କନକ ବ୍ୟୁରୋ : ମାଲକାନଗିରି ମାଥିଲି ଅବକାରୀ ହାଜତରେ ମହିଳା ମୃତ୍ୟୁ ମାମଲାରେ ନୂଆ ମୋଡ଼ । ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର ଲୋକେ । ଗତ ଶୁକ୍ରବାର ପ୍ରିତି ରାଢୋଡ ଓରଫ ବିନା ବିଶ୍ୱାସ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇଥିଲେ । ମାଥିଲି ଅବକାରୀ ବିଭାଗର ଅଧିକାରୀ ମାନେ ତାଙ୍କୁ ଖଇରପୁଟ ବ୍ଲକ କମଳାପଦର ଛକରୁ ଗିରଫ କରି ଆଣି ମାଥିଲି ଅବକାରୀ ହାଜତ ରେ ରଖି ଥିଲେ । ତେବେ ଶନିବାର ସନ୍ଦେହContinue reading “ମାଥିଲି ଅବକାରୀ ହାଜତରେ ମହିଳା ମୃତ୍ୟୁ ମାମଲା : ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର ଲୋକେ”
Tag Archives: News
ଶତ୍ରୁପକ୍ଷର ଡ୍ରୋନକୁ ଜବାବ ଦେବ ସ୍ୱଦେଶୀ ଜ୍ଞାନ କୌଶଳ : ଗୋପାଳପୁର ଆର୍ମୀ ଏଡି କଲେଜରେ ଆଲୋଚନା ଚକ୍ର ଓ ପ୍ରଦର୍ଶନୀ
କନକ ବ୍ୟୁରୋ : ଶତ୍ରୁପକ୍ଷର ଡ୍ରୋନକୁ ଜବାବ ଦେବ ସ୍ୱଦେଶୀ ଜ୍ଞାନ କୌଶଳ । ଏନେଇ ଗୋପାଳପୁର ଆର୍ମୀ ଏଡି କଲେଜ ପରିସରରେ ଆୟୋଜିତ ହୋଇଛି ଏକ ଆଲୋଚନାଚକ୍ର “ଶତ୍ରୁ ଡ୍ରୋନମ୍ ବିନାଶ’ । ଏହା ସହ ଆୟୋଜିତ ପ୍ରଦର୍ଶନୀରେ ହାଇଦ୍ରାବାଦ, ଚେନାଇ ଓ ବେଙ୍ଗଲୁରର ଡ୍ରୋନ କମ୍ପାନୀ ନିଜ ପ୍ରଯୁକ୍ତିର ପ୍ରଦର୍ଶନ କରିଥିଲେ । ଅତ୍ୟାଧୁନିକ ପ୍ରଣାଳୀରେ ପ୍ରସ୍ତୁତ ଡ୍ରୋନ୍ , ଜାମର ଓ ଶତ୍ରୁ ଡ୍ରୋନ ଚିହ୍ନଟ ସାମଗ୍ରୀର ପ୍ରଦର୍ଶନ କରାଯାଇଥିଲା । ଡ୍ରୋନContinue reading “ଶତ୍ରୁପକ୍ଷର ଡ୍ରୋନକୁ ଜବାବ ଦେବ ସ୍ୱଦେଶୀ ଜ୍ଞାନ କୌଶଳ : ଗୋପାଳପୁର ଆର୍ମୀ ଏଡି କଲେଜରେ ଆଲୋଚନା ଚକ୍ର ଓ ପ୍ରଦର୍ଶନୀ”
ପୋଲିସ୍ ଅଧିକାରୀଙ୍କଠାରୁ ଲୁଟ ମାମଲାରେ ୨ ଅଭିଯୁକ୍ତ ଗିରଫ : ବିଭିନ୍ନ ଥାନାରେ ରହିଛି ୨୦ରୁ ଅଧିକ ମାମଲା
