କନକ ବ୍ୟୁରୋ : ଅଭିଯୁକ୍ତକୁ କାବୁ କରିବାକୁ ଯାଇ ହଟହଟା ହେଲେ ନୟାଗଡ଼ ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ । ଅଭିଯୁକ୍ତକୁ ଧରିବା ପରିବର୍ତ୍ତେ ଓଲଟା ଅଭିଯୁକ୍ତ ଥାନା ଅଧିକାରୀଙ୍କୁ କାବୁ କରି ନେଇଥିଲା । ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ବିନା ୟୁନିଫର୍ମରେ ବାଇକ୍ ଯୋଗେ କନେଷ୍ଟବଳଙ୍କୁ ନେଇ ଗାଁକୁ ଯାଇଥିଲେ । ସେଠାରେ ଅଭିଯୋଗ ହୋଇଥିବା ଯୁବକଙ୍କୁ ଡାକି ପଚରାଉଚରା କରିବା ପରେ ସେ ଓ ତାଙ୍କ ପରିବାର ଉତ୍ତ୍ୟକ୍ତ ହୋଇପଡ଼ିଥିଲେContinue reading “ଅପରଧକ ଧରବକ ସଦ ପଷକର ଯଇ ଥନ ଅଧକର ହଟହଟ : ମଡ ବସଲ ଅଭଯକତ ଠଙଗର ପଟଲ ପରବର ଲକ”
Tag Archives: News
ରତର ଶଇଥବ ବଳ କଉଡଆଙକ ମତୟ : ପରସଦଧ ଶବପଠ ଝଡଶୱର ମନଦରର ଅଭବନୟ ଘଟଣ
କନକ ବ୍ୟୁରୋ : ରାତିରେ ଶୋଇଥିବା ବେଳେ କାଉଡିଆଙ୍କ ମୃତ୍ୟୁ । ଦେବଗଡରେ ପ୍ରସିଦ୍ଧ ଶୈବପୀଠ ଝାଡେଶ୍ୱର ମନ୍ଦିରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଯେତେବେଳେ ଶୈବପୀଠରେ କାଉଡିଆ ଜଳଲାଗି କରି ବମ୍ ହର ହର ବମ ମନ୍ତ୍ର ଉଚାରଣ କରୁଛନ୍ତି । ସେହି ସମୟରେ ଜଣେ କାଉଡିଆଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଦେଓଝରଣ ଗାଁର ବିଭୂତି ବେହେରା । ରାତିରେ ମନ୍ଦିର ମଣ୍ଡପରେ ଅନ୍ୟମାନଙ୍କContinue reading “ରତର ଶଇଥବ ବଳ କଉଡଆଙକ ମତୟ : ପରସଦଧ ଶବପଠ ଝଡଶୱର ମନଦରର ଅଭବନୟ ଘଟଣ”
ଉତତର ଭରତର ପରବଳ ବରଷ ଦଲଲ ନଏଡ ଓ ଗଜଆବଦର ବନଦ ରହବ ସକଲ ସକଲକ ନଟସ ପଠଇଲ ଦଲଲ ସରକର
କନକ ବ୍ୟୁରୋ: ଉତ୍ତର ଭାରତରେ ଜଳପ୍ରଳୟ । ଭାରି ବର୍ଷା କାରଣରୁ ଦିଲ୍ଲୀ ଏବଂ ଏନସିଆରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି । ତେବେ ବର୍ଷା ଏବଂ ଜଳବନ୍ଦୀ ସମସ୍ୟାକୁ ଦେଖି ଗୁରୁଗ୍ରାମ ଏବଂ ନୋଏଡାର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ କିଛି ପ୍ରାଇଭେଟ୍ କମ୍ପାନୀ ମଧ୍ୟ ନିଜ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । #WATCH | Delhi: Water levelContinue reading “ଉତତର ଭରତର ପରବଳ ବରଷ ଦଲଲ ନଏଡ ଓ ଗଜଆବଦର ବନଦ ରହବ ସକଲ ସକଲକ ନଟସ ପଠଇଲ ଦଲଲ ସରକର”
କରସରର ବଲଷଟ ବଳ ଅଘଟଣ : ଫଟଯବ ବଳ ଘର ଉପର ପଡ଼ଛ ବଡ଼ ବଡ଼ ପଥର ଖଣଡ; ବଦ ପଡ଼ନ ସକଲ ସଥନୟ ଅଞଚଳର ଉତତଜନ
