ବଶୱକପ ଖଳବକ ଭରତ ନଆସଲ ପକସତନ ଭଗବ ସଘତକ ପରଣମ

କନକ ବ୍ୟୁରୋ: ଜାରି ହୋଇସାରିଛି ଦିନିକିଆ ବିଶ୍ୱକପ ପାଇଁ ମ୍ୟାଚ ସୂଚୀ । ୫ ଅକ୍କୋବରରୁ ୧୯ ନଭେମ୍ବର ଯାଏଁ ବିଶ୍ୱକପର ସମସ୍ତ ମ୍ୟାଚ ଭାରତରେ ଖେଳାଯିବେ । ଏହି ବିଶ୍ୱକପରେ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ବି ଭାଗ ନେବ । ହେଲେ ପାକିସ୍ତାନ ଆରମ୍ଭରୁ କହିଆସୁଛି ସେ ବିଶ୍ୱକପ ଖେଳିବାକୁ ଭାରତ ଆସିବନାହିଁ । ଏହାରି ଭିତରେ ପାକିସ୍ତାନର କ୍ରିଡାମନ୍ତ୍ରୀ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଏସିଆ କପ ଖେଳିବାକୁ ଭାରତContinue reading “ବଶୱକପ ଖଳବକ ଭରତ ନଆସଲ ପକସତନ ଭଗବ ସଘତକ ପରଣମ”

ଅଟଗରଫ ଦଇ ପରମର ପଡଥଲ ଗଭସକର: ଏମତ ଥଲ ଏହ ଶରଷଠ କରକଟରଙକ ଲଭ ଷଟର

କନକ ବ୍ୟୁରୋ: ସୁନୀଲ ଗାଭାସ୍କାର… ବିଶ୍ୱ କ୍ରିକେଟର ଏମିତି ଏକ ନାଁ ଯାହାଙ୍କୁ ପରିଚୟର କୌଣସି ଆବଶ୍ୟକତା ନାହିଁ । ଯେଉଁ ସମୟରେ କ୍ରିକେଟ ଜଗତରେ ୱେଷ୍ଟଇଣ୍ଡିଜ ରାଜ୍ କରୁଥିଲା, ସେହି ସମୟରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ପେସ ବୋଲରଙ୍କୁ ସାମ୍ନା କରିବା ଶିଖାଇଥିଲେ ଗାଭାସ୍କର । ଟିମ ଇଣ୍ଡିଆ ପାଇଁ ସେ ହେଉଛନ୍ତି ଲିଟିଲ ମାଷ୍ଟର । ଯେବେ ଯେବେ ଟିମ ଇଣ୍ଡିଆ ଉପରେ ବିପଦ ଆସିଛି ସେ ସେବେ ସଙ୍କଟ ମୋଚକ ହୋଇ ଛିଡା ହୋଇଛନ୍ତିContinue reading “ଅଟଗରଫ ଦଇ ପରମର ପଡଥଲ ଗଭସକର: ଏମତ ଥଲ ଏହ ଶରଷଠ କରକଟରଙକ ଲଭ ଷଟର”

