କନକ ବ୍ୟୁରୋ: ଆସନ୍ତା ବିଶ୍ୱକପରେ ଭାଗ ନେବ ତ ପାକିସ୍ତାନ? ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ତ ପାକିସ୍ତାନ କ୍ରିକେଟ୍ ଟିମ୍? ଏହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇପାରିନି । ଆଉ ଏହାରି ଭିତରେ ପାକିସ୍ତାନର କ୍ରୀଡାମନ୍ତ୍ରୀ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପରୁ ପାକିସ୍ତାନର ଓହରିବା କଥା ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ନ୍ୟୁଟାଲ ଭେନ୍ୟୁରେ ଏସିଆ କପ୍ ଖେଳିବା କଥା ଛାଡୁ, ନଚେତ୍ ପାକିସ୍ତାନ ମଧ୍ୟ ବିଶ୍ୱକପରେContinue reading “ବଶୱକପକ ବୟକଟ କରବକ ପକସତନ କରଡମନତରଙକ ଧମକ କହଲ ଭରତ ଏସଆ କପ ଖଳବକ ପକସତନ ନଆସଲ ଆମ ବ ସମତ କରବ”
Tag Archives: News
ଦଲଲର ଲଗ ହବ ଗଜରଟର ଆଇନ ! କନଦର ଗହ ମନତରଳୟକ ନଆ ଆଇନ ପଇ ସପରଶ କଲ ଦଲଲ ଉପରଜୟପଳ
କନକ ବ୍ୟୁରୋ: ଦିଲ୍ଲୀରେ ଲାଗୁହେବ ଗୁଜରାଟର ଆଇନ୍ । ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ‘ଦ ଗୁଜରାଟ ପ୍ରଭେନ୍ସନ୍ ଅଫ୍ ଆଣ୍ଟି-ସୋସିଆଲ୍ ଆକ୍ଟିଭିଟି ଆକ୍ଟ ୧୯୮୫’ ଲାଗୁ କରିବାକୁ ସୁପାରିଶ କରିଛନ୍ତି । ଏ ସମ୍ପର୍କରେ ସେ ଗୃହ ମନ୍ତ୍ରାଳୟକୁ ପ୍ରସ୍ତାବ ମଧ୍ୟ ପଠାଇଛନ୍ତି । ତେବେ ଜାଣନ୍ତୁ, କଣ ଏହି, ‘ଦ ଗୁଜରାଟ ପ୍ରଭେନ୍ସନ୍ ଅଫ୍ ଆଣ୍ଟି-ସୋସିଆଲ୍ ଆକ୍ଟିଭିଟି ଆକ୍ଟ ୧୯୮୫’? ଏହି ଆଇନ୍ ଅନୁସାରେ, ସାର୍ବଜନୀନ ବ୍ୟବସ୍ଥାକୁ ସଠିକ୍Continue reading “ଦଲଲର ଲଗ ହବ ଗଜରଟର ଆଇନ ! କନଦର ଗହ ମନତରଳୟକ ନଆ ଆଇନ ପଇ ସପରଶ କଲ ଦଲଲ ଉପରଜୟପଳ”
ବରଷର ପରକପ ଜର ବଦରନଥ ଜତୟ ରଜପଥ ଅଟଳ ଟନଲ ବନଦ
କନକ ବ୍ୟୁରୋ: ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରେ ଶନିବାର ଏବଂ ରବିବାର ପ୍ରବଳ ବର୍ଷା ହୋଇଛି । ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିଲ୍ଲୀରେ ବର୍ଷ ୪୧ ବର୍ଷର ରେକର୍ଡ ଭାଙ୍ଗିିସାରିଥିବା ବେଳେ ଅନ୍ୟପଟେ ଜାମ୍ମୁକାଶ୍ମୀର, ହିମାଚଳପ୍ରଦେଶ ସମେତ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ହରିୟାଣାର ଗୁରୁଗ୍ରାମ, ଅମ୍ବାଲା ସମେତ ଅନେକ ଜିଲ୍ଲାରେ ରାସ୍ତା ପାଣିରେ ଧୋଇଯାଇଛି । ହିମାଚଳ ପ୍ରଦେଶରେ ବର୍ଷାContinue reading “ବରଷର ପରକପ ଜର ବଦରନଥ ଜତୟ ରଜପଥ ଅଟଳ ଟନଲ ବନଦ”
ଆକସମକ ବନୟର ଭସଯଇ ପଞଚର ଯବନ ସହଦ
