କନକ ବ୍ୟୁରୋ: ଆଧୁନିକ ଓଡିଶା ଗଠନର ଲକ୍ଷ୍ୟ ନେଇ ରାଜ୍ୟ ସରକାର, ‘ଆମ ଓଡିଶା ନବୀନ ଓଡି଼ଶା’ ଯୋଜନା ଘୋଷଣା କରିବା ପରେ,ତେଜିଛି ରାଜନୀତି । ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି କହିଛି, ଯୋଜନା ପାଇଁ ମଞ୍ଜୁର ହୋଇଥିବା ୪ହଜାର କୋଟିର ଆୟୁଷ କେତେ? ନିର୍ବାଚନ ଆସିଲେ ନବୀନ ବାବୁଙ୍କର ମନେପଡେ । ନିର୍ବାଚନ ସରିଲେ ଯୋଜନା ବନ୍ଦ । ପ୍ରତ୍ୟକ ବ୍ଲକ,Continue reading “ନଆ ଯଜନକ ନଇ ରଜନତ: କଗରସର ପରଶନ ଯଜନର ଆୟଷ କତ? ବଜପର ଅଭଯଗ ସରକରଙକ ନଆ ନଟକ”
Tag Archives: News
ଜଟଣ ଓଭର ବରଜକ ନଇ ଶରୟ ରଜନତ: ସମୟ ଆଗର ନରମଣଧନ ବରଜର ଦପ ଜଳ ନଡଆ ବଡଇଲ ବଧୟକ ସର ରଉତରୟ
କନକ ବ୍ୟୁରୋ: ଜଟଣୀ ଓଭର ବ୍ରିଜକୁ ନେଇ ଜୋର ଧରିଛି ଶ୍ରେୟ ରାଜନୀତି । ଉଦଘାଟନ୍ ସମୟ ଆଗରୁ ନିର୍ମାଣଧିନ ବ୍ରିଜରେ ଦୀପ ଜାଳି ନଡିଆ ବାଡେଇଲେ ଉଦଘାଟନ କାମ ସାରିଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉଛି । ଏବେ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଜଟଣୀ ମୁଖ୍ୟ ରାସ୍ତାଠାରୁ କୁଦିରିଆ ପର୍ଯ୍ୟନ୍ତ ରେଲୱେ ଟ୍ରାକ୍ ଉପରେContinue reading “ଜଟଣ ଓଭର ବରଜକ ନଇ ଶରୟ ରଜନତ: ସମୟ ଆଗର ନରମଣଧନ ବରଜର ଦପ ଜଳ ନଡଆ ବଡଇଲ ବଧୟକ ସର ରଉତରୟ”
ବରଷ ଋତର ମଳଛ ଆବସ କରଯୟଦଶ: ମସର କମ ସରଲ ମଳବ ହଜର ପରତସହନ ରଶ
କନକ ବ୍ୟୁରୋ: ବର୍ଷା ଦିନରେ ମିଳିଛି ଆବାସ ଗୃହ ନିର୍ମାଣ କାର୍ଯ୍ୟାଦେଶ । ଏବେ କେମିତି ନିର୍ମାଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ । ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ହିତାଧିକାରୀ । ବର୍ଷା ଦିନରେ ଗୃହ ନିର୍ମାଣ ସାମଗ୍ରୀ ଓ ଶ୍ରମିକଙ୍କ ଅଭାବ ଯୋଗୁଁ ୪ ମାସରେ କାମ ସାରିବା ଏକ ପ୍ରକାର ଅସମ୍ଭବ ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀ । ସେପଟେ ପ୍ରଶାସନ କହିଛି, ନର୍ଦ୍ଧାରିତ ସମୟ ସୀମା ଭିତରେ ନିର୍ମାଣ କାମContinue reading “ବରଷ ଋତର ମଳଛ ଆବସ କରଯୟଦଶ: ମସର କମ ସରଲ ମଳବ ହଜର ପରତସହନ ରଶ”
ବଲକ ନହ ଏଥର ପଞଚୟତର ଜଲଲପଳଙକ ଅଭଯଗ ଶଣଣ: ଗଣପର ଗରମଞଚଳର ପହଚ ଲକଙକ କଥ ଶଣଲ ରୟଗଡ ଜଲଲପଳ
