ରଜୟର ମସମ ପରବହ ସୱଭବକ : ଘଣଟର ହରହର . ମମ ବରଷ ରକରଡ

କନକ ବ୍ୟୁରୋ : ଓଡିଶାକୁ ଛୁଇଁ ଦୁର୍ବଳ ହୋଇଥିବା ମୌସୁମୀ ପୁଣି ସକ୍ରିୟ ହୋଇଛି । ସାରା ରାଜ୍ୟରେ ବିକ୍ଷିପ୍ତ ଭାବରେ ବର୍ଷା ଜାରି ରହିଛି । ଉପକୂଳରୁ ଆରମ୍ଭ କରି ଦକ୍ଷିଣ ଓଡିଶା ପର୍ଯ୍ୟନ୍ତ ସବୁଠି ବର୍ଷୁଛି, ଛେଚୁଚି, ଭିଜୁଛି । ଗତ ୨୪ ଘଣ୍ଟାରେ ମୌସୁମୀ ପ୍ରବାହ ପୁଣି ସକ୍ରିୟ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୯.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାContinue reading “ରଜୟର ମସମ ପରବହ ସୱଭବକ : ଘଣଟର ହରହର . ମମ ବରଷ ରକରଡ”

ବରହମପର ରଳ ଷଟସନ ପରବର ଟରନର ବହରଲ ଧଆ : ଭୟର ଟରନର ଓହଲଇ ପଡଲ ଯତର

କନକ ବ୍ୟୁରୋ : ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରୁ ବାହାରିଲା ଧୂଆଁ । ଦିବ୍ରୁଗଡ-କନ୍ୟାକୁମାରୀ ପାସେଞ୍ଜର ଟ୍ରେନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଛାନିଆ । ଭୟରେ ଟ୍ରେନରୁ ଯାତ୍ରୀମାନେ ଓହ୍ଲାଇ ପଡିଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନରେ ଥିବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କର୍ମଚାରୀଙ୍କ କହିବାନୁସାରେ, ଟ୍ରେନରେ ନିଆଁ ଲାଗିନି । ଚକାରେ ଅଖା ଲାଗିଯିବାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । TheContinue reading “ବରହମପର ରଳ ଷଟସନ ପରବର ଟରନର ବହରଲ ଧଆ : ଭୟର ଟରନର ଓହଲଇ ପଡଲ ଯତର”

ବରଷର କରଳ ରପ : ଫଟର ଫଟର ଦଖନତ ବଭନନ ସଥନର ଭନନ ଭନନ ଦଶୟ

କନକ ବ୍ୟୁରୋ : ଦେଶର ବିଭିନ୍ନ ରାଜ୍ୟରେ ବର୍ଷାର କରାଳ ରୂପ ଦେଖିବାକୁ ମିଳିଛି । ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଭଳି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷାରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଆସନ୍ତୁ ଫଟୋରେ ଫଟୋରେ ଦେଖିବା ବର୍ଷାରେ ବେହାଲ ହୋଇଥିବା ଅନେକ ସହରର ଦୃଶ୍ୟ… ଦିଲ୍ଲୀରେ ପ୍ରବଳ ବର୍ଷାକୁ ନେଇ ପାଣିପାଗ ପକ୍ଷରୁ ସତର୍କ କରାଯାଇଛି । ଜମୁନା ନଦୀରେ ଜଳସ୍ଥର ବୃଦ୍ଧି କାରଣରୁ ଦିଲ୍ଲୀବାସୀଙ୍କୁContinue reading “ବରଷର କରଳ ରପ : ଫଟର ଫଟର ଦଖନତ ବଭନନ ସଥନର ଭନନ ଭନନ ଦଶୟ”

ଅପରଜତ ଷଡଙଗଙକ ଟୱଟକ ନଇ ବଜଡର କଉଣଟର : ପରଶନତ ମଦଲ କହଲ ଏସଏଚଜ ମହଳଙକ ବକଶକ ସହ ପରନହନତ କଛ ଲକ

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦଙ୍କ ଟୁଇଟ୍ ଉପରେ ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ । ଏସଏଚଜି ମାଧ୍ୟମରେ ସମାଜରେ ଅବହେଳିତ ହୋଇ ରହିଥିବା ମାଆ ମାନଙ୍କର ଉଥାନ ହୋଇଛି । ସାମାଜିକ, ମାନସିକ, ଅର୍ଥନୈତିକ ସ୍ତରରେ ମହିଳାଙ୍କ ହୋଇଥିବା ବିକାଶକୁ ଅନ୍ୟମାନେ ସହି ପାରୁନାହାଁନ୍ତି । ସେପଟେ, ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ କରି ଏକ ଭିଡିଓ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ସହ ଫାଇଭ ଟି ସଚିବଙ୍କ ଫଟୋ ସେୟାର କରିଛନ୍ତିContinue reading “ଅପରଜତ ଷଡଙଗଙକ ଟୱଟକ ନଇ ବଜଡର କଉଣଟର : ପରଶନତ ମଦଲ କହଲ ଏସଏଚଜ ମହଳଙକ ବକଶକ ସହ ପରନହନତ କଛ ଲକ”

