ଓଟପ ସୟର ସକମ: ଅଭଯକତ ଅଭଜତକ ଜର ପଇ ଭବନଶୱରର ଏନଆଇଏ ଟମ

କନକ ବ୍ୟୁରୋ: ଓଟିପି ସ୍କାମ୍ ମାମଲାରେ ଏବେ ରାଜ୍ୟରେ ପହଁଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ପାକିସ୍ତାନୀ ଏଜେଂଟ୍ ସହ ସମ୍ପର୍କରେ ଥିବା ଅଭିଯୁକ୍ତ ଅଭିଜିତ୍କୁ ଜେରା କରିବା ପାଇଁ ଭୁବନେଶ୍ୱର ପହଁଚିଛି ଏନ୍ଆଇଏ ଟିମ୍ । କୁହାଯାଉଛି ଏନ୍ଆଇଏ ହାତରେ ଲାଗିଛି ବଡ ସୁରାକ । ଅଭିଯୁକ୍ତ ଅଭିଜିତ୍ ପାକିସ୍ତାନୀ ଏଜେଂଟ୍ ନୁର ଫାତିମାଙ୍କ ସହ ସମ୍ପର୍କରେ ଥିବା ଏନ୍ଆଇଏ ହାତରେ ସୁରାକ ଲାଗିଥିବା ଜଣାପଡିଛି । ଆଗକୁ ଏହି ମାମଲାରେ ଇଂଟେଲିଜେନ୍ସ ବ୍ୟୁରୋ, ଅଭିଜିତ୍କୁContinue reading “ଓଟପ ସୟର ସକମ: ଅଭଯକତ ଅଭଜତକ ଜର ପଇ ଭବନଶୱରର ଏନଆଇଏ ଟମ”

ପରବଳ ବରଷର ଭସଛ ଉତତର ଭରତ: ଶହ ଶହ ଲକ ଜଳବନଦ ଏପଟ ଓଡ଼ଶର ଚନତ ବଢଇଲ ନଅଣଟଆ ବରଷ

କନକ ବ୍ୟୁରୋ: ଉତର ଭାରତରେ ବନ୍ୟା ଆଉ ଓଡିଶାରେ ମରୁଡି । ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର, ଦୀଲ୍ଲୀ ଆଦି ସ୍ଥାନରେ ପ୍ରବଳ ବର୍ଷା ଆଣିଛି ଜଳପ୍ରଳୟ । ଏପଟେ ଓଡିଶାରେ ସାମ୍ନାକୁ ଆସିଛି ସାଂଘାତିକ୍ ରିପୋର୍ଟ । ୧୩ଟି ଜିଲ୍ଲାରେ ଅତ୍ୟଧିକ ନିଅଂଟିଆ ବର୍ଷା ହୋଇଥିବାବେଳେ ୮ଟି ଜିଲ୍ଲାରେ ନିଅଂଟିଆ ବର୍ଷା ରେକର୍ଡ ହୋଇଛି । ଆଗାମୀ ଦିନରେ ଜିଲ୍ଲାରେ ମରୁଡି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଏହାରି ଭିତରେ ପାଣିପାଗ ବିଭାଗ କହିଛି ଆଗାମୀContinue reading “ପରବଳ ବରଷର ଭସଛ ଉତତର ଭରତ: ଶହ ଶହ ଲକ ଜଳବନଦ ଏପଟ ଓଡ଼ଶର ଚନତ ବଢଇଲ ନଅଣଟଆ ବରଷ”

