ବଙଗଲରର ଧରପଡଲ ଠକ ବର କବ ଡକତର ତ ପଣ କବ ଇଜନୟର କହ ବରଷର କରଛ ଜଣଙକ ବବହ

କନକ ବ୍ୟୁରୋ: ଚର୍ଚ୍ଚାରେ ବେଙ୍ଗାଲୁରର ଠକ ବର । ବେଶ ବଦଳାଇ କରୁଥିଲେ ବିବାହ । କେବେ ଡ଼ାକ୍ତର, କେବେ ଇଂଜିନିୟର ସାଜୁଥିଲେ । ୧୦ବର୍ଷରେ କରିସାରିଛନ୍ତି ୧୫ ବିବାହ । ସାଧାସିଧା ବେଶଭୁଷା,ନୀରିହ ଚେହେରା । କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଏହି ଚେହେରା ପଛରେ ରହିଛି ଏମିତି ଏକ ରୂପ ଯାହା ସମସ୍ତଙ୍କୁ ଏବେ ଆଶ୍ଚର୍ଯ୍ୟ ଚକିତ କରିଛି । ବେଙ୍ଗାଲୁରର ମହେଶ କେବି ନାୟକ । ମାଟ୍ରିମୋନିରେ ନକଲି ଆକାଉଣ୍ଟ କରିContinue reading “ବଙଗଲରର ଧରପଡଲ ଠକ ବର କବ ଡକତର ତ ପଣ କବ ଇଜନୟର କହ ବରଷର କରଛ ଜଣଙକ ବବହ”

ଚନଦରଯନ- ଲଞଚ ପଇ ଶଷ ପରଯୟୟର ପରସତତ ଭରତର ସବଠ ବଡ ସପଶ ମଶନ ଚନଦରଯନ ଥରର ସଫଳତ ନଇ ଆଶବଦ ଅଛ ଇସର

କନକ ବ୍ୟୁରୋ: ତାରିଖ ଜୁଲାଇ ୧୪  । ସମୟ ଦିବା ୨ଘଣ୍ଟା ୩୫ ମିନିଟ । ଚନ୍ଦ୍ର ଅଭିମୁଖେ ଗତି କରିବ ଭାରତର ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ ଥ୍ରୀ । ଆନ୍ଧ୍ର୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେଶ୍ ସେଂଟରରୁ ଚନ୍ଦ୍ରାଯାନ ଉତକ୍ଷେପଣ କରାଯିବ । ଶୀଘ୍ର ଇସ୍ରୋ ଏହାର ତୃତୀୟ ଚନ୍ଦ୍ରଯାନ ଉତକ୍ଷେପଣ କରିବ । ଭାରତୀୟ ଗବେଷଣା ସଂସ୍ଥା ବା ଇସ୍ରୋ ଚଳିତ ମାସ  ୧୪ ତାରିଖରେ ଚନ୍ଦଯାନ-ଥ୍ରୀ  ଉତକ୍ଷେପଣ ନେଇ ଘୋଷଣା କରିଛି ।Continue reading “ଚନଦରଯନ- ଲଞଚ ପଇ ଶଷ ପରଯୟୟର ପରସତତ ଭରତର ସବଠ ବଡ ସପଶ ମଶନ ଚନଦରଯନ ଥରର ସଫଳତ ନଇ ଆଶବଦ ଅଛ ଇସର”

ଜଳବୟ ପରବରତତନର ପଡଛ ବଡ଼ ପରଭବ: ଦଶର ଜନ ମସ ଯଏ ତତର ତରତ ମଳନଥବବଳ ଜଲଇ ମସର ଆରମଭ ହଲଣ ପଣପରଳୟ

କନକ ବ୍ୟୁରୋ: କଥାରେ ଅଛି ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ । ଠିକ ଏଭଳି ପରିସ୍ଥତି ଦେଶରେ ଦେଖାଦେଇଛି । କେବେ ମରୁଡ଼ି, କେବେ ପାଣିପ୍ରଳୟ । କିଛି ଦିନ ପୂର୍ବରୁ ଟୋପେ ପାଣି ପାଇଁ ସବୁଆଡ଼େ ହାହାକାର ପଡୁଥିଲା । ଲୋକେ ତ୍ରାହି ତ୍ରାହି ଡ଼ାକୁଥିଲେ । ଆଉ ଏବେ ଦେଶର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଜଳପ୍ରଳୟ । ଜୁନ ମାସରେ ମାଟି ଫାଟି ଆଁ କରିଥିବାବେଳେ ବର୍ତମାନ ଦେଶର ବିଭିନ୍ନ ସ୍ଥାନରେContinue reading “ଜଳବୟ ପରବରତତନର ପଡଛ ବଡ଼ ପରଭବ: ଦଶର ଜନ ମସ ଯଏ ତତର ତରତ ମଳନଥବବଳ ଜଲଇ ମସର ଆରମଭ ହଲଣ ପଣପରଳୟ”