ହତର କନ ପଲକ ଧର ଘର ଘର ବଲ କରଛନତ ଖଇବ ଡଲଭର ସସଆଲ ମଡଆର ଭଇରଲ ହଉଛ ଭଡଓ ଚରଚଚର ଏହ ଜମଟ ବଏ

କନକ ବ୍ୟୁରୋ : ଡେଲିଭରି ବଏଙ୍କ ସମୟସମୟରେ ଏମିତି କାହାଣୀ ସାମ୍ନାକୁ ଆସିଥାଏ ଯାହାକି ଆଖିରେ ଲୁହ ଭରି ଦେଇଥାଏ। ଏମିତି ବି ଡେଲିଭରି ବଏ ଅଛନ୍ତି ଯେଉଁମାନଙ୍କ ପାଖରେ ଗାଡ଼ି କି ସାଇକେଲ ଖଣ୍ଡିଏ ନାହିଁ ହେଲେ ବି ସେମାନେ ପାଦରେ ଚାଲିଚାଲି ଖରା,ବର୍ଷା ଓ ଶୀତରେ ଡିୟୁଟି କରିଥାଆନ୍ତି। ନିକଟରେ ଏମିତି ଜଣେ ଡେଲିଭରି ବଏଙ୍କୁ ନେଇ ଭିଡିଓ ସାମ୍ନାକୁ ଆସିଛି। ‌ଯେଉଁଥିରେ ତାଙ୍କୁ ଘରଘର ବୁଲି ଦିନସାର ଖାଦ୍ୟ ଡେଲିଭରି କରୁଥିବା ଦେଖିବାକୁContinue reading “ହତର କନ ପଲକ ଧର ଘର ଘର ବଲ କରଛନତ ଖଇବ ଡଲଭର ସସଆଲ ମଡଆର ଭଇରଲ ହଉଛ ଭଡଓ ଚରଚଚର ଏହ ଜମଟ ବଏ”

ଅସତରପଚର ପଇ ଆଉ କରବକ ପଡବନ ଅପକଷ କୟପଟଲ ହସପଟଲର ମଳବ ଘଣଟଆ ଜରରକଳନ ଓଟ ସବ

କନକ ବ୍ୟୁରୋ : ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଅସ୍ତ୍ରୋପଚାର ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏଣିକି ଜରୁରୀକାଳିନ ସ୍ଥିତିରେ ଅସ୍ତ୍ରୋପଚାର ପାଇଁ କଟକ ମେଡ଼ିକାଲକୁ ଯିବାକୁ ପଡ଼ିବ ନାହିଁ । କ୍ୟାପିଟାଲ ହସ୍ପିଟାଲରେ ୨୪ ଘଂଟିଆ ଜରୁରୀକାଳିନ ଓଟି ସେବା ମିଳିବ । ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ଭାବେ ବଡ଼ ଅତ୍ୟାଧୁନିକ ଓଟି ନିର୍ମାଣ କରାଯାଇଛି । ଓଟି ପରିଚାଳନା ପାଇଁ ତିନୋଟି ସିପ୍ଟ କରାଯାଇଛିContinue reading “ଅସତରପଚର ପଇ ଆଉ କରବକ ପଡବନ ଅପକଷ କୟପଟଲ ହସପଟଲର ମଳବ ଘଣଟଆ ଜରରକଳନ ଓଟ ସବ”

ମଞଚର ମଖୟମନତରଙକ ଭଡଓ କଲ ଛଣଡପଦ ଗସତବଳ ମଞଚ ଉପର ନବନ ପଟଟନୟକଙକ ଭଡଓ କଲ କଲ 5-T ସଚବ ଭକ ପଣଡଆନ

କନକ ବ୍ୟୁରୋ : ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ କଲେ ଫାଇବ୍-ଟି ସଚିବ ଭି.କେ ପାଣ୍ଡିଆନ୍ । ଏଭଳି ଏକ ରୋଚକ ଚିତ୍ର ଦେଖିବାକୁ ମିଳିଛି ସଚିବଙ୍କ ଛେଣ୍ଡିପଦା ଗସ୍ତ ବେଳେ । ଭିଡିଓ କଲ୍ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ଫାଇବ୍-ଟି ସଚିବ । ଆଉ ଏ ଦୃଶ୍ୟକୁ ଉପସ୍ଥିତ ଜନତା ତାଳି ମାରି ସ୍ୱାଗତ କରିଛନ୍ତି । ଲୋକଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଜଣାଇବା ପାଇଁ ମଞ୍ଚ ଉପରେContinue reading “ମଞଚର ମଖୟମନତରଙକ ଭଡଓ କଲ ଛଣଡପଦ ଗସତବଳ ମଞଚ ଉପର ନବନ ପଟଟନୟକଙକ ଭଡଓ କଲ କଲ 5-T ସଚବ ଭକ ପଣଡଆନ”

