ଓଡଶର ଖଣ ଉପର ଆନଧରର ଆଖ : ରପରଟ ସରବଜନନ ପର ସମନକ ଆସଲ ସତ

କନକ ବ୍ୟୁରୋ : ଓଡ଼ିଶାର ସୀମାନ୍ତ ଗାଁକୁ ଅକ୍ତିଆର କରିବା ପାଇଁ ନୂଆ ରଣନୀତି ଅନୁସାରେ ଅଭିଯାନକୁ ଜୋରଦାର କରିଛି ଆନ୍ଧ୍ର । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ରାଇପାହାଡ ଗାଁରେ । ଲୋକଙ୍କୁ ପ୍ରଭାବିତ ତଥା ପ୍ରଲୋଭିତ କରିବା ପାଇଁ ତତ୍ପର ହୋଇଛନ୍ତି ଆନ୍ଧ୍ର ଅଧିକାରୀ । ୨୦୧୮ ମସିହାରେ ଆନ୍ଧ୍ରପ୍ରଦେଶ ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ପକ୍ଷରୁ ରାଇପାହାଡ ଓ ଆଖପାଖ ଅଞ୍ଚଳରେ ସର୍ଭେ କରାଯାଇଥିଲା । ସର୍ଭେContinue reading “ଓଡଶର ଖଣ ଉପର ଆନଧରର ଆଖ : ରପରଟ ସରବଜନନ ପର ସମନକ ଆସଲ ସତ”

ଶରଦଙକ ଛଡଛନତ ଅଜତଙକ ହତ ଧରଛନତ ମହରଷଟରର ଧର ଧର ବଢଛ ଅଜତଙକ ପୱର ଗଷଠ ବଦଳଉଛନତ ଏନସପ ବଧୟକ

କନକ ବ୍ୟୁରୋ: ଶରଦ ପାୱାରଙ୍କ ସହ ବିଦ୍ରୋହ ପରେ ଏବେ ଧୀରେ ଧୀରେ ବଢିବାକୁ ଲାଗୁଛି ଅଜିତ୍ ପାୱାରଙ୍କ ପାୱାର । ମହାରାଷ୍ଟ୍ରରେ ଏବେ ବିଧାୟକଙ୍କ ଅଦଳବଦଳ ଚାଲିଥିବାବେଳେ, ଅଜିତଙ୍କ ଗୋଷ୍ଠୀ ଧୀରେ ଧୀରେ ଆହୁରି ଅଧିକ ଶକ୍ତିଶାଳୀ ହେଉଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ ଶରଦ ପାୱାର ନିଜ ବିଦ୍ରୋହୀ ବିଧାୟକଙ୍କୁ ଦଳକୁ ଫେରାଇ ଆଣିବାକୁ ଚେଷ୍ଟା ଚଳାଇଥିବାବେଳେ, ଅନ୍ୟପଟେ ଶରଦଙ୍କ ଗୋଷ୍ଠୀର ଜଣକ ପରେ ଜଣେ ନେତା ଅଜିତଙ୍କୁ ସମର୍ଥନ ଦେବାରେ ଲାଗିଛନ୍ତିContinue reading “ଶରଦଙକ ଛଡଛନତ ଅଜତଙକ ହତ ଧରଛନତ ମହରଷଟରର ଧର ଧର ବଢଛ ଅଜତଙକ ପୱର ଗଷଠ ବଦଳଉଛନତ ଏନସପ ବଧୟକ”

ଫଭଟ-ଟ ସଚବ ଭ.କ ପଣଡଆନଙକ ଅନଗଳ ତଳଚର ଗସତ : କଳ ପଷକ ପନଧ ଗ-ବୟକ ନର ଦଲ ବଜପ କରମ

କନକ ବ୍ୟୁରୋ : ଦିନିକିଆ ଅନୁଗୁଳ ଗସ୍ତରେ ଫାଇଭ-ଟି ସଚିବ । ହିଙ୍ଗୁଳା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ମନ୍ଦିରର ବିକାଶ ଉପରେ ମନ୍ଦିର ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ସଚିବ ଭି.କେ ପାଣ୍ଡିଆନ୍ ଆଲୋଚନା କରିଛନ୍ତି । ଏହି ଅବସରରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ଅନ୍ୟପଟେ ତାଳଚେର ବିଜେପି ୫ଟି ସଚିବଙ୍କ ଗସ୍ତକୁ ଜୋରଦାର ବିରୋଧ କରିଛି । ତାଳଚେରର ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀContinue reading “ଫଭଟ-ଟ ସଚବ ଭ.କ ପଣଡଆନଙକ ଅନଗଳ ତଳଚର ଗସତ : କଳ ପଷକ ପନଧ ଗ-ବୟକ ନର ଦଲ ବଜପ କରମ”

ପରଧନମନତର ମଦଙକ ଫରନସ ଗସତର ଆସପର ଖସ ଖବର ବଢବ ଭରତୟ ନସନର ବଳ ଭରତୟ ନସନକ ମଳବ ଟ ରଫଲ-ଏମ ଫଇଟର ଜଟ