ପଜଆଇ ରପରଟର ରଜୟର ବକଳ ଚତର: ଡଜଟଲ ଶକଷର ବ ପଛର ପଡଛ ଓଡ଼ଶ

କନକ ବ୍ୟୁରୋ: ରାଜ୍ୟର ଶିକ୍ଷା ବ୍ୟବସ୍ଥା ପଛରେ ପଡିଥିବା ନେଇ ରାଜନୀତି ଜୋର ଧରିଥିବାବେଳେ ସାମ୍ନାକୁ ଆସିଛି ପିଜିଆଇ ରିପୋର୍ଟ । ଏହି ରିପୋର୍ଟ ଆଧାରରେ ଡିଜିଟାଲ ଶିକ୍ଷାରେ ଓଡିଶା ବହୁ ପଛରେ ଥିବା ଦେଖିବାକୁ ମିଳିଛି । ୨୦୨୦-୨୧ ଶିକ୍ଷାବର୍ଷରେ ଓଡିଶା ଏହି ସୂଚକାଙ୍କ ରିପୋର୍ଟରେ ୧୦ ନମ୍ବର ସ୍ଥାନରେ ଥିବାବେଳେ ୨୦୨୧-୨୨ ରିପୋର୍ଟରେ ଏହା ୧୪ ନମ୍ବରୁ ଖସିଛି । ଏହାକୁ ନେଇ ଶାସକ-ବିରୋଧୀ ହୋଇଛନ୍ତି ମୁହାଁମୁହିଁ । ସେପଟେ କାହିଁକି ଡିଜିଟାଲ ଶିକ୍ଷାରେContinue reading “ପଜଆଇ ରପରଟର ରଜୟର ବକଳ ଚତର: ଡଜଟଲ ଶକଷର ବ ପଛର ପଡଛ ଓଡ଼ଶ”

ପରଦପ ପରହତଙକ ବସଫରକ ବୟନ: କଏ ବଣଟବ ବଜଡ ଟକଟ?

କନକ ବ୍ୟୁରୋ: ଆଗାମି ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଶାସକ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛି । ଦଳର ସୁପ୍ରିମୋ ଦଳର ବରିଷ୍ଠ ନେତା ଓ ବିଧାୟକମାନଙ୍କୁ ନବୀନ ନିବାସକୁ ଡାକି ନିର୍ବାଚନ ପାଇଁ ମନ୍ତ୍ର ଦେଉଛନ୍ତି । ଏହି ପ୍ରସ୍ତୁତି ଭିତରେ ଏଥର ବିଜେଡିରୁ କାହାକୁ ଟିକେଟ ମିଳିବ, କାହାର ଟିକେଟ କଟିବ, ତାହା ଆଲୋଚନାର ବିଷୟ ହୋଇଛି । ଆଉ ଏହି ଆଲୋଚନା ଭିତରେ ବିଜେଡିର ଟିକେଟ ବଂଟାକୁ ନେଇ ତେରଛା ବାଣContinue reading “ପରଦପ ପରହତଙକ ବସଫରକ ବୟନ: କଏ ବଣଟବ ବଜଡ ଟକଟ?”

ଦନଆ ଦଖବ ଆଗର ଅନଧରର ମସ ଶଶଙକ ଜବନ: ଚକଷ କରକଟ ରଗର ପଡତ ଯଆଳ ଶଶ ପତର

କନକ ବ୍ୟୁରୋ: ରଙ୍ଗୀନ ଦୁନିଆକୁ ଦେଖିବା ଆଗରୁ ରଙ୍ଗହୀନ କଅଁଳ ଶିଶୁଙ୍କ ଜୀବନ… । ଆଖିରୁ ହଜିଯାଉଛି ଜ୍ୟୋତି,  ଅନ୍ଧାକାର ହୋଇଯାଉଛି ଜୀବନ.. । ବାପା-ମାଆଙ୍କ କୋଳରେ ଥାଇ ହୁଏତ ଏମାନେ କହୁଥିବେ, ଆମକୁ ଡାକ୍ତରଖାନା ନିଅ, ଆମ ଆଖିର ଚିକିତ୍ସା କରାଅ, ଆମେ ସୁସ୍ଥ ହୋଇ ଏଇ ସୁନ୍ଦର ଦୁନିଆକୁ ଦେଖିବୁ । କଅଁଳ ଶିଶୁଙ୍କ ଏ ଅକୁହା ବେଦନକୁ ବାପା-ମାଆ ବି ବେଶ ଭଲଭାବେ ବୁଝିପାରୁଛନ୍ତି । ଦିନରାତି ପିଲାଙ୍କୁ ଦେଖି ଆଖିରୁ ଲୁହContinue reading “ଦନଆ ଦଖବ ଆଗର ଅନଧରର ମସ ଶଶଙକ ଜବନ: ଚକଷ କରକଟ ରଗର ପଡତ ଯଆଳ ଶଶ ପତର”