ବରଷ ତଳର ଜଳ ପରଳୟ ଘଟଣକ ମନପକଇଦଉଛ ବରଷର କରଳ ରପ ହମଚଳପରଦଶର ଭୟଙକର ସଥତ

କନକ ବ୍ୟୁରୋ : ହିମାଚଳପ୍ରଦେଶରେ ବର୍ଷା ଚରୁଛି ତାଣ୍ଡବ । ଚାରିଆଡେ ଖାଲି ପାଣି ଆଉ ପାଣି । ରାସ୍ତାରେ ଘାଡ ପାଣିରେ ବୁଡି ରହିଛି । ଅନେକ୍ ଗାଁ ବିଛିନ୍ନାଞ୍ଚଳରେ ପରିଣତ ହେଲାଣି । ପରିସ୍ଥିତି ଏପରି ହୋଇଯାଇଛି ଯେ, ୧୦ବର୍ଷ ତଳର କଥାକୁ ପୁଣି ମନେପକାଇଦେଉଛି । ଜୁନ୍ ୧୫ତାରିଖ ୨୦୧୩ରେ କେଦାରନାଥରେ ଯେଉଁ ଜଳ ପ୍ରଳୟ ଘଟିଥିଲା । ତାହା ଏବେ ଯାଏଁ ଲୋକଙ୍କ ମନରୁ ଲିଭିନି ନଥିବା ବେଳେ ବର୍ତ୍ତମାନର ସ୍ଥିତିContinue reading “ବରଷ ତଳର ଜଳ ପରଳୟ ଘଟଣକ ମନପକଇଦଉଛ ବରଷର କରଳ ରପ ହମଚଳପରଦଶର ଭୟଙକର ସଥତ”

ତରକର କମଣଡରକ ନଜ ଦଶକ ଫରଇ ଆଣଲ ୟକରନ ବନଦ ବଦଳ ଚକତନମର ଉଲଘନ ବଲ ଋଷର ଅଭଯଗ

ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଶନିବାର ୫ ଜଣ ପୂର୍ବତନ କମାଣ୍ଡରଙ୍କୁ ତୁର୍କୀରୁ ନିଜ ଦେଶକୁ ଫେରାଇ ଆଣିଛନ୍ତି। ସେମାନେ ପୂର୍ବରୁ ୟୁକ୍ରେନ୍‌ର ମାରିଉପୋଲ ସେନାଘାଟିରେ ଅବସ୍ଥାପିତ ଥିଲେ, ଯାହାକୁ ରୁଷ୍ ଅଧିକାର କରିନେଇଛି। ଏହା ‘ବନ୍ଦୀ ବଦଳ ଚୁକ୍ତିନାମାର ଉଲ୍ଲଂଘନ’ ବୋଲି ରୁଷ୍ ଅଭିଯୋଗ କରିଛି। ଏହି ବନ୍ଦୀମାନଙ୍କୁ ତୁର୍କୀ ମୁକ୍ତ କରିବା ଘଟଣାକୁ ରୁଷ୍ ନିନ୍ଦା କରିଛି। କ୍ରେମ୍‌ଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି ତୁର୍କୀ ଏହି ବନ୍ଦୀମାନଙ୍କୁ ଛାଡ଼ିବ ନାହିଁ ବୋଲି ଗତବର୍ଷContinue reading “ତରକର କମଣଡରକ ନଜ ଦଶକ ଫରଇ ଆଣଲ ୟକରନ ବନଦ ବଦଳ ଚକତନମର ଉଲଘନ ବଲ ଋଷର ଅଭଯଗ”