କନକ ବ୍ୟୁରୋ : ପୋଲିସ୍ ଅଧିକାରୀଙ୍କ ଠାରୁ ଚେନ୍ ଲୁଟ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ନୟାଗଡ଼ ପୋଲିସ୍ । ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରାଯାଇଛି । ଖୋର୍ଦ୍ଧା ଅଞ୍ଚଳର ୨ ଲୁଟେରାଙ୍କୁ ଗିରଫ କରିଛି ନୟାଗଡ଼ ଟାଉନ୍ ପୋଲିସ୍ । ସେମାନଙ୍କ ଠାରୁ ଲୁଟ୍ ଚେନ୍ ସମେତ ୪ଟି ଚେନ୍ ଓ ଗୋଟିଏ ପଲସର ବାଇକ ଜବତ ହୋଇଛି । ରବିବାର ନୟାଗଡ଼ ସଦର ଥାନାର ପୂର୍ବତନ ଆଇଆଇସି ମନୋରମା ମଲ୍ଲିକ ସ୍କୁଟି ଯୋଗେContinue reading “ପୋଲିସ୍ ଅଧିକାରୀଙ୍କଠାରୁ ଲୁଟ ମାମଲାରେ ୨ ଅଭିଯୁକ୍ତ ଗିରଫ : ବିଭିନ୍ନ ଥାନାରେ ରହିଛି ୨୦ରୁ ଅଧିକ ମାମଲା”
ଜିଏସଟି ବୈଠକ : କ’ଣ ଶସ୍ତା, କ’ଣ ମହଙ୍ଗା ? କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
କନକ ବ୍ୟୁରୋ : ଅନଲାଇନ ଗେମିଂ, ହର୍ଷ ରେସିଙ୍ଗ ଓ କ୍ୟାସିନୋ ଉପରେ ଏଣିକି ୨୮ ପ୍ରତିଶତ ଜିଏସଟି ଲାଗିବ । ଜିଏସଟି କାଉନସିଲର ୫୦ ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଜିଏସଟି ଆଇନର ସଂଶୋଧନ ପରେ ଏହି ନିୟମ ଲାଗୁ ହେବ । ବିଦେଶରୁ ଆମଦାନୀ ହେଉଥିବା ଦାମୀ କ୍ୟାନସର ଔଷଧ ଉପରେ ଲାଗିବନି କୌଣସି ଜିଏସଟି ଲାଗିବ ନାହିଁ । ବର୍ତ୍ତମାନ ଏହା ଉପରେ ୧୨ ପ୍ରତିଶତ ଆଇଜିଏସଟି ଲାଗୁ ହେଉଥିଲାContinue reading “ଜିଏସଟି ବୈଠକ : କ’ଣ ଶସ୍ତା, କ’ଣ ମହଙ୍ଗା ? କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି”
‘ମୋ ସରକାର’ ଅଧୀନକୁ ଆସିବ ଜନ ଅଭିଯୋଗ ଶୁଣାଣି ପ୍ରକ୍ରିୟା : ଆସନ୍ତାମାସଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଲୋକଙ୍କୁ କରାଯିବ ଫୋନ
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଅଫିସ ଦ୍ୱାରା କରାଯାଇଥିବା ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ୫-ଟି ସଚିବ । ସମୀକ୍ଷା ବେଳେ ଜନ ଅଭିଯୋଗ ଶୁଣାଣିକୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ବିଭାଗ, ଜିିଲ୍ଲା କର୍ତ୍ତୃପକ୍ଷ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ ଉପରେContinue reading “‘ମୋ ସରକାର’ ଅଧୀନକୁ ଆସିବ ଜନ ଅଭିଯୋଗ ଶୁଣାଣି ପ୍ରକ୍ରିୟା : ଆସନ୍ତାମାସଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଲୋକଙ୍କୁ କରାଯିବ ଫୋନ”
