କନକ ବ୍ୟୁରୋ : ରାୟଗଡାରେ ଜିଲ୍ଲାସ୍ତରୀୟ ମହିଳା ଅଧିକାରୀଙ୍କୁ ନେଇ କ୍ରୀଡା ଶିକ୍ଷକ ପ୍ରଶାନ୍ତ ନାୟକଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଛି । ପତ୍ନୀଙ୍କୁ ଘରୁ ବାହାର କରିଦେଇଥିଲେ ଅଭିଯୋଗକାରୀ ବିଷ୍ଣୁପ୍ରିୟାଙ୍କ ଶାଶୁ । ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ମହିଳା ଅଧିକାରୀଙ୍କୁ ଜେରା କରିଛି ପୋଲିସ । ଏବଂ ନିଜ ଘରକୁ ବିଷ୍ଣୁପ୍ରିୟା ଫେରିଛନ୍ତି । ଅନ୍ୟପଟେ ଥାନାକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ଅସୁସ୍ଥତା ଦର୍ଶାଇ କ୍ରିଡା ଶିକ୍ଷକ ଜଣକ ଡାକ୍ତରଖାନା ଚାଲିଯାଇଥିବାContinue reading “ଜିଲ୍ଲାସ୍ତରୀୟ ମହିଳା ଅଧିକାରୀଙ୍କୁ ନେଇ କ୍ରୀଡ଼ା ଶିକ୍ଷକଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ : ପତ୍ନୀଙ୍କୁ ଘରୁ କାଢ଼ିଦେଲେ କ୍ରୀଡ଼ା ଶିକ୍ଷକ”
Tag Archives: News
ସୀମା ବିବାଦକୁ ନେଇ ଓଡ଼ିଶା-ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ବସିବ ବୈଠକ : ଓଡ଼ିଶା ସୀମାରେ ପଶି ତେଲୁଗୁ ଫଳକ ଲଗାଇଛି ଆନ୍ଧ୍ର
କନକ ବ୍ୟୁରୋ : ସୀମା ବିବାଦକୁ ନେଇ ଓଡ଼ିଶା- ଆନ୍ଧ୍ରର ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ବସିବ ବୈଠକ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ରାଇପାଡ଼ ଗାଁରେ ଦିନ ୧୧ଟାରେ ହେବ ଆଲୋଚନା । ଉପ ଜିଲ୍ଲାପାଳ ସମେତ ସ୍ଥାନୀୟ ତହସିଲଦାର ଓ ଅନ୍ୟ ଅଧିକାରୀ ଏଥିରେ ଯୋଗ ଦେବେ । ଓଡ଼ିଶା ସୀମାରେ ଥିବା ରାଇପାଡ଼ ଗାଁରେ ଆନ୍ଧ୍ର ପଶି ମନମାନି ଚଳାଇଛି । ତେଲୁଗୁ ଫଳକ ଲଗାଇ, ସେଠାର ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗContinue reading “ସୀମା ବିବାଦକୁ ନେଇ ଓଡ଼ିଶା-ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ବସିବ ବୈଠକ : ଓଡ଼ିଶା ସୀମାରେ ପଶି ତେଲୁଗୁ ଫଳକ ଲଗାଇଛି ଆନ୍ଧ୍ର”
ବର୍ଷା ବିତ୍ପାତରେ ହନ୍ତସନ୍ତ ହିମାଚଳ ପ୍ରଦେଶ : ପର୍ଯ୍ୟଟନସ୍ଥଳୀ ମନାଲିର ସ୍ଥିତି ସଙ୍ଗୀନ; ପାଣି ସୁଅରେ ଘର, ଗାଡ଼ି ମଣିଷ, ସବୁଠି ତ୍ରାହି ତ୍ରାହି
