ସନଖମଣଡ ଅଞଚଳର ବଘ ଆତଙକ : ବନବଭଗ ପକଷର ଘଟଣସଥଳର ତଦନତ ଆରମଭ

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ବାଘ ଆତଙ୍କ । ସାନଖେମୁଣ୍ଡି ବ୍ଲକର ଗମ୍ବାରିଗୁଡା ଗାଁ ନିକଟରେ ବାଘ ବୁଲୁଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସାମାଜିକ ଗଣମାଧ୍ୟମରେ ଏବେ ବାଘ ବୁଲୁଥିବା ଦୃଶ୍ୟ ଭାଇରାଲ ହେଉଛି । ତେବେ ଏହି ଭାଇରାଲ ଭିଡିଓର ସତ୍ୟତା କଣ? ପ୍ରକୃତରେ ଭିଡିଓରେ ଦେଖାଯାଉଥିବା ପ୍ରାଣୀଟି ବାଘ ନା ଆଉ କଣ ତାହା ସ୍ପଷ୍ଟ ହୋଇପାରି ନାହିଁ । ଖବର ପାଇ ବନବିଭାଗ କର୍ମଚାରୀContinue reading “ସନଖମଣଡ ଅଞଚଳର ବଘ ଆତଙକ : ବନବଭଗ ପକଷର ଘଟଣସଥଳର ତଦନତ ଆରମଭ”

ଜମ ବବଦକ ନଇ ହତୟକଣଡ : ସନ ଭଇ ଓ ପତରର ମଡ଼ର ବଡ଼ ଭଇର ମତୟ ଅଭଯଗ

କନକ ବ୍ୟୁରୋ : ଜମି ବିବାଦକୁ ନେଇ ହତ୍ୟାକାଣ୍ଡ । ସାନ ଭାଇ ଓ ପୁତୁରାର ମାଡ଼ରେ ବଡ଼ ଭାଇର ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଘାଟଗୁଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଘାଟଗୁଡା ଗାଁର ମଧୁ ବିଶ୍ୱାଳ । ଜମିକୁ ନେଇ ମଧୁ ବିଶ୍ୱାଳ ସହ ସାନ ଭାଇ ନରସିଂହ ପାଇ ଓ ପୁତୁରା ନୀଳକଣ୍ଠ ପାଇକ ସହ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲାContinue reading “ଜମ ବବଦକ ନଇ ହତୟକଣଡ : ସନ ଭଇ ଓ ପତରର ମଡ଼ର ବଡ଼ ଭଇର ମତୟ ଅଭଯଗ”

ବସକ ଧକକ ଦଲ ଚଉଳ ବଝଇ ଟରକ : ର ଅଧକ ଆହତ ଆନନଦପର ଡକତରଖନର ଭରତତ

କନକ ବ୍ୟୁରୋ : ଆନନ୍ଦପୁର ରାସ୍ତାର ଗୋଡଭଙ୍ଗା ଘାଟିରେ ବସ୍ ଦୁର୍ଘଟଣା । ୧୫ରୁ ଅଧିକ ଆହତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୟୂରଭଞ୍ଜ ଜାମଦାରୁ ଭୁବନେଶ୍ୱର ଯାଉଥିଲା ବସ୍ । ବସକୁ ପଛପଟୁ ଚାଉଳ ବୋଝେଇ ଟ୍ରକ୍ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି । The post ବସକୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ୍ : ୧୫ରୁ ଅଧିକ ଆହତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି first appeared on Kanak News. fromContinue reading “ବସକ ଧକକ ଦଲ ଚଉଳ ବଝଇ ଟରକ : ର ଅଧକ ଆହତ ଆନନଦପର ଡକତରଖନର ଭରତତ”

ରସତ ଉପର ଯବକଙକ ଗଳ କଟ ହତୟ : ପରମ ବବହକ ନଇ ହତୟକଣଡ ଘଟଥବ ସନଦହ

କନକ ବ୍ୟୁରୋ : ରାସ୍ତା ଉପରେ ଯୁବକଙ୍କୁ ଗଳା କାଟି ହତ୍ୟା । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଳିକାପୁର ଛକ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି କଳିକାପୁର ଗାଁର ସୁଧାଂଶୁ ବିଶ୍ୱାଳ । ସୂଚନା ଅନୁସାରେ ସୁଧାଂଶୁ ଗତକାଲି ଅପରାହ୍ଣରେ କଳିକାପୁର ଫେରୁଥିଲେ । ଚନ୍ଦନ ପୋଖରୀ ଛକରୁ କଳିକାପୁର ଛକ ମଧ୍ୟରେ ଏକ ଧାରୁଆ ଅସ୍ତ୍ରରେ କେହି ତାଙ୍କ ବେକକୁ ହାଣି ଦେଇଥିଲା । ରକ୍ତ ଜୁଡୁବୁଡୁContinue reading “ରସତ ଉପର ଯବକଙକ ଗଳ କଟ ହତୟ : ପରମ ବବହକ ନଇ ହତୟକଣଡ ଘଟଥବ ସନଦହ”

