କନକ ବ୍ୟୁରୋ: ଯେତେବେଳେ ଆମେ ବିଦେଶ ଯାତ୍ରା କରନ୍ତି ସେତେବେଳେ ପାସପୋର୍ଟ ଆଗେ ଦରକାର ହୋଇଥାଏ । ବିନା ପାସପୋର୍ଟରେ କୌଣସି ଦେଶକୁ ଯିବା ଅସମ୍ଭବ । ସେ ଯେତେ ବଡ଼ ଭିଆଇପି ହୁଅନ୍ତୁ କିମ୍ବା ସେଲିବ୍ରେଟୀ । ବିଦେଶ ଯାତ୍ରା ପାଇଁ ସମସ୍ତଙ୍କ ଲାଗି ପାସପୋର୍ଟ ନିହାତି ଦରକାର ହୋଇଥାଏ । କିନ୍ତୁ ବିଶ୍ୱରେ ଏମିତି ତିନିଜଣ ରହିଛନ୍ତି ଯେଉଁମାନେ କି, ଦେଶକୁ ଗଲେ ମଧ୍ୟ ସେମାନଙ୍କର ପାସପୋର୍ଟ ଦରକାର ହୋଇନଥାଏ । ଏହି ତିନିContinue reading “କଏ ଏହ ତନ ବୟକତ? ବନ ପସପରଟର ସବ ଦଶକ କରପରନତ ଯତର”
Tag Archives: News
ଚରଚଚର ବଙଗଲରର ଠକ ବର: ପରଚୟ ଓ ବଶ ବଦଳଇ ବରଷର କରଛ ବବହ
କନକ ବ୍ୟୁରୋ: ଚର୍ଚ୍ଚାରେ ଠକ ବର । ବେଶ ଓ ପରିଚୟ ବଦଳାଇ କରୁଥିଲା ବିବାହ । କେବେ ଡ଼ାକ୍ତର, କେବେ ଇଂଜିନିୟର ସାଜି ବିବାହ କରୁଥିଲେ । ଏଭଳି ଏକ ଚାଂଚଲ୍ୟକର ଖବର ଆସିଛି ବେଙ୍ଗାଲୁରରୁ । ବେଙ୍ଗାଲୁରର ମହେଶ କେବି ନାୟକ, ମାଟ୍ରିମୋନିରେ ଫର୍ଜି ଆକାଉଁଟ କରି ଶିକ୍ଷିତା, ହାଇପ୍ରୋଫାଇଲ ଓ ସୁନ୍ଦରୀ ମହିଳା, ଝିଅଙ୍କୁ ଟାର୍ଗେଟ କରୁଥିଲେ । ମିଠାମିଠା କଥା କହି ଫଶାଉଥିଲେ ଓ ବିବାହ କରି ଟଙ୍କା, ଗହଣା ନେଇContinue reading “ଚରଚଚର ବଙଗଲରର ଠକ ବର: ପରଚୟ ଓ ବଶ ବଦଳଇ ବରଷର କରଛ ବବହ”
ପରଇମ ଟଇମ ବଲଟନ: //
The post ପ୍ରାଇମ ଟାଇମ ବୁଲେଟିନ: ୧୦/୦୭/୨୦୨୩ first appeared on Kanak News. from Kanak News via
ପରଇମ ଟଇମ ବଲଟନ: //
The post ପ୍ରାଇମ ଟାଇମ ବୁଲେଟିନ: ୦୯/୦୭/୨୦୨୩ first appeared on Kanak News. from Kanak News via
ପରଇମ ଟଇମ ବଲଟନ: //
The post ପ୍ରାଇମ ଟାଇମ ବୁଲେଟିନ: ୦୬/୦୭/୨୦୨୩ first appeared on Kanak News. from Kanak News via
ବହନଗ ଟରନ ଦରଘଟଣ ମମଲ: ଜଣ ଅଭଯକତଙକ କରଟ ଚଲଣ
କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣା ମାମଲା । କୋର୍ଟ ଚାଲାଣ ହେଲେ ୩ ଜଣ ଅଭିଯୁକ୍ତ । କଡା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କ କୋର୍ଟକୁ ନିଆଗଲା । ୩ ଜଣ ଅଭିଯୁକ୍ତ ଚନ୍ଦକା ଥାନାରେ ରହିଥିଲେ । ଆଜି ସରୁଛି ବାହାନଗା ରେଳ ଦୁର୍ଘଟଣାରେ ଗିରଫ, ସିଗିନାଲ ସିନିୟର ସେକ୍ସନ୍ ଇଂଜିନିୟର ଅରୁଣ ମହନ୍ତ, ସେକ୍ସନ୍ ଇଂଜିନିୟର ମହମ୍ମଦ ଅମିର ଖାନ୍ ଓ ଟେକ୍ନିସିଆନ୍ ପପୁ କୁମାରଙ୍କ ରିମାଣ୍ଡ ଅବଧି । ଏହାପରେ ପୁଣିଥରେ ରିମାଣ୍ଡContinue reading “ବହନଗ ଟରନ ଦରଘଟଣ ମମଲ: ଜଣ ଅଭଯକତଙକ କରଟ ଚଲଣ”
ଦଶର କଣସ ଧରମ ଅସରକଷତ ନହ ଡଭଲଙକ ବଡ ବୟନ