କନକ ବ୍ୟୁରୋ: ପୁଣି ବଢିବ ଭାରତୀୟ ନୌସେନାର ବଳ । ଡରିବେ ଭାରତର ପଡୋଶୀ ଶତ୍ରୁ । ଗତ କିଛି ବର୍ଷ ଧରି ସୀମାରେ ଆହୁରି ସଶକ୍ତ ହେଉଥିବା ଭାରତୀୟ ନୌସେନାର ବଳ ଆହୁରି ଅଧିକ ବଢିବାକୁ ଯାଉଛି । ଆଇଏନଏସ୍ ବିକ୍ରାନ୍ତ ପାଇଁ ଫ୍ରାନ୍ସରୁ ଆସିବାକୁ ଯାଉଛି ଆଉ ୨୬ଟି ରାଫେଲ ବିମାନ । ସମ୍ଭବତଃ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ବେଳେ ଏହି ଚୁକ୍ତିକୁ ଗ୍ରୀନ୍ ସିଗନାଲ ମିଳିପାରେ ବୋଲି କୁହାଯାଉଛି । ଜାତୀୟContinue reading “ପରଧନମନତର ମଦଙକ ଫରନସ ଗସତର ଆସପର ଖସ ଖବର ବଢବ ଭରତୟ ନସନର ବଳ ଭରତୟ ନସନକ ମଳବ ଟ ରଫଲ-ଏମ ଫଇଟର ଜଟ”

ଓଟପ ସୟର ସକମ ମମଲ : ଖବଶଘର ଏନଆଇଏ ଓ ଆଇବ ଓଡ଼ଶ ଆସ ଅଭଯକତକ କରବ ପଚରଉଚର

କନକ ବ୍ୟୁରୋ : ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାରେ ଖୋଲିବ ପାକିସ୍ତାନ ଆଇଏସ୍ଆଇ ଏଜେଣ୍ଟଙ୍କ ସହ ଆର୍ଥିକ କାରବାରର ଲିଙ୍କ । ଭୁବନେଶ୍ୱରରେ ଅଭିଯୁକ୍ତ ଅଭିଜିତକୁ ଜେରା କରୁଛି ମହାରାଷ୍ଟ୍ର ଏଟିଏସ୍ । ଗତକାଲିଠାରୁ ଏଟିଏସର ତିନି ଜଣିଆ ଟିମ୍ ଅଭିଜିତକୁ ପଚରାଉଚରା କରୁଛନ୍ତି । ଗିରଫ ଅଭିଜିତର ପାକିସ୍ତାନ, ଆଇଏସଆଇ ଓ ନାଇଜେରିଆ ଲିଙ୍କ ସାମ୍ନାକୁ ଆସିଛି । ତେଣୁ ଆତଙ୍କୀଙ୍କ ସହ ସମ୍ପର୍କ ସନ୍ଦେହରେ ଗୁଡେଇ ତୁଡେଇ ପଚରା ଉଚରା କରାଯାଉଛିContinue reading “ଓଟପ ସୟର ସକମ ମମଲ : ଖବଶଘର ଏନଆଇଏ ଓ ଆଇବ ଓଡ଼ଶ ଆସ ଅଭଯକତକ କରବ ପଚରଉଚର”

ମଲକନଗର ଚମପଖର ନକଟର ଦରଘଟଣ : ବଇକ ମହମହ ଧକକ; ଡଭଏଫ ଯବନ ମତ

କନକ ବ୍ୟୁରୋ : ମାଲକାନଗିରି ଚମ୍ପାଖାରୀ ନିକଟରେ ଦୁର୍ଘଟଣା । ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏଥିରେ ଡିଭିଏଫ ଯବାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ ବାଇକ ଆରୋହୀଙ୍କ ଅବସ୍ଥା ଗୁରୁତର ରହିଛି । ମୃତ ଯବାନ ଜଣଙ୍କ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ବୋଦ୍ରାପାଲି ଗ୍ରାମର ବିଶ୍ବନାଥ ମାଡକାମୀ। ସୂଚନା ଅନୁଯାୟୀ, ରବିବାର ରାତି ୧୦ଟା ବେଳେ ଡିଭିଏଫ୍ ଯବାନ ବିଶ୍ବନାଥ ବାଇକରେ ଏକୁଟିଆ ଡିଉଟି କରିବା ପାଇଁ ଘରୁ ମାଲକାନଗିରିକୁContinue reading “ମଲକନଗର ଚମପଖର ନକଟର ଦରଘଟଣ : ବଇକ ମହମହ ଧକକ; ଡଭଏଫ ଯବନ ମତ”

ଭରତର ଗପତ ତଥୟ ସଗରହ ପଇ ପକସତନ ବଛଇଛ ହନଟରପର ଜଲ : ରୱଲପଣଡର ସନଦର ଯବତଙକ ତଲମ ଦଉଛ ଆଇ.ଏସ.ଆଇ ଓଡ଼ଶ ଯଏ ଲମବଛ ଚର