କନକ ବ୍ୟୁରୋ: ଜମ୍ମୁ ଓ କଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ପ୍ରବଳ ବର୍ଷାଜନିତ ଆକସ୍ମିକ ବନ୍ୟା ଜଳରେ ଭାସିଯାଇ ୨ଜଣ ଯବାନ ସହିଦ ହୋଇଥିବା ଭାରତୀୟ ସେନା ସୂଚନା ଦେଇଛି । ଭାରତୀୟ ସେନା କହିଛି, ଶନିବାର ଦିନ ସୁରନକୋଟ୍ ଅଞ୍ଚଳର ଡୋଗ୍ରା ନାଳ ପାରି ହେଉଥିବା ବେଳେ ପ୍ରଖର ସୁଅରେ ଯବାନ ଦୁଇଜଣ ଭାସି ଯାଇଥିଲେ। ଦୁହିଁଙ୍କ ମଧ୍ୟରୁ ନାଏବ ସୁବେଦାର କୁଳଦୀପ ସିଂହଙ୍କ ଶବକୁ ଶନିବାର ରାତିରେ ପାଣିରୁ ଉଦ୍ଧାର କରାଯାଇଥିବା ବେଳେ ସିପାହୀ ତେଲୁContinue reading “ଆକସମକ ବନୟର ଭସଯଇ ପଞଚର ଯବନ ସହଦ”
ସତରକ ପଢଇବକ ଜମ ବକଲ ନଜ ଚକର ଭଳ ଖଟଲ କନଷଟବଳ ଚକର ପଇବ ପର ଭଲଗଲ ସତର
କନକ ବ୍ୟୁରୋ: ଉତ୍ତରପ୍ରଦେଶ ପୟାଗରାଜ ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ କାହାଣୀ ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଘରେ ବୁଢି ଶାଶୁ କାନ୍ଦି କାନ୍ଦି ବେହଲା ହେଲେଣି । ସ୍ୱାମୀ ବି ଘୋର ଚିନ୍ତାରେ । ହେଲେ ଚାକିରି କରିବା ପରେ ଘରକୁ ଆସିବାକୁ ମନା କରୁଛି ସ୍ତ୍ରୀ । ସ୍ତ୍ରୀକୁ ପଢାଇବାକୁ ଜମି ବିକିଲେ, ଚାକର ଭଳି ଘରର ସବୁ କାମ କଲେ, ହେଲେ କନଷ୍ଟେବଳ ଚାକିରୀ ପାଇବା ପରେ ଆଉ ଘରContinue reading “ସତରକ ପଢଇବକ ଜମ ବକଲ ନଜ ଚକର ଭଳ ଖଟଲ କନଷଟବଳ ଚକର ପଇବ ପର ଭଲଗଲ ସତର”
ହମଚଳ ପରଦଶର ହହକର ମଣଡ ବଜର ନକଟର ଭସଗଲ ବରଷ ପରଣ ବରଜ
କନକ ବ୍ୟୁରୋ: ସାରା ଦେଶରେ ମୌସୁମୀ ବର୍ଷା ଜାରିରହିଛି । ଲଗାତର ବର୍ଷା ଅନେକ ରାଜ୍ୟରେ ବଡ ବିପଦ ଆଣିଦେଇଛି । ହିମାଚଳପ୍ରଦେଶର ମଣ୍ଡିବଜାରରେ ଅଟୋ ବାଇପାସରେ ଏକ ୪୦ ବର୍ଷ ପୁରୁଣା ବ୍ରିଜ ବ୍ୟାସ ନଦୀରେ ବୋହିଯାଇଛି । ବ୍ରିଜ ନଦୀରେ ଭାସିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ମାତ୍ର କିଛି ସେକେଣ୍ଡରେ ପାଣିରେ ଭାସିଯାଇଛି ସମ୍ପୂର୍ଣ୍ଣ ବ୍ରିଜ । #WATCH | A bridge connecting Aut-BanjarContinue reading “ହମଚଳ ପରଦଶର ହହକର ମଣଡ ବଜର ନକଟର ଭସଗଲ ବରଷ ପରଣ ବରଜ”
କଶମରର ନଇ ଦଲଲ ଯଏ ସବଠ ପଣ ଆଉ ପଣ ଅନକ ସଥନର ଭସଗଲ ରସତ
କନକ ବ୍ୟୁରୋ: ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରେ ଶନିବାର ଏବଂ ରବିବାର ହୋଇଥିବା ପ୍ରବଳ ବର୍ଷା ପରେ ଅନେକ ଅଞ୍ଚଳରେ ଜଳମୟ ସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିଲ୍ଲୀରେ ବର୍ଷା ୪୧ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଜାମ୍ମୁକାଶ୍ମୀରରୁ ନେଇ ହିମାଚଳ ଏହା ସହ ପଞ୍ଜାବ ଏବଂ ହରିୟାଣା. ରାଜସ୍ଥାନରେ ପ୍ରବଳବର୍ଷା ଦେଖିବାକୁ ମିଳିଛି । ହରିୟାଣାର ଗୁରୁଗ୍ରାମ, ଅମ୍ବାଲା ସମେତ ଅନେକ ସ୍ଥାନରେ ରାସ୍ତାରେ ପାଣି ଜମିରହିଛି । ହରିୟାଣାର ଯମୁନାନଗରରେContinue reading “କଶମରର ନଇ ଦଲଲ ଯଏ ସବଠ ପଣ ଆଉ ପଣ ଅନକ ସଥନର ଭସଗଲ ରସତ”
