କନକ ବ୍ୟୁରୋ : ଟିମ୍ ଇଣ୍ଡିଆରେ ସବୁକିଛି ଠିକ୍ ଚାଲିଛି ତ? ଉପରକୁ ସବୁ ଠିକ୍ ଲାଗୁଥିଲେ ମଧ୍ୟ ଡ୍ରେସିଂ ରୁମର ମାହୋଲ ପୂରା ଠିକ୍ ଅଛି ତ? ଏଭଳି ପ୍ରଶ୍ନ ଉଠିବା ପଛର ସବୁଠୁ ବଡ କାରଣ ହେଲା ଅଶ୍ୱିନୀଙ୍କ ବୟାନ । ଯାହାକୁ ବଳ ଯୋଗାଇଛି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ପ୍ରତିକ୍ରିୟା । ସୁନୀଲ କହିଛନ୍ତି, ଯଦି ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ସବୁକିଛି ଠିକ୍ ଚାଲିନି ତେବେ ଏହା ବେଶ ଦୁଃଖଦାୟକContinue reading “ଟମ ଇଣଡଆର ସବ କଛ ଠକ ଚଲଛ ତ? କହକ ଉଠଲ ଏଭଳ ପରଶନ କଣ କହଲ ସନଲ ଗଭସକର?”
Tag Archives: News
ବନଦ ପରକର ମଳଲ ମତଦହ : କପର ପରକକ ଆସଲ ମତୟ ହଲ କମତ; ଘଟଣସଥଳର ପଲସର ତଦନତ ଜର
କନକ ବ୍ୟୁରୋ : ବନ୍ଦ ପାର୍କରେ ମୃତଦେହ । ବ୍ରହ୍ମପୁର ଟାଉନ୍ ଥାନା ଅଞ୍ଚଳରେ ଥିବା ବିଜୁ ପଟ୍ଟନାୟକ ପାର୍କରୁ ମିଳିଲା ଦୁଇଟି ମୃତଦେହ । ମୃତକ ହେଉଛନ୍ତି ରଙ୍ଗା ଅଚାରି ଓ ଜନାର୍ଦ୍ଦନ ରାଓ । ଆଜି ସକାଳେ ଦୁଇ ଜଣଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ ପାର୍କ କର୍ମଚାରୀ । ଏହା ପରେ ପାର୍କ କକର୍ମଚାରୀ ଟାଉନ୍ ଥାନା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିContinue reading “ବନଦ ପରକର ମଳଲ ମତଦହ : କପର ପରକକ ଆସଲ ମତୟ ହଲ କମତ; ଘଟଣସଥଳର ପଲସର ତଦନତ ଜର”
ସକଲର ପରରଥନ ସମୟର ଛତରଙକ ହଦଘତ ହସପଟଲର ପହଞଚବ ପରବର ମତୟ
କନକ ବ୍ୟୁରୋ: ମଧ୍ୟପ୍ରଦେଶ ଛତରପୁର ମହର୍ଷି ବିଦ୍ୟାଳୟରେ ୧୦ମ ଶ୍ରେଣୀ ଛାତ୍ରଙ୍କୁ ହୃଦଘାତ । ପ୍ରାର୍ଥନା ସଭା ଚାଲିଥିବାବେଳେ ଛାତ୍ର ସାର୍ଥକ ଟିକରିୟା ହଠାତ୍ ଅଚେତ ହୋଇପଡିଯାଇଥିଲେ । ତାଙ୍କୁ ତୁରନ୍ତ ସିପିଆର ଦିଆଯାଇଥିଲେ ବି କିଛି ଲାଭ ନହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ସାର୍ଥକଙ୍କ ପ୍ରାଣବାୟୁ ଉଡିଯାଇଥିଲା । ସାର୍ଥକ ସେଠିକାର ଜଣାଶୁଣା ବ୍ୟବସାୟୀ ଆଲୋକ ଟିକରିୟାଙ୍କ ପୁଅ ଥିଲେ । ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାContinue reading “ସକଲର ପରରଥନ ସମୟର ଛତରଙକ ହଦଘତ ହସପଟଲର ପହଞଚବ ପରବର ମତୟ”
କନଲକ ଖସଲ ଯତରବହ ବସ : ଜଣଙକ ମତୟ ହଇଥବ ବଳ ଏକଧକ ଆହତ
