କନକ ବ୍ୟୁରୋ : ମଧ୍ୟପ୍ରଦେଶର ରାୟସେନ ଠାରୁ ପରିବା ଦାମ ବୃଦ୍ଧିକୁ ନେଇ କଂଗ୍ରେସ ଏକ ନିଆରା ପ୍ରତିବାଦ କରିଛି । ଏହି କ୍ରମରେ କଂଗ୍ରେସ କର୍ମୀମାନେ କମାଣ୍ଡୋ ସୁରକ୍ଷା ସହ ଏକ ପରିବା ଶୋଭଯାତ୍ରା ବାହାର କରି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ନେତା କହିଛନ୍ତି କି ସରକାର ଦରବୃଦ୍ଧି ରୋକିବାରେ ବିଫଳ ହୋଇଛନ୍ତି । ଏନେଇ ଲୋକ ଚିନ୍ତିତ ଅଛନ୍ତି କାରଣ ରୋଜଗାର ତୁଳନାରେ ଖର୍ଚ୍ଚର ପରିମାଣ ବହୁତ ବୃଦ୍ଧି ପାଇଛି ।Continue reading “ମଧୟପରଦଶର ପରବ ଶଭଯତର ବଲତକ ଦଆଗଲ କମଣଡ ସରକଷ”
Tag Archives: News
ବଧୟକଙକ ପଇ ଶପଥ ନଲ ମଶନ ଶକତ ମହଳ ବଧୟକଙକ ନରଦଦଶର କରବ ସମସତ କମ ଭଇରଲ ହଉଛ ଭଡଓ
କନକ ବ୍ୟୁରୋ : ବିଧାୟକଙ୍କ ପାଇଁ ଶପଥ ନେଲେ ମିଶନ ଶକ୍ତି ମହିଳା । କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ପାଇଁ ମିଶନ ଶକ୍ତି ମହିଳା ନେଲେ ଶପଥ । ମିଶନ ଶକ୍ତି ମହିଳାଙ୍କ ଶପଥ ନେବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମହିଳାମାନେ ଶପଥ ନେଉଛନ୍ତି ଯେ, ବିଧାୟକଙ୍କ ପ୍ରତି ଆନୁଗତ୍ୟ ପାଳନ କରିବେ । ତାଙ୍କ ବିରୋଧରେ କାମ କରିବେ ନାହିଁ । ବିଧାୟକଙ୍କ ନିର୍ଦ୍ଦେଶରେ କରିବେ ।Continue reading “ବଧୟକଙକ ପଇ ଶପଥ ନଲ ମଶନ ଶକତ ମହଳ ବଧୟକଙକ ନରଦଦଶର କରବ ସମସତ କମ ଭଇରଲ ହଉଛ ଭଡଓ”
ବଦରହ ବଧୟକ ପଣଥର ନଷପତତର ପନବଚର କରପରବ ସଥର ସମସୟ ନହ : ଶରଦ ପୱର
କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତି କେଉଁ ମୋଡ ନେବ ତାହାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ସିନ୍ଦେ ସରକାରରେ ଅଜିତ ପାୱାର ସାମିଲ ହେବା ପରେ ଏନସିପିରେ ଲାଗିଥିବା ନିଆଁ ଥମିବାର ନାଁ ନେଉନାହିଁ । ଗୋଟିଏ ପଟେ ଅଜିତ ପାୱାର ଏନସିପି ପାର୍ଟି ଓ ଚିହ୍ନକୁ ନିଜ ପକ୍ଷରେ ରଖିବାକୁ ସବୁ ପ୍ରକାର ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ଶରଦ ପାୱାର କହିଛନ୍ତି, ଏନସିପି ଦଳ ଓ ଚିହ୍ନ ଅନ୍ୟContinue reading “ବଦରହ ବଧୟକ ପଣଥର ନଷପତତର ପନବଚର କରପରବ ସଥର ସମସୟ ନହ : ଶରଦ ପୱର”
ବହହଲ ସରଥଙକ ପଳତ ପଅ ସତୟମ ବବହ ଉତସବର ସମଲ ହଲ ନହ ସରଥ
କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେଲେ ବହୁ ଚର୍ଚ୍ଚିତ ସାରଥୀଙ୍କ ପାଳିତ ପୁଅ ସତ୍ୟମ ରାଉଳ । ଶନିବାର ବିଳମ୍ବିତ ରାତିରେ ପାରାଦୀପର ନୂଆଗଡ଼ ପଞ୍ଚାୟତର ବାଲିଡିଆ ଗାଁରେ ଧୁମଧାମରେ ବିବାହ ସମ୍ପନ୍ନ ହୋଇଛି । ଗ୍ରାମର ଅଶୋକ ସେନାପତିଙ୍କ ଝିଅଙ୍କୁ ସତ୍ୟ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । ବିବାହକୁ ସାରଥୀ ଆସିବେ ବୋଲି ପ୍ରବଳ ଭିଡ଼ ଜମିଥିଲା । କିନ୍ତୁ ସାରଥୀ ସମାରୋହରେ ସାମିଲ ହୋଇନଥିଲେ । The post ବାହାହେଲେContinue reading “ବହହଲ ସରଥଙକ ପଳତ ପଅ ସତୟମ ବବହ ଉତସବର ସମଲ ହଲ ନହ ସରଥ”
