ଆସନତକଲ ଶରବଣ ମସର ପରଥମ ସମବର ରଜଧନର ସରକଷ ବୟବସଥ ପଇ ସଜଗ ପଲସ ଟ ମବଇଲ ପଟରଲ ଟମ ଟ ପସଆର ନୟଜତ

କନକ ବ୍ୟୁରୋ: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର । ଭକ୍ତମାନେ ଠାକୁରଙ୍କୁ କରିବେ ଜଳଲାଗି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରିଛି କମିଶନରେଟ ପୋଲିସ। କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ୧୨ଟି ମୋବାଇଲ ପାଟ୍ରୋଲିଂ ଟିମ, ୧୩ଟି ପିସିଆର ରହିବ। ଛକ ମାନଙ୍କରେ ଫାଷ୍ଟ ଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିବ ବୋଲି ସୂଚନାContinue reading “ଆସନତକଲ ଶରବଣ ମସର ପରଥମ ସମବର ରଜଧନର ସରକଷ ବୟବସଥ ପଇ ସଜଗ ପଲସ ଟ ମବଇଲ ପଟରଲ ଟମ ଟ ପସଆର ନୟଜତ”

ମକସକର ସଇତନ ସୱମ ସତରକ ହତୟ କଲ ମସତସକକ ଖଇଲ ଅଭଯକତକ ଗରଫ କରଛ ପଲସ

କନକ ବ୍ୟୁରୋ: ମେକ୍ସିକୋର ସଇତାନ ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରି ତା’ର ମସ୍ତିସ୍କକୁ ଖାଇବା ପରେ ଖପୁରିକୁ ଆସଟ୍ରୋ ଭାବେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମେକ୍ସିକୋର ପୁଏବ୍ଲାରେ ଏପରି ଘଟଣା ସାମ୍ନାକୁ ଆସିଛି । ଗତ ଜୁନ୍ ୨୯ ତାରିଖରେ ୩୨ ବର୍ଷୀୟ ଆଲଭାରୋ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ । ଗିରଫ କରିବା ପରେ ଘଟଣା ସଂପର୍କରେ କହିଛି ଆଲଭାରୋ । ସେ ସଇତାନ ଓ ମୃତ୍ୟୁଦେବୀ ଶାନ୍ତା ମୁର୍ତେଙ୍କ ଦ୍ୱାରାContinue reading “ମକସକର ସଇତନ ସୱମ ସତରକ ହତୟ କଲ ମସତସକକ ଖଇଲ ଅଭଯକତକ ଗରଫ କରଛ ପଲସ”

ଆଖଧରକ ନଇ ଚନତର ଲକ ପଢନତ କମତ କରବ ପରତକର?

କନକ ବ୍ୟୁରୋ: ଘରେ ଘରେ ଆଖି ଧରା ସମସ୍ୟାକୁ ନେଇ ଚିନ୍ତାରେ ଲୋକେ । ଜଣଙ୍କର ଆଖି ଧରିବାର କିଛି ଦିନ ପରେ ଆଉ ଜଣଙ୍କ ଆଖି ଧରି ଦେଉଛି । ଏମିତି ରାଜ୍ୟର ବିଭିନ୍ନ ସ୍ଥାନରେ ଆଖିଧରା ରୋଗର ଚିତ୍ର ସବୁ ଆସିବାରେ ଲାଗିଛି । ବିଶେଷ କରି ସ୍କୁଲ ପାଲଟିଛି ଆଖିଧରାର ହଟସ୍ପଟ । ପ୍ରଥମେ ଆଖି କୁଣ୍ଡେଇ ହେବା ସହ ଆଖି ଲାଲ ପଡ଼ିଯାଉଛି । ଏହାପରେ ଆଖି ଫୁଲିଯାଉଥିବା ଦେଖିବାକୁ ମିଳୁଛିContinue reading “ଆଖଧରକ ନଇ ଚନତର ଲକ ପଢନତ କମତ କରବ ପରତକର?”

ବଆଇନ ବନଧକ କରବର ଘଟଣର ସମବଲପର ପଲସକ ବଡ଼ ସଫଳତ ବନଧକ ଓ ଟ ଗଳ ଦରଦଦନତ ଅପରଧ ଗରଫ

କନକ ବ୍ୟୁରୋ : ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ୬ ଦୁର୍ଦ୍ଦାନ୍ତ ଅପରାଧୀ । ବନ୍ଧୁକ କାରବାର ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କଠାରୁ ୮ଟି ବନ୍ଧୁକ ସହ ୨୨ଟି ଗୁଳି ଜବତ ହୋଇଛି । ଏହା ସହ ଗୋଟିଏ ଖଣ୍ଡା, ୩ଟି ଗାଡି, ୧୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ପୋଲିସ । ସମ୍ବଲପୁରର ଧନୁପାଲି, ଠେଲକୋଲୋଇ, ଅଇଁଠାପାଲି ଓ ବୁର୍ଲା ଥାନା ଅଂଚଳରେ ଚଢାଉContinue reading “ବଆଇନ ବନଧକ କରବର ଘଟଣର ସମବଲପର ପଲସକ ବଡ଼ ସଫଳତ ବନଧକ ଓ ଟ ଗଳ ଦରଦଦନତ ଅପରଧ ଗରଫ”