ବରଲ ଓ ଏମକସଜ ଗଣଡଗଳ ଘଟଣ : ଭମସର ଛତରଙକ ବରଧର କରଯୟନଷଠନ ଦବ କଲ ଏମକସଜ କଲଜ ଛତର

କନକ ବ୍ୟୁରୋ : ବୁର୍ଲା ଭିମସାର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବ୍ରହ୍ମପୁର ଏମକେସିଜି କଲେଜ ଛାତ୍ର । ଗତ ୪ ତାରିଖରେ ବୁର୍ଲା ମେଡିକାଲ କଲେଜ ଆଗରେ ଅଭାବନୀୟ ଘଟଣା ଘଟିଥିଲା । ଆନ୍ତଃ କଲେଜ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଇଉଫୋରିଆ କାର୍ଯ୍ୟକ୍ରମକୁ ଏମକେସିଜି ଛାତ୍ର ବୁର୍ଲା ଆସିଥିଲେ । ହେଲେ ସ୍ୱାଗତ କରିବା ଆଳରେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି । ପ୍ରଥମ ଥର ପାଇଁ ଏହି ମାମଲାରେContinue reading “ବରଲ ଓ ଏମକସଜ ଗଣଡଗଳ ଘଟଣ : ଭମସର ଛତରଙକ ବରଧର କରଯୟନଷଠନ ଦବ କଲ ଏମକସଜ କଲଜ ଛତର”

ଶକଷକ ପଦବ ପରଣ ଦବ : ପଲକରଡ ଧର ଧରଣର ବସଲ ଛତରଛତର

କନକ ବ୍ୟୁରୋ : ଦୀର୍ଘଦିନ ଧରି ଶିକ୍ଷକ ପଦବୀ ପୂରଣ ନହେବାରୁ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଗେଟ ସମ୍ମୁଖରେ ପ୍ଲାକାର୍ଡ ଧରି ଛାତ୍ରୀଛାତ୍ରୀ ଧାରଣା ଦେଇ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳେଇଚନ୍ଦପୁର ଉଚ୍ଚବିଦ୍ୟାଳୟରେ ଦୁଇ ବର୍ଷ ହେଲା ଖାଲିପଡିଥିବା ଶିକ୍ଷକ ପଦବୀ ପୂରଣ ହୋଇନାହିଁ । ଉଚ୍ଚବିଦ୍ୟାଳୟରେ ହିନ୍ଦୀ, ଇଂରାଜୀ ଓ ଗଣିତ ଶିକ୍ଷକ ନାହାନ୍ତି ବୋଲିContinue reading “ଶକଷକ ପଦବ ପରଣ ଦବ : ପଲକରଡ ଧର ଧରଣର ବସଲ ଛତରଛତର”

ନକସଲଙକ ସହଦ ସପତହ ପରବର ଯବନଙକ ବଡ ସଫଳତ ବପଳ ବସଫରକ ଜବତ

କନକ ବ୍ୟୁରୋ : ନକ୍ସଲଙ୍କ ସହିଦ ସପ୍ତାହ ପୂର୍ବରୁ ଯବାନଙ୍କୁ ମିଳିଛି ବଡ ସଫଳତା । କାଲିମେଳା ଥାନା ଅନ୍ତର୍ଗତ ଗମ୍ଫାକୋଣ୍ଡା ଜଙ୍ଗଲରୁ ମାଓବାଦୀଙ୍କ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି ଯବାନ । ଯବାନଙ୍କୁ ଟାର୍ଗେଟ କରି ଅଘଟଣ ଘଟାଇବାକୁ ମାଓବାଦୀ ଲୁଚେଇଥିବା ବିସ୍ଫୋରକ ଜବତ ହୋଇଛି । କମ୍ବିଂ ଅପରେସନ କରିବା ବେଳେ ଜଙ୍ଗଲରୁ ୧୪୨ ବାଟାଲିୟନର ସୀମା ସୁରକ୍ଷା ଯବାନ ବିପୁଳ ବିସ୍ଫୋରକ ଜବତ କରିଛନ୍ତି । ଗମ୍ଫାକୋଣ୍ଡା ଜଙ୍ଗଲରୁ ୨୦ଟି ହ୍ୟାଣ୍ଡContinue reading “ନକସଲଙକ ସହଦ ସପତହ ପରବର ଯବନଙକ ବଡ ସଫଳତ ବପଳ ବସଫରକ ଜବତ”