ମସମ ବରଷର ବହଲ ଅଧ ଭରତ ଦଲଲର ବରଷର ରକରଡ ଭଙଗଲ ବରଷ ହମଚଳର ଭସଖଳନ କରଣର ମତ
କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗ ମୁତାବକ ଦେଶର ଏଭଳି ୮ଟି ରାଜ୍ୟ ରହିଛି ଯେଉଁଠି ଅଧିକାରୀ ଭାବେ ବନ୍ୟା ଘୋଷଣା କରାଯାଇଛି । ବନ୍ୟା ପରିସ୍ଥିତି ଦେଖା ଦେଇଥିବା ରାଜ୍ୟଗୁଡିକ ମଧ୍ୟରେ ରହିଛି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, କେରଳ, ଗୋଆ, କର୍ଣ୍ଣାଟକ ଓ ନାଗାଲାଣ୍ଡ । ଏସବୁ ରାଜ୍ୟରେ ପ୍ରବଳ ବର୍ଷା କାରଣରୁContinue reading “ମସମ ବରଷର ବହଲ ଅଧ ଭରତ ଦଲଲର ବରଷର ରକରଡ ଭଙଗଲ ବରଷ ହମଚଳର ଭସଖଳନ କରଣର ମତ”
ସମୟକ ଭବ ସଥଗତ ହଲ ଅମରନଥ ଯତର ଖରପ ପଗ ହଉଛ ବଧକ
କନକ ବ୍ୟୁରୋ: ସାମୟିକ ସ୍ଥଗିତ ହେଲା ଅମରନାଥ ଯାତ୍ରା । ଖରାପ ପାଗ ଯୋଗୁଁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଯାତ୍ରା ସ୍ଥଗିତ ହେବା ଦ୍ୱାରା ପ୍ରାୟ ୬ହଜାର ଅମରନାଥ ଶ୍ରଦ୍ଧାଳୁ ରାମବନରେ ଫଶି ରହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ତୀର୍ଥଯାତ୍ରୀ ଆଗକୁ ଯାତ୍ରା କରିପାରିନାହାନ୍ତି । ଯାତ୍ରୀଙ୍କୁ ଯେପରି କୌଣସି ସମସ୍ୟା ନହେବ, ସେଥିପ୍ରତି ଜିଲ୍ଲା ପ୍ରଶାସନ ଯଥାସମ୍ଭବ ପଦକ୍ଷେପ ଉଠାଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଜି ଓ କାଲି ଜମ୍ମୁ-କାଶ୍ମୀରରେContinue reading “ସମୟକ ଭବ ସଥଗତ ହଲ ଅମରନଥ ଯତର ଖରପ ପଗ ହଉଛ ବଧକ”
କନଦର ସରକରଙକ ବଡ ନଷପତତ ଜଏସଟର ଗଡବଡ କଲ କରଯୟନଷଠନ ଗରହଣ କରବ ପରବରତତନ ନରଦଦଶଳୟ
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ଜିଏସଟି ଚୋରି ରୋକିବାକୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଏବେ କେନ୍ଦ୍ରସରକାର ଜିଏସଟି ନେଇ ହେଉଥିବା ଅପରାଧକୁ ପିଏମଏଲଏ ଆଇନ ଅର୍ନ୍ତଭୁକ୍ତ କରିଛନ୍ତି । ଏନେଇ ସରକାରଙ୍କ ତରଫରୁ ଏକ ଅଧିସୂଚନା ଜାରି କରାଯାଇଛି । ଏହାର ଅର୍ଥ ହେଉଛି ଯଦି କୌଣସି ବ୍ୟବସାୟୀ ଜିଏସଟି ଦେୟ ନେଇ କୌଣସି ଗଡବଡ କରନ୍ତି ତେବେ ଇଡି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପରୋକ୍ଷ କରContinue reading “କନଦର ସରକରଙକ ବଡ ନଷପତତ ଜଏସଟର ଗଡବଡ କଲ କରଯୟନଷଠନ ଗରହଣ କରବ ପରବରତତନ ନରଦଦଶଳୟ”