କନକ ବ୍ୟୁରୋ: ନିଜର ସମସ୍ୟା ଜଣାଇବା ପାଇଁ ଜିଲ୍ଲା ସଦର ମହୁକମା କି ବ୍ଲକ ଅଫିସକୁ ଯିବାକୁ ପଡିବନି । କାରଣ ଦୁର୍ଗମ ଅଂଚଳର ସମସ୍ୟା ଜାଣିବା ପାଇଁ ପଂଚାୟତକୁ ଆସୁଛନ୍ତି ରାୟଗଡା ଜିଲ୍ଲାପାଳ । ଆଉ ଘର ପାଖରେ ପ୍ରଶାସନିକ ଅଧିକାରୀଙ୍କୁ ପାଇ ଅଭିଯୋଗ ଜଣାଇଛନ୍ତି ଗ୍ରାମବାସୀ । ପାହାଡ ପର୍ବତ ଘେରା ପୁଟାସିଂ ପଂଚାୟତ ଅଫିସର ଚାଲିଛି ଅଭିଯୋଗ ଶୁଣାଣି ଶିବିର । ଲାଞ୍ଜିଆ ସୌରା ସମ୍ପ୍ରଦାୟର ଲୋକଙ୍କ ସମସ୍ୟା ବାବଦରେ ଜାଣିବା ପାଇଁContinue reading “ବଲକ ନହ ଏଥର ପଞଚୟତର ଜଲଲପଳଙକ ଅଭଯଗ ଶଣଣ: ଗଣପର ଗରମଞଚଳର ପହଚ ଲକଙକ କଥ ଶଣଲ ରୟଗଡ ଜଲଲପଳ”
ଶରବଣର ଶଖଲ ପଡଛ ଭଇ: ନୟଗଡର ପଣ ଅଭବର ଶଖଗଲଣ ତଳ ବଲ
କନକ ବ୍ୟୁରୋ: ମୌସୁମୀର ଲୁଚକାଳି ଖେଳ । ଶ୍ରାବଣରେ ଜମି ଫାଟି ଆଁ କରିଛି । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ମୌସୁମୀ ଆରମ୍ଭରୁ ଧୋକା ଦେବାରୁ ଜୁନ୍ରେ ବର୍ଷା ପରିମାଣ କମିଗଲା । ଜୁଲାଇରେ ସ୍ଥିତିରେ ପରିବର୍ତନ ହେବ ବୋଲି ଆଶା ରହିଥିଲା । କିନ୍ତୁ ମାସର ପ୍ରଥମ ୧୦ଦିନ ବି ବର୍ଷା ଉଭାନ ହୋଇଯାଇଛି । ଆବଶ୍ୟକୀୟ ପରିମାଣର ବର୍ଷା ହୋଇନଥିବାରୁ ଶ୍ରାବଣରେ ମଧ୍ୟ ଚାଷ କାମ ଆଗେଇ ପାରୁନାହିଁ ।Continue reading “ଶରବଣର ଶଖଲ ପଡଛ ଭଇ: ନୟଗଡର ପଣ ଅଭବର ଶଖଗଲଣ ତଳ ବଲ”
ଦନତହତ ଭୟର ଖଲ ହଇଗଲ ଗ: ଦଢ ବରଷ ହଲ ଘରଦୱର ଛଡ ବନଧ ଘର ରହଛନତ ଲକ
କନକ ବ୍ୟୁରୋ: ଗାଁରୁ ତଡିଦେଲା ହାତୀ । ଗଜରାଜ ଭୟରେ ଗାଁ ଛାଡି ବାରଦୁଆର ବୁଲୁଛନ୍ତି ଗ୍ରାମବାସୀ । ବନ୍ଧୁ ଘରେ ରହୁଛନ୍ତି କେନ୍ଦୁଝର ଜିଲ୍ଲା କାଂଜିପାଣୀ ବନାଂଚଳର କାଳିଆପାଣି ଗ୍ରାମବାସୀ । ଦେଢ ବର୍ଷ ହେଲା କାଳିଆପାଣି ଗାଁ ଖାଲି ହୋଇଯାଇଛି । ଦନ୍ତାହାତୀ ବାରମ୍ବାର ଗାଁରେ ଉତ୍ପାତ କରିବା ସହ ଲୋକଙ୍କୁ ଆକ୍ରମଣ କଲା । ତେଣୁ ଭୟରେ ଗ୍ରାମବାସୀ ଗାଁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି । ଗାଁଟି ଏବେ ପୁରା ଅସ୍ଥିତ୍ୱ ହରାଇContinue reading “ଦନତହତ ଭୟର ଖଲ ହଇଗଲ ଗ: ଦଢ ବରଷ ହଲ ଘରଦୱର ଛଡ ବନଧ ଘର ରହଛନତ ଲକ”
ବହନଗ ଟରନ ଦରଘଟଣ ମମଲ: ଅଭଯକତଙକ ଆଉ ଦନଆ ରମଣଡ ପଇ ଅନମତ