କନକ ବ୍ୟୁରୋ : ଭାରସାମ୍ୟ ହରାଇ ରାସ୍ତାପାଖରୁ କେନାଲକୁ ଖସିଲା ଯାତ୍ରୀବାହୀ ବସ୍ । ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ବର୍ତ୍ତି କରାଯାଇଛି । ବସ୍ରେ ୩୫ ରୁ ୪୦ ଜଣ ଲୋକ ଥିଲେ । ସେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କାକିନାଡା ଯାଉଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପୋଲିସର ସୂଚନାନୁସାରେ, ଆନ୍ଧ୍ରପ୍ରଦେଶ ରାଜ୍ୟContinue reading “କନଲକ ଖସଲ ଯତରବହ ବସ : ଜଣଙକ ମତୟ ହଇଥବ ବଳ ଏକଧକ ଆହତ”
ନପଳର ନଖଜ ହଲ ହଲକପଟର : ପଖପଖ ଦନ ଟର ଯଗଯଗ ବଚଛନନ
କନକ ବ୍ୟୁରୋ : ନେପାଳରେ ନିଖୋଜ ହେଲା ହେଲିକପ୍ଟର । ୬ଜଣଙ୍କୁ ନେଇ ହେଲିକପ୍ଟର ଯାଉଥିଲା । ୬ଜଣଙ୍କ ମଧ୍ୟରୁ ୫ଜଣ ବିଦେଶୀ ନାଗରିକ । କାଠମାଣ୍ଡୁରୁ ସୋଲୁଖୁମ୍ବୁକୁ ଉଡାଣ ଭରିଥିଲା । ପାଖାପାଖି ଦିନ ୧୦ଟାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । The post ନେପାଳରେ ନିଖୋଜ ହେଲା ହେଲିକପ୍ଟର : ପାଖାପାଖି ଦିନ ୧୦ଟାରୁ ଯୋଗାଯୋଗ ବିଚ୍ଛିନ୍ନ first appeared on Kanak News. from Kanak News via
ପଖରର କନଷଟବଳଙକ ମତଦହ ଉଦଧର : ମତୟର କରଣ ଅସପଷଟ ପଲସର ତଦନତ ଜର
କନକ ବ୍ୟୁରୋ : ପୋଖରୀରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର । ନନ୍ଦିପଦା ଥାନା ସମ୍ମୁଖ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି । କନେଷ୍ଟବଳ ଜଣଙ୍କ ହେଲେ କେନ୍ଦ୍ରାପଡା ଅଞ୍ଚଳର ପ୍ରଦୀପ ନାୟକ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି । କନେଷ୍ଟବଳ ପ୍ରଦୀପ ନାୟକ ଥାନା ବ୍ୟାରାକ୍ ରେ ରହୁଥିବାବେଳେ ଗତକାଲି ସନ୍ଧ୍ୟାରେ କେଉଁଆଡେ ଯାଇ ଆଉ ଫେରିନଥିଲେ । ସାଥୀମାନେ ତାଙ୍କୁ ଖୋଜାଖୋଜି କରିଥିଲେ ବି ତାଙ୍କ ସନ୍ଧାନContinue reading “ପଖରର କନଷଟବଳଙକ ମତଦହ ଉଦଧର : ମତୟର କରଣ ଅସପଷଟ ପଲସର ତଦନତ ଜର”
ବହନଗ ଟରନ ଦରଘଟଣ ମମଲ : ଆଜ ହଜର ହଇପରନତ ଷଟସନ ମଷଟର
କନକ ବ୍ୟୁରୋ : ବାହନଗା ଟ୍ରେନ ଦୁର୍ଘଟଣା ମାମଲାରେ ଆଜି ହାଜର ହୋଇପାରନ୍ତି ଷ୍ଟେସନ ମାଷ୍ଟର । ବାହାନଗାର ଷ୍ଟେସନର ୪ କର୍ମଚାରୀଙ୍କୁ କରାଯାଇଛି ଜେରା ।ଗିରଫ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ଓ ଅଲଗା ଅଲଗା ପଚରାଉଚରା କରିଛନ୍ତି ସିବିଆଇ ଅଧିକାରୀ । ସେମାନେ ରିଲେ ରୁମ୍, ସିଗନାଲ, କର୍ମଚାରୀ ହୋଇଥିବା କୁହାଯାଉଛି । ଛାତିଥରା ଦୁର୍ଘଟଣା ପୂର୍ବରୁ ସେମାନେ କେଉଁଠି ଉପସ୍ଥିତ ଥିଲେ । ଦୁର୍ଘଟଣା ସମୟରେ କ’ଣ କରୁଥିଲେ । ଅଭିଯୁକ୍ତମାନଙ୍କ ଗତିବିଧି କ’ଣContinue reading “ବହନଗ ଟରନ ଦରଘଟଣ ମମଲ : ଆଜ ହଜର ହଇପରନତ ଷଟସନ ମଷଟର”