କନକ ବ୍ୟୁରୋ : ଉତ୍ତରଭାରତରେ ଜଳ ପ୍ରଳୟ । ଲଗାଣ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶ, ଉତରାଖଣ୍ଡ, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଜମ୍ମୁକଶ୍ମୀର ଓ ରାଜସ୍ଥାନ ସବୁଠି ସଙ୍ଗୀନ ସ୍ଥିତି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ ଓ ଏହାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମନାଲି । ଗତ କିଛି ଦିନର ଲଗାଣ ବର୍ଷାରେ ଅନେକ ସ୍ଥାନରେ ଯାତାୟତ ପ୍ରଭାବିତ ହୋଇଛି । ହିମାଚଳ ପ୍ରଦେଶରେ ବ୍ୟାସ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛିContinue reading “ବର୍ଷା ବିତ୍ପାତରେ ହନ୍ତସନ୍ତ ହିମାଚଳ ପ୍ରଦେଶ : ପର୍ଯ୍ୟଟନସ୍ଥଳୀ ମନାଲିର ସ୍ଥିତି ସଙ୍ଗୀନ; ପାଣି ସୁଅରେ ଘର, ଗାଡ଼ି ମଣିଷ, ସବୁଠି ତ୍ରାହି ତ୍ରାହି”
ସାଧାରଣ ଲୋକଙ୍କ ଉପରେ ବୋଝ ପାଲଟିଛି ଚାଉଳ ଦର ବୃଦ୍ଧି : କ୍ୱିଣ୍ଟାଲ ପିଛା ବିକ୍ରି ହେଉଥିବା ଚାଉଳ ୭୦୦ ଟଙ୍କା ବୃଦ୍ଧି
କନକ ବ୍ୟୁରୋ : ସାଧାରଣ ଲୋକଙ୍କ ଉପରେ ବୋଝ ପାଲଟିଛି ଚାଉଳ ଦର ବୃଦ୍ଧି । କ୍ୱିଣ୍ଟାଲ ପିଛା ଚାଉଳ ଦର ୭୦୦ ଟଙ୍କା ବୃଦ୍ଧି ପାଇଛି । ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହେଉଛି ଓଡ଼ିଶା । କିନ୍ତୁ ଦରରେ ମାଡ଼ ଖାଉଛନ୍ତି ମଧ୍ୟବିତ । ଦୁଇ ମାସରୁ ଅଧିକ ସମୟ ହେଲା କମନ୍ ଗ୍ରେଡ ଚାଉଳ କ୍ୱିଣ୍ଟାଲ ପିଛା ୩ହଜାର ୩୦୦ ଟଙ୍କାରେ ବିକ୍ରି ହେଉଛି । ଚାଉଳ ଭଳି ଅତ୍ୟାବଶ୍ୟକ ଖାଦ୍ୟ ଦରContinue reading “ସାଧାରଣ ଲୋକଙ୍କ ଉପରେ ବୋଝ ପାଲଟିଛି ଚାଉଳ ଦର ବୃଦ୍ଧି : କ୍ୱିଣ୍ଟାଲ ପିଛା ବିକ୍ରି ହେଉଥିବା ଚାଉଳ ୭୦୦ ଟଙ୍କା ବୃଦ୍ଧି”
ରାଜ୍ୟରେ ମୌସୁମୀ ବର୍ଷା ଜାରି : ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି; ୨ଟି ଲଘୁଚାପ ସମ୍ଭାବନା
