କନକ ବ୍ୟୁରୋ: ଶସ୍ତା ହେବ ଟ୍ରେନ୍ ଏସି ଟିକଟ । ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନ୍ରେ ଏସି ଚେୟାର କାର, ଏକ୍ଜିକ୍ୟୁଟିଭ୍ ଶ୍ରେଣୀର ଟିକଟ ମୂଲ୍ୟରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଦର ହ୍ରାସ ହେବ । ଏହି ଟିକଟ ମୂଲ୍ୟ ସେହି ସବୁ କ୍ଷେତ୍ରରେ କମିବ ଯେଉଁଥିରେ ଗତ ୩୦ ଦିନ ମଧ୍ୟରେ ସିଟ୍ ପୂରଣ ହାର ୫୦ ପ୍ରତିଶତରୁ କମ୍ ରହିଥିବ । ଅନେକ ଟ୍ରେନ୍ରେ ୫୦ ପ୍ରତିଶତରୁ ଅଧିକ ସିଟ୍ ଖାଲି ପଡିବାContinue reading “ପରତଶତ ଶସତ ହବ ଟରନ ଏସ ଟକଟ ଜଣନତ କଉ ଟରନର ହବ ନୟମ ଲଗ”
Tag Archives: News
ବହନଗ ଦରଘଟଣ ମମଲର ଅଭଯକତଙକ ଗଡଇ ତଡଇ ପରଶନ କରଛନତ ସବଆଇ ଅଧକର ଗରତୱପରଣଣ ତଥୟ ଉଗଳବକ ଚଷଟ ଆଗକ ବଢପର ଗରଫଦର ସଖୟ
କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ ରେଳ ଅଧିକାରୀଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ସିବିଆଇର ସ୍ୱତନ୍ତ୍ର ଟିମ୍ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛନ୍ତି ସିବିଆଇ ଅଧିକାରୀ । ସିଗନାଲ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏମିତି ହେଲା? ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା? ଏହା ପଛରେ ଷଡଯନ୍ତ୍ର ରହିଛି କି ଆଦି ବିଭିନ୍ନContinue reading “ବହନଗ ଦରଘଟଣ ମମଲର ଅଭଯକତଙକ ଗଡଇ ତଡଇ ପରଶନ କରଛନତ ସବଆଇ ଅଧକର ଗରତୱପରଣଣ ତଥୟ ଉଗଳବକ ଚଷଟ ଆଗକ ବଢପର ଗରଫଦର ସଖୟ”
ପଶଚମବଙଗର ପଞଚୟତ ନରବଚନର ଚଲଛ ରକତପତ ବଭନନ ରଜନତକ ଦଳର କରମଙକ ମତୟ ବଥ କୟପଚର ବଲଟ ବକସ ଲଟର ଭଡଓ ଭଇରଲ
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବେଳେ ହିଂସାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୦ ଜଣ ଟିଏମସି କର୍ମୀ, ୩ ଜଣ ସିପିଆଇଏମ୍ କର୍ମୀ, ୩ ଜଣ ବିଜେପି କର୍ମୀ ଓ କଂଗ୍ରେସର ଜଣେ କର୍ମୀ ଅଛନ୍ତି । ସେହିପରି ନିର୍ବାଚନୀ ହିଂସାରେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାକୁ ନେଇ କେନ୍ଦ୍ର ସରକାର ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟContinue reading “ପଶଚମବଙଗର ପଞଚୟତ ନରବଚନର ଚଲଛ ରକତପତ ବଭନନ ରଜନତକ ଦଳର କରମଙକ ମତୟ ବଥ କୟପଚର ବଲଟ ବକସ ଲଟର ଭଡଓ ଭଇରଲ”
ଆମରକର କରଲଫରଣଣଆର ବମନ ଦରଘଟଣ ମତ
