ହମଚଳପରଦଶର ଜଳପରଳୟ ବୟସ ନଦ ଭସଇନଲ ବଡ ବଡ କଠ ଓ ପଲ କନତ ସମତ ଅଟଳ ଭବ ଛଡ ହଇଛ ଏହ ମହଦବ ମନଦର

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା କାରଣରୁ ହିମାଚଳପ୍ରଦେଶରେ ଜଳପ୍ରଳୟ ଭଳି ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା କାରଣରୁ ନଦୀରେ ପ୍ରବଳ ଜଳ ପ୍ରବାହିତ ହେଉଥିବା ବେଳେ ଅନେକ ଧନସମ୍ପତ୍ତି ନଷ୍ଟ ହେଉଛି । କେଉଁଠି ରାସ୍ତା ଭାଙ୍ଗି ଯାଉଛି ତ ପୁଣି କେଉଁଠି ପୋଲ ଭାସିଯାଉଛି । କିନ୍ତୁ ଏହା ଭିତରେ ସୋସିଆଲ ମିଡ଼ିଆରେ ମଣ୍ଡି ଜିଲ୍ଲାରେ ଥିବା ଐତିହାସିକ ପଞ୍ଚବକତ୍ର ମହାଦେବ ମନ୍ଦିରର ଭିଡ଼ିଓContinue reading “ହମଚଳପରଦଶର ଜଳପରଳୟ ବୟସ ନଦ ଭସଇନଲ ବଡ ବଡ କଠ ଓ ପଲ କନତ ସମତ ଅଟଳ ଭବ ଛଡ ହଇଛ ଏହ ମହଦବ ମନଦର”

ବଜଡକ ଅପରଜତଙକ ଟରଗଟ : ସସଆଲ ମଡଆର ଭଡଓ ପଷଟ କର କଲ ଟରଗଟ

କନକ ବ୍ୟୁରୋ : ପୁଣି ସରକାରକୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଟ୍ୱିଟ କରି ସେ ଏକ ଭିଡିଓ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ସହ ଫାଇଭ ଟି ସଚିବଙ୍କ ଫଟୋ ସେୟାର କରିଛନ୍ତି । ଅପରାଜିତା କହିଛନ୍ତି, ବିଜୁ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି । ଭିଡିଓରେ ଏସଏଚଜି ମହିଳା ଶପଥ ନେଉଥିବାର ଦେଖିବାକୁ ମିିଳିଛି । ଆଉ ଉପସ୍ଥିତ ଅଛନ୍ତି ବିଜେଡି ବିଧାୟକ । ଅପରାଜିତାContinue reading “ବଜଡକ ଅପରଜତଙକ ଟରଗଟ : ସସଆଲ ମଡଆର ଭଡଓ ପଷଟ କର କଲ ଟରଗଟ”

ଟରନ ଧକକର ହତ ମତ : ରଳଧରଣ ପର ହବ ସମୟର ଦରଘଟଣ; ତଦନତ କରଛ ବନ ଅଧକର

କନକ ବ୍ୟୁରୋ : ଟ୍ରେନ ଧକ୍କାରେ ଦୁଇ ହାତୀ ମୃତ । କେନ୍ଦୁଝର ଆନନ୍ଦପୁର ସ୍ଥିତ ଦୈତାରୀ ରେଞ୍ଜ ଆମ୍ବଧରା ନିକଟରେ ହାତୀପଲ ରେଳ ଲାଇନ୍ ପାରି ହେଉଥିଲେ । ଏହି ସମୟରେ ମାଲବାହୀ ଟ୍ରେନ ଧକ୍କା ଦେବାରୁ ୨ ହାତୀର ମୃତ୍ୟୁ ଘଟିଛି । ରାଜ୍ୟରେ ବିଭିନ୍ନ ସମୟରେ ହାତୀ ପଲ ରେଳ ଲାଇନ୍ ପାରି ହେବା ବେଳେ ଟ୍ରେନ ସହ ଧକ୍କା ହେବାରୁ ପ୍ରାଣ ହରାଇଛନ୍ତି । ନିକଟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟContinue reading “ଟରନ ଧକକର ହତ ମତ : ରଳଧରଣ ପର ହବ ସମୟର ଦରଘଟଣ; ତଦନତ କରଛ ବନ ଅଧକର”