କନକ ବ୍ୟୁରୋ : ଦେଶରେ କୌଣସି ବି ଧର୍ମର ଲୋକ ଅସୁରକ୍ଷିତ ନାହାନ୍ତି । ସବୁ ଧର୍ମର ଲୋକଙ୍କୁ ଭାରତରେ ସମାନ ଅଧିକାର ଦିଆଯାଇଛି । ସମସ୍ତେ ତାଙ୍କର ଧର୍ମ ଓ ସଂସ୍କୃତିକୁ ନେଇ ଆଗକୁ ବଢୁଛନ୍ତି । ଏଥିରେ କେହି ବି କୌଣିସି ବାଧା ସୃଷ୍ଟି କରିବେ ନାହିଁ । ଏକ ସଭାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ତାଙ୍କ ବୟାନରେ କହିଛନ୍ତି । ଡୋଭାଲ ଆହୁରି ମଧ୍ୟ କହିଛନ୍ତି କି, ପବିତ୍ର କୁରାନ୍Continue reading “ଦଶର କଣସ ଧରମ ଅସରକଷତ ନହ ଡଭଲଙକ ବଡ ବୟନ”
ଆନନଦ ବଜରର ବହର ବୟକତ ବକର କରପରବନ ମହପରସଦ ଓ ସଖଲ ଭଗ: ବହର ବୟକତ ଅବଢ ବକଲ ଥନର ଏତଲ ସହ ହବ କରଯୟନଷଠନ
କନକ ବ୍ୟୁରୋ: ଶ୍ରୀମନ୍ଦିର ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବା ପ୍ରସଙ୍ଗ । ଏଣିକି ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରିପାରିବେ ନାହିଁ ବାହାର ବ୍ୟକ୍ତି । ନିୟମ ଉଲଂଘନ କରାଗଲେ ଥାନାରେ ଏତଲା ଦିଆଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ଘଟଣା ସାମ୍ନାକୁ ଆସିବା ପରେ ଏଭଳି ନିଷ୍ପତି ନିଆଯାଇଛି । ଏନେଇ ସୁଆର, ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏସପି, ଜିଲ୍ଲାପାଳ ଓ ସୁରକ୍ଷାContinue reading “ଆନନଦ ବଜରର ବହର ବୟକତ ବକର କରପରବନ ମହପରସଦ ଓ ସଖଲ ଭଗ: ବହର ବୟକତ ଅବଢ ବକଲ ଥନର ଏତଲ ସହ ହବ କରଯୟନଷଠନ”
ରଜୟର ବୟପଛ ଆଖଧର ରଗ ବଢଛ ରଗଙକ ସଖୟ : ସଥତ ଉପର ସୱସଥୟ ବଭଗର ନଜର; ଖବଶଘର ଆସପର ମରଗଦରଶକ
କନକ ବ୍ୟୁରୋ : ନିଆଁ ଭଳି ବ୍ୟାପୁଛି ଆଖିଧରା ରୋଗ । ସମ୍ବଲପୁର ସଦର ମେଡିକାଲ ଓ ଭୀମସାରରେ ବଢିଛି ଆଖିଧରା ରୋଗୀଙ୍କ ସଂଖ୍ୟା । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଏବେ ୬୦ ପ୍ରତିଶତ ରୋଗୀ କେବଳ ଆଖି ଧରା ସଂକ୍ରମିତ ବୋଲି ଜଣାପଡିଛି । ସେହିପରି ଭୀମସାରକୁ ପଶ୍ଚିମ ଓଡିଶାର ବିଭିନ୍ନ ଅଂଚଳରୁ ଆଖିଧରା ରୋଗୀ ଆସି ଚିକିତ୍ସିତ ହେଉଛନ୍ତି । ପୂର୍ବ ତୁଳନାରେ ଏହି ଆଖି ଧରା ରୋଗୀଙ୍କContinue reading “ରଜୟର ବୟପଛ ଆଖଧର ରଗ ବଢଛ ରଗଙକ ସଖୟ : ସଥତ ଉପର ସୱସଥୟ ବଭଗର ନଜର; ଖବଶଘର ଆସପର ମରଗଦରଶକ”
ମଖୟମନତରଙକ ସମପରକୟ ଭଇ ଅସସଥ : ଭଟଲ ମହମମଦ ମକମ; ଦଲଲପ ପଟଟନୟକ କହଲ ପଲବଳ ନବନ ତଙକ ସହ ଖଳଥଲ କଷମତକ ଆସବ ପର ଭଲଗଲ
କନକ ବ୍ୟୁରୋ : ଅସୁସ୍ଥ ବିଜୁ ପଟ୍ଟନାୟକଙ୍କ ପୁତୁରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ବାପା ଜର୍ଜ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଦିଲ୍ଲୀପ ପଟ୍ଟନାୟକ । ସେ ଅସୁସ୍ଥ ଥିବା ଜାଣି ତାଙ୍କୁ ଆନନ୍ଦ ଭବନରେ ପହଞ୍ଚି ଭେଟିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଜୁ ପଟ୍ଟନାୟକ, ଜର୍ଜ ପଟ୍ଟନାୟକ ଏବଂ ଶ୍ରିଜୟା ନନ୍ଦ ପଟ୍ଟନାୟକ ହେଉଛନ୍ତି ତିନି ଭାଇ । ତିନି ଭାଇଙ୍କ ମଧ୍ୟରେ ଆନନ୍ଦ ଭବନ ଭାଗ ହୋଇଛି ।Continue reading “ମଖୟମନତରଙକ ସମପରକୟ ଭଇ ଅସସଥ : ଭଟଲ ମହମମଦ ମକମ; ଦଲଲପ ପଟଟନୟକ କହଲ ପଲବଳ ନବନ ତଙକ ସହ ଖଳଥଲ କଷମତକ ଆସବ ପର ଭଲଗଲ”