ବରଷ ସନ ବନଧବଙକ ଶହ କଟ ଟଙକର ଉପହର ଦଇ ଚରଚଚର ଇଟଲର ପରବତନ ପରଧନମନତର: ନଜର ସମପତର ଶହ କଟର ଉପହର ଦଲ ସଲଭୟ ବଲସକନ

କନକ ବ୍ୟୁରୋ: ମୃତ୍ୟୁ ପୂର୍ବରୁ ନିଜ ପ୍ରେମିକାଙ୍କ ନାଁରେ କୋଟି କୋଟି ଟଙ୍କାର ୱିଲ୍ । ଇଟାଲୀର ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନି । ଯିଏକି ନିଜର ୩୩ ବର୍ଷୀୟ ପ୍ରେମିକା ମାର୍ତା ଫାସିନାଙ୍କ ନାମରେ ଭାରତୀୟ ମୁଦ୍ରାରେ ପ୍ରାୟ ୯ ଶହ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ୱିଲ ରଖିଯାଇଛନ୍ତି । ଏହି ଖବର ପରେ ସବୁଆଡେ ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ୨୦୨୦ରେ ରାଜନୈତିକ ସଙ୍ଗଠନ ‘ ଫୋର୍ଜା ଇଟାଲୀୟା’ର ଡ଼େପୁଟିContinue reading “ବରଷ ସନ ବନଧବଙକ ଶହ କଟ ଟଙକର ଉପହର ଦଇ ଚରଚଚର ଇଟଲର ପରବତନ ପରଧନମନତର: ନଜର ସମପତର ଶହ କଟର ଉପହର ଦଲ ସଲଭୟ ବଲସକନ”

ବଦଳବ କ ବଦଶକମନତର ଏସ.ଜୟଶଙକରଙକ ଦୟତୱ: ପଣ ରଜୟସଭ ନରବଚନ ପଇ କଲ ନମଙକନ ଦଖଲ

କନକ ବ୍ୟୁରୋ: ଗୁଜରାଟର ଗାନ୍ଧୀନଗର ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ ୪ବର୍ଷ ମଧ୍ୟରେ ଦେଶରେ ଘଟିଥିବା ବିିଭିନ୍ନ ପରିବର୍ତନରେ ଏକ ଅଂଶ ହେବାର ସୁଯୋଗ ପାଇଥିବା ସେ ପ୍ରାର୍ଥୀପତ୍ର ଦାଖଲ ପରେ କହିଛନ୍ତି । ଆଗକୁ ବି ସେ ଦେଶ ପ୍ରଗତି ଦିଗରେ କାଯ୍ୟ କରିବେ ବୋଲି କହିଛନ୍ତି । ଗୁଜୁରାଟରେ ତିନୋଟି ରାଜ୍ୟସଭା ଆସନ ପାଇଁ ଚଳିତ ମାସ ଶେଷContinue reading “ବଦଳବ କ ବଦଶକମନତର ଏସ.ଜୟଶଙକରଙକ ଦୟତୱ: ପଣ ରଜୟସଭ ନରବଚନ ପଇ କଲ ନମଙକନ ଦଖଲ”

ଅଧକ ମଜବତ ହବ ଭରତୟ ନସନ: ଫରନସଠ ମରଇନ ରଫଲ ବମନ କଣବ ଭରତ

କନକ ବ୍ୟୁରୋ: ଭାରତୀୟ ନୈାସେନା ନିଜର ବଳ ବଢ଼ାଇବା ପାଇଁ ଫ୍ରାନ୍ସରୁ କିଣିବ ୨୬ଟି ରାଫେଲ ମେରାଇନ ବିମାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ପୂର୍ବରୁ ଡ଼ିଏସି ବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଏପରି ନିଷ୍ପତି ନେଇଛି । ୨୬ଟି ରାଫେଲ ମେରାଇନ ସହ ଫ୍ରାନ୍ସ ଠାରୁ ତିନୋଟି ସ୍କ୍ରପିନ ଶ୍ରେଣୀର ପାରମ୍ପରିକ ବୁଡ଼ାଜାହାଜ କିଣିବାକୁ ଯୋଜନା କରାଯାଇଛି । ପ୍ରସ୍ତାବ ଅନୁସାରେ, ଭାରତୀୟ ନୈାସେନାକୁ ଚାରିଟି ପ୍ରଶିକ୍ଷିତ ବିମାନ ସହ ୨୨ଟି ସିଙ୍ଗଲContinue reading “ଅଧକ ମଜବତ ହବ ଭରତୟ ନସନ: ଫରନସଠ ମରଇନ ରଫଲ ବମନ କଣବ ଭରତ”

