କନକ ବ୍ୟୁରୋ: ଶ୍ରାବଣ ମାସରେ ଚାଷୀଙ୍କୁ ତର ନଥାଏ । ଜମିରେ ପାଣି କାଦୁଅରେ କାମ କରୁଥାଏ ଚଷା ପୁଅ । ହେଲେ ଚଳିତ ବର୍ଷ ସେ ଚିତ୍ର ବଦଳିଯାଇଛି । ଶ୍ରାବଣରେ ଜମି ଶୁଖିଲା ପଡିଛି । ବର୍ଷାର ଲୁଚକାଳି ଖେଳ ଯୋଗୁଁ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି । ଆଉ ଚାଷୀ ଚାଷ କାମ କରିବା ଆଗରୁ ମରୁଡି ଚିନ୍ତାରେ ଘାଣ୍ଟି ହେଉଛନ୍ତି । ପୁରୀ, କଳାହାଣ୍ଡି, କେନ୍ଦ୍ରାପଡା । ରାଜ୍ୟର ତିନିContinue reading “ଶରବଣର ନହ ବରଷ ଫଟ ଆ କରଛ ଚଷ ଜମ ଉପକଳର ପଶଚମ ଓଡଶ ସବଆଡ ଚଷ କମର ବଧକ ସଜଛ ପଣ ନଅଣଟଆ ବରଷ ଯଗ ମରଡ ଆଶଙକର ଚଷ”
Tag Archives: News
ଦରଦମ ବଦଧର ଅଭନବ ପରତବଦ କଷମନତରଙକ ଘର ଆଗର ଶସତର ପରବ ବକଲ ଛତର କଗରସ ଉଭୟ କନଦର ଓ ରଜୟକ କଲ ଦୟ
କନକ ବ୍ୟୁରୋ: ଦରଦାମ ବୃଦ୍ଧି ଭିତରେ ଅଭିନବ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଦରବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରି ହାତରେ ପରିବା ଧରି ଶୋଭାଯାତ୍ରା କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । କୃଷିମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ବାସଭବନ ଆଗରେ ଶସ୍ତାରେ ପରିବା ବିକ୍ରି କରିଛନ୍ତି । ସାଧାରଣ ଲୋକ ବି ପରିବା କିଣୁଥିବା ଦେଖିବାକୁ ମିଳିଥିଲା । ରାଜ୍ୟରେ ଶୀତଳ ଭଣ୍ଡାର ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗContinue reading “ଦରଦମ ବଦଧର ଅଭନବ ପରତବଦ କଷମନତରଙକ ଘର ଆଗର ଶସତର ପରବ ବକଲ ଛତର କଗରସ ଉଭୟ କନଦର ଓ ରଜୟକ କଲ ଦୟ”
ଓଟପ ସକମର ପକସତନ ଲଙକର ହବ ପରଦଦଫଶ ଅଭଯକତ ଅଭଜତକ ପଚରଉଚର କଲ ମହରଷଟରର ଏଟଏସ ନଆଯଇପର ଏନଆଇଏ ଓ ଆଇବ ର ସହୟତ
କନକ ବ୍ୟୁରୋ: ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାରେ ଖୋଲିବ ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କ ସହ ଆର୍ଥିକ କାରବାରର ଲିଙ୍କ । ଅଭିଯୁକ୍ତ ଅଭିଜିତକୁ ଜେରା କରୁଛି ମହାରାଷ୍ଟ୍ର ଏଟିଏସ୍ । ଗିରଫ ଅଭିଜିତର ପାକିସ୍ତାନ, ଆଇଏସଆଇ ଓ ନାଇଜେରିଆ ଲିଙ୍କ ସାମ୍ନାକୁ ଆସିଛି । ତେଣୁ ଆତଙ୍କୀଙ୍କ ସହ ସଂପର୍କ ସନ୍ଦେହରେ ଏସିଟିଏଫ ଗୁଡେଇ ତୁଡେଇ ପଚରା ଉଚରା କରୁଛି । ଆବଶ୍ୟକ ହେଲେ ନିଆଯାଇପାରେ ଏନଆଇଏ ଓ ଆଇବିର ସହାୟତା । ଆତଙ୍କବାଦୀContinue reading “ଓଟପ ସକମର ପକସତନ ଲଙକର ହବ ପରଦଦଫଶ ଅଭଯକତ ଅଭଜତକ ପଚରଉଚର କଲ ମହରଷଟରର ଏଟଏସ ନଆଯଇପର ଏନଆଇଏ ଓ ଆଇବ ର ସହୟତ”
କହକ ଅଟକଛ ପଇକ ବଦରହ ସମରକ କମ ? ରଜୟ ସରକରଙକ ଉପର ବରଷଲ ବଜପ ସସକତ ମନତର କହଲ ଲକଙକ କରଯଉଛ ବଭରନତ
କନକ ବ୍ୟୁରୋ: ୨୦୧୭ରେ ଯେତେବେଳେ ପାଇକ ବିଦ୍ରୋହ ସ୍ମାରକୀର ପରିକଳ୍ପନା କରାଯାଇଥିଲା, ସେତେବେଳେ ସମଗ୍ର ଓଡିଆ ଜାତି ପାଇଁ ଗର୍ବର ବିଷୟ ହୋଇଥିଲା । ଆଉ ଯେତେବେଳେ ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ନିର୍ମାଣ ପାଇଁ ଯୋଜନା ହୋଇଥିଲା, ସେତେବେଳେ ନୂଆ ସମ୍ଭାବନା ସୃଷ୍ଟି ହୋଇଥିଲା । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ସହଯୋଗର ହାତ ବଢ଼ାଇଥିବାରୁ ଖୁବଶୀଘ୍ର ସ୍ମାରକୀର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲିContinue reading “କହକ ଅଟକଛ ପଇକ ବଦରହ ସମରକ କମ ? ରଜୟ ସରକରଙକ ଉପର ବରଷଲ ବଜପ ସସକତ ମନତର କହଲ ଲକଙକ କରଯଉଛ ବଭରନତ”
ବଧଡକ ଚଲଛ ପଡଏସ ଚଉଳ ହରଲଟ ସରକଷ କବଚ ସରଛ ଖଦୟ ଯଗଣ ବଭଗ ଲଟର
କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲାରେ ବେଧଡକ ଚାଲିଛି ପିଡିଏସ ଚାଉଳ ହରିଲୁଟ । ଖୋଦ୍ ଖାଦ୍ୟ ଯୋଗାଣ ବିଭାଗ ଲୁଟେରାଙ୍କ ସୁରକ୍ଷା କବଚ ସାଜି ସାହାଯ୍ୟ କରୁଥିବା ହୋଇଛି ଅଭିଯୋଗ । ଟ୍ରକ ଭର୍ତ୍ତି ଚାଉଳ ନିର୍ଦ୍ଦିଷ୍ଟ ସ୍ଥାନକୁ ପଠାଯାଉଥିବା ବେଳେ ଅନ୍ୟତ୍ର ଯାଇ ବିକ୍ରିି ହେଉଥିବା ଅଭିଯୋଗ ହୋଇଛି । ପ୍ରତିଦିନ ଚାଉଳ ହରିଲୁଟ ହୋଇଚାଲିଛି । ଧରାପଡିଗଲା ପରେ ମାମଲା ଥାନାକୁ ଯାଇଛି । ହେଲେ ସେଠାରେ ମଧ୍ୟ ମାମଲାର ଦଫା ରଫା କରିଦିଆଯାଉଥିବାContinue reading “ବଧଡକ ଚଲଛ ପଡଏସ ଚଉଳ ହରଲଟ ସରକଷ କବଚ ସରଛ ଖଦୟ ଯଗଣ ବଭଗ ଲଟର”
ଅନଧରର ବତଛ ଦବୟଙଗଙକ ଦନ ସହୟତ ଅପକଷର ପରବର
କନକ ବ୍ୟୁରୋ: ଢେଙ୍କାନାଳ ଜଗନ୍ନାଥପୁରର ଦିବ୍ୟାଙ୍ଗ ମହିଳା ମମିତା ମଲ୍ଲିକ । ଆଖିକୁ ଭଲ ଦିଶୁନାହିଁ । ଦୁଇ ପୁଅଙ୍କର ମଧ୍ୟ ସମାନ ଅବସ୍ଥା । ଅନ୍ୟର ସାହାରାରେ ଏମାନେ ବାଟଚାଲନ୍ତି । କିଛି ବର୍ଷ ତଳେ ସ୍ୱାମୀ ଘରୁ କେଉଁଆଡ଼େ ଚାଲିଯିବା ପରେ ଦୁଇ ପୁଅଙ୍କୁ ନେଇ ରହୁଛନ୍ତି ମମିତା । ସରକାରୀ ସହାୟତା କହିଲେ ମମିତା ଓ ବଡ଼ ପୁଅକୁ ମିଳୁଛି ଭତ୍ତା ଆଉ ଚାଉଳ । ସାନ ପୁଅ ସରକାରୀ ସହାୟତାରୁ ବଞ୍ଚିତContinue reading “ଅନଧରର ବତଛ ଦବୟଙଗଙକ ଦନ ସହୟତ ଅପକଷର ପରବର”
ଚଷଙକ ପଇ ଦଖ ପଲଟଛ ହତ ନଦ ଗତପଥ ବଦଳଇ ଚଷ ଜମଆଡ ମଡଯଉଛ ନଦ
କନକ ବ୍ୟୁରୋ: କୂଳ ଖାଉଛି ହାତୀ ନଦୀ । ଫଳରେ ଜମି ଥାଇ ବି ଭୂମିହୀନ ହୋଇଛନ୍ତି ଚାଷୀ । କଳାହାଣ୍ଡି ଜୁନାଗଡରେ ହାତୀ ନଦୀ ଅନ୍ୟ ଦିଗକୁ ମାଡି଼ଯାଉଛି । ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । ହାତୀ ନଦୀରୁ ପାଣି ନେଇ ଚାଷ କାମ କରିଥାନ୍ତି ଚାଷୀ । ହେଲେ ନଦୀ ଦିଗ ବଦଳାଇଥିବାରୁ ୩ଶହ ଏକର ଚାଷ ଜମି ବାଲିଚର ପାଲଟିଛି । ଚାଷ ହୋଇପାରୁନାହିଁ, ତେଣୁ ଚାଷ କାମ ଛାଡିContinue reading “ଚଷଙକ ପଇ ଦଖ ପଲଟଛ ହତ ନଦ ଗତପଥ ବଦଳଇ ଚଷ ଜମଆଡ ମଡଯଉଛ ନଦ”
ନବରଙଗପରର ମନରଗ କମର ମହଦରନତ କମ ନକର ଶରମକଙକ ଆକଉଣଟକ ଯଉଛ ଟଙକ
କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ମନରେଗା କାମକୁ ନେଇ ଅଭିଯୋଗର ଲମ୍ବା ତାଲିକା ରହିଛି । ସରକାରୀ ଟାର୍ଗେଟ ପୂରଣ ପାଇଁ ଶ୍ରମିକ ବଦଳରେ ମେସିନ କାମ କରୁଥିବା ବାରମ୍ବାର ଅଭିଯୋଗ ହେଉଛି । ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତରୁ ଆସିଛି ଭିନ୍ନ ଏକ ଅଭିଯୋଗ । ପଞ୍ଚାୟତର ନରସିଂହଗୁଡା ଗାଁରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୧୭ ଲକ୍ଷ ୭୯ ହଜାର ଟଙ୍କା ମଞ୍ଜୁର ହୋଇଛି । ହେଲେ ଆଜି ଯାଏଁ ହାଟପଦା ଠାରେ କିଛି କାମContinue reading “ନବରଙଗପରର ମନରଗ କମର ମହଦରନତ କମ ନକର ଶରମକଙକ ଆକଉଣଟକ ଯଉଛ ଟଙକ”
ଶରବଣର ନହ ବରଷ ପଣ ଅଭବର ପଡଆ ପଡଛ ଚଷ ଜମ ପଣ ନଥବର ମରଡ ଆଶଙକର ଚଷ
କନକ ବ୍ୟୁରୋ: ଚଳିତ ବର୍ଷ ଅନିଶ୍ଚିତ ବର୍ଷାକୁ ନେଇ ସଙ୍କଟରେ ଚାଷୀ । ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଯେଉଁମାନେ ଧାନ ରୋଇବା ପାଇଁ ଧାନ ତଳି ପକାଇଛନ୍ତି, ଏବେ ଅଭାବୀ ବର୍ଷା ଯୋଗୁଁ ତଳି ଘେରା ଫାଟି ଆଁ କରିଛି । ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ ନିମାପଡାରେ ଧାନ ଚାଷ ପ୍ରଭାବିତ ହୋଇଛି । ପାଣି ଅଭାବରୁ ତଳି ସବୁ ହଳଦିଆ ପଡ଼ିଗଲାଣି । ସେପଟେ କେତେକ ଚାଷୀ ସୁଖିଲାContinue reading “ଶରବଣର ନହ ବରଷ ପଣ ଅଭବର ପଡଆ ପଡଛ ଚଷ ଜମ ପଣ ନଥବର ମରଡ ଆଶଙକର ଚଷ”
ଉତତରକଶର କଳଠକର ମନଦରକ ଲକଲଚନକ ଆଣଲ ସବୟସଚଚ-ଅରଚଚତ
କନକ ବ୍ୟୁରୋ: ଉତ୍ତରାଖଣ୍ଡ ଭଳି ପର୍ଯ୍ୟଟନ ସମୃଦ୍ଧ ରାଜ୍ୟରେ ଉପାସରେ ରହୁଥିଲେ ମହାପ୍ରଭୁ । ସପ୍ତାହକୁ ୪ ଦିନ ଅପୁଜା ରହୁଥିଲେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ । ତେବେ ମନ୍ଦିରର ଦୁରାବସ୍ଥା ନେଇ ଜଗନ୍ନାଥଙ୍କ ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ଅଭିନେତା ସବ୍ୟସାଚୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସବ୍ୟସାଚୀ ଓ ତାଙ୍କ ସ୍ତ୍ରୀ ଅର୍ଚ୍ଚିତା ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଛନ୍ତି । ଦୃଷ୍ଟି ଆଢ଼ୁଆଳରେ ଥିବା ଉକ୍ତ ମନ୍ଦିରକୁ ଲୋକଲାଚନକୁ ଆଣିବାକୁ ଉଦ୍ୟମ ଆରମ୍ଭContinue reading “ଉତତରକଶର କଳଠକର ମନଦରକ ଲକଲଚନକ ଆଣଲ ସବୟସଚଚ-ଅରଚଚତ”