ପରମ ବବହ କରଥବର ଦଛକର ଜବନ: ବହଘର ପର ଝଅ ପଇ ଶଦଧ ହଇଗଲ ବପ

କନକ ବ୍ୟୁରୋ: ପ୍ରେମ ବିବାହ କରି ଦୋଛକିରେ ମହିଳା । ବିବାହ ପରେ ବନ୍ଦ ହୋଇଯାଇଥିଲା ବାପାଘର ବାଟ । ସ୍ୱାମୀଙ୍କ ମୃତ୍ୟୁ ପରେ ପଚାରୁନାହାନ୍ତି ଶାଶୁଘର ଲୋକ । ଏବେ ୫ ବର୍ଷର ପୁଅକୁ ଧରି ବାରଦୁଆର ବୁଲୁଛନ୍ତି ବବିତା । କେଉଁଠି କହିବେ, କୁନି ପୁଅକୁ କଣ ଖାଇବାକୁ ଦେବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ମାଆ । ସ୍ୱାମୀ ଆରପାରିକୁ ଚାଲିଯିବା ପରେ ବେସାହାରା ସ୍ତ୍ରୀ ଓ କୁନି ପୁଅ । ଘରେContinue reading “ପରମ ବବହ କରଥବର ଦଛକର ଜବନ: ବହଘର ପର ଝଅ ପଇ ଶଦଧ ହଇଗଲ ବପ”

ବଜରଘତର ଜଣଙକ ମତୟ: କରପଟ ବରଗମର ଚଲଗଲ ମଆ-ପଅଙକ ଜବନ

କନକ ବ୍ୟୁରୋ: ସଂସାର ଉଜାଡି ଦେଲା ବଜ୍ରପାତ । ବଜ୍ରାଘତରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଅନୁଗୁଳରେ ନାଲକୋ, ବଳରାମ ପ୍ରସାଦ ନିକଟ ଆସପଣ୍ଡ ଠାରେ ବ୍ରଜାପାତ ହୋଇଛି । ବ୍ରଜାଘାତରେ ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଦୁଇ ଜଣ ହେଉଛନ୍ତି ସୁଷମା ବେହେରା ଓContinue reading “ବଜରଘତର ଜଣଙକ ମତୟ: କରପଟ ବରଗମର ଚଲଗଲ ମଆ-ପଅଙକ ଜବନ”

ଓଡ଼ଶର ଖଣ ଉପର ଆନଧରର ଲଲପ ଦଷଟ: କରପଟ ରଇପହଡ଼ ଗର ସରଭ କରଥଲ ପଡ଼ଶ ରଜୟ

କନକ ବ୍ୟୁରୋ: ଗାଁ ଓଡ଼ିଶାର କିନ୍ତୁ ଯୋଜନା ଯୋଗାଉଛି ଆନ୍ଦ୍ର । କେତେବେଳେ ଜମି ପଟ୍ଟା ବାଟୁଂଛି ତ ଆଉ କେତେବେଳେ ଆବାସ ଯୋଜନାରେ ଘର ଯୋଗାଉଛି । ଓଡ଼ିଶା ସୀମାରେ ରହିଥିଲେ ସୁଧା ସବୁ ସୁବିଧା ଯୋଗାଉଛି ଆନ୍ଧ୍ର । ଆଉ ସୀମାନ୍ତ ବାସୀ ମଧ୍ୟ ଓଡ଼ିଶା ଉପରେ ଭରସା ଛାଡ଼ି ଆନ୍ଧ୍ର ଭରସାରେ ରହିଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳା ନନ୍ଦପୁର ବ୍ଳକ ର ଗୋଲରୁ ପଚାଂୟତରେ ।Continue reading “ଓଡ଼ଶର ଖଣ ଉପର ଆନଧରର ଲଲପ ଦଷଟ: କରପଟ ରଇପହଡ଼ ଗର ସରଭ କରଥଲ ପଡ଼ଶ ରଜୟ”