ବୈଠକ ପରେ ବୈଠକ ବସୁଛି : ହେଲେ ବାହାରୁନି ସମାଧାନ; ମହାନଦୀ ଟ୍ରିବ୍ୟୁନାଲ ୩୭ତମ ବୈଠକରେ ହୋଇପାରିଲାନି ନିଷ୍ପତ୍ତି
କନକ ବ୍ୟୁରୋ : ମହାନଦୀ ଟ୍ରିବ୍ୟୁନାଲର ୩୭ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାନଦୀ ବିବାଦ ସମ୍ପର୍କିତ ବଭିନ୍ନ ଦିଗ ଉପରେ ଏଥିରେ ଆଲୋଚନା କରାଯାଇଥିଲ । । ହେଲେ ଏଥିରେ କୌଣସି ନିଷ୍ପତ୍ତି ହୋଇନି । ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ବିବାଦ ଲାଗି ରହିଛି । ଛତିଶଗଡ଼ ଖରାଦିନେ କଲମା ବ୍ୟାରେଜର ଗେଟ୍ ବନ୍ଦ କରିଦେଉଛି, ଫଳରେ ଓଡ଼ିଶାର ମହାନଦୀ ଅବବାହିକା ଶୁଖିଲା ପଡ଼ୁଛି । ଅନ୍ୟପଟେContinue reading “ବୈଠକ ପରେ ବୈଠକ ବସୁଛି : ହେଲେ ବାହାରୁନି ସମାଧାନ; ମହାନଦୀ ଟ୍ରିବ୍ୟୁନାଲ ୩୭ତମ ବୈଠକରେ ହୋଇପାରିଲାନି ନିଷ୍ପତ୍ତି”
ମତଦନ ପର ଭଟଗଣତ ଦନ ହସର ଜଳଉଠଲ ପଶଚମବଙଗ କଡ଼ ସରକଷ ବୟବସଥ ସତତୱ ବଭନନ ମତଗଣନ କନଦରର ହସ ଉଚଚଜନ
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଚାଲିଛି । ଟିଏମସି ମୋଟ ୬୩ ହଜାର ୨୨୯ ସିଟରୁ ୧୯ ହଜାର ୫୯ଟି ସିଟରେ ଆଗରେ ରହିଛି । ସେହିପରି ବିଜେପି ଏ ପର୍ଯ୍ୟନ୍ତ ମୋଟ ୨ ହଜାର ୭୧୬ ସିଟ୍ ହାସଲ କରିଛି । ଅନ୍ୟପଟେ କଂଗ୍ରେସକୁ ୫୪୨ଟି ସିଟ ମିଳିଛି ଓ ଅନ୍ୟାନ୍ୟ ୫୯୨ ସିଟ୍ ରହିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମତଦାନ ବେଳେ ହିଂସାକାଣ୍ଡ ହଙ୍ଗାମାContinue reading “ମତଦନ ପର ଭଟଗଣତ ଦନ ହସର ଜଳଉଠଲ ପଶଚମବଙଗ କଡ଼ ସରକଷ ବୟବସଥ ସତତୱ ବଭନନ ମତଗଣନ କନଦରର ହସ ଉଚଚଜନ”
କନଦର ସରକରଙକ ସପରମକରଟ ଝଟକ: ପରବରତନ ନରଦଦଶଳୟ ମଖୟଙକ କରଯୟକଳ ତତୟ ଥର ବଦଧକ ବଆଇନ କହଲ ସରବଚଚ ନୟୟଳୟ