ଆମ ଓଡ଼ଶ ନବନ ଓଡ଼ଶ ଯଜନକ ନଇ ରଜନତକ ବୟନବଜ : ବଜଡର ଜବବ ବକଶର ମହମନତର ହବ ନଆ ଯଜନ

କନକ ବ୍ୟୁରୋ : ସରକାରଙ୍କ ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଘୋଷଣା ପରେ ଜୋର ଧରିଲା ରାଜନୀତି । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ କରିଛି ଅଭିଯୋଗ । ଯୋଜନା ପାଇଁ ମଞ୍ଜୁର ହୋଇଥିବା ୪ ହଜାର କୋଟିର ଆୟୁଷ କେତେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହି ଟଙ୍କା ବିଜେଡି କର୍ମୀଙ୍କୁ ପୋଷିବା ପାଇଁ ବୋଲି ଅଭିଯୋଗ କରିଛି ଦଳ । ସେପଟେ ବିଜେପି କହିଛି ଏହା ରାଜ୍ୟ ସରକାରଙ୍କ ନୂଆContinue reading “ଆମ ଓଡ଼ଶ ନବନ ଓଡ଼ଶ ଯଜନକ ନଇ ରଜନତକ ବୟନବଜ : ବଜଡର ଜବବ ବକଶର ମହମନତର ହବ ନଆ ଯଜନ”

ଜଲଲପଳଙକ ଜନଶଣଣର ଅଭଯଗକର ପରବତନ ବଧୟକ : ଜଲଲପଳଙକ ନକଟର ରଖଲ ସଧରଣ ଲକଙକ ଅଭଯଗ

କନକ ବ୍ୟୁରୋ : କଟକ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗକାରୀ ହେଲେ ପୂର୍ବତନ ବିଧାୟକ । ସାଧାରଣ ଲୋକଙ୍କ ପରି ଦରଖାସ୍ତ ଟିକଟ ଧରି ଧାଡିରେ ଯାଇ ପହଞ୍ଚିଲେ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ । ଜିଲ୍ଲାପାଳଙ୍କ ନିକଟରେ ରଖିଲେ ସାଧାରଣ ଲୋକଙ୍କ ଅଭିଯୋଗ । ସେ ଅଭିଯୋଗ କରିଛନ୍ତି ଯେ, ନୂଆଗାଁ ପଂଚାୟତରେ ନୂତନ ଭାବେ ଗଠନ ହୋଇଥିବା ସେବା ସମବାୟ ସମିତିକୁ କାର୍ଯ୍ୟକ୍ଷମ କରିବା ପାଇଁ ସମବାୟ ବିଭାଗର ଡିଆରସିଏସ୍ ଧରାଛୁଆଁ ଦେଉନାହାନ୍ତି ।Continue reading “ଜଲଲପଳଙକ ଜନଶଣଣର ଅଭଯଗକର ପରବତନ ବଧୟକ : ଜଲଲପଳଙକ ନକଟର ରଖଲ ସଧରଣ ଲକଙକ ଅଭଯଗ”

ଦରଗମ ପଞଚୟତର ଜଲଲପଳ କଲ ଜନଶଣଣ : ଗଣପର ବଲକର ପହଞଚ ଲକଙକ କଥ ଶଣଲ ସୱଧଦବ ସହ

କନକ ବ୍ୟୁରୋ : ଜନଶୁଣାଣି ପାଇଁ ପଞ୍ଚାୟତ ମୁହାଁ ଜିଲ୍ଲାପାଳ । ଦୁର୍ଗମ ପଞ୍ଚାୟତରେ ଖୋଦ ଜିଲ୍ଲାପାଳ କଲେ ଜନ ଶୁଣାଣି । ରାୟଗଡା ଜିଲା ଗୁଣୁପୁର ବ୍ଲକରେ ଥିବା ପୁଟାସିଂ ପଞ୍ଚାୟତରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଜନ ଶୁଣାଣି ଶିବିର କରିଛନ୍ତି । ପାହାଡ ପର୍ବତ ଘେରା ଏହି ଦୁର୍ଗମ ପଞ୍ଚାୟତର ଅଧିକାଂଶ ଲୋକ ଲାଞ୍ଜିଆ ସୌରା ସମ୍ପ୍ରଦାୟର । ଏଠାକାର ଲୋକେ ଅଧିକାଂଶ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ।Continue reading “ଦରଗମ ପଞଚୟତର ଜଲଲପଳ କଲ ଜନଶଣଣ : ଗଣପର ବଲକର ପହଞଚ ଲକଙକ କଥ ଶଣଲ ସୱଧଦବ ସହ”

ସୱମ ସତରଙକ କଳ ଭତର ବଳ ପଡଲ ହମଗରଡ କମଣଡଣଟ ଏସଡଏମ ଜୟତ ମରଯୟଙକ ଘଟଣର ସସପଣଡ ହବ ମନଷ ଦବ!