ମନତରଙକ ଘର ଆଗର ପରବ ପଲଥନ ଟଙଗଲ ଛତର କଗରସ ଦରଦମ ବଦଧ ନଇ କନଦର ଓ ରଜୟ ସରକରଙକ କଲ ସମଲଚନ

କନକ ବ୍ୟୁରୋ : କୃଷି ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁଙ୍କ ଘର ଗେଟ୍ ଆଗରେ ପରିବା ପଲଥିନ ଟାଙ୍ଗିଲା ଛାତ୍ର କଂଗ୍ରେସ। ଟମାଟୋ କିଲୋ ୫୦, ବାଇଗଣ ୩୦, ପୋଟଳ ୫୦, ଅଦା ୭୦, ବିନ୍ସ ୫୦, ଲଙ୍କା ୫୦ , ସାରୁ ୩୦ କିଲୋ ପିଛା ଏହି ଦରରେ ବିକ୍ରି କରିଛି କଂଗ୍ରେସ। ପରିବା ବିକ୍ରି ଶେଷ ବେଳକୁ ପଲିଥିନରେ ପରିବା ଭର୍ତି କରି ମନ୍ତ୍ରୀଙ୍କ ଗେଟ୍ ଆଗରେ ଟାଙ୍ଗିଚି ଛାତ୍ର କଂଗ୍ରେସ। ଏହି ପରିବାContinue reading “ମନତରଙକ ଘର ଆଗର ପରବ ପଲଥନ ଟଙଗଲ ଛତର କଗରସ ଦରଦମ ବଦଧ ନଇ କନଦର ଓ ରଜୟ ସରକରଙକ କଲ ସମଲଚନ”

ଶରଳ ମନଦରକ ଗରଭଗହକ ପରବଶ କରପରବନ ଅବବହତ ସବକ ଜର ହଲ କଟକଣ

କନକ ବ୍ୟୁରୋ : ଶାରଳା ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ ଅବିବାହିତ ରାଉଳ ସେବକ । ଏହା ସହ ବ୍ରତ ହୋଇନଥିବା ପଣ୍ଡା ସେବକଙ୍କୁ ମଧ୍ୟ ଗର୍ଭଗୃହକୁ ପ୍ରବେଶ ଉପରେ କଟକଣା ଲାଗିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ସହ ଶ୍ରଦ୍ଧାଳୁ ସେମାନଙ୍କ ପିଲାମାନଙ୍କୁ ଗର୍ଭଗୃହ ମଧ୍ୟକୁ ନେବା ପାଇଁ ନିଷେଧ କରାଯାଇଛି । ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ ନିଷେଧ କରଯାଇଛି । ମା’ଙ୍କContinue reading “ଶରଳ ମନଦରକ ଗରଭଗହକ ପରବଶ କରପରବନ ଅବବହତ ସବକ ଜର ହଲ କଟକଣ”

ରସତର ଝଡ ମରଲ ମୟର ରଜଧନକ ଡଙଗମକତ କରବକ ବଏମସର ପଦକଷପ ବଭନନ ସଥନର ମସ କଲନଙଗ ସହ ମଶ ଧଆର ହଇଛ ବୟବସଥ

କନକ ବ୍ୟୁରୋ : ଭୁବନେଶ୍ୱରରେ ସମୂହ ସଫେଇ କାର୍ଯ୍ୟକ୍ରମରେ ରାସ୍ତା ଝାଡୁ ମାରିଲେ ମେୟର । ଡେଙ୍ଗୁକୁ ଦୃଷ୍ଟିରେ ରଖି ହେଲା ସଫେଇ । ଏପଟେ କ୍ୟାପିଟାଲ ଥାନାରେ ବି ହେଲା ମାସ୍ କ୍ଲିନିଂ । ୫୮ ନମ୍ବର ୱାର୍ଡ ଟଙ୍କପାଣି ରୋଡ଼ ଜଗନ୍ନାଥ ଆଶ୍ରମ ଅଂଚଳର ଉଭୟ ପଟ ରାସ୍ତାକୁ ସଫା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସହ ହେଲଥ କ୍ଲିନିଙ୍ଗ ଅଫିସରContinue reading “ରସତର ଝଡ ମରଲ ମୟର ରଜଧନକ ଡଙଗମକତ କରବକ ବଏମସର ପଦକଷପ ବଭନନ ସଥନର ମସ କଲନଙଗ ସହ ମଶ ଧଆର ହଇଛ ବୟବସଥ”

ଏନଡଏର ସମଲ ହବ ଚରଗ ପଶୱନ କୟବନଟର ମଳବ କ ସଥନ !