କନକ ବ୍ୟୁରୋ : ଦକ୍ଷିଣ କର୍ଲିଫର୍ଣ୍ଣିଆରେ ଶନିବାର ରାତିରେ ହୋଇଥିବା ବିମାନ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଲସ ଏଞ୍ଜେଲ୍ସ ଓ ସେନ ଡିଏଗୋ ମଧ୍ୟରେ ଥିବା ମୁରିଏଟା ବିମାନବନ୍ଦର ନିକଟରେ ହୋଇଛି । କେିଏଲଏ ଟିଭି ଷ୍ଟେସନର ଖବର ମୁତାବକ ବିମାନଟି ଲସ ବେଗୋସରୁ ହେରିରିଡ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରକୁ ଉଡାଣ ଆରମ୍ଭ କରିଥିଲା । ଆମେରିକା ବିମାନ ଚଳାଚଳ ମନ୍ତ୍ରଣାଳୟ ମୁତାବକ ସେସନା ସି୫୫୦ ନାମକ ଏକ ବ୍ୟବସାୟୀକ ବିମାନ ଦୁର୍ଘଟଣାରେContinue reading “ଆମରକର କରଲଫରଣଣଆର ବମନ ଦରଘଟଣ ମତ”
ପୟନ ସହ କରନହନତ କ ଆଧର ଲଙକ ! ଆଗକ ଏସବ ଅସବଧର ହବ ସମମଖନ ଜଣନତ କଣ କହଛ ଇନକମ ଟୟକସ ବଭଗ
କନକ ବ୍ୟୁରୋ : ପ୍ୟାନ୍ ସହ ଆଧାର ଲିଙ୍କ୍ କରିବାର ଶେଷ ତାରିଖ ରହିଥିଲା ଜୁନ୍ ୩୦ ତାରିଖ । ଦୀର୍ଘଦିନର ସମୟ ଦିଆଯାଇଥିଲେ ସୁଦ୍ଧା କିଛି ଲୋକ ଏଯାବତ ଲିଙ୍କ୍ କରିନାହାନ୍ତି । ପୂର୍ବରୁ ସୂଚନା ଦିଆଯାଇଥିଲା କି, ୨୦୨୩ ଜୁନ ୩୦ ସୁଦ୍ଧା ଯଦି ଲିଙ୍କ ନକରନ୍ତି ତାହେଲେ ପ୍ୟାନ କାର୍ଡ ନିଷ୍କ୍ରିୟ ହୋଇଯିବ । ଏଣୁ ଜୁଲାଇ ୧ ତାରିଖ ସୁଦ୍ଧା ଯେଉଁମାନେ ଲିଙ୍କ୍ କରିନାହାନ୍ତି ସେମାନଙ୍କ ପ୍ୟାନ କାର୍ଡ ନିଷ୍କ୍ରିୟ ହୋଇସାରିଛିContinue reading “ପୟନ ସହ କରନହନତ କ ଆଧର ଲଙକ ! ଆଗକ ଏସବ ଅସବଧର ହବ ସମମଖନ ଜଣନତ କଣ କହଛ ଇନକମ ଟୟକସ ବଭଗ”
ନନଦନକନନ ସହ ସଫରର ଫସଲ ବସ ଭୟଭତ ହଇପଡ଼ଲ ପରଯୟଟକ ପଖପଖ ଘଣଟଏ ପର କରଗଲ ଉଦଧର
କନକ ବ୍ୟୁରୋ: ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ବସ୍ । ଭୟଭୀତ ହୋଇପଡ଼ିଲେ ପର୍ଯ୍ୟଟକ । ପାଖାପାଖି ୧ ଘଣ୍ଟା ରହିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ସିଂହ ଗୁଡ଼ିକୁ କାବୁ କରି ଫିଡିଂ ଚାମ୍ପରରେ ରଖିଥିଲେ । ପରେ ଅନ୍ୟ ଏକ ବସରେ ପର୍ଯ୍ୟଟକମାନଙ୍କୁ ବାହାରକୁ ଅଣାଯାଇଥିଲା । ପର୍ଯ୍ୟଟକମାନେ ବାଘ ସଫାରୀ ବୁଲି ସିଂହ ସଫାରୀ ଭିତରେ ଯାଉଥିବା ବେଳେ ବସ୍ଟି ଏକ ଗାତରେ ପଡ଼ିଯାଇଥିବା କୁହାଯାଉଛି । ପର୍ଯ୍ୟଟକମାନଙ୍କ କୌଣସି ଅସୁବିଧାContinue reading “ନନଦନକନନ ସହ ସଫରର ଫସଲ ବସ ଭୟଭତ ହଇପଡ଼ଲ ପରଯୟଟକ ପଖପଖ ଘଣଟଏ ପର କରଗଲ ଉଦଧର”
ଓକଲଙକ ବନ କରଟର କମତ ଲଢ଼ବ କସ? ଜଣନତ କଣ ରହଛ ନୟମ?
କନକ ବ୍ୟୁରୋ : କୋର୍ଟ କଚେରୀ ମାମଲା ଭାରି କଷ୍ଟଦାୟକ । ବିଚାର ପାଇଁ ଧାଇଁ ଧାଇଁ ଲୋକଙ୍କ ଚପଲ ଘୋରି ହୋଇଯାଏ । ଆଉ ଆଜିକାଲି କେସ ଲଢ଼ିବା ପାଇଁ ଓକିଲମାନେ ଯେଉଁଭଳି ଟଙ୍କା ନେଉଛନ୍ତି ତାହା ଦେବା ସମସ୍ତଙ୍କ ପକ୍ଷେ ସକ୍ଷମ ହୋଇନଥାଏ । ଯେଉଁଥି ପାଇଁ ଅନେକ ଲୋକ କେସ ନଲଢ଼ି ଭଗବାନଙ୍କ ଭରସାରେ ଛାଡ଼ି ଦେଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି, କୌଣସି ଓକିଲଙ୍କ ବିନା ସହାୟତାରେ ଆପଣ ଲଢ଼ିContinue reading “ଓକଲଙକ ବନ କରଟର କମତ ଲଢ଼ବ କସ? ଜଣନତ କଣ ରହଛ ନୟମ?”