ରହଲ ଗନଧଙକ ବଇକ ପରମ: ଦଲଲର ଲଦଖ ବଇକ ଚଳଇ ଯବକ ଇଚଛ କନତ ସରକଷ ଯଗ ତଙକ ମଳନ ସଯଗ

କନକ ବ୍ୟୁରୋ: ବାଇକ ଗ୍ୟାରେଜରେ ରାହୁଲ ଗାନ୍ଧୀ । ମେକାନିକଙ୍କ ସହ କଥାହେଲେ ଓ ବାଇକ ସମ୍ବନ୍ଧରେ ଅନେକ କଥା ପଚାରିବୁଝିଲେ । କେବଳ ସେତିକି ନୁହେଁ ତାଙ୍କ ପାଖରେ କେଟିଏମ ୩୯୦ ବାଇକ ରହିଥିବା କଥା ମଧ୍ୟ କହିଥିଲେ ରାହୁଲ । ଏଥିସହ କଂଗ୍ରେସ ନେତା ବାଇକ ଚଳାଇାବାକୁ କେତେ ଭଲପାଆନ୍ତି ସେକଥା ମଧ୍ୟ ବଖାଣିଛନ୍ତି । ମେକାନିକ ତାଙ୍କୁ ଯେତେବେଳେ ବିବାହ କଥା ପଚାରିଥିଲେ ତାର ଉତରରେ ରାହୁଲ କଣ ଦେଇଥିଲେ । ଏବେContinue reading “ରହଲ ଗନଧଙକ ବଇକ ପରମ: ଦଲଲର ଲଦଖ ବଇକ ଚଳଇ ଯବକ ଇଚଛ କନତ ସରକଷ ଯଗ ତଙକ ମଳନ ସଯଗ”

ବହନଗ ଦରଘଟଣ: ନଲମବତ ଅଭଯକତ ଷଡଯନତର ନ ଅବହଳ: ତଦନତ କରଛ ସବଆଇ

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ ୩ ରେଳବାଇ ଅଧିକାରୀଙ୍କୁ ସିବିଆଇ ଗିରଫ କରିବା ପରେ ଆଉ କିଛି କର୍ମଚାରୀଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । ସେଦିନ ଦାୟୀତ୍ୱରେ ଥିବା ଆଉ କିଛି କର୍ମଚାରୀଙ୍କୁ ସିବିଆଇ ସମନ କରିଥିବା ଆଲୋଚନା ହେଉଛି । ତେବେ କାହାକୁ ସିବିଆଇ ସମନ କରିଛି, ସେ କଥା ସ୍ପଷ୍ଟ ହୋଇନଥିଲେ, ବି ଅଧିକାରୀଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚୁରା କରିପାରେ ବୋଲି ଚର୍ଚ୍ଚା ହେଉଛି । ବାହାନଗା ରେଳ ଦୁର୍ଘଟଣାକୁContinue reading “ବହନଗ ଦରଘଟଣ: ନଲମବତ ଅଭଯକତ ଷଡଯନତର ନ ଅବହଳ: ତଦନତ କରଛ ସବଆଇ”

ମସମ ଅଧବଶନ ପରବର ବଦଳପର ମଦ ମନତରମଣଡଳ: ମଦଙକ ନଆ ମନତରମଣଡଳର ବଦ ପଡ ପରନତ ଓଡଶର ତନ ମନତର

କନକ ବ୍ୟୁରୋ: ମୌସୁମୀ ଅଧିବେଶନ ପୂର୍ବରୁ ବଦଳିପାରେ ମୋଦୀ ମନ୍ତ୍ରିମଣ୍ଡଳ । ଏହାକୁ ନେଇ ଜାତୀୟ ରାଜନୀତିରେ ଜୋର ଚର୍ଚ୍ଚା । କୁହାଯାଉଛି, ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ବାଦ୍ ପଡି ପାରନ୍ତି ଓଡିଶାର ତିନି ମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ୱବ ଓ ବିଶ୍ୱେଶର ଟୁଡୁଙ୍କ ଦାୟୀତ୍ୱ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି । ଆଉ ନୂଆ ମୁହଁ ଭାବେ ଜୁଏଲ ଓରାମ, ସୁରେଶ ପୂଜାରୀ ଏବଂ ସଙ୍ଗୀତା ସିଂଦେଓଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛିContinue reading “ମସମ ଅଧବଶନ ପରବର ବଦଳପର ମଦ ମନତରମଣଡଳ: ମଦଙକ ନଆ ମନତରମଣଡଳର ବଦ ପଡ ପରନତ ଓଡଶର ତନ ମନତର”