ଅନଲଇନ ସଙଗଡ ମଗଇବ ଡକତରଙକ ମହଙଗ ପଡଲ ଆକଉଣଟର ଗଏବ ଲକଷ ହଜର

କନକ ବ୍ୟୁରୋ: ଅନଲାଇନ୍ ସିଙ୍ଗଡା ମଗାଇବା ଡାକ୍ତରଙ୍କୁ ମହଙ୍ଗା ପଡିଲା । ସିଙ୍ଗଡା ଆସି ପହଞ୍ଚିବାବେଳକୁ ଆକାଉଣ୍ଟରୁ ଗାଏବ ୧ଲକ୍ଷ ୪୦ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ମୁମ୍ବାଇ ସାୟନର ଜଣେ ଡାକ୍ତରଙ୍କ ସହ । ପେମେଣ୍ଟ ନାଁ ସାଇବର ଠକ ଉଡାଇନେଲେ ଲକ୍ଷାଧିକ ଟଙ୍କା । ୨୫ ପ୍ଲେଟ୍ ସିଙ୍ଗଡା ମଗାଇବା ଚକ୍କରରେ ୧ଲକ୍ଷ ୪୦ ହଜାର ଟଙ୍କା ହରାଇଲେ ଡାକ୍ତର । କେଇଏମ ହସ୍ପିଟାଲରେ କାର୍ଯ୍ୟରତ ୨୭ ବର୍ଷିୟ ଡାକ୍ତର ଏନେଇContinue reading “ଅନଲଇନ ସଙଗଡ ମଗଇବ ଡକତରଙକ ମହଙଗ ପଡଲ ଆକଉଣଟର ଗଏବ ଲକଷ ହଜର”

ବଦଳଲ ପଗ ଆରମଭ ହଲ ବରଷ : ଜଲଲର ପରବଳ ବରଷ ନଇ ୟଲ ୱରଣଣ ଜର

କନକ ବ୍ୟୁରୋ : ବଦଳିଲା ପାଗ, ଆରମ୍ଭ ହେଲା ବର୍ଷା । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଆଜି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାContinue reading “ବଦଳଲ ପଗ ଆରମଭ ହଲ ବରଷ : ଜଲଲର ପରବଳ ବରଷ ନଇ ୟଲ ୱରଣଣ ଜର”

ହମଚଳ-ଉତତରଖଣଡର ଜଳ ପରଳୟ ଫଶଛନତ ପରଯୟଟକ ଉଦଧର କରଛନତ ଏନଡଆରଏଫ ଓ ସନର ମଳତ ଟମ

କନକ ବ୍ୟୁରୋ: ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପ୍ରକୃତି କରାଳ ରୂପ ଦେଖାଉଛି । ବନ୍ୟାରେ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ତ୍ରାହି ତ୍ରାହି ପରିସ୍ଥିତି । କେଉଁଠି ନଦୀ ଗର୍ଭରେ ଗାଡିମଟର ଭାସିଯାଉଛି ତ ଆଉ କେଉଁଠି ପାହାଡରୁ ବିରାଟ ପଥର ଖସି ଜୀବନ ଯାଉଛି । ଏଭଳି ସ୍ଥିତିରେ ସେଠାକୁ ଯାଇଥିବା ପାଖାପାଖି ୩୦୦ ପର୍ଯ୍ୟଟକ ଫଶି ରହିଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ସେନା ଯବାନଙ୍କContinue reading “ହମଚଳ-ଉତତରଖଣଡର ଜଳ ପରଳୟ ଫଶଛନତ ପରଯୟଟକ ଉଦଧର କରଛନତ ଏନଡଆରଏଫ ଓ ସନର ମଳତ ଟମ”