କନକ ବ୍ୟୁରୋ: ଏସଡିଏମ୍ ଜ୍ୟୋତି ମୌର୍ଯ୍ୟ ଓ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ କଳି ଭିତରେ ବଳି ପଡିଲେ ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେ । ଜ୍ୟୋତିଙ୍କ ସହ ମନୀଷଙ୍କ ସମ୍ପର୍କ ଥିବା ନେଇ ଆଲୋକ ଅଭିଯୋଗ କରିବା ପରେ ସାକ୍ଷୀ ପ୍ରମାଣର ଯାଞ୍ଚ କରିଥିଲେ ବିଭାଗୀୟ ଅଧିକାରୀ । ଏହି ଘଟଣାରେ ସମସ୍ତ ସାକ୍ଷୀଙ୍କ ବୟାନ ରେକର୍ଡ କରଯିବା ତଥା ଯାଞ୍ଚ କରାଯିବା ପରେ ମନୀଷ ଦୁବେ ଦୋଷୀ ବୋଲି ପ୍ରମାଣିତ ହୋଇଛନ୍ତି । ଫଳରେ ତାଙ୍କରContinue reading “ସୱମ ସତରଙକ କଳ ଭତର ବଳ ପଡଲ ହମଗରଡ କମଣଡଣଟ ଏସଡଏମ ଜୟତ ମରଯୟଙକ ଘଟଣର ସସପଣଡ ହବ ମନଷ ଦବ!”

ଦମ କରର ଆସ ଏଟଏମ ଲଟ : ଲଟନଲ ଲକଷ ଟଙକ; ପରମଣ ଲଚଇବ ପଇ ସସଟଭ କୟମରର କଳରଙଗର ସପର

କନକ ବ୍ୟୁରୋ : ଦାମୀ କାରରେ ଆସି ଏଟିଏମ୍ ଲୁଟ୍ । ଏଭଳି ଘଟଣା ଚାଞ୍ଚଲ୍ୟ ଖେଳାଇଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ । ରାତିର ଘନ ଅନ୍ଧାରରେ ଦାମି କାରରେ ଆସିଲେ ଚୋର । ଗ୍ୟାସ୍ କଟରରେ କାଟିଲେ ଏଟିଏମ୍ ମେସିନ୍ । ଆଉ ଲୁଟିନେଲେ ନଗଦ ୧୨ ଲକ୍ଷ ଟଙ୍କା । ଖଲ୍ଲିକୋଟ ଥାନା ଅର୍ନ୍ତଗତ ୧୬ନଂ ଜାତୀୟ ରାଜପାଥ କେଶପୁର ଛକରେ ଥିବା ପଞ୍ଜାବ ନ୍ୟସନାଲ ବ୍ୟାଙ୍କର ଏଟିଏମ ମେସି କାଟି ପ୍ରାୟContinue reading “ଦମ କରର ଆସ ଏଟଏମ ଲଟ : ଲଟନଲ ଲକଷ ଟଙକ; ପରମଣ ଲଚଇବ ପଇ ସସଟଭ କୟମରର କଳରଙଗର ସପର”

ସନର ସମଲ ହବ ସଇସଇଡ ଡରନ ଶତରର ଘର ପଶବ ଭୟଙକର ବସଫରଣ କରବ ଆଖ ପଛଳକ ଶତର ଶବର ହବ ଧୱସ

କନକ ବ୍ୟୁରୋ : ଚୀନ୍ ସୀମାରେ ଲଗାତାର୍ ଉତ୍ତେଜନା ଲାଗିରହିଛି । ପାକିସ୍ତାନ ବି ତାର ନାପାକ୍ କାର୍ଯ୍ୟକଳାପରୁ ବାଦ ପଡୁନି । ଆଉ ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରତିରକ୍ଷା ଶକ୍ତିକୁ ବଢାଇବା ଉପରେ ଗୁରୁତ୍ୱ ଦେଉଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଁ ଅନ୍ୟ ଦେଶ ଉପରେ ନିର୍ଭର ନହୋଇ, ନିଜେ ନୂଆ ନୂଆ ଜ୍ଞାନ କୌଶଳ ବଳରେ ଗୋଟିଏ ପରେ ଗୋଟିଏ ଘାତକ ଅସ୍ତ୍ରଶସ୍ତ୍ର ବନାଉଛି । ଆଉ ସେଥି ମଧ୍ୟରୁ ଏହି ସୁଇସାଇଡ୍Continue reading “ସନର ସମଲ ହବ ସଇସଇଡ ଡରନ ଶତରର ଘର ପଶବ ଭୟଙକର ବସଫରଣ କରବ ଆଖ ପଛଳକ ଶତର ଶବର ହବ ଧୱସ”

Design a site like this with WordPress.com
Get started