ରଜଧନ ହଟଲ ଉପର କମଶନରଟ ପଲସର କଡ ନଜର ଏକଧକ ହଟଲର ଚଢଉ
କନକ ବ୍ୟୁରୋ: ରାଜଧାନୀରେ ଥିବା ହୋଟେଲରେ ଅପରାଧିକ କାର୍ଯ୍ୟକଳାପରେ ଲାଗିବ ରୋକ । ସଂଦୀଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବ କମିଶନରେଟ୍ ପୋଲିସ । ଏନେଇ ସରାଇ ଆପ୍ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ଚଢାଉ କରିଛି ପୋଲିସ । ରେଲୱେ ଷ୍ଟେସନ୍, ମରଷ୍ଟର କ୍ୟାଣ୍ଟିନ୍, କଟକ ରୋଡ, ନୟାପଲ୍ଲୀ ଅଞ୍ଚଳରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ଖାରବେଳନଗର ଅଞ୍ଚଳରେ ଚଢାଉ କରାଯାଇଛି । ଆପ୍ ଅଧୀନରେ ରେଜିଷ୍ଟରContinue reading “ରଜଧନ ହଟଲ ଉପର କମଶନରଟ ପଲସର କଡ ନଜର ଏକଧକ ହଟଲର ଚଢଉ”
ଓଟପ ସୟର ସକମ ତଥୟ ଲକ ଘଟଣ: ଭବନଶୱରର ମମବଇର ଏଟଏସ ଓ ଏନଆଇଏ ଟମ ଏସଟଏଫ କରଯୟଳୟର ଅଭଯକତ ଅଭଜତ ସଜୟ ଜମବରକ ହବ ଜର
କନକ ବ୍ୟୁରୋ: ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱରରେ ମୁମ୍ବାଇର ଏଟିଏସ୍ ଓ ଏନଆଇଏ ଟିମ୍ । ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏଟିଏସ୍ ଟିମ୍ ଭୁବନେଶ୍ୱରରେ ପହଞ୍ଚିିଛି । ଆଜି ଏସ୍ଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଂଜୟ ଜୁମ୍ବେରକୁ ଜେରା କରିବ ମୁମ୍ବାଇ ଏଟିଏସ୍ । ମୁମ୍ବାଇ ଅଭିଜିତକୁ ୪ ଦିନିଆ ରିମାଣ୍ଡରେ ନେଇଛି ଏସ୍ଟିଏଫ୍ । ଆଜି ତାର ରିମାଣ୍ଡର ଦ୍ୱିତୀୟ ଦିନ ହୋଇଥିବା ବେଳେ ଏଟିଏସ୍ର ପଚରାଉଚରାContinue reading “ଓଟପ ସୟର ସକମ ତଥୟ ଲକ ଘଟଣ: ଭବନଶୱରର ମମବଇର ଏଟଏସ ଓ ଏନଆଇଏ ଟମ ଏସଟଏଫ କରଯୟଳୟର ଅଭଯକତ ଅଭଜତ ସଜୟ ଜମବରକ ହବ ଜର”
ପଇସ ଦଅ ଚକର ନଅ : ପଞଚୟତ ନରବହ ଅଧକର ପରକଷ ପରବର ପରକଷରଥଙକ ଅଫର ଲକଷ ଟଙକ ମଗଯଉଥବ ନଇ ଆସଲ ଅଭଯଗ
କନକ ବ୍ୟୁରୋ: ପଇସା ଦିଅ, ଚାକିରି ନିଅ । ପଞ୍ଚାୟତ ନିର୍ବାହୀ ଅଧିକାରୀ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଅଫର । ଚାକିରି ପାଇଁ ପରୀକ୍ଷାର୍ଥୀଙ୍କୁ ମାଗାଯାଉଛି ୧୪ ଲକ୍ଷ ଟଙ୍କା । ଆଜି ଦିନ ୧୧ଟାରେ ରାଜ୍ୟର ବିଭିନ୍ନ ସେଣ୍ଟରରେ ଜୁନିଅର ଆସିଷ୍ଟାଣ୍ଡ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପାଇଁ ପରୀକ୍ଷା ହେବ । ହେଲେ ଏହା ପୂର୍ବରୁ ଚାକିରି ପାଇଁ ଟଙ୍କା ମଗାଯାଇ ଦଲାଲି କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ରାଜନଗରContinue reading “ପଇସ ଦଅ ଚକର ନଅ : ପଞଚୟତ ନରବହ ଅଧକର ପରକଷ ପରବର ପରକଷରଥଙକ ଅଫର ଲକଷ ଟଙକ ମଗଯଉଥବ ନଇ ଆସଲ ଅଭଯଗ”