ପବଜ ଖଳର ସତଦରଆ ପର ପରମ ଚରଚଚର ପକସତନ ମହଳ ଓ ଭରତୟ ଯବକଙକ ପରମ କହଣ

କନକ ବ୍ୟୁରୋ : ଏବେ ସବୁଠି ଚର୍ଚ୍ଚା ସୀମା ଓ ଓ ସଚିନଙ୍କ ପ୍ରେମକାହାଣୀ । ଏମାନଙ୍କ ପ୍ରେମକାହାଣୀ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ଉଠିଛି । କଥାରେ ରହିଛି ପ୍ରେମ ନା ଦେଖେ ରଙ୍ଗ ନା ରୂପ ନା ଦେଖେ ଜାତି, ଧର୍ମ ଓ ଦେଶ । ନିଜ ପ୍ରେମକୁ ପାଇବା ପାଇଁ ପାକିସ୍ତାନରୁ ଭାରତ ଚାଲିଆସିଛନ୍ତି ସୀମା ହାଲଦର । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରେମିକ ସଚିନ ମୀଣାଙ୍କ ପାଇଁ ଭାରତକୁContinue reading “ପବଜ ଖଳର ସତଦରଆ ପର ପରମ ଚରଚଚର ପକସତନ ମହଳ ଓ ଭରତୟ ଯବକଙକ ପରମ କହଣ”

ଆଖଧରକ ନଇ ଘର ଘର ଆତଙକ! ରଜୟର ବଢ଼ଛ ଆଖଧର ରଗଙକ ସଖୟ

କନକ ବ୍ୟୁରୋ: ଆଖିଧରାକୁ ସାବଧାନ । ରାଜ୍ୟରେ ଏବେ ଦ୍ରୁତ ଗତିରେ ବ୍ୟାପୁଛି ଆଖିଧରା ରୋଗ । ବିଶେଷ କରି ସ୍କୁଲ ପିଲାଙ୍କ ଭିତରେ ଅତି ଶୀଘ୍ର ବ୍ୟାପୁଛି । ତେବେ ଏଥିରେ ବିଚଳିତ ନହେବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହା ଏକ ଡିଆଁ ରୋଗ । ଯାହାର ହୋଇଥାଏ, ତା ସଂସ୍ପର୍ଶରେ ଆସିଲେ ବ୍ୟାପିବାର ଆଶଙ୍କା ରହିଥାଏ । ତେବେ ସଚେତନ ରହି ସ୍ୱଚ୍ଛତା ଅବଲମ୍ବନ କଲେ ବିଶେଷ ଅସୁବିଧା ହେବ ନାହିଁ ବୋଲିContinue reading “ଆଖଧରକ ନଇ ଘର ଘର ଆତଙକ! ରଜୟର ବଢ଼ଛ ଆଖଧର ରଗଙକ ସଖୟ”

ମଟର ଟରନ ପଇ ମଟ ପରକଷ: ଉଜଜଳ ହଉଛ ଭବନଶୱରର ମଟର ରଳ ଚଳଚଳର ସୱପନ

କନକ ବ୍ୟୁରୋ: ଭୁବନେଶ୍ୱର- କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ବୈଷୟିକ ଭୂମି ଯାଂଚ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହାୟତାରେ ଏହି କାର୍ଯ୍ୟ ଆଗେଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ଚଳାଇବା ପାଇଁ ନିଷ୍ପତି ନିଆଯାଇଛି । ଏଥିପାଇଁ ୩୦ ଫୁଟ୍ ତଳୁ ମାଟିର ନମୂନା ସଂଗ୍ରହ କରାଯାଇଛି । ପ୍ରାରମ୍ଭିକ କାମ ସରିବା ପରେ ସର୍ଭେ ରିପୋର୍ଟ ଆଧାରରେ ପ୍ରସ୍ତୁତ ହେବ ଡିପିଆରContinue reading “ମଟର ଟରନ ପଇ ମଟ ପରକଷ: ଉଜଜଳ ହଉଛ ଭବନଶୱରର ମଟର ରଳ ଚଳଚଳର ସୱପନ”

ଉତର ଭରତର ଜଳପରଳୟ ଅଧ ଭରତର ବହଲ କରଛ ବନୟ ବରଷ ସଜଛ କଳ

କନକ ବ୍ୟୁରୋ : ମୁଣ୍ଡଫଠା ଗରମରୁ ସାରା ଭାରତ ବେଶ କିଛି ଦିନ ଧରି ତ୍ରାହୀ ତ୍ରାହୀ କହିବା ପରେ ଏବେ ଭୟଙ୍କର ବନ୍ୟାରେ ବୁଡି ରହିଛି ପୂରା ଦେଶ । ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ ସବୁଠି ଜଳପ୍ରଳୟ ଜାରି ରହିଛି । ବିଭିନ୍ନ ଜିଲ୍ଲାରେ ସ୍ଥିତ ସଂଗୀନ ହେବା ସହ ଆଗକୁ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ କରି ସାରିଛି ଆଇଏମଡି । ଏପରି ପରିସ୍ଥିତି ଉପୁଜିଛି ଯେ, ତାସଘର ପରି ଭାଙ୍ଗୁଛିContinue reading “ଉତର ଭରତର ଜଳପରଳୟ ଅଧ ଭରତର ବହଲ କରଛ ବନୟ ବରଷ ସଜଛ କଳ”

Design a site like this with WordPress.com
Get started