କନକ ବ୍ୟୁରୋ : ଡିଜିଟାଲ ଶିକ୍ଷାରେ ଓଡିଶା ଦୁର୍ବଳ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ପ୍ରକାଶିତ ମାନକ ସୂଚକାଙ୍କରୁ ଏହା ଜଣାପଡିଛି । ୫୦ ମାର୍କ ମଧ୍ୟରୁ ମାତ୍ର ଓଡିଶାର ୧୧ଟି ଜିଲ୍ଲା ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇଛନ୍ତି । ଖୋର୍ଦ୍ଧା ୧୫, କଟକ ୧୫, ନୟାଗଡ଼ ୧୪, ଭଦ୍ରକ ୧୩, ଯାଜପୁର ୧୪, ସୁନ୍ଦରଗଡ଼ ୧୫, ସମ୍ବଲପୁର ୧୦, ବରଗଡ଼ ୧୨, ଝାରସୁଗୁଡ଼ା ୧୧,Continue reading “ଡଜଟଲ ଶକଷର ଓଡଶ ଦରବଳ : ପଜଆଇ ଜଲଲସତରୟ ରପରଟର ଉଲଲଖ”
Tag Archives: News
ଟମଟକ ସରକଷ ଦଉଛନତ ବଉନସର : ସସଆଲ ମଡଆର ଭଡଓ ଭଇରଲ
କନକ ବ୍ୟୁରୋ : ଟମାଟୋକୁ ସୁରକ୍ଷା ଦେଉଛନ୍ତି ବାଉନସର । ଟମାଟୋ ପାଇଁ ଦୋକାନ ବାହାରେ ବାଉନସରଙ୍କୁ ଜଗାଇଲେ ଦୋକାନୀ । ସାରା ଦେଶରେ ବଢି ବଢି ଚାଲିଛି ଟମାଟୋ ଦର । ଆଉ ଟମାଟୋ ଦର ବି ବେଶ ଆକାଶ ଛୁଆଁ ରହିଛି । ଏହାରି ଭିତରେ କେତେବେଳେ ବିଲରୁ ଟମାଟୋ ଚୋରି ହେଇ ଯାଉଥିବାର ଖବର ଆସୁଛି, ତ ପୁଣି କେତେବେଳେ ଦୋକାନରୁ ଟମାଟୋ ଗାଏବ ହୋଇଯିବାର ଖବର ଆସୁଛି । ଏହାକୁ ନେଇContinue reading “ଟମଟକ ସରକଷ ଦଉଛନତ ବଉନସର : ସସଆଲ ମଡଆର ଭଡଓ ଭଇରଲ”
ବଢ଼ଛ ପରବତନ ମନତର ତଥ ପଲସର ବଧୟକ ଶରକନତ ସହଙକ ଅଡ଼ଆ : ଥନର ଲଖତ ଅଭଯଗ କଲ ସଯକତ ମହଲ
କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବଢ଼ିଛି ଅଡ଼ୁଆ । ପୁଣି ବିଜେଡି ସଙ୍ଗଠନର ଜଣେ ମହିଳା କେମିତି ଶ୍ରୀକାନ୍ତଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ଆଣିଥିଲେ । ଶ୍ରୀକାନ୍ତ ସାହୁ ପରିବାର ଲୋକଙ୍କୁ ମୋହରା କରି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି । ଶ୍ରୀକାନ୍ତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦେବା ଏବଂ ସୁରକ୍ଷା ଦାବି କରି ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟContinue reading “ବଢ଼ଛ ପରବତନ ମନତର ତଥ ପଲସର ବଧୟକ ଶରକନତ ସହଙକ ଅଡ଼ଆ : ଥନର ଲଖତ ଅଭଯଗ କଲ ସଯକତ ମହଲ”
ପଣ ଚରଚଚର ଭଣଡବବ ସରଥ ଓ ପଳତ ପଅ : ବହଘର ପର ସତରଙକ ଲକଷର ହର ହର ଉପହର ଦଲ ସତୟମ ରଉଳ