ଲକଙକ ପଖର ପହଞଚଲ ପରଶସନ: ଜନତଙକ ଦଖ ବଝଲ ପରଶସକ

କନକ ବ୍ୟୁରୋ: ପ୍ରଶାସନ ଲୋକଙ୍କ ପାଖକୁ ଯିବା କେତେ ଜରୁରୀ ଏବଂ ଲୋକଙ୍କ ପାଖକୁ ଗଲେ କଣ ପ୍ରଭାବ ପଡେ, ତାର ୩ଟି ଚିତ୍ର ସାମ୍ନାକୁ ଆସିଛି । ଅପହଂଚ ତଥା ଦୁର୍ଗମ ଅଂଚଳରେ ପଂହଚି ରାୟଗଡା ଜିଲ୍ଲାପାଳ ଲୋକଙ୍କ ଦୁଃଖ ଶୁଣିଛନ୍ତି । କେନ୍ଦ୍ରପଡା ଜିଲ୍ଲାପାଳ ଜଣେ ବୁଲାବିକାଳୀଙ୍କ ଦୁଃଖ ଜାଣିବା ପରେ ସାଇକେଲଟିଏ ଯୋଗାଇଦେଇଛନ୍ତି । ସେହିଭଳି କଟକ ବାଙ୍କୀ ଅଂଚଳରେ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ପଂହଚି ଲୋକଙ୍କ ଦୁଢଖ ଜଣାଇଛନ୍ତି କଂଗ୍ରେସ ନେତା ।Continue reading “ଲକଙକ ପଖର ପହଞଚଲ ପରଶସନ: ଜନତଙକ ଦଖ ବଝଲ ପରଶସକ”

ଡରଉଛ ଆଖ ଧର: ରଜୟର ବଢ଼ଚଲଛ ରଗଙକ ସଖୟ ସକଲ ପଲ ହଉଛନତ ଅଧକ ଆକରନତ କମଛ ଉପସଥନ

କନକ ବ୍ୟୁରୋ: ଅଥୟ କଲାଣି ଆଖିଧରା ରୋଗ । ସବୁଆଡେ ଏବେ ଏହି ରୋଗକୁ ନେଇ ଆତଙ୍କ । ସ୍କୁଲକୁ ସ୍କୁଲ ବ୍ୟାପିବାରେ ଲାଗିଛି ଏହି ଆଖିଧରା ରୋଗ । ସରକାର ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ଏବେ ଏହି ଆଖିଧରା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପରିସ୍ଥିତକୁ ଦେଖି ଆବଶ୍ୟକ ପଡିଲେ ସରକାର ଏସଓପି ଆଣିପାରନ୍ତି । ଅଭିଭାବକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ମାଡି ଚାଲିଛି ଆଖିଧରା ରୋଗ । ରାଜଧାନର ଗୋଟିଏContinue reading “ଡରଉଛ ଆଖ ଧର: ରଜୟର ବଢ଼ଚଲଛ ରଗଙକ ସଖୟ ସକଲ ପଲ ହଉଛନତ ଅଧକ ଆକରନତ କମଛ ଉପସଥନ”

ରଜୟର ନଅଣଟଆ ବରଷ ଯଗ ବଢ଼ଲ ଚନତ: ପଣ ଅଭବର ବଭନନ ସଥନର ଜମ ଫଟ ଆ

କନକ ବ୍ୟୁରୋ: କେଉଁଠି ବର୍ଷା, କେଉଁଠି ଶୁଖିଲା । ଜୁଲାଇ ଦ୍ୱିତୀୟ ସପ୍ତାହରେ ଏହା ହେଉଛି ରାଜ୍ୟର ଚିତ୍ର । ଓଡିଶାକୁ ଛୁଇଁ ଦୁର୍ବଳ ହୋଇଥିବା ମୌସୁମୀ ପୁଣି ସକ୍ରିୟ ହୋଇଛି । ସାରା ରାଜ୍ୟରେ ବିକ୍ଷିପ୍ତ ଭାବରେ ବର୍ଷା ଜାରି ରହିଛି । ୨୪ ଘଂଟାରେ ରାଜ୍ୟରେ ହାରାହାରି ୯.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୧ ପ୍ରତିଶତ ଅଧିକ । ତେବେ ଏବେ ବି ଅଧିକାଂଶ ଅଂଚଳ ବର୍ଷାକୁContinue reading “ରଜୟର ନଅଣଟଆ ବରଷ ଯଗ ବଢ଼ଲ ଚନତ: ପଣ ଅଭବର ବଭନନ ସଥନର ଜମ ଫଟ ଆ”