କନକ ବ୍ୟୁରୋ: ପୁଣି ୪ ଦିନିଆ ରିମାଣ୍ଡରେ ଗଲେ ବାହାନଗା ଟ୍ରେନ ଦୁର୍ଘଟଣାର ଅଭିଯୁକ୍ତ । ରିମାଣ୍ଡ ଅବଧି ସରିବା ପରେ କୋର୍ଟରେ ହାଜର ହୋଇଥିଲେ ବାହାନଗା ରେଳ ଦୁର୍ଘଟଣାରେ ଗିରଫ ତିନି ଅଭିଯୁକ୍ତ । ସିଗିନାଲ ସିନିୟର ସେକ୍ସନ୍ ଇଂଜିନିୟର ଅରୁଣ ମହନ୍ତ, ସେକ୍ସନ୍ ଇଂଜିନିୟର ମହମ୍ମଦ ଅମିର ଖାନ୍ ଓ ଟେକନିସିଆନ୍ ପପୁ କୁମାରଙ୍କୁ ଆହୁରି ୫ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା ସିବିଆଇ । ସେପଟେ ଅରୁଣ ମହନ୍ତଙ୍କ ବେଲContinue reading “ବହନଗ ଟରନ ଦରଘଟଣ ମମଲ: ଅଭଯକତଙକ ଆଉ ଦନଆ ରମଣଡ ପଇ ଅନମତ”
ଜଆଳ ଶଶଙକ କରକଟ ରଗ କଳର ଯମଜ ଛଆଙକ ଧର କନଦଛ ଜନମଦତର
କନକ ବ୍ୟୁରୋ: ଏ ଲୁହ ଜଣେ ସେହ୍ନମୟୀ ମା’ର । ଏ କୋହ ତା’ କୋଳର ସାହାରାରେ ଦୁନିଆ ଦେଖୁଥିବା ଦୁଇ ଜାଆଁଳା ଛୁଆର । କାରଣ ଦୁନିଆ କଣ ଜାଣିବା ଆଗରୁ ଚକ୍ଷୁ କର୍କଟ ରୋଗରେ ପୀଡ଼ିତ ହୋଇଛନ୍ତି ଜନ୍ମକଲା ଦୁଇ ନବଜତ ଶିଶୁପୁତ୍ର । ଯମଜ ପିଲାଙ୍କ ଜୀବନ ବଞ୍ଚାଇବାକୁ କୋଳରେ ଧରି ଲୁହ ଗଡାଉଛି ଜନ୍ମକଲା ମା । ତେବେ ଦୁଇଜଣ ଯମଜ ହୋଇଥିବା ବେଳେ ଦୁଇ ଜଣଙ୍କ ଆଖିରେ ଏହି ରୋଗରContinue reading “ଜଆଳ ଶଶଙକ କରକଟ ରଗ କଳର ଯମଜ ଛଆଙକ ଧର କନଦଛ ଜନମଦତର”
ଧନଙକ ଉପର ବରଷଲ ଯବରଜଙକ ବପ କହଲ କହଲଙକ ନତତୱର ଭରତ ବଶୱକପ ଜତ ବଲ ଚହନଥଲ ଧନ
କନକ ବ୍ୟୁରୋ : ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆଉ ଏହାସହ ଆରମ୍ଭ ହୋଇଛି ପୂର୍ବତନ କ୍ରିକେଟରଙ୍କ ବୟାନବାଜି । କିଏ ବିଶ୍ୱକପ ଜିତିବ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ୨୦୧୯ ବିଶ୍ୱକପ କଥା ମନେ ପକାଇଛନ୍ତି ଯୋଗରାଜ ସିଂ । ୨୦୧୧ ବିଶ୍ୱକପର ହିରୋ ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ୨୦୧୯ ବିଶ୍ୱକପରେ ଭାରତର ପରାଜୟ ପଛର କାରଣ କହିଛନ୍ତି । ଆଉContinue reading “ଧନଙକ ଉପର ବରଷଲ ଯବରଜଙକ ବପ କହଲ କହଲଙକ ନତତୱର ଭରତ ବଶୱକପ ଜତ ବଲ ଚହନଥଲ ଧନ”
ଭରତର ଧନ ନତଙକ ମଧୟର କଏ ରହଛନତ ଆଗର? ଜଣନତ ଦଶର ଧନ ନତଙକ ସମପତତ
କନକ ବ୍ୟୁରୋ: ଭାରତକୁ ବିଶ୍ୱର ଗରୀବ ଦେଶ ମଧ୍ୟରେ ଗଣାଯାଏ । ଜିଡିପି ଦୃଷ୍ଟିରୁ ଦେଶ ୧୯୫ଟି ଦେଶ ମଧ୍ୟରୁ ୧୩୯ ନମ୍ବର ସ୍ଥାନରେ ରହିଛି । ଯାହାକୁ ଭଲ ପରିସ୍ଥିତି ବୋଲି କୁହାଯାଇନପାରେ । ତେବେ ଆମ ଦେଶ ଗରୀବ ହୋଇପାରେ । କିନ୍ତୁ ଦେଶକୁ ଚଳାଉଥିବା ନେତାମାନେ ଧନୀ । ଏମାନଙ୍କ ପାଖରେ ଏତେ ସମ୍ପତି ରହିଛି କି, ଯଦି ଲୋକଙ୍କ ମଧ୍ୟରେ ବଂଟାଯାଏ ତାହେଲେ କେହି ଗରୀବ ରହିବେ ନାହିଁ । ଆପଣContinue reading “ଭରତର ଧନ ନତଙକ ମଧୟର କଏ ରହଛନତ ଆଗର? ଜଣନତ ଦଶର ଧନ ନତଙକ ସମପତତ”