କନକ ବ୍ୟୁରୋ : ଭୁବନେଶ୍ୱର ମଞ୍ଚେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ । ସରକାରୀ ଔଷଧ ଗୋଦାମରେ ଅଗ୍ନିକାଣ୍ଡ । ନିଆଁ ଏତେ ଭୟଙ୍କର ଥିଲା ଯେ, ଗୋଦାମରେ ଥିବା ସବୁ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ସୂଚନାନୁସାରେ ମହିନ୍ଦ୍ରା ସୋ’ରୁମ ପଛରେ ଥିବା ସେକ୍ଟର-ଏ ରେ ଥିବା ଏହି ଔଷଧ ଗୋଦାମରେ ରାତି ପ୍ରାୟ ୧୧ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ପ୍ରଥମେ ଚାଉଳ ଗୋଦାମରେ ନିଆଁ ଲାଗିଛି ବୋଲି ପ୍ରଚାର ହୋଇଥିଲା । ମାତ୍ର ପରେContinue reading “ମଞଚଶୱରର ଭୟବହ ଅଗନକଣଡ : ସରକର ଔଷଧ ଗଦମର ନଆ; ଅଧଘଣଟର ଜଳପଡ ସବ ପଉଶ”
Tag Archives: News
କଳହଣଡ ଜୟପଟଣର ପଥର ଖସ ଗଲ ଜବନ: ତଳ ବସ ବଶରମ ନଉଥବ ବଳ ଖସଲ ବଡ଼ ପଥର ଖଣଡ
କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଂଚଳରେ ପଥର ଖସି ୨ ଜଣ ଶ୍ରମିକଙ୍କ ଜୀବନ ଯାଇଛି । ଅଲାଭଟା ଗାଁରେ ଥିବା ଡୁର୍କାଡଙ୍ଗରିରେ ଏହି ଅଘଟଣ ଘଟିଛି । ମେଟାଲ୍ ତିଆରି ପଥର ଫଟାଉଥିଲେ ଶ୍ରମିକ । ବର୍ଷା ହେବାରୁ ଡଙ୍ଗରି ତଳେ ବସିଥିଲେ ମୁକୁନ୍ଦ ପରାଭୋଇ ଓ ରାଜକୁମାରୀ ନାୟକ । ହଠାତ ସେମାନଙ୍କ ଉପରେ ଏକ ବଡ଼ ଖଣ୍ଡ ପଥର ଖସି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇContinue reading “କଳହଣଡ ଜୟପଟଣର ପଥର ଖସ ଗଲ ଜବନ: ତଳ ବସ ବଶରମ ନଉଥବ ବଳ ଖସଲ ବଡ଼ ପଥର ଖଣଡ”
ଆରବକ ଓ ବରଜଲଆନ ୟଲ ବରବନ କଫ ପର ଏବ ଚରଚଚର କରପଟର ଗରନ କଫ: ଗରନ ଟ ଭଳ ଗରନ କଫର ବଢ଼ଛ ଚହଦ
କନକ ବ୍ୟୁରୋ: ଚା’ କଫି ପିଇବା ପ୍ରାୟ ସମସ୍ତଙ୍କର ପସନ୍ଦ । ବ୍ୟସ୍ତବହୁଳ ଜୀବନ ଭିତରେ ଚା’ ଓ କଫି ପିଇ ଲୋକେ କିଛି ସମୟ ପାଇଁ ବ୍ରେକ୍ ନେଇଥାଆନ୍ତି । କେହି କେହି କୁହନ୍ତି ଚା’ ପିଇଲେ ମନକୁ ହାଲକା ଲାଗିଥାଏ । ଆଉ ସେଥିପାଇଁ କୋରାପୁଟ କଫିର ଚାହିଦା ବଜାରରେ ଢ଼େର ଅଧିକା ରହିଛି । ତେବେ ଗ୍ରୀନ୍ ଟି ଭଳି ଏବେ ଗ୍ରୀନ୍ କଫି ଲୋକଙ୍କ ପ୍ରଥମ ପାଲଟିଛି । ବିଶ୍ୱ ଦରବାରରେContinue reading “ଆରବକ ଓ ବରଜଲଆନ ୟଲ ବରବନ କଫ ପର ଏବ ଚରଚଚର କରପଟର ଗରନ କଫ: ଗରନ ଟ ଭଳ ଗରନ କଫର ବଢ଼ଛ ଚହଦ”