କନକ ବ୍ୟୁରୋ: କେନ୍ଦ୍ରକୁ ସୁପ୍ରିମକୋର୍ଟର ବଡ଼ ଝଟକା । ଇଡିର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ବଢ଼ାଇବା ପ୍ରସଙ୍ଗରେ ଏହା ବେଆଇନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତୃତୀୟ ଥର ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡ଼ି ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବା ବେଆଇନ ବୋଲି କହିଛନ୍ତି । ତେବେ ସେ ଏହି ପଦବୀରେ ଚଳିତ ମାସ ୩୧ ଜୁଲାଇ ପର୍ଯ୍ୟନ୍ତ ରହିବେ । ସଂଜୟ କୁମାର ମିଶ୍ର ନଭେମ୍ବର ୨୦୧୮ରେContinue reading “କନଦର ସରକରଙକ ସପରମକରଟ ଝଟକ: ପରବରତନ ନରଦଦଶଳୟ ମଖୟଙକ କରଯୟକଳ ତତୟ ଥର ବଦଧକ ବଆଇନ କହଲ ସରବଚଚ ନୟୟଳୟ”
ସସଆଲ ମଡଆର ଭଇରଲ ହଉଛ ପକସତନ ଡକଙକ ଧମକ ଭଡଓ ଜର କର ସମ ହଇଦରକ ଫରଇବକ କହଲ ଦରବତତ
କନକ ବ୍ୟୁରୋ: ଆମ ବୋହୂକୁ ଫେରାଇ ଦିଅ’ ନଚେତ ପରିଣାମ ଭୋଗିବ । ଏହି ଧମକ ଆସିଛି ପାକିସ୍ତାନରୁ । ପାକିସ୍ତାନୀ ମହିଳା ସୀମା ହାଇଦର ବର୍ତମାନ ଭାରତରେ ରହୁଥିବାେବେଳ ତାଙ୍କ ଦୁଇଦିନ ମଧ୍ୟରେ ପାକିସ୍ତାନ ଫେରାଇବାକୁ କହିଛନ୍ତି ପାକିସ୍ତାନୀ ଡାକୁ । ଏନେଇ ଏକ ଭିଡିଓ ଜାରି କରିଛନ୍ତି ୧୦ରୁ ୧୨ ଡାକୁ । ବିଭିନ୍ନ ଖରାପ ମନ୍ତବ୍ୟ ଦେଇଥିବାବେଳେ ଗାଳିଗୁଲଜ କରି ପାକିସ୍ତାନକୁ ତାଙ୍କ ବୋହୂ ଫେରାଇ ଦିଅ ବୋଲି ସେ କହିଛନ୍ତି ।Continue reading “ସସଆଲ ମଡଆର ଭଇରଲ ହଉଛ ପକସତନ ଡକଙକ ଧମକ ଭଡଓ ଜର କର ସମ ହଇଦରକ ଫରଇବକ କହଲ ଦରବତତ”
ବଶୱର ଦୱତୟ ମହଶକତ ହବ ଭରତ ଗଲଡମୟନ ସୟଚସର ଆକଳନ ର ଆମରକକ ଟପଯବ ଦଶ
କନକ ବ୍ୟୁରୋ: ୨୦୭୫ରେ ଆମେରିକାକୁ ଟପିବ ଭାରତ । ବୃହତ୍ତ ଆର୍ଥିକ ମହାଶକ୍ତି ହେବ ଦେଶ । ୪ ଦଶନ୍ଧି ମଧ୍ୟରେ ଭାରତ ଦ୍ରୁତ ଗତିରେ ଆଗକୁ ଗଢି ବିଶ୍ୱର ବୃହତ ମହାଶକ୍ତିରେ ପରିଣତ ହେବ । କେବଳ ଜାପାନ କି ଜର୍ମାନୀ ନୁହେଁ ଆମେରିକାକୁ ମଧ୍ୟ ଟପିଯିବ । ଭାରତକୁ ନେଇ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଗୋଲଡମ୍ୟାନ ସ୍ୟାଚସ ରିପୋର୍ଟ ଏଭଳି ଆକଳନ କରିଛି । ଆଉ ଏଥିରେ ଭାରତର ଜନସଂଖ୍ୟା ହିଁ ଅର୍ଥନୀତିକୁ ଆଗକୁ ବଢାଇନେବାରେContinue reading “ବଶୱର ଦୱତୟ ମହଶକତ ହବ ଭରତ ଗଲଡମୟନ ସୟଚସର ଆକଳନ ର ଆମରକକ ଟପଯବ ଦଶ”