ଜଲଲର ନଅଣଟଆ ବରଷ ଜଲଲର ସୱଭବକ ବରଷ ଜଲଇ ଦୱତୟ ସପତହ ପର ବଢପର ବରଷର ପରମଣ

କନକ ବ୍ୟୁରୋ : ମୌସୁମୀରେ ରାଜ୍ୟରେ ନିଅଣ୍ଟିଆ ବର୍ଷା । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୨.୧ ମିମି ରେକର୍ଡ କରାଯାଇଛି ଯାହାକି ସ୍ୱାଭାବିକ ବର୍ଷା ୯.୭ ମିମି ତୁଳନାରେ ୭୭% କମ ଅଛି । ମୌସୁମୀ ନିମ୍ନଚାପ ରେଖାଠାରୁ ତଳେ ରହୁଛି । ୧ ଜୁନରୁ ଆଜି ଯାଏଁ ୨୨୨.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ୩୦୪.୨ ମିମି ବର୍ଷା ହେବା କଥା । ସବୁଠୁ କମ ବର୍ଷା କଳାହାଣ୍ଡି ଜିଲ୍ଲାରେContinue reading “ଜଲଲର ନଅଣଟଆ ବରଷ ଜଲଲର ସୱଭବକ ବରଷ ଜଲଇ ଦୱତୟ ସପତହ ପର ବଢପର ବରଷର ପରମଣ”

ଉତତରକଶ ଶରଜଗନନଥ ମନଦରର ହବ ସନଦରଯୟକରଣ: ଉତତରଖଣଡ ମଖୟମନତରଙକ ସହ କଥହଲ କନଦରମନତର ଧରମନଦର ପରଧନ

କନକ ବ୍ୟୁରୋ: ଉତରକାଶୀରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ଦୈନନ୍ଦିନ ପୂଜାର୍ଚ୍ଚନା ସୁଚାରୁରୂପେ କରିବା ପାଇଁ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତରାଖଣ୍ଡର, ଉତରକାଶୀ ସ୍ଥିତ ସାଲଡ ଗ୍ରାମରେ ପାହଡ ଉପରେ ରହିଛି ଶ୍ରୀ ଜଗନ୍ନାଥଙ୍କ ମନ୍ଦିର । ଏହି ମନ୍ଦିରକୁ ଲୋଚଲଚନକୁ ଆଣିଥିବାରୁ ଶ୍ରୀମନ୍ଦିର ସେବାୟତ ଜନାର୍ଦ୍ଦନ ପାଟଜୋଶୀ ଏବଂ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ସାଧୁବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ପୂର୍ବରୁ ଏହି ଜଗନ୍ନାଥ ମନ୍ଦିରରContinue reading “ଉତତରକଶ ଶରଜଗନନଥ ମନଦରର ହବ ସନଦରଯୟକରଣ: ଉତତରଖଣଡ ମଖୟମନତରଙକ ସହ କଥହଲ କନଦରମନତର ଧରମନଦର ପରଧନ”

ଖଲବ କ ରତନଭଣଡର? ହଇକରଟର ସତୟପଠ ଦଖଲ କଲ ଶରମନଦର ପରଶସନ ଆବଦନକରଙକ ଏ ସମପରକତ କପ ଦବକ ହଇକରଟଙକ ନରଦଦଶ

କନକ ବ୍ୟୁରୋ : ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପୁରୀ ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିଛି ମନ୍ଦିର ପ୍ରଶାସନ । ଆବେଦନକାରୀଙ୍କୁ ଏ ସମ୍ପର୍କିତ କପି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଆବେଦନକାରୀଙ୍କୁ ମଧ୍ୟ ପ୍ରତି ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଗଷ୍ଟ ୧ରେ ଏନେଇ ପରବର୍ତ୍ତୀ ଶୁଣାଣି ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି । ଅନ୍ୟପଟେ ଶ୍ରୀମନ୍ଦିରର ଜଗମୋହନ ଓ ନାଟContinue reading “ଖଲବ କ ରତନଭଣଡର? ହଇକରଟର ସତୟପଠ ଦଖଲ କଲ ଶରମନଦର ପରଶସନ ଆବଦନକରଙକ ଏ ସମପରକତ କପ ଦବକ ହଇକରଟଙକ ନରଦଦଶ”

Design a site like this with WordPress.com
Get started