ଦଲଲ ଗଲ କଳହଣଡ ଆମବ: ନରଲ ଲଞଜଗଡ଼ ଭବନପଟଣ ଥଆମଳରମପର ବଲକର ଶହ ଟନ ଆମବ ପଠଇଛ ଓରମସ
କନକ ବ୍ୟୁରୋ: ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାରୁ ପ୍ରତିବର୍ଷ ପ୍ରଚୁର ପରିମାଣର ଆମ୍ବ ଉତ୍ପାଦନ ହୋଇଥାଏ । ହେଲେ ବିକ୍ରିବଟା ପାଇଁ ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଥାଏ ଚାଷୀ । କିନ୍ତୁ ଚଳିତ ବର୍ଷ ଓରମାସ ପକ୍ଷରୁ ଆମ୍ବ ବିକ୍ରି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଭିନ୍ନ କିଶମର ୩୦୦ ଟନ ଆମ୍ବ ଦିଲ୍ଲୀ ପଠାଇଛି ଓରମାସ । ଯାହା ଚାଷୀଙ୍କ ପାଇଁ ବେଶ ସହାୟକContinue reading “ଦଲଲ ଗଲ କଳହଣଡ ଆମବ: ନରଲ ଲଞଜଗଡ଼ ଭବନପଟଣ ଥଆମଳରମପର ବଲକର ଶହ ଟନ ଆମବ ପଠଇଛ ଓରମସ”
ବସତ ଆମବକଡଚ ଗ ମହଳଙକ ନଆର ଉଦୟମ: ଜଣ ମହଳ ଏକଠ ହଇ କରଛନତ ଗପଳନ
କନକ ବ୍ୟୁରୋ: ପର୍ବପର୍ବାଣୀ ହେଉ ଅବା ବାହାଘର । ସବୁଠି ମିଠାର ଆବଶ୍ୟକତା ପଡ଼ିଥାଏ । ଏମିତିକି କୌଣସି ଶୁଭ କାମରେ ମୁହଁ ମିଠା କରିବା ପାଇଁ ଦରକାର ପଡ଼ିଥାଏ ମିଠା । ତେଣୁ ଏହି ସବୁ ଚାହିଦାକୁ ନଜରରେ ରଖି ମିଠା ପ୍ରସ୍ତୁତ କରି କିଛି ରୋଜଗାର କରୁଛନ୍ତି ବାଲେଶ୍ୱର ବସ୍ତା ଅଂଚଳର ମହିଳା । ପର୍ବପର୍ବାଣୀ ହେଉ ଅବା ବାହାଘର । ସବୁଠି ମିଠାର ଆବଶ୍ୟକତା ପଡ଼ିଥାଏ । ଏମିତିକି କୌଣସି ଶୁଭ କାମରେContinue reading “ବସତ ଆମବକଡଚ ଗ ମହଳଙକ ନଆର ଉଦୟମ: ଜଣ ମହଳ ଏକଠ ହଇ କରଛନତ ଗପଳନ”
ଗଞଜଇ ବଦଳର ହଳଦ ଉତପଦନ କରଛନତ ସୱଭମନ ଅଞଚଳବସ: ପରଡୟସର ଗରପ ଗଠନ କର ଚଷଙକଠର ର ଟଙକ ଦରର ହଳଦ କଣଛନତ ଏସଚଏଜ ମହଳ
କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ । ଯେଉଁଠି ଦିନେ ମାଓବାଦୀଙ୍କ ରାଜୁତି ଚାଲୁଥିଲା । ଅପହଁଚ ଇଲାକାରେ କେବଳ ଟନ ଟନ ଗଂଜେଇ ଉତ୍ପାଦନ ହୋଉଥିଲା । ତେବେ ଗଂଜେଇ ବଦଳରେ ଏବେ ଅର୍ଥକାରୀ ଫସଲ ଉତ୍ପାଦନ କରୁଛନ୍ତି ସ୍ୱାଭିମାନ ଅଂଚଳବାସୀ । ଗତ କିଛି ବର୍ଷ ଧରି ଗଂଜେଇ ଛାଡି ଲୋକେ ସୁଂଆ, ବିରି, ମୁଗ ଆଦି ଚାଷ କରୁଥିବା ବେଳେ ଏବେ ହଳଦୀ ଚାଷ ପ୍ରତି ମନ ବଳାଇଛନ୍ତି ସ୍ୱାଭିମାନ ଅଂଚଳରContinue reading “ଗଞଜଇ ବଦଳର ହଳଦ ଉତପଦନ କରଛନତ ସୱଭମନ ଅଞଚଳବସ: ପରଡୟସର ଗରପ ଗଠନ କର ଚଷଙକଠର ର ଟଙକ ଦରର ହଳଦ କଣଛନତ ଏସଚଏଜ ମହଳ”
ରତ ପହଲ ଶରବଣର ପରଥମ ସମବର ମନଦର ପରଶସନ ପକଷର ନତ ନରଘଣଟ ସରକଷ ଦଷଟର କମଶନରଟ ପଲସର ବୟପକ ବୟବସଥ
କନକ ବ୍ୟୁରୋ: ରାତି ପାହିଲେ ଶ୍ରାବଣର ପ୍ରଥମ ସୋମବାର । ହଜାର ହଜାର ଭକ୍ତଙ୍କୁ ନେଇ ପୁରି ଉଠିବ ଏକାମ୍ରକ୍ଷେତ୍ର । ଚଳିତବର୍ଷ ଯୋଡ଼ା ଶ୍ରାବଣ ପଡ଼ୁଥିବାରୁ ଦୁଇ ମାସ ଧରି ଲାଗି ରହିବ ଶ୍ରାବଣର ଉତ୍ସାହ । ଏଥିପାଇଁ ଲିଙ୍କରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ । ଯୋଡ଼ା ମାସ ହୋଇଥିବାରୁ ୧୦ ତାରିଖ, ୧୭ ତାରିଖ ଏବଂ ଅଗଷ୍ଟ ମାସର ୨୧ ଏବଂ ୨୮ ତାରିଖ ଲିଙ୍କରାଜଙ୍କ ପାଖରେ ଜଳContinue reading “ରତ ପହଲ ଶରବଣର ପରଥମ ସମବର ମନଦର ପରଶସନ ପକଷର ନତ ନରଘଣଟ ସରକଷ ଦଷଟର କମଶନରଟ ପଲସର ବୟପକ ବୟବସଥ”
ଉତତର ଭରତ ରଜୟ ଗଡ଼କର ପରବଳର ଅତ ପରବଳ ବରଷ ଦଲଲର ବରଷର ରକରଡ ଭଙଗଲ ସରକର କରମଚରଙକ ଛଟ ବତଲ
କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ଉତ୍ତର ଭାରତରେ ଜଳ ପ୍ରଳୟ । ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ବନ୍ୟା ସ୍ଥିତି । ହିମାଚଳ ପ୍ରଦେଶରୁ ଆରମ୍ଭ କରି ପଞ୍ଜାବ ସବୁଠୁ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଯାଏଁ ବନ୍ୟା ୧୪ରୁ ଅଧିକଙ୍କ ଜୀବନ ନେଲାଣି । ଏନଡିଆରଏଫ ଉଦ୍ଧାରକାର୍ଯ୍ୟରେ ଲାଗିଛି । ସେପଟେ ଗୁଜରାଟର କେତେକ ଜାଗା ଓ ଆସାମରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛିContinue reading “ଉତତର ଭରତ ରଜୟ ଗଡ଼କର ପରବଳର ଅତ ପରବଳ ବରଷ ଦଲଲର ବରଷର ରକରଡ ଭଙଗଲ ସରକର କରମଚରଙକ ଛଟ ବତଲ”