ଛତରଛତରଙକ ମତୟକ ନଇ ରଷଟରପତଙକ ଉଦବଗ : କହଲ ପଠ ପଢ଼ବ ସମୟର ଚପଗରସତ ନହଅନତ ବଦୟରଥ
କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଘର ଭଳି ହେବା ଆବଶ୍ୟକ । ଶନିବାର ଦିଲ୍ଲୀର ଜଣେ ୨୦ ବର୍ଷୀୟ ଆଇଆଇଟି ଛାତ୍ର ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ଉଦବେଗ ପ୍ରକାଶ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ କିଭଳି ନିର୍ଯାତନାର ଶିକାର ହେବେନି, ପାଠ ପଢିବା ସମୟରେ ଅଧିକ ଚାପଗ୍ରସ୍ତ ହେବେ ନାହିଁ ସେ ଦିଗରେ ସଂପୃକ୍ତ ଶିକ୍ଷାନୁଷ୍ଠାନ ଯତ୍ନବାନ ହେବା ଆବଶ୍ୟକ । ବିଶେଷContinue reading “ଛତରଛତରଙକ ମତୟକ ନଇ ରଷଟରପତଙକ ଉଦବଗ : କହଲ ପଠ ପଢ଼ବ ସମୟର ଚପଗରସତ ନହଅନତ ବଦୟରଥ”
ଆମ ଓଡ଼ଶ ନବନ ଓଡ଼ଶ ଯଜନ ଆରମଭ ପରତ ପଞଚୟତକ ମଳବ ଲକଷ
କନକ ବ୍ୟୁରୋ : ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ । ଗତକାଲି ହୋଇଥିବା କ୍ୟାବିନେଟ୍ ବୈଠକରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଗ୍ରାମାଂଚଳର ବିକାଶ ପାଇଁ ହାତ ଖୋଲା କରିଦେଇଛନ୍ତି ସରକାର । ଏକ ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଘୋଷଣା କରାଯାଇଛି । ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ୪ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଯେଉଁଥିରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କାContinue reading “ଆମ ଓଡ଼ଶ ନବନ ଓଡ଼ଶ ଯଜନ ଆରମଭ ପରତ ପଞଚୟତକ ମଳବ ଲକଷ”
ପରବଳ ବରଷର ଭସଛ ଉତତର ଭରତ : ଲକଷ ଲକଷ ଲକ ଜଳବନଦ; ଘଣଟର ଆଉ ଜଣଙକ ମତୟ
କନକ ବ୍ୟୁରୋ : ଉତ୍ତର ଭାରତରେ ବର୍ଷା ବିତ୍ପାତ । ପଞ୍ଜାବ, ଉତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶରେ ଜଳପ୍ରଳୟ । ଲକ୍ଷ ଲକ୍ଷ ଲୋକ ଏବେ ଜଳବନ୍ଦୀରେ । ୨୪ ଘଣ୍ଟାରେ ଆଉ ୪୧ ଜଣ ପ୍ରାଣ ହରାଇଛନ୍ତି । ହିମାଚଳ ପ୍ରଦେଶରେ ସ୍ଥିତି ସଙ୍ଗୀନ ରହିଛି । ବନ୍ୟା, ଭୁସ୍ଖଳନ ଯୋଗୁଁ ଯାତାୟତ ଠପ ହୋଇଛି । ମନାଲି, ଲେହ ଜାତୀୟ ରାଜପଥ ଭୁଶୁଡ଼ି ବହୁ ଅଂଚଳ ଜଳମଗ୍ନ ହୋଇ ରହିଛି । କ୍ଷୟକ୍ଷତି ଆକଳନ ୪Continue reading “ପରବଳ ବରଷର ଭସଛ ଉତତର ଭରତ : ଲକଷ ଲକଷ ଲକ ଜଳବନଦ; ଘଣଟର ଆଉ ଜଣଙକ ମତୟ”