ରଜୟସଭ ନରବଚନ ପଇ ନମଙକନ ଦଖଲ କରବ ବଦଶ ମନତର ଏସ ଜୟଶଙକର ଜଣନତ କବ ସରଛ ତଙକ କରଯୟକଳ
କନକ ବ୍ୟୁରୋ: ଦେଶର ୧୦ଟି ରାଜ୍ୟସଭା ସିଟରେ ଖୁବଶୀଘ୍ର ହେବାକୁ ଯାଉଛି ନିର୍ବାଚନ । ଏଥିପାଇଁ ଆସନ୍ତା ଜୁଲାଇ ୨୪ ତାରିଖରେ ହେବ ମତଦାନ । ତେବେ ଏହି ୧୦ଟି ରାଜ୍ୟସଭା ସିଟ୍ ମଧ୍ୟରୁ ୬ଟି ପଶ୍ଚିମବଙ୍ଗରୁ ଥିବାବେଳେ, ଗୁଜରାଟରୁ ୩ଟି ଏବଂ ଗୋଆରୁ ଗୋଟିଏ ରାଜ୍ୟସଭା ସିଟ୍ ରହିଛି । ମିଳିଥିବା ସୂଚନା ମୁତାବକ, କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ରାଜ୍ୟସଭା ନିର୍ବାଚନରେ ଗୁଜରାଟରୁ ନାମାଙ୍କନ ପତ୍ର ଦାଖଲ କରିବେ । କେନ୍ଦ୍ରContinue reading “ରଜୟସଭ ନରବଚନ ପଇ ନମଙକନ ଦଖଲ କରବ ବଦଶ ମନତର ଏସ ଜୟଶଙକର ଜଣନତ କବ ସରଛ ତଙକ କରଯୟକଳ”
IIT ଦଲଲର ଛତରଙକ ଆତମହତୟ ହଷଟଲ ରମ ପଙଖର ଝଲପଡଲ ବରଷକର ଛତରଙକ ଆତମହତୟ
କନକ ବ୍ୟୁରୋ: ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଟି ଦିଲ୍ଲୀରେ ଛାତ୍ରଙ୍କ ଆତ୍ମହତ୍ୟା । ଇଞ୍ଜିନିୟରିଙ୍ଗ ଚତୁର୍ଥ ବର୍ଷ ଛାତ୍ର ଆୟୁଷ ହଷ୍ଟେଲ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡଛି । ରୁମରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବାବେଳେ ପୁଲିସ ଏହାର ତଦନ୍ତ ଚଳାଇଛି । ଆଇଆଇଟି ପରି ଅଗ୍ରଣୀ ସଂସ୍ଥାରେ ଛାତ୍ର ଆତ୍ମହତ୍ୟା ଘଟଣା ବାସ୍ତବରେ ଚିନ୍ତାଜନକ । ଏହା ପ୍ରଥମ ଆତ୍ମହତ୍ୟା ଘଟଣା ନୁହେଁ । ଚଳିତ ବର୍ଷ ଆଇଆଇଟିରେ ୫ଜଣ ଇଞ୍ଜିନିୟର ଛାତ୍ରContinue reading “IIT ଦଲଲର ଛତରଙକ ଆତମହତୟ ହଷଟଲ ରମ ପଙଖର ଝଲପଡଲ ବରଷକର ଛତରଙକ ଆତମହତୟ”
ବଶୱକପକ ନଇ ସରଭ ଗଙଗଲଙକ ବଡ ଭବଷୟବଣ କହଲ ଟମ ଇଣଡଆ ସମତ ଏହ ଟମ ଖଳପରନତ ସମଫଇନଲ?
କନକ ବ୍ୟୁରୋ : ଦିନିକିଆ ବିଶ୍ୱକପ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ । ଭାରତରେ ଖେଳାଯିବାକୁ ଥିବା ଏହି ଦିନିକିଆ ବିଶ୍ୱକପ ଉପରେ ପୂରା ବିଶ୍ୱର ନଜର ରହିଛି । ଆସନ୍ତା ଅକ୍ଟୋବର ୫ ତାରିଖରନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ କ୍ରିକେଟ ମହାକୁମ୍ଭ । ପୂର୍ବରୁ ୮ଟି ଟିମ୍ ସିଧାସଳଖ ଯୋଗ୍ୟତା ଅଜର୍ନ କରିଥିବା ବେଳେ ଅନ୍ୟ ଶ୍ରୀଲଙ୍କା ଓ ନେଦରଲାଣ୍ଡସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରୁ ବିଶ୍ୱକପ ଟିକେଟ ହାତେଇଛନ୍ତି । ତେବେ ବିଶ୍ୱକପ ଆରମ୍ଭContinue reading “ବଶୱକପକ ନଇ ସରଭ ଗଙଗଲଙକ ବଡ ଭବଷୟବଣ କହଲ ଟମ ଇଣଡଆ ସମତ ଏହ ଟମ ଖଳପରନତ ସମଫଇନଲ?”