ନନଦନକନନ ସହ ସଫରର ଫସଗଲ ବସ ଭୟଭତ ହଇପଡ଼ଲ ପରଯୟଟକ ସହଗଡକ କବ କର ଫଡ ଚମବରର ରଖଲ କରମଚର
କନକ ବ୍ୟୁରୋ: ନନ୍ଦନକାନନ ସିଂହ ସଫାରିରେ ଫସିଲା ବସ୍ । ଭୟଭୀତ ହୋଇପଡ଼ିଲେ ପର୍ଯ୍ୟଟକ । ପାଖାପାଖି ଘଣ୍ଟାଏ ପରେ ସବୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ସିଂହଗୁଡିକୁ କାବୁ କରି ଫିଡିଂ ଚାମ୍ବରରେ ରଖାଯିବା ପରେ ଅନ୍ୟ ଏକ ବସରେ ପର୍ଯ୍ୟଟକମାନଙ୍କୁ ବାହାରକୁ ଅଣାଯାଇଥିଲା । ଘଟଣାର ଯାଞ୍ଚ କରିବା ପାଇଁ ପ୍ରାଣୀ ଉଦ୍ୟାନର ସହକାରୀ ବନ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ । ନନ୍ଦନକାନନ ସିଂହ ସଫାରିରେ ଫସିଲା ବସ୍ ବସContinue reading “ନନଦନକନନ ସହ ସଫରର ଫସଗଲ ବସ ଭୟଭତ ହଇପଡ଼ଲ ପରଯୟଟକ ସହଗଡକ କବ କର ଫଡ ଚମବରର ରଖଲ କରମଚର”
ଶରଳ ମନଦର ଗରଭଗହକ ପରବଶ କରପରବନ ଅବବହତ ରଉଳ ସବକ ବରତ ହଇନଥବ ପଣଡ ସବକଙକ ପଇ ମଧୟ ଜର ହଲ କଟକଣ ମଝ ଦଉଳକ ମବଇଲ ମନ
କନକ ବ୍ୟୁରୋ: ଜଗତସିଂହପୁର ମା’ ଶାରଳାଙ୍କ ମନ୍ଦିର ପାଇଁ ଲାଗୁ ହୋଇଛି ନୂଆ କଟକଣା । ଗର୍ଭଗୃହକୁ ଅବିବାହିତ ରାଉଳ ସେବକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ବ୍ରତ ହୋଇନଥିବା ପଣ୍ଡା ସେବକଙ୍କ ପାଇଁ ମଧ୍ୟ ଜାରି ହୋଇଛି କଟକଣା । ଶୃଙ୍ଖଳିତ ମନ୍ଦିର ପରିଚଳନା ଏବଂ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସଂକ୍ରାନ୍ତରେ ୧୮ଟି ନିଷ୍ପତି ନିଆଯାଇଛି । ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ ନିଷେଧ କରାଯାଇଥିବା ବେଳେ ମା’ଙ୍କ ବିଗ୍ରହ ଫଟୋ ଉଠାଇବାContinue reading “ଶରଳ ମନଦର ଗରଭଗହକ ପରବଶ କରପରବନ ଅବବହତ ରଉଳ ସବକ ବରତ ହଇନଥବ ପଣଡ ସବକଙକ ପଇ ମଧୟ ଜର ହଲ କଟକଣ ମଝ ଦଉଳକ ମବଇଲ ମନ”