ରତରତ ବଦଳଗଲ ଗ ଲକଙକ ଭଗୟ ପରତ ପରବରକ ମଳଲ ଲକଷ ଟଙକ
କନକ ବ୍ୟୁରୋ: ରାତାରାତି ବଦଳିଗଲା ଗାଁ ଲୋକଙ୍କ ଭାଗ୍ୟ। ପ୍ରତି ପରିବାରକୁ ମିଳିଲା ୫୮ ଲକ୍ଷ ଟଙ୍କା। ଏପରି ଘଟଣା ଘଟିଛି ମିଳିଛି ସାଉଥ୍ କୋରିଆର ଏକ ଗାଁରେ । କଥାରେ ଅଛି କାହାର ଉପକାର କରିଥିଲେ , ତାର ସୁଫଳ ଦିନେ ନା ଦିନେ ନିଶ୍ଚୟ ମିଳେ । ଏକଥା ଏଠିକାର ଲୋକଙ୍କ ସହ ଅକ୍ଷରେ ଅକ୍ଷରେ ସତ ହୋଇଛି । ଦିନ ଥିଲା ସାଞ୍ଚୁଆନ୍ ସହର ନିକଟ ଅନପ୍ୟୋଙ୍ଗ –ରି ନାମକ ଗାଁର ଲୋକେContinue reading “ରତରତ ବଦଳଗଲ ଗ ଲକଙକ ଭଗୟ ପରତ ପରବରକ ମଳଲ ଲକଷ ଟଙକ”
ଶକଷ ଜରଆର ସସକର ଆଣବକ ଛତଶଗଡ କଙକର ଜଲଲ ପରଶସନର ଅଭନବ ଉଦୟମ ଦଶମର ଜଣ ଓ ଦୱଦଶ ବରଡ ଦବ ଜଣ
କନକ ବ୍ୟୁରୋ : ଜେଲ ଦଣ୍ଡ ଭୋଗୁଥିବା ନକ୍ସଲଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଶାସନର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ । ବୋର୍ଡ ପରୀକ୍ଷା ଦେବେ ଜେଲ ଦଣ୍ଡ ଭୋଗୁଥିବା ନକ୍ସଲ । ଶିକ୍ଷା ଦ୍ୱାରା ସଂସାର ଆଣିବା ପାଇଁ ମାଟ୍ରିକ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀ କ୍ଷାର ବ୍ୟବସ୍ଥା କରାଇଛି ଜିଲ୍ଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ କାଙ୍କେର ଜିଲ୍ଲା ପ୍ରଶାସନର ଏହି ଅଭିନବ ପଦକ୍ଷେପକୁ ନେଇContinue reading “ଶକଷ ଜରଆର ସସକର ଆଣବକ ଛତଶଗଡ କଙକର ଜଲଲ ପରଶସନର ଅଭନବ ଉଦୟମ ଦଶମର ଜଣ ଓ ଦୱଦଶ ବରଡ ଦବ ଜଣ”
କଟଆ ପର ଗଲର ପଚୟତକ ନଇ ବଢଲ ବବଦ ଓଡଶ ସମର ଥବ ଗ ଲକଙକ ସମସତ ସବଧ ସଯଗ ଦଇ ହତଇବକ ଉଦୟମ କରଛ ଆନଧରପରଦଶ
କନକ ବ୍ୟୁରୋ : ଗାଁ ଓଡ଼ିଶାର କିନ୍ତୁ ଯୋଜନା ଯୋଗାଉଛି ଆନ୍ଧ୍ର୍ର । କେତେବେଳେ ଜମି ପଟ୍ଟା ବାଟୁଂଛି ତ ଆଉ କେତେବେଳେ ଆବାସ ଯୋଜନାରେ ଘର ଯୋଗାଉଛି । ଓଡ଼ିଶା ସୀମାରେ ଥିବା ଓଡିଶାର ଗାଁକୁ ସୁଧା ସବୁ ସୁବିଧା ଯୋଗାଉଛି ଆନ୍ଧ୍ର । ଆଉ ସୀମାନ୍ତବାସୀ ମଧ୍ୟ ଓଡ଼ିଶା ଉପରେ ଭରସା ଛାଡ଼ି ଆନ୍ଧ୍ର ଭରସାରେ ରହିଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳା ନନ୍ଦପୁର ବ୍ଳକର ଗୋଲରୁ ପଚାଂୟତରେContinue reading “କଟଆ ପର ଗଲର ପଚୟତକ ନଇ ବଢଲ ବବଦ ଓଡଶ ସମର ଥବ ଗ ଲକଙକ ସମସତ ସବଧ ସଯଗ ଦଇ ହତଇବକ ଉଦୟମ କରଛ ଆନଧରପରଦଶ”