ଟରନ ଟରଜଡ: ପଣ ଦନ ରମଣଡର ଅଭଯକତ ଷଡଯନତର ନ ଅବହଳ କରଣ ଖଜଛ ସବଆଇ

କନକ ବ୍ୟୁରୋ: ବାହାନଗା ଟ୍ରେନ ଟ୍ରାଜେଡିର ସତ ଖୋଜୁଛି ସିବିଆଇ । ଗିରଫ ୩ ଜଣ ଅଭିଯୁକ୍ତକୁ ଆଉ ୪ ଦିନ ରିମାଣ୍ଡରେ ନେଇଛି ତଦନ୍ତକାରୀ ଏଜେନ୍ସି । ଷଡଯନ୍ତ୍ର ନା ଅବହେଳା ତାର କାରଣ ଖୋଜୁଛି ତଦନ୍ତକାରୀ ଟିମ  । ୫ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ, ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଉ ଏହି ସମୟରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସେକ୍ସନ ଇଞ୍ଜିନିୟର ଅମିର ଖାନ । ବାହାନଗା ଟ୍ରେନ୍Continue reading “ଟରନ ଟରଜଡ: ପଣ ଦନ ରମଣଡର ଅଭଯକତ ଷଡଯନତର ନ ଅବହଳ କରଣ ଖଜଛ ସବଆଇ”

ହଇସକଲ ପଲ ପନଧବ ନଆ ୟନଫରମ: ଘରଇ ସକଲ ଭଳ ରହବ ହଉସ ୟନଫରମ

କନକ ବ୍ୟୁରୋ: ଅଗଷ୍ଟ ୧୫ ସୁଦ୍ଧା ସ୍କୁଲ ପିଲା ପିନ୍ଧିବେ ନୂଆ ୟୁନିଫର୍ମ । ନବମ, ଦଶମ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ନୂଆ ସବୁଜ ଚେକ୍ ୟୁନିଫର୍ମ ସହ ଶନିବାର ପିନ୍ଧିବେ ହାଉସ୍ ୟୁନିଫର୍ମ । ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପୂର୍ବ ୟୁନିଫର୍ମ ସହ ଶନିବାର ପିନ୍ଧିବେ ନୂଆ ହାଉସ୍ ୟୁନିଫର୍ମ । ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ । ନୂଆContinue reading “ହଇସକଲ ପଲ ପନଧବ ନଆ ୟନଫରମ: ଘରଇ ସକଲ ଭଳ ରହବ ହଉସ ୟନଫରମ”

ବଲଅନତ ନକଟ କଆଖଇର ବଡ ମତ: ଅନୟ ନଖଜ ଜଣଙକ ଉଦଧର ପଇ ପରୟସ

କନକ ବ୍ୟୁରୋ: ଭୁବନେଶ୍ବର ଉପକଣ୍ଠ ଦେଇ ପ୍ରବାହିତ କୁଆଖାଇ ନଦୀରେ ପୁଣି ଥରେ ଅଘଟଣ ଘଟିଛି। ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବାଳହାର ନିକଟ କୁଆଖାଇରେ ଆଜି ୪ ଜଣ ଯୁବକ ଗାଧେଇଲା ବେଳେ ବୁଡ଼ି ଯାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କର ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨ ଜଣ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିଛି। ସୂଚନାଯୋଗ୍ୟ, ଗତ ମେ’ ମାସContinue reading “ବଲଅନତ ନକଟ କଆଖଇର ବଡ ମତ: ଅନୟ ନଖଜ ଜଣଙକ ଉଦଧର ପଇ ପରୟସ”

ପଣ ସରକରଙକ ଅପରଜତଙକ ଟରଗଟ: ଭବନଶୱର ସସଦଙକ ଶରମୟଙକ ପଲଟ ପରଶନ

କନକ ବ୍ୟୁରୋ: ପୁଣି ସରକାରକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟାର୍ଗେଟ । ଟ୍ୱିଟ କରି ସେ ଏକ ଭିଡିଓ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ସହ ଫାଇଭ ଟି ସଚିବଙ୍କ ଫଟୋ ସେୟାର କରିଛନ୍ତି । ଏହାର ଜବାବରେ ଏକଧିକ ଟ୍ୱିଟ କରି ପାଲଟା ପ୍ରଶ୍ନ କରିଛନ୍ତି ବିଜେଡିର ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର । ବିରୋଧୀଙ୍କ ବୟାନବାଜି ଭିତରେ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ଫାଇଭ-ଟି ସଚିବ । ଅନୁଗୁଳ ଓ ଢେଙ୍କନାଳ ଜିଲ୍ଲା ଗସ୍ତରେContinue reading “ପଣ ସରକରଙକ ଅପରଜତଙକ ଟରଗଟ: ଭବନଶୱର ସସଦଙକ ଶରମୟଙକ ପଲଟ ପରଶନ”

Design a site like this with WordPress.com
Get started