କନକ ବ୍ୟୁରୋ : କେନ୍ଦୁଝର ପାଟଣା ବ୍ଲକ ଅଙ୍କୁରା ଗାଁରେ କ୍ରସରରେ ବ୍ଲାଷ୍ଟିଂ ବେଳେ ଅଘଟଣ । ଘର ଉପରକୁ ଛିଟକି ପଡିଲା ପଥର ଖଣ୍ଡ । ଜଣଙ୍କର ଘର ଭାଙ୍ଗିଯିବା ସହ ୫ ଜଣଙ୍କ ଘରର କାନ୍ଥ ଫାଟି ଯାଇଛି । ପଥର ଖଣ୍ଡ ନିକଟରେ ଥିବା ସ୍କୁଲରେ ମଧ୍ୟ ପଡୁଛି । ଯାହାକୁ ନେଇ ଅଙ୍କୁରା ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି । ଦୁର୍ଗା କନଷ୍ଟ୍ରକ୍ସନ୍ କ୍ରସରର ୨ ଜଣ କର୍ମଚାରୀଙ୍କୁ ଗାଁଲୋକେ ଅଟକContinue reading “କରସରର ବଲଷଟ ବଳ ଅଘଟଣ : ଫଟଯବ ବଳ ଘର ଉପର ପଡ଼ଛ ବଡ଼ ବଡ଼ ପଥର ଖଣଡ; ବଦ ପଡ଼ନ ସକଲ ସଥନୟ ଅଞଚଳର ଉତତଜନ”
ଗ ଦଣଡର ମହଳ ଓ ପରଷଙକ ମଧୟର ଖଣଡଯଦଧ : ଦଇ ଗଷଠ ପରସପରକ ଗଡଇ ଗଡଇ ପଟପଟ ହବର ଦଶୟ କୟମରର ହଲ କଏଦ
କନକ ବ୍ୟୁରୋ : ଗାଁ ଦାଣ୍ଡରେ ଫିଲ୍ମ ଷ୍ଟାଇଲରେ ଗଣ୍ଡଗୋଳ । ଜମିଜମା ବିବାଦକୁ ନେଇ ଗାଁ ମଝିରେ ଉଡିଲା ଇଟା, ପଥର ବୁଲିଲା ବାଡି । ମହିଳା ଓ ପୁରୁଷଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ । କାହା ହାତରେ ପଥର ତ କାହା ହାତରେ ବାଡି । ଗୋଡାଇ ଗୋଡାଇ ପିଟା ପିଟା ହେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପୁରୀ ଜିଲ୍ଲା ଡେଲାଙ୍କ ବ୍ଲକ ହରିପୁର ଗାଁରେ ଜମିଜମା ବିବାଦରୁ ହୋଇଥିବା ଖଣ୍ଡଯୁଦ୍ଧରContinue reading “ଗ ଦଣଡର ମହଳ ଓ ପରଷଙକ ମଧୟର ଖଣଡଯଦଧ : ଦଇ ଗଷଠ ପରସପରକ ଗଡଇ ଗଡଇ ପଟପଟ ହବର ଦଶୟ କୟମରର ହଲ କଏଦ”
ରଜୟର ବୟପଛ ଭଇରଲ ଜୱର ସଙଗକ ଆଖଧର ସକରମଣ : ହସପଟଲର ରଗଙକ ଲମବ ଲଇନ; ଆଖଧର ଔଷଧ ଓ କଳ ଚଷମର ଚହଦ ବଦଧ
କନକ ବ୍ୟୁରୋ : ଘରକୁ ଘର ଆଖିଧରା ସଂକ୍ରମଣ ବ୍ୟାପିବାରେ ଲାଗିଛି । ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ଏହି ଆଖିଧରା ସଂକ୍ରମଣ ବ୍ୟାପିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ସ୍ଥିତି ଏପରି ଯେ ଯାହାକୁ ଦେଖିବ ତାର ଆଖି ନାଲି । କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୬୦ରୁ ଅଧିକ ଆଖିଧରା ରୋଗୀ ଚିକିତ୍ସା ପାଇଁ ଆସୁଥିବାର ସୂଚନା ରହିଛି । ଏହି ଆଖିଧରା ସଂକ୍ରମଣରେ ଛୋଟ ଛୁଆ ମଧ୍ୟ ସାମିଲ ହୋଇଥିବା ସୂଚନାContinue reading “ରଜୟର ବୟପଛ ଭଇରଲ ଜୱର ସଙଗକ ଆଖଧର ସକରମଣ : ହସପଟଲର ରଗଙକ ଲମବ ଲଇନ; ଆଖଧର ଔଷଧ ଓ କଳ ଚଷମର ଚହଦ ବଦଧ”
ସଧରଣ ନରବଚନ ପରସତତ : ର ଦଲଲର ବଜପ ନତତୱଧନ ଏନଡଏର ବଠକ; ବହରର ଦଳର ନତ ସମଲ ହବ ସମଭବନ
କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହେଲା ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରସ୍ତୁତି । ୧୮ ତାରିଖରେ ଦିଲ୍ଲୀରେ ଏହି ବୈଠକ ବସିବ । ବିରୋଧୀ ଏକାଠି ହୋଇ ପାଟନା ପରେ ଏବେ ବେଙ୍ଗାଲୁରୁରେ ବୈଠକ କରିବାକୁ ଯାଉଛନ୍ତି । ଆଉ ଏହାରି ଭିତରେ ଏନଡିଏ ମଧ୍ୟ ବୈଠକ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଯେଉଁମାନେ ୨୦୧୪ ପରେ ବିଭିନ୍ନ କାରଣ ପାଇଁ ଏନଡିଏରୁ ଓହରିଯାଇଥିଲେ ସେହି ସବୁ ଦଳକୁୁ ଏନଡିଏକୁContinue reading “ସଧରଣ ନରବଚନ ପରସତତ : ର ଦଲଲର ବଜପ ନତତୱଧନ ଏନଡଏର ବଠକ; ବହରର ଦଳର ନତ ସମଲ ହବ ସମଭବନ”
ରଜୟର ପରବଳ ବରଷ ସମଭବନ : ଆଜ ଜଲଲକ ୟଲ ୱରଣଣ ଜର
କନକ ବ୍ୟୁରୋ : ଆଜି ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜିଠୁ ଆସନ୍ତାକାଲି ସକାଳ ଯାଏଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷାContinue reading “ରଜୟର ପରବଳ ବରଷ ସମଭବନ : ଆଜ ଜଲଲକ ୟଲ ୱରଣଣ ଜର”
ପଶଚମବଙଗର ବଥର ଆଜ ସନ ନରବଚନ : ପଞଚୟତ ଭଟ ବଳ ହସକଣଡ ପର ପଣ ମତଦନ ପଇ ରଜୟ ନରବଚନ ଅଧକରଙକ ନଷପତତ
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଶନିବାର ହୋଇଥିବା ପଂଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ପରେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଆଜି ପୁଣି ହିଂସାକାଣ୍ଡ ଘଟିଥିବା ୬୦୪ ବୁଥରେ ସାନି ନିର୍ବାଚନ ହେବ । ନଦିଆ ପୁରଲିଆ, ମାଲଦା, ମୁର୍ଶିଦାବାଦ, ବୀରଭୂମି, ଜଲପାଇଗୁଡି, ଉତର-୨୪ ପ୍ରଗଣା ଓ ଦକ୍ଷିଣ ୨୪ ପ୍ରଗଣାରେ ଆଜି ପୁଣି ଭୋଟ ଗ୍ରହଣ କରାଯିବ । ମୁର୍ଶିଦାବାଦରେ ସର୍ବାଧିକ ୧୭୫ ବୁଥରେ ଭୋଟ ଗ୍ରହଣ ହେବ । ସେହିପରିContinue reading “ପଶଚମବଙଗର ବଥର ଆଜ ସନ ନରବଚନ : ପଞଚୟତ ଭଟ ବଳ ହସକଣଡ ପର ପଣ ମତଦନ ପଇ ରଜୟ ନରବଚନ ଅଧକରଙକ ନଷପତତ”
ଆଜ ଶରବଣର ପରଥମ ସମବର : ମହଦବଙକ ଜଳ ଲଗ କରବକ ବଭନନ ଶବପଠର କଉଡଆଙକ ଭଡ
କନକ ବ୍ୟୁରୋ : ଆଜି ଶ୍ରାବଣର ପ୍ରଥମ ସୋମବାର । ହଜାର ହଜାର ଭକ୍ତଙ୍କୁ ନେଇ ପୁରି ଉଠିବ ଏକାମ୍ର କ୍ଷେତ୍ର । ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମିବାରେ ଲାଗିଛି । କାନ୍ଧରେ କାଉଡ଼ି ଧରି କାଉଡ଼ିଆମାନେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚାବାରେ ଲାଗିଛନ୍ତି । ଏଥିପାଇଁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ। ଭୋର ୩ଟାରୁ ମନ୍ଦିର ଦ୍ୱାର ଫିଟା, ସାଢ଼େ ୩ଟାରେ ଆଳତି, ଅବକାଶ ନୀତି ପରେ ଭୋର ୪ଟା ସୁଦ୍ଧାContinue reading “ଆଜ ଶରବଣର ପରଥମ ସମବର : ମହଦବଙକ ଜଳ ଲଗ କରବକ ବଭନନ ଶବପଠର କଉଡଆଙକ ଭଡ”