କନକ ବ୍ୟୁରୋ : ରାଜ୍ୟରେ ମୌସୁମୀ ଜନିତ ବର୍ଷା ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ୨୪ ଘଂଟାରେ ରାଜ୍ୟରେ ହାରାହାରି ୯.୯ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ୱାଭାବିକ ବର୍ଷା ୯.୮ ମିମି ତୁଳନାରେ ପଏଣ୍ଟ ୱାନ୍ ପ୍ରତିଶତ ଅଧିକ ରହିଛି । ଆଜି ଅପରାହ୍ନ ସୁଦ୍ଧା ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତାContinue reading “ରାଜ୍ୟରେ ମୌସୁମୀ ବର୍ଷା ଜାରି : ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି; ୨ଟି ଲଘୁଚାପ ସମ୍ଭାବନା”
ଘର ଲୋକଙ୍କୁୁ ଡରି ଲୁଚିଲୁଚି ପଢୁଥିଲେ, ଆଇଏଏସ୍ ବନି ସମସ୍ତଙ୍କୁ ଚମକାଇଦେଲେ ବନ୍ଦନା ସିଂ ଚୌହାନ୍ ।
କନକ ବ୍ୟୁରୋ: ପଢେଇବାକୁ ରାଜି ନଥିଲେ ଘର ଲୋକ । ଲୁଚି ଳୁଚି ପଢୁଥିଲେ, ଏବଂ ପ୍ରଥମ ଚେଷ୍ଟାରେ ଆଇଏଏସ୍ ହୋଇ ଘର ଲୋକଙ୍କୁ ଚମକାଇଦେଲେ । ଆମେ କହୁଛୁ ଆଇଏଏସ୍ ବନ୍ଦନା ସିଂ ଚୌହାନଙ୍କ କଥା । ବଡ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଲୋକେ ଅନେକ ଅଛନ୍ତି ହେଲେ ଘାତ ପ୍ରତିଘାତ ସହି ସେ ଲକ୍ଷ୍ୟକୁ ହାସଲ କରିବା ବ୍ୟକ୍ତି କିନ୍ତୁ ଖୁବ୍ କମ୍ । ସେମାନଙ୍କ ଭିତରୁ ବନ୍ଦନା ସିଂହ ଜଣେ । ଯିଏContinue reading “ଘର ଲୋକଙ୍କୁୁ ଡରି ଲୁଚିଲୁଚି ପଢୁଥିଲେ, ଆଇଏଏସ୍ ବନି ସମସ୍ତଙ୍କୁ ଚମକାଇଦେଲେ ବନ୍ଦନା ସିଂ ଚୌହାନ୍ ।”
ବିତରଣ କମ୍ପାନୀକୁ ଓଇଆରସିର ଝଟକା : ଆଜିଠୁ ଯାଞ୍ଚ ହେବ ଟାଟା ପାୱାରର କାର୍ଯ୍ୟ
କନକ ବ୍ୟୁରୋ : ଯାଞ୍ଚ ହେବ ଟାଟା ପାୱାରର କାର୍ଯ୍ୟ । ରାଜ୍ୟରେ ବିଦ୍ୟୁତ ସେବା ଯୋଗାଣ କ୍ଷେତ୍ରରେ ଅବ୍ୟବସ୍ଥାର ଚିତ୍ର ସବୁବେଳେ ସାମ୍ନାକୁ ଆସୁଛି । ଆସନ୍ତାବର୍ଷ ନିର୍ବାଚନ ଥିବାବେଳେ ଏହା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏପରି ସମୟରେ ଆବଣ୍ଟନ କମ୍ପାନୀର କାର୍ଯ୍ୟ ସମୀକ୍ଷା କରିବା ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ସମୀକ୍ଷା କରାଯିବ ବିତରଣ କମ୍ପାନୀର କାର୍ଯ୍ୟଧାରା । ଓଡ଼ିଶାContinue reading “ବିତରଣ କମ୍ପାନୀକୁ ଓଇଆରସିର ଝଟକା : ଆଜିଠୁ ଯାଞ୍ଚ ହେବ ଟାଟା ପାୱାରର କାର୍ଯ୍ୟ”
ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ? ପୁଣି ବଢିଲା ଚର୍ଚ୍ଚା; ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ
କନକ ବ୍ୟୁରୋ : ରାଜ୍ୟରେ ଆସିବା ପାଇଁ ଯାଉଛି ଅତିରିକ୍ତ ବଜେଟ୍ । ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଜୁଲାଇ ସୁଦ୍ଧା ସବୁ ବିଭାଗ ପ୍ରସ୍ତାବ ଦେବା ପାଇଁ ଅର୍ଥ ବିଭାଗ ଚିଠି କରିଛି । ଅଗଷ୍ଟ ମାସରେ ହେବାକୁ ଥିବା ମୌସୁମୀ ଅଧିବେଶନରେ ଆସିପାରେ ରାଜ୍ୟର ସପ୍ଲିମେଣ୍ଟାରୀ ବଜେଟ୍ । କିନ୍ତୁ ନିୟମ ଅନୁସାରେ ଶୀତ ଅଧିବେଶନ ସମୟରେ ଉପସ୍ଥାପିତ ହେବା କଥା ଅତିରିକ୍ତ ବଜେଟ୍ ।Continue reading “ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ? ପୁଣି ବଢିଲା ଚର୍ଚ୍ଚା; ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ”
କୁଆଖାଇରୁ ମିଳିଲା ଆଉ ୨ ମୃତଦେହ : ଗତକାଲି ମିଳିଥିଲା ଆଉ ୨ସାଙ୍ଗଙ୍କ ମୃତଦେହ; ଭୋଜି କରିବାକୁ ଯାଇ ଘଟିଥିଲା ଅଘଟଣ
କନକ ବ୍ୟୁରୋ : କୁଆଖାଇ ନଦୀରେ ବୁଡ଼ିଯିବା ଘଟଣା । ସମସ୍ତ ୪ ମୃତଦେହ ଉଦ୍ଧାର । ଗତକାଲିଠୁ ଖୋଜାଖୋଜି ପରେ ଆଜି ଆଉ ୨ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଅଗ୍ନିଶମ ବାହିନୀ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧଳାବାହାର ନିକଟ କୁଆଖାଇରେ ୪ ଜଣ ଯୁବକ ଗାଧେଇଲା ବେଳେ ବୁଡି ଯାଇଥିଲେ । ମୃତକ ଅଟଳା ନିକଟରେ ଥିବା ଆସ୍ଥା କଲେଜର ଛାତ୍ର ବୋଲିContinue reading “କୁଆଖାଇରୁ ମିଳିଲା ଆଉ ୨ ମୃତଦେହ : ଗତକାଲି ମିଳିଥିଲା ଆଉ ୨ସାଙ୍ଗଙ୍କ ମୃତଦେହ; ଭୋଜି କରିବାକୁ ଯାଇ ଘଟିଥିଲା ଅଘଟଣ”
ଝଲସିବ ଭୁବନେଶ୍ୱର ରେଲୱେ ଷ୍ଟେସନ : ଅତ୍ୟାଧୁନିକ ସୁବିଧା ପାଇବେ ଯାତ୍ରୀ, ଚାଲିଛି ପୁନଃ ବିକାଶ କାମ
କନକ ବ୍ୟୁରୋ : ଝଲସିବ ଭୁବନେଶ୍ୱର ରେଲୱେ ଷ୍ଟେସନ । ଏଠାରେ ଅତ୍ୟାଧୁନିକ ସୁବିଧା ପାଇବେ ଯାତ୍ରୀ । ରେଲୱେ ଷ୍ଟେସନ ପୁନଃବିକାଶ ପାଇଁ ମଙ୍ଗଳବାର ରେଲୱେ ପାସେଞ୍ଜର ଏମିନିଟିଜ୍ କମିଟି, ଆରପିଏସି ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ କରିଛି । ଗତ ଡିସେମ୍ବର ୨୯ରେ ଯେଉଁ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଥିଲେ, ସେହି ପ୍ରକଳ୍ପର ଅନୁଧ୍ୟାନ କରିଛି ଏହି ଟିମ୍ ।Continue reading “ଝଲସିବ ଭୁବନେଶ୍ୱର ରେଲୱେ ଷ୍ଟେସନ : ଅତ୍ୟାଧୁନିକ ସୁବିଧା ପାଇବେ ଯାତ୍ରୀ, ଚାଲିଛି ପୁନଃ ବିକାଶ କାମ”