ଛତଶଗଡ ରଜୟପଳଙକ ସକଷଗପଳ ଗସତ ବଳ ରହଲ ନହ ବଜଳ: ସଥନୟ ପରଶସନକ ଅଧକର ଜଣଇଲ ବ ଶଣଲନ ବଦୟତ ବତରଣକର ସସଥ

କନକ ବ୍ୟୁରୋ: ଅନ୍ଧାରରେ ପୂଣ୍ୟାତ୍ମାଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ମହାମହିମ ରାଜ୍ୟପାଳ । ଘନ ଅନ୍ଧାର ଭିତରେ ଦୀପ ଓ ମହମବତୀ ଜାଳି ପଂଚସଖାଙ୍କୁ ଫୁଲମାଳ ଦେଇ ଶ୍ରଦ୍ଧାଂଜଳି ଜଣାଇଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ବିଦ୍ୟୁତ୍ ବିତରଣକାରୀ ସଂସ୍ଥାର ମନମାନି ଯୋଗୁଁ ଗତକାଲି ରାତିରେ ଏଭଳି ଘଟଣା ଘଟିଯାଇଛି । ପାୱାରକଟ୍ ଯୋଗୁଁ ଅନ୍ଧାର ଭିତରେ ସତ୍ୟବାଦୀରେ ପଂଚସଖାଙ୍କୁ ଶ୍ରାଦ୍ଧା ସୁମନ ଅର୍ପଣ କରିଛନ୍ତି ଛତିଶଗଡ ରାଜ୍ୟପାଳ । ସୂଚନା ଅନୁସାରେ ଗତକାଲି ପୁରୀ ଗସ୍ତରେContinue reading “ଛତଶଗଡ ରଜୟପଳଙକ ସକଷଗପଳ ଗସତ ବଳ ରହଲ ନହ ବଜଳ: ସଥନୟ ପରଶସନକ ଅଧକର ଜଣଇଲ ବ ଶଣଲନ ବଦୟତ ବତରଣକର ସସଥ”

ପୱର ହରଉଛନତ ଶରଦ ଅଜତଙକ ଗଷଠର ସମଲ ହଲ ଶରଦଙକ କରଯୟକରମର ସମଲ ଥବ ବଧୟକ

କନକ ବ୍ୟୁରୋ : କମୁଛି ଶରଦଙ୍କ ପାୱାର । ଶରଦଙ୍କ ଗୋଷ୍ଠୀର ଜଣେ ପରେ ଜଣେ ନେତା ଏବେ ଅଜିତଙ୍କ କ୍ୟାମ୍ପରେ ସାମିଲ ହେଉଛନ୍ତି । ଯାହା ଏବେ ଶରଦଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏବେସୁଦ୍ଧା ଏନସିପି କାହା ଅକ୍ତିଆରକୁ ଯିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଶରଦଙ୍କ ହାତ ଦଳର ବିଧାୟକ ଛାଡିବା ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ ଆଣିବାକୁ ଯାଉଛି । ଶରଦଙ୍କ କ୍ୟାମ୍ପର ବିଧାୟକ ମର୍କନ୍ଦ ପାଟିଲ ସୋମବାର ଅଜିତContinue reading “ପୱର ହରଉଛନତ ଶରଦ ଅଜତଙକ ଗଷଠର ସମଲ ହଲ ଶରଦଙକ କରଯୟକରମର ସମଲ ଥବ ବଧୟକ”

Design a site like this with WordPress.com
Get started