ଆଜ ଅରଥମନତରଙକ ଅଧୟକଷତର ବସବ ଜଏସଟ ପରଷଦ ବଠକ : କୟନସର ଔଷଧଠ ସନମ ହଲର ଖଦୟପୟ ଉପର କମପର ଟୟକସ

କନକ ବ୍ୟୁରୋ : ଆଜି ଜିଏସଟି ପରିଷଦର ବୈଠକ ବସିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ଯେଉଁଥିରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ବୈଠକରେ କ୍ୟାନସର ଔଷଧଠୁ ଆରମ୍ଭ କରି ଫିଲ୍ମ ହଲରେ ବିକ୍ରି ହେଉଥିବା ପପ୍ କର୍ଣ୍ଣରେ ଜିଏସଟି ଲାଗୁକୁ ନେଇ ଆଲୋଚନା ହେବ । ଏସୟୁଭି କାରରେ ଲାଗୁ ହେଉଥିବା ଟିକସ ୨୨ ପ୍ରତିଶତକୁ ହ୍ରାସ ହେବା ନେଇContinue reading “ଆଜ ଅରଥମନତରଙକ ଅଧୟକଷତର ବସବ ଜଏସଟ ପରଷଦ ବଠକ : କୟନସର ଔଷଧଠ ସନମ ହଲର ଖଦୟପୟ ଉପର କମପର ଟୟକସ”

ମହରଷଟରର ବଳମବତ ରତର ବଡ ବଠକ : ରତର ମଖୟମନତର ସନଦଙକ ଘର ଫଡନଭସ ଓ ଅଜତ ପୱରଙକ ବଠକ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବିଳମ୍ବିତ ରାତିରେ ବଡ଼ ବୈଠକ । ଏକାଠି ବୈଠକ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ରାତି ୧୨ଟାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବାସଭବନରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏହାର ଘଣ୍ଟାଏ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପହଞ୍ଚିଥିଲେ । ତିନି ନେତା ଏକାଠି ବୈଠକ କରିବା ପରେ ରାତି ଗୋଟାଏ ୩୦ରେ ଅଜିତ ପାୱାର ସିନ୍ଦେଙ୍କ ବାସଭବନରୁ ବାହାରକୁ ଆସିଥିଲେ । ସେହିପରି ଫଡନାଭିସContinue reading “ମହରଷଟରର ବଳମବତ ରତର ବଡ ବଠକ : ରତର ମଖୟମନତର ସନଦଙକ ଘର ଫଡନଭସ ଓ ଅଜତ ପୱରଙକ ବଠକ”

ସକଲ ବସ ଓ କର ମହମହ ଧକକ ଘଟଣସଥଳର ମତ ଶଶ ଗରତର

କନକ ବ୍ୟୁରୋ: ଗାଜିଆବାଦରେ ଦିଲ୍ଲୀ ଓ ମେରଠ ଏକ୍ସପ୍ରେସରେ ବଡଧରଣର ଦୁର୍ଘଟଣା ଘଟିଛି । ଏଠାରେ ଏକ୍ସପ୍ରେସରେ ସ୍କୁଲ ବସ୍ ସହ କାର ଧକ୍କା ହେବାରୁ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଜଣେ ୮ ବର୍ଷ ଶିଶୁର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୂଚନା ମୁତାବକ, ଦିଲ୍ଲୀ ମେରଠ ଏକ୍ସପ୍ରେସରେ କ୍ରସିଙ୍ଗ ଥାନା ଅଞ୍ଚଳରେ ଏପରି ଦୁର୍ଘଟଣା ଘଟିଛି । ସ୍କୁଲ ବସଟି ଦ୍ରୁତ ଗତିରେ ଯାଉଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି ।Continue reading “ସକଲ ବସ ଓ କର ମହମହ ଧକକ ଘଟଣସଥଳର ମତ ଶଶ ଗରତର”

ବଦଳଲ ହଇସକଲ ୟନଫରମ : ଅଗଷଟ ର ବଣଟନ ହବ ନଆ ୟନଫରମ; ସପତହକ ଦନ ପନଧବ ଟ- ସରଟ ଓ ଟରକ ପୟଣଟ

କନକ ବ୍ୟୁରୋ : ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ । ନୂଆ ଲୁକ୍ ଓ ନୂଆ ରଙ୍ଗର ପୋଷାକରେ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ । ହଂଟର ଗ୍ରୀନ୍ ରଙ୍ଗର ପୋଷାକ ପିନ୍ଧିବେ ଛାତ୍ରଛାତ୍ରୀ । ଛାତ୍ରଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି । ଡ୍ରେସରେ ଏକ ଲୋଗୋ ‘ଆମେContinue reading “ବଦଳଲ ହଇସକଲ ୟନଫରମ : ଅଗଷଟ ର ବଣଟନ ହବ ନଆ ୟନଫରମ; ସପତହକ ଦନ ପନଧବ ଟ- ସରଟ ଓ ଟରକ ପୟଣଟ”

Design a site like this with WordPress.com
Get started