କନକ ବ୍ୟୁରୋ : ପାକିସ୍ତାନୀ ଏଜେଣ୍ଟଙ୍କୁ ପ୍ରତିରକ୍ଷା ବାହିନୀର ଗୋପନ ତଥ୍ୟ ପ୍ରଦାନ କରିବା ମାମଲାରେ ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ଏଟିଏସ୍ । ପାକିସ୍ତାନର ଜଣେ ମହିଳା ଏଜେଂଟ ପ୍ରଦୀପଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ପ୍ରଦୀପ ତାଙ୍କ ସହିତ ହ୍ୱାଟ୍ସଆପ୍, ଭଏସ୍ କଲ ଓ ଭିଡିଓ କଲ ମାଧ୍ୟମରେ କଥାବାର୍ତ୍ତା କରିଥିଲେ । ମହିଳା ଜଣଙ୍କ ତାଙ୍କ ପରିଚୟ ଜାରା ଦାସଗୁପ୍ତା ବୋଲି ଦେଇଥିଲେ । ସେ ବ୍ରିଟେନରContinue reading “ଭରତର ଗପତ ତଥୟ ସଗରହ ପଇ ପକସତନ ବଛଇଛ ହନଟରପର ଜଲ : ରୱଲପଣଡର ସନଦର ଯବତଙକ ତଲମ ଦଉଛ ଆଇ.ଏସ.ଆଇ ଓଡ଼ଶ ଯଏ ଲମବଛ ଚର”

ପରଥମକ ସୱସଥୟକନଦରକ ଗଷଠ ସୱସଥୟକନଦର ଦବ : ବଗନଆଠର ଜତୟ ରଜପଥ ଅବରଧ

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବିରେ ସ୍ୱାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟିର ବନ୍ଦ ପାଳନ । ୫୦ ଦିନର ଗଣ ସତ୍ୟାଗ୍ରହ ପରେ ରାଜରାସ୍ତାକୁ ଓହ୍ଲାଇଛି କ୍ରିୟାନୁଷ୍ଠାନ କମିଟି । ବେଗୁନିଆବାସୀ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ବନ୍ଦ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୋକାନ ବଜାର ବନ୍ଦ ହୋଇଥିବା ବେଳେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ୍ ହୋଇଛିContinue reading “ପରଥମକ ସୱସଥୟକନଦରକ ଗଷଠ ସୱସଥୟକନଦର ଦବ : ବଗନଆଠର ଜତୟ ରଜପଥ ଅବରଧ”

ବରଷର ବହଲ ଉତତର ଭରତ : ବଭନନ ସଥନର ମଟ ଅତଡ଼ ଖସବର ଯଗଯଗ ବଛନନ; ରଜୟର ଜଣଙକ ମତୟ

କନକ ବ୍ୟୁରୋ : ବର୍ଷାରେ ବେହାଲ ଉତ୍ତର-ପଶ୍ଚିମ ଭାରତର ଅନେକ ରାଜ୍ୟ । ଲଗାତର ଦୁଇ ଦିନ ଧରି ପ୍ରବଳ ବର୍ଷା ପରେ ଏବେ ବନ୍ୟା ସ୍ଥିତି ଉପୁଜିଛି । ବନ୍ୟା ଯୋଗୁଁ କେଉଁଠି ମାଟି ଅତଡା ଖସିଯିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି ତ ଆଉ କେଉଁଠି ଲୋକେ ପାଣି ଘେରରେ ଫସି ରହିଛନ୍ତି । ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ପଞ୍ଜାବର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ।Continue reading “ବରଷର ବହଲ ଉତତର ଭରତ : ବଭନନ ସଥନର ମଟ ଅତଡ଼ ଖସବର ଯଗଯଗ ବଛନନ; ରଜୟର ଜଣଙକ ମତୟ”

ଅଜତ ପୱରଙକ ଏଣଟର ପର ମହରଷଟରର ପୱର ପଲଟକସ ଅରଥ ମନତରଳୟକ ନଇ ଛଡନ ଅଙକ? କଏ ହବ ମହରଷଟରର ଅରଥମନତର?

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଘମାସନ ଭିତରେ ପାୱାର ପଲିଟିକ୍ସର ଗେମ୍ ଦେଖିବାକୁ ମିଳିଛି । ବର୍ତ୍ତମାନ ମହାରାଷ୍ଟ୍ର ସରକାରରେ ଅଜିତ ପାୱାରଙ୍କ ଏଣ୍ଟ୍ରି ହେଇସାରିଥିବାବେଳେ, ଏବେ ବିଭାଗ ବଣ୍ଟାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କେଉଁ ନେତା କେଉଁ ବିଭାଗ ପାଇବେ? କାହାକୁ କେଉଁ ବିଭାଗ ମିଳିବ? ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଇଛି । ହେଲେ ଏହାରି ଭିତରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ କାହାକୁ ମିଳିବ, ସେContinue reading “ଅଜତ ପୱରଙକ ଏଣଟର ପର ମହରଷଟରର ପୱର ପଲଟକସ ଅରଥ ମନତରଳୟକ ନଇ ଛଡନ ଅଙକ? କଏ ହବ ମହରଷଟରର ଅରଥମନତର?”

Design a site like this with WordPress.com
Get started