଜାଳି ପ୍ରତିବାଦ କଲେ ବ୍ରହ୍ମପୁର ଗୋସାଣିନୂଆ ଗାଁର ଲୋକେ
କନକ ବ୍ୟୁରୋ : ଅଘୋଷିତ ବିଦ୍ୟୁତ୍ କାଟକୁ ବିରୋଧ । ବିଳମ୍ବିତ ରାତିରେ ପୁଣି ରାସ୍ତାରେ ଟାୟାର ଜାଳି ପ୍ରତିବାଦ କଲେ ବ୍ରହ୍ମପୁର ଗୋସାଣିନୂଆ ଗାଁର ଲୋକେ । କିଛି ଦିନ ହେଲା ରାତି ୧୧ଟା ବାଜିବା ମାତ୍ରେ ବିନା ଘୋଷଣାରେ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ ଗୋସାଣିନୂଆ ଅନ୍ଧପସରା ରୋଡ ଛକରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିସ ବିକ୍ଷୋଭକାରୀଙ୍କୁContinue reading “ଅଘୋଷିତ ବିଦ୍ୟୁତ୍ କାଟକୁ ବିରୋଧ : ରାସ୍ତାରେ ଟାୟାର ଜାଳି ପ୍ରତିବାଦ କଲେ ବ୍ରହ୍ମପୁର ଗୋସାଣିନୂଆ ଗାଁର ଲୋକେ”
ୱେବ୍ ଫାର୍ମ ସିଇଓ ଓ ଏମଡିଙ୍କୁ ହତ୍ୟା ଘଟଣା : ୩ ଅଭିଯୁକ୍ତ ଗିରଫ, ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସୂଚନା
କନକ ବ୍ୟୁରୋ: ବେଙ୍ଗାଲୁରୁ ସହରର ‘ଟେକ୍’ ସଂସ୍ଥାନ ‘ଏରୋନକ୍ସ୍ ଇଣ୍ଟର୍ନେଟ୍ କମ୍ପାନି’ର ‘ଏମ୍ଡି’ ଓ ‘ସିଇଓ’ଙ୍କୁ ହତ୍ୟା କରିଥିବା ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଶବରୀଶ, ବିନୟ ରେଡ୍ଡୀ ଓ ସେନ୍ତୋଷ। ସୂଚନା ମୁତାବକ, ବେଙ୍ଗାଲୁରୁ ୱେବ୍ ଫାର୍ମର ‘ସିଇଓ’ ଏବଂ ‘ଏମ୍ଡି’ଙ୍କ ସହିତ ଅଭିଯୁକ୍ତମାନଙ୍କର ଶତ୍ରୁତା ଥିଲା। ପୂର୍ବରୁ ସେମାନେ ସେହି କମ୍ପାନିରେ ଚାକିରି କରିଥିଲେ। କିନ୍ତୁ ସେମାନଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଥିଲେ କମ୍ପାନିର ସିଇଓ ବିନୁ କୁମାରContinue reading “ୱେବ୍ ଫାର୍ମ ସିଇଓ ଓ ଏମଡିଙ୍କୁ ହତ୍ୟା ଘଟଣା : ୩ ଅଭିଯୁକ୍ତ ଗିରଫ, ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସୂଚନା”
୧୪ରେ ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ ବ୍ୟାଷ୍ଟିଲ ଡେ’ : ଅତିଥି ଭାବେ ଯୋଗଦେବେ ନରେନ୍ଦ୍ର ମୋଦୀ
କନକ ବ୍ୟୁରୋ : ଜୁଲାଇ ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତରେ ଯିବେ । ଏଥର ସେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସ ଯାଉଛନ୍ତି । ସେ ମୁଖ୍ୟ ଅତିଥି ଭାବରେ ଏଲିସି ପ୍ୟାଲେସରେ ଆୟୋଜିତ ହେବାକୁ ଥିବା ବ୍ୟାଷ୍ଟିଲ୍ ଡେ ପ୍ୟାରେଡରେ ଯୋଗଦେବେ । ଚଳିତ ବର୍ଷ ବ୍ୟାଷ୍ଟିଲ୍ ଡେ ପରେଡ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱର ପ୍ରତୀକ ହେବ । ୧୦୭ ବର୍ଷ ମଧ୍ୟରେ ପ୍ରଥମContinue reading “୧୪ରେ ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ ବ୍ୟାଷ୍ଟିଲ ଡେ’ : ଅତିଥି ଭାବେ ଯୋଗଦେବେ ନରେନ୍ଦ୍ର ମୋଦୀ”
ଭୋଟ ଗଣତି ପରେ ଉଗ୍ର ହେଉଛି ହିଂସା । ଏଏସପିଙ୍କୁ ଗୁଳିମାଡ, ଜଣଙ୍କୁ ହତ୍ୟା । ବିସ୍ଫୋରଣରେ ଥରିଲା ୨୪ପ୍ରଗଣା
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପରେ ଉଗ୍ର ହୋଇଛି ହିଂସା । ଏଠାରେ ପରିସ୍ଥିତି ଏତେ ଖରାପ ହୋଇଛି ଯେ, ଉପଦ୍ରବକାରୀଙ୍କ ଶିକାର ହୋଇଛନ୍ତି ଖୋଦ୍ ଆଡିସନାଲ ଏସପି । ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ୨୪ ପ୍ରଗଣାରେ ପରିସ୍ଥିତି ଅଣାୟତ୍ତ ହୋଇଛି । ଏଠାରେ ହିଂସାରେ ଇଣ୍ଡିଆନ୍ ସେକ୍ୟୁଲାର ଫ୍ରଣ୍ଟର ଜଣେ କର୍ମୀଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । କେବଳ ଏତିକି ନୁହେଁ , ପୁରା ଅଞ୍ଚଳ ବୋମା ମାଡ ଓ ଗୁଳିମାଡରେContinue reading “ଭୋଟ ଗଣତି ପରେ ଉଗ୍ର ହେଉଛି ହିଂସା । ଏଏସପିଙ୍କୁ ଗୁଳିମାଡ, ଜଣଙ୍କୁ ହତ୍ୟା । ବିସ୍ଫୋରଣରେ ଥରିଲା ୨୪ପ୍ରଗଣା”