ପହଡର ଖସଲ ପଥର ରଳଲଇନ ବନଦ : ଟ ଟରନ ବତଲ ମରମତ କମ ଜର

କନକ ବ୍ୟୁରୋ : ଆନ୍ଧ୍ରର କୋତାବାଲସା ନିକଟରେ ପାହାଡରୁ ପଥର ଖସି ରେଳ ଲାଇନ ବନ୍ଦ ହୋଇଯାଇଛି । ଫଳରେ ବିଶାଖାପାଟଣା-କୋରାପୁଟ-କିରୁଣ୍ଡୁଲ ରେଳପଥରେ ରେଳ ଚଳାଚଳ ବନ୍ଦ ହୋଇଯାଇଛି । ଏହି ରେଳ ଲାଇନରେ ଚାରୋଟି ଟ୍ରେନକୁ ବାତିଲ କରାଯାଇଛି । ଆଉ ରାତ୍ରୀକାଳୀନ ଏକ୍ସପ୍ରେସକୁ ରାୟଗଡା ଦେଇ ଦିଗ ପରିବର୍ତ୍ତନ କରାଯାଇଛି । ମରାମତି କାମ ଏବେ ଜାରି ରହିଛି । କିରଣ୍ଡୁଲରୁ ଛାଡୁଥିବା କିରଣ୍ଡୁଲ-ବିଶାଖାପାଟଣା ନାଇଟ ଏକ୍ସପ୍ରେସ(୧୮୫୧୩)କୁ ବାତିଲ କରାଯାଇଛି । ସେହିପରି ୧୧Continue reading “ପହଡର ଖସଲ ପଥର ରଳଲଇନ ବନଦ : ଟ ଟରନ ବତଲ ମରମତ କମ ଜର”

ଆମ ଓଡଶ ନବନ ଓଡଶକ କୟବନଟ ଅନମଦନ : ଟ ପରସତବର ମହର; ପରତ ପଞଚୟତକ ମଳବ ଲକଷ ଟଙକ ପରଯୟନତ ଅନଦନ

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଆମ ଗାଁ ଆମ ବିକାଶର ନିର୍ଦ୍ଦେଶନାମାଙ୍କୁ ସଂଶୋଧନ କରି ରାଜ୍ୟ ସରକାର ଆମ ଓଡିଶା ନବୀନ ଓଡିଶା ଯୋଜନା ଆରମ୍ଭ କରିଛନ୍ତି । ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପ୍ରସ୍ତାବ ଗ୍ରହଣContinue reading “ଆମ ଓଡଶ ନବନ ଓଡଶକ କୟବନଟ ଅନମଦନ : ଟ ପରସତବର ମହର; ପରତ ପଞଚୟତକ ମଳବ ଲକଷ ଟଙକ ପରଯୟନତ ଅନଦନ”

ବଶୱର ଦୱତୟ ମହଶକତ ହବ ଭରତ ! ଇନଭଷଟମଣଟ ବୟଙକର ଗଲଡମୟନ ସକସର ଆକଳନ ର ଆମରକକ ଟପଯବ

କନକ ବ୍ୟୁରୋ : କିଛି ଦଶନ୍ଧି ମଧ୍ୟରେ ଭାରତ ଦ୍ରୁତ ଗତିରେ ଆଗକୁ ଗଢି ବିଶ୍ୱର ବୃହତ ମହାଶକ୍ତିରେ ପରିଣତ ହେବ । କେବଳ ଜାପାନ କି ଜର୍ମାନୀ ନୁହେଁ ଆମେରିକାକୁ ମଧ୍ୟ ଟପିଯିବ । ଭାରତକୁ ନେଇ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଗୋଲଡମ୍ୟାନ ସାକ୍ସ ରିପୋର୍ଟ ଏଭଳି ଆକଳନ କରିଛି । ଆଉ ଏଥିରେ ଭାରତର ଜନସଂଖ୍ୟା ହିଁ ଅର୍ଥନୀତିକୁ ଆଗକୁ ବଢାଇନେବରେ ପ୍ରମୁଖ ଭୂମିକା ତୁଲାଇବ । ଏବେ ବିଶ୍ୱର ପଞ୍ଚମ ବଡ ଆର୍ଥିକ ମହାଶକ୍ତିContinue reading “ବଶୱର ଦୱତୟ ମହଶକତ ହବ ଭରତ ! ଇନଭଷଟମଣଟ ବୟଙକର ଗଲଡମୟନ ସକସର ଆକଳନ ର ଆମରକକ ଟପଯବ”

Design a site like this with WordPress.com
Get started