କନକ ବ୍ୟୁରୋ : କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏଲଜେପି ମୁଖ୍ୟ ତଥା ରାମବିଳାଶ ପାଶୱାନଙ୍କ ପୁଅ ଚିରାଗ ପଶୱାନଙ୍କୁ ଭେଟିଛନ୍ତି । ଏହି ଭେଟ ପରେ ବିହାର ରାଜନୀତି ପୁଣିଥରେ ସରଗରମ ହୋଇଛି । ରାଜନୈତିକ ବିଶ୍ଳେଷକଙ୍କ ମତରେ ଏହି ଭେଟ ପରେ ଏବେ ପୁଣିଥରେ ଚିରାଗ ପାଶୱାନ ଏନଡିଏରେ ସାମିଲ ହେବା ନେଇ ସ୍ପଷ୍ଟ ସଂକେତ ମିଳିଛି । କେବଳ କେଉଁଦିନ ଚିରାଗ ଏନଡିଏରେ ସାମିଲ ହେବେ ତାହା ବାକି ରହିଛି ।Continue reading “ଏନଡଏର ସମଲ ହବ ଚରଗ ପଶୱନ କୟବନଟର ମଳବ କ ସଥନ !”

ବନଦ ଭରତ ଏକସପରସର ଲଗଲ ଗରଆ ରଙଗ ଜତୟ ପତକର ପରରଣ ନଇ ଟରନର ନଆ ରଙଗ ଦଆଯଇଥବ କହଲ ଅଶୱନ ବଷଣବ

କନକ ବ୍ୟୁରୋ : ବନ୍ଦେ ଭାରତ ଏକ୍ସ୍ରପ୍ରେସରେ ଲାଗିଲା ଗେରୁଆ ରଙ୍ଗ । ସେମି ସ୍ପିଟ୍ ଏକ୍ସପ୍ରେସ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ, ଏବେ ଏକ ନୂଆ ରଙ୍ଗରରେ ନଜର ଆସିବ । ଗେରୁଆ ରଙ୍ଗରେ ରଙ୍ଗିନ ହୋଇଛି ଏହି ଟ୍ରେନ୍ । ଦେଶର ଜାତୀୟ ପତକାରୁ ଅନୁପ୍ରାଣିତ ହୋଇ ଟ୍ରେନକୁ ନୂଆ ଦିଆଯାଇଛି । ଖୁବ ଶୀଘ୍ର ଏହି ଟ୍ରେନ ରାସ୍ତାରେ ଗଡ଼ିବ । ଚେନ୍ନାଇରେ ଥିବା ଇଂଟ୍ରିଗାଲ୍ କୋଚ୍ ଫ୍ୟାକ୍ଟ୍ରିକୁ ଯାଇ ନୂଆ ରଙ୍ଗରContinue reading “ବନଦ ଭରତ ଏକସପରସର ଲଗଲ ଗରଆ ରଙଗ ଜତୟ ପତକର ପରରଣ ନଇ ଟରନର ନଆ ରଙଗ ଦଆଯଇଥବ କହଲ ଅଶୱନ ବଷଣବ”

ଓଟପ ସୟର ସକମ ତଥୟ ଲକ ଘଟଣ : ତଦନତ ପଇ ଆସଛନତ ଏନଆଇଏ ଓ ର ଅଧକର

କନକ ବ୍ୟୁରୋ : ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱର ଏସଟିଏଫ୍ କାର୍ଯ୍ୟାଳୟରେ ପହଂଚିଲା ମୁମ୍ବାଇର ଏଟିଏସ୍ ଟିମ୍ । ୩ ଜଣିଆ ଟିମ୍ ଏସଟିଏଫ୍ କାର୍ଯ୍ୟାଳୟରେ ପହଂଚିଛନ୍ତି । ଗିରଫ ଅଭିଯୁକ୍ତ ଅଭିଜିତ ସଂଜୟ ଜୁମ୍ବେରକୁ ଜେରା କରୁଛନ୍ତି ଏଟିଏସ୍ ଅଧିକାରୀ । କିଛି ସମୟ ପରେ ଏନଆଇଏ, ‘ର’ ଓ ଆଇବିର ଅଧିକାରୀ ଏସଟିଏଫ୍ କାର୍ଯ୍ୟାଳୟରେ ପହଞ୍ଚିବେ । ପାକିସ୍ତାନୀ ଏଜେଣ୍ଟଙ୍କ ସହ ଅର୍ଥ କାରବାର ନେଇ ଖୋଳତାଡContinue reading “ଓଟପ ସୟର ସକମ ତଥୟ ଲକ ଘଟଣ : ତଦନତ ପଇ ଆସଛନତ ଏନଆଇଏ ଓ ର ଅଧକର”

Design a site like this with WordPress.com
Get started