କନକ ବ୍ୟୁରୋ : ଚର୍ଚ୍ଚାରେ ଆତ୍ମଘୋଷିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମଙ୍କ ବାହାଘର । ନବ ବିବାହିତା ପତ୍ନୀଙ୍କୁ ୯୦ ଲକ୍ଷ ଟଙ୍କାର ହୀରା ହାର ଦେଇଥିବା ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଛି । ବିଭିନ୍ନ ହ୍ୱାଟ୍ସଆପ୍ ଓ ଫେସବୁକରେ ସେ ତାଙ୍କ ପତ୍ନୀଙ୍କୁ ହୀରା ହାର ଦେଇଥିବା ଏକାଧିକ ପୋଷ୍ଟ କରାଯାଇଛି । ସାରଥି ଗିରଫ ହେବା ପରେ ତାଙ୍କର ବେନାମୀ ସମ୍ପତି ଠୁଳର ମାଧ୍ୟମ ଖୋଜିଥିଲା କ୍ରାଇମବ୍ରାଞ୍ଚ । ପାଳିତ ପୁଅContinue reading “ପଣ ଚରଚଚର ଭଣଡବବ ସରଥ ଓ ପଳତ ପଅ : ବହଘର ପର ସତରଙକ ଲକଷର ହର ହର ଉପହର ଦଲ ସତୟମ ରଉଳ”
ନଅଣଟଆ ବରଷ : ଜଲଲର ସଥତ ସଘତକ; ଜଲଲର ଅତୟଧକ ନଅଣଟଆ ବରଷ
କନକ ବ୍ୟୁରୋ : ନିଅଣ୍ଟିଆ ବର୍ଷା ଲାଗି ୨୨ ଜିଲ୍ଲାରେ ସ୍ଥିତି ସାଂଘାତିକ । ଜୁନ୍ ୧୦ରୁ ଜୁଲାଇ ୧୦ ମଧ୍ୟରେ କଳାହାଣ୍ଡିିରେ ସବୁଠୁ କମ୍ ବର୍ଷା ରେକର୍ଡ କରାଯାଇଛି । ୧୩ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂପୁର, ଯାଜପୁର, ବଲାଙ୍ଗୀର, କଟକ, କନ୍ଧମାଳ,ଗଞ୍ଜାମ,ରାୟଗଡ଼ା, ପୁରୀ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ଦେଖିବାକୁ ମିଳିଛି । ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଦେଖିବାକୁ ମିଳିଛି ।Continue reading “ନଅଣଟଆ ବରଷ : ଜଲଲର ସଥତ ସଘତକ; ଜଲଲର ଅତୟଧକ ନଅଣଟଆ ବରଷ”
ପଣ ଟ ସଚବଙକ ନଇ ବସଫରକ ବୟନ ରଖଲ ବଜପ ନତ ପରଦପ ପରହତ କହଲ ବଜଡ ଏବ ନବନ ପଟଟନୟକଙକ ଭଟ ଦଇଛନତ ଲକ ସଚବ କହକ ବଲ ବଲ କରଛନତ ଘଷଣ?
କନକ ବ୍ୟୁରୋ: ପୁଣି ବିସ୍ଫୋରକ ବୟାନ ରଖିଲେ ବିଜେପି ନେତା ପ୍ରଦୀପ ପୁରୋହିତ । ୫ଟି ସଚିବଙ୍କୁ କଲେ ଜୋରଦାର ଟାର୍ଗେଟ୍ । ଗୋଟିଏ ପଟେ ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ୍ ଅନୁଗୁଳ ଗସ୍ତ କରିଥିବାବେଳେ, ଅନ୍ୟପଟେ ତାଙ୍କୁ ଜୋରଦାର ଟାର୍ଗେଟ କରିଛି ରାଜ୍ୟ ବିଜେପି । ପଶ୍ଚିମ ଓଡିଶାର ବିଜେପିର ଟାଣୁଆ ନେତା ପ୍ରଦୀପ ପୁରୋହିତ ଆଜି ସିଧାସଳଖ ୫ଟି ସଚିବଙ୍କୁ ଟାର୍ଗେଟ କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ପ୍ରଦୀପ ପୁରୋହିତContinue reading “ପଣ ଟ ସଚବଙକ ନଇ ବସଫରକ ବୟନ ରଖଲ ବଜପ ନତ ପରଦପ ପରହତ କହଲ ବଜଡ ଏବ ନବନ ପଟଟନୟକଙକ ଭଟ ଦଇଛନତ ଲକ ସଚବ କହକ ବଲ ବଲ କରଛନତ ଘଷଣ?”
ଆଗଇଲ ଭବନଶୱର-କଟକ ମଟର ରଳ ପରକଳପ କମ : ଫଟ ତଳ ସଗରହ କରଯଉଛ ମଟ
କନକ ବ୍ୟୁରୋ : ଭୁବନେଶ୍ୱର- କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ବୈଷୟିକ ଭୂମି ଯାଞ୍ଚ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହାୟତାରେ ଏହି କାର୍ଯ୍ୟ ଆଗେଇ ଚାଲିଛି । ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନ-ବାରଙ୍ଗ ରାସ୍ତାରେ ବ୍ୟାରିକେଡ୍ କରାଯାଇ ଏହି ଯାଞ୍ଚ କରାଯାଉଥିବା ବେଳେ ଡିପିଆର ପ୍ରସ୍ତୁତ ପାଇଁ ଏହି ପ୍ରକ୍ରିୟା ଜାରି ରହିଛି । ୩୦ଫୁଟ ତଳୁ ମାଟିର ନମୁନା ସଂଗ୍ରହ କରାଯାଉଛି । ସର୍ବନିମ୍ନ ସମୟସୀମା ମଧ୍ୟରେ ରୋଡ ମ୍ୟାପ୍Continue reading “ଆଗଇଲ ଭବନଶୱର-କଟକ ମଟର ରଳ ପରକଳପ କମ : ଫଟ ତଳ ସଗରହ କରଯଉଛ ମଟ”
ଓଟପ ସୟର ମମଲ : ଅଭଯକତ ଅଭଜତର ପରତକରୟ; ମ ନରଦଦଶ କରଟର ସବ ପରମଣତ ହବ
କନକ ବ୍ୟୁରୋ : ଓଟିପି ସେୟାରିଂ ମାମଲାରେ ଏଟିଏସର ପଚରାଉଚରା । ଅଭିଯୁକ୍ତ ଅଭିଜିତର ପ୍ରତିକ୍ରିୟା । କହିଲେ ମୋତେ ଫସାଇ ଦିଆଯାଇଛି । ମୁଁ ନିର୍ଦ୍ଦୋଶ, କୋର୍ଟରେ ସବୁ ପ୍ରମାଣିତ ହେବ । ଡାନିଶ କିଏ ମୁଁ ଜାଣିନି । ଗତକାଲିଠାରୁ ଏଟିଏସର ତିନି ଜଣିଆ ଟିମ୍ ଅଭିଜିତକୁ ପଚରାଉଚରା କରୁଛନ୍ତି । ଗିରଫ ଅଭିଜିତର ପାକିସ୍ତାନ, ଆଇଏସଆଇ ଓ ନାଇଜେରିଆ ଲିଙ୍କ ସାମ୍ନାକୁ ଆସିଛି । ତେଣୁ ଆତଙ୍କୀଙ୍କ ସହ ସଂପର୍କ ସନ୍ଦେହରେ ଗୁଡେଇContinue reading “ଓଟପ ସୟର ମମଲ : ଅଭଯକତ ଅଭଜତର ପରତକରୟ; ମ ନରଦଦଶ କରଟର ସବ ପରମଣତ ହବ”
ମଟରକ ସରଟଫକଟ ସଶଧନ ପଇ ଭଡ : ଧଡ଼ର ବୟଗ ରଖ ଛଡ଼ ହଲ ଅଭଭବକ
କନକ ବ୍ୟୁରୋ : ମାଟ୍ରିକ୍ ସାର୍ଟିଫିକେଟ୍ ସଂଶୋଧନ ପାଇଁ କଟକ ବୋର୍ଡ଼ ଅଫିସରେ ଭିଡ । ଧାଡ଼ିରେ ବ୍ୟାଗ ରଖି ଅଭିଭାବକ ଛିଡ଼ାହୋଇଥିବାର ଦେଖିବାକୁ ମିଳିଛି । ହେଲେ ଖରାରୁ ରକ୍ଷା ପାଇବା ପାଇଁ ଏଠାରେ କୌଣସି ବ୍ୟବସ୍ଥା ନଥିବାରୁ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି । ମାଟ୍ରିକ୍ ସାର୍ଟିଫିକେଟରେ ଥିବା ତ୍ରୁଟି ସଂଶୋଧନ ପାଇଁ ଅଭିଭାବକମାନେ ବୋର୍ଡ ଅଫିସରେ ପହଞ୍ଚିଛନ୍ତି । ୧୪ ତାରିଖ ଶେଷ ତାରିଖ ଥିବାବେଳେ ଆଜି ୧୦ ତାରିଖ ହେଲାଣି ।Continue reading “ମଟରକ ସରଟଫକଟ ସଶଧନ ପଇ ଭଡ : ଧଡ଼ର ବୟଗ ରଖ ଛଡ଼ ହଲ ଅଭଭବକ”
ବଢ଼ଛ କନଦର ମନତରମଣଡଳ ଅଦଳବଦଳର ଚରଚଚ : ଓଡ଼ଶର ମନତର ବଦ ପଡ଼ବ ଆଶଙକ; ନଆ ଚହରଙକ ନଇ ବଢଛ ଚରଚଚ
କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ବଦଳିପାରେ ମୋଦୀ ମନ୍ତ୍ରମଣ୍ଡଳ । ଏହି ଚର୍ଚ୍ଚା ଭିତରେ ଓଡିଶାର ତିନି ମନ୍ତ୍ରୀ ବାଦ୍ ପଡିବା ନେଇ ମଧ୍ୟ ଚର୍ଚ୍ଚା ବଢିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ୱବ ଓ ବିଶ୍ୱେଶର ଟୁଡୁ ବାଦ ପଡିପାରନ୍ତି । ଆଉ ନୂଆ ମୁହଁ ଭାବେ ଜୁଏଲ ଓରାମ, ସୁରେଶ ପୂଜାରୀ ଏବଂ ସଙ୍ଗୀତା ସିଂଦେଓଙ୍କ ନାମ ଚର୍ଚ୍ଚା ହେଉଛି । ତେବେContinue reading “ବଢ଼ଛ କନଦର ମନତରମଣଡଳ ଅଦଳବଦଳର ଚରଚଚ : ଓଡ଼ଶର ମନତର ବଦ ପଡ଼ବ ଆଶଙକ; ନଆ ଚହରଙକ ନଇ